Browsing Category

ଓଡିଶା

ଆସନ୍ତାକାଲି ପୁଣି ଖୋଲିବ ରତ୍ନଭଣ୍ଡାର

ପୁରୀ: ମହାପ୍ରଭୁଙ୍କ ରତ୍ନଭଣ୍ଡାର ଆସନ୍ତାକାଲି ପୁଣି ଖୋଲିବ। ଖୁବ୍ ଶୀଘ୍ର ରତ୍ନଭଣ୍ଡାର ରହସ୍ୟ ଉପରୁ ପରଦା ହଟିବ। ଗୁପ୍ତ କୋଠରୀ, ଗୁପ୍ତ ସୁଡ଼ଙ୍ଗ ଓ ଗୁପ୍ତଧନ ଚର୍ଚ୍ଚା ଉପରୁ ପୂର୍ଣ୍ଣଛେଦ ପଡ଼ିବାକୁ ଯାଉଛି। ଦୀର୍ଘ ୬ ବର୍ଷ ତଳୁ ରତ୍ନଭଣ୍ଡାର ସ୍ଥିତି ସଙ୍ଗୀନ ଥିବା ବେଳେ ବୁଧବାର ଦିନ

ସୁଭଦ୍ରା ପଞ୍ଜିକରଣ କଲେଣି ୭୨ ଲକ୍ଷ ମହିଳା, ୧ କୋଟିରୁ ଅଧିକ ସାମିଲ ହେବେ

ଭୁବନେଶ୍ବର: ଏଯାବତ ସୁଭଦ୍ରାରେ ଭରିଲେଣି ୭୨ ଲକ୍ଷ ମହିଳା । ମୋଟ ୧ କୋଟିରୁ ଅଧିକ ମହିଳା ଏଥିରେ ଉପକୃତ ହେବେ । ଆଜି ସୁଭଦ୍ରା ଯୋଜନାର ଶୁଭାରମ୍ଭ ଅବସରରେ ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତି ପରିଡା । ତେବେ ଆଜି ବହୁ ପ୍ରତିକ୍ଷିତ

ଯୁବ କଂଗ୍ରେସ ପକ୍ଷରୁ ମୋଦିଙ୍କ ଜନ୍ମଦିନକୁ ବିରୋଧ, ରାସ୍ତା କଡରେ ବିକିଲେ ଚା’

କେନ୍ଦୁଝର: ଆଜି ଅର୍ଥାତ୍ ସେପ୍ଟେମ୍ବର ୧୭ ତାରିଖ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନକୁ ବିଜେପି ସେବା ଦିବସ ଭାବେ ପାଳନ କରୁଛି । ଅନ୍ୟପଟେ ଏହାକୁ ବିରୋଧ କରିଛି ଯୁବ କଂଗ୍ରେସ । କେନ୍ଦୁଝର ଜିଲ୍ଲାରେ ଯୁବ କଂଗ୍ରେସ ପକ୍ଷରୁ ଏହାକୁ ବିରୋଧ କରି ଜାତୀୟ ବେରୋଜଗାର ଦିବସ

“ମହିଳାଙ୍କୁ ସଶକ୍ତ କରୁ ‘ସୁଭଦ୍ରା’, ମହିଳାଙ୍କ ବିକାଶ ଓଡିଶାର ବିକାଶର ମୂଳମନ୍ତ୍ର”

ଭୁବନେଶ୍ବର: ମହିଳାଙ୍କ ବିକାଶ ଓ ବଢୁଥିବା ସାମର୍ଥ୍ୟ ହିଁ ଓଡିଶା ବିକାଶର ମୂଳମନ୍ତ୍ର । ପ୍ରଭୁ ଜଗନ୍ନାଥଙ୍କ ସାଙ୍ଗରେ ଭଉଣୀ ସୁଭଦ୍ରାଙ୍କ ଉପସ୍ଥିତି ମଧ୍ୟ ଆମକୁ ଏହି ବାର୍ତ୍ତା ଦେଉଛି । ଆଜି ସୁଭଦ୍ରା ଯୋଜନାର ଶୁଭାରମ୍ଭରେ ଏହି ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏନେଇ

‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର: ଓଡିଶାରେ ଆରମ୍ଭ ହେଲା ବହୁ ପ୍ରତିକ୍ଷିତ ସୁଭଦ୍ରା ଯୋଜନା । ସୁଇଚ ଚିପି ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିସହିତ ହିତାଧିକାରୀଙ୍କ ଆକାଉଣ୍ଟକୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଟଙ୍କା ଭାବେ ୫ ହଜାର ଟଙ୍କା ଆକାଉଣ୍ଟକୁ ଗଲା । ସବୁ ପ୍ରତିକ୍ଷାର ଅନ୍ତ

ବିପଦ ସଙ୍କେତ ଉପରେ ପ୍ରବାହିତ ସୁବର୍ଣ୍ଣରେଖା

ଜଳେଶ୍ୱର : ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବଢୁଛି ସୁବର୍ଣ୍ଣରେଖା ଏବଂ ଜଳକା ନଦୀର ଜଳସ୍ତର । ଜଳେଶ୍ବର ବ୍ଲକ ରାଜଘାଟ ନିକଟରେ ସୁବର୍ଣ୍ଣରେଖା ନଦୀ ବିପଦ ସଙ୍କେତ ୧୦.୩୬ ରହିଥିବା ବେଳେ ସଂଧ୍ଯା ୫ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୧୦.୭୯ ମିଟରରେ ପ୍ରବାହିତ ହେଉଛି ।

ସେନା ଅଧିକାରୀଙ୍କ ସହ ବାନ୍ଧବୀଙ୍କୁ ଥାନାରେ ମାଡ଼ ମାରିବା ମାମଲା; କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ବର: ଭୁବନେଶ୍ୱରରେ ସେନା ଅଧିକାରୀ କ୍ୟାପଟେନ ଗୁରୁବଂଶ ସିଂହ ଓ ତାଙ୍କ ବାନ୍ଧବୀଙ୍କୁ ଥାନାରେ ମାଡ ଓ ଗିରଫ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପୁଲିସ ଡିଜି। ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ଦେବାକୁ ଡିଜିପିଙ୍କ ନିର୍ଦ୍ଦେଶ। ରବିବାର ଦିନ ଭରତପୁର ଥାନାରେ

ଆବାସ ହିତାଧିକାରୀଙ୍କୁ ଘର ବାଣ୍ଟିଲେ ମୋଦି, ଜନ୍ମଦିନ ଅବସରରେ ଖିରି ଖାଇଲେ

ଭୁବନେଶ୍ବର: ଗାଡକଣରେ ଆବାସ ହିତାଧିକାରୀଙ୍କୁ ଗୃହ ପ୍ରବେଶ କରାଇ ଘଣ ଚାବି ବଣ୍ଟନ କରିଛନ୍ତି ମୋଦି । ଏଥିସହିତ କିଛି ସମୟ ସେମାନଙ୍କ ସହ ଆଲୋଚନା କରିଛନ୍ତି । ଏହି ଭିତରେ ତାଙ୍କ ଜନ୍ମଦିନ ଅବସରରେ ଜଣେ ହିତାଧିକାରୀଙ୍କ ଘରକୁ ଯାଇ ଘରେ ଖିରି ଖାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଓଡିଶା

ବିଶ୍ୱକର୍ମା ମୂର୍ତ୍ତି ବିସର୍ଜନ ବେଳେ ଚାଲିଗଲା ଦୁଇ ଛାତ୍ରଙ୍କ ଜୀବନ

ବାରିପଦା : ଗତ କାଲି ବିଶ୍ୱକର୍ମା ପୂଜା ବଡ଼ ଧୁମଧାମରେ ସରିଥିଲା । ଆଉ ଆଜି ଥିଲା ଭଷାଣୀ । ମୂର୍ତ୍ତି ବିସର୍ଜନ ପାଇଁ ଦୁଇ ଛାତ୍ର କେନାଲ ପାଖକୁ ଯାଇଥିଲେ । କିନ୍ତୁ କେନାଲ ପାଖରେ ଜଗି ବସିଥିଲା ଯମ । ସବୁ କିଛି କ୍ଷଣିକରେ ସରିଗଲା । କେନାଲର ପ୍ରଖର ସୁଅରେ ଭାସିଗଲେ ଦୁଇ ଜଣ ଛାତ୍ର । ଏବେ

ସୁଭଦ୍ରା ଯୋଜନାର ତଦାରଖ ନିମନ୍ତେ ଜିଲ୍ଲା ପ୍ରଶାସନର ଜିଲ୍ଲା ଅଧିକାରୀଙ୍କୁ ଗୁରୁ ଦାୟିତ୍ଵ…

ଉମରକୋଟ, ( ୧୭/୦୯/୨୦୨୪) ସରକାରଙ୍କ ଯୁଗାନ୍ତକାରୀ ସୁଭଦ୍ରା ଯୋଜନା ର ସଫଳ ରୂପାୟନ ନିମନ୍ତେ ନବରଙ୍ଗପୁର ଜିଲ୍ଲାରେ ମହିଳା ମାନଙ୍କ ଆବେଦନ ପ୍ରକ୍ରିୟା ଚାଲୁ ରହିଛି।ଏଥି ନିମନ୍ତେ ଦୈନିକ ତଦାରଖ ଓ ନିରୀକ୍ଷଣ କାର୍ଯ୍ୟ ପାଇଁ ନବରଙ୍ଗପୁର ଜ଼ିଲ୍ଲାର ଜିଲ୍ଲାପାଳ ଡଃ ଶୁଭଙ୍କର ମହାପାତ୍ର