Browsing Category

ମନୋରଞ୍ଜନ

ପୁଣି ଯାତ୍ରା ପେଣ୍ଡାଲକୁ ଓହ୍ଲାଇବେ ଅଭିନେତ୍ରୀ ରାଣୀ ପଣ୍ଡା

ପୁଣି ଯାତ୍ରା ପେଣ୍ଡାଲରେ ଦେଖିବାକୁ ମିଳିବ ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ଜଲଓ୍ଵା । ତେବେ ରାଣୀ ଆସିବେ ନୂଆ ରୂପରେ । ହଟ୍‌ ପ୍ୟାଣ୍ଟ କି ଜିନସ୍‌ରେ ନୁହେଁ ଖାଣ୍ଟି ଓଡିଆଣୀ ବେଶରେ ଦର୍ଶକଙ୍କ ଆଗକୁ ଆସିବେ । ପୁଣି ଖୋଦ ନିଜ ଆତ୍ମଜୀବନୀକୁ ନେଇ ନାଟକରେ ଅଭିନୟ କରିବେ । ନିଜ ଚରିତ୍ରରେ ଅଭିନୟ

ମୋର ବୟାନକୁ ଭୁଲ ଢଙ୍ଗରେ ପ୍ରଦର୍ଶିତ କରାଯାଇଛି: ସାଇ ପଲ୍ଳବୀ

ଚେନ୍ନାଇ: ଜଣାଶୁଣା ସାଉଥ ଅଭିନେତ୍ରୀ ସାଇ ପଲ୍ଳବୀ ନିଜ ବୟାନ ପାଇଁ ଆଜିକାଲି ବିବାଦରେ ଥିବାବେଳେ ତାଙ୍କ ଚଳଚ୍ଚିତ୍ର ‘ବୀରତା ପାର୍ବମ୍’ ଖୁବ୍ ଶୀଘ୍ର ପ୍ରେକ୍ଷାଳୟରେ ରିଲିଜ ହେବାକୁ ଯାଉଛି | ତେବେ ଫିଲ୍ମର ପ୍ରମୋସନ ସମୟରେ ଅଭିନେତ୍ରୀ କାଶ୍ମୀରୀ ପଣ୍ଡିତଙ୍କ ବିଷୟରେ ଏପରି ବିବୃତ୍ତି

ଓଡ଼ିଆ ଚଳଚ୍ଚିତ୍ର ଭୋକ ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ

ଭୁବନେଶ୍ବର: କରୋନା ମହାମାରୀ ସମୟରେ ପ୍ରବାସୀ ଦାଦନମାନଙ୍କ ଦୁର୍ଦ୍ଦଶାକୁ ନେଇ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର 'ଭୋକ'ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି । ନିକଟରେ ଲଣ୍ଡନଠାରେ ଅନୁଷ୍ଠିତ ୨୩ତମ ଇନ୍ଦ୍ରଧନୁ ରେନ୍-ବୋ ଚଳଚ୍ଚିତ୍ର ମହୋତ୍ସବରେ ଏହି ଫିଲ୍ମ ପୁରସ୍କାର ଲାଭ କରିଛି । ଗତ ମେ

କେକେଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି, କୋର୍ଟରେ ଆବେଦନ

କୋଲକାତା: ପ୍ରଖ୍ୟାତ ତଥା ଲୋକପ୍ରିୟ ବଲିଉଡ ଗାୟକ କ୍ରିଷ୍ଣ କୁମାର କୁନ୍ନଥ ଓରଫ କେକେଙ୍କ ମୃତ୍ୟୁକୁ ନେଇ ଥମୁନି ରାଜନୈତିକ ବିବାଦ। ଏବେ ଏହି ମାମଲା କୋର୍ଟରେ ପହଞ୍ଚିଗଲାଣି। ଗାୟକଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି ନେଇ ଏକ ଜନ ସ୍ୱାର୍ଥ ମାମଲା ରୁଜୁ କରିବା ପାଇଁ କ୍ୟାଲକାଟା ହାଇକୋର୍ଟରେ

ସପରିବାର ‘ସମ୍ରାଟ୍‌ ପୃଥ୍ବୀରାଜ’ ଚଳଚ୍ଚିତ୍ର ଦେଖିଲେ ଗୃହମନ୍ତ୍ରୀ

ନୂଆଦିଲ୍ଲୀ: ବୁଧବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ହିନ୍ଦୀ ଚଳଚ୍ଚିତ୍ର ‘ସମ୍ରାଟ୍‌ ପୃଥ୍ବୀରାଜ’ର ସ୍ବତନ୍ତ୍ର ପ୍ରଦର୍ଶନ ଦେଖି ସାରି ବକ୍ତବ୍ୟ ଦେବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପ୍ରେକ୍ଷାଳୟର ପ୍ରସ୍ଥାନ ଆଡ଼କୁ ଯାଉଥିବା ବେଳେ କୁଆଡ଼େ ଯିବେ ବୋଲି ଜାଣି ନ ପାରି ଠିଆ ହୋଇଥିବା ପତ୍ନୀ

ସିଦ୍ଧୁ ମୁସେବାଲାଙ୍କ ହତ୍ୟା ପରେ କଡ଼ାକଡ଼ି ହେଲା ସଲମାନ ଖାନଙ୍କ ସୁରକ୍ଷା

ମୁମ୍ବାଇ ୧।୬: ପ୍ରସିଦ୍ଧ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେବାଲାଙ୍କୁ ମେ ୨୯ ତାରିଖ ସ୍ପଷ୍ଟ ଦିବାଲୋକରେ ଗୁଳି କରି ହତ୍ୟା କରାଯାଇଛି। ମଙ୍ଗଳବାର ତାଙ୍କ ପୈତୃକ ଗ୍ରାମ ମୁସାରେ ଅନ୍ତ୍ୟେଷ୍ଟି ସମ୍ପନ୍ନ ହୋଇଛି। ପଞ୍ଜାବୀ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋଇର କାନାଡା ସାଥୀ ଗୋଲ୍ଡି ବ୍ରାର ଏହି

ବିଶ୍ୱସ୍ତରୀୟ ହେବ କଳିଙ୍ଗ ଷ୍ଟୁଡିଓ, ୨୦୦ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ୱର: ଖୁବଶୀଘ୍ର ବିଶ୍ଵସ୍ତରୀୟ ହେବାକୁ ଯାଉଛି କଳିଙ୍ଗ ଷ୍ଟୁଡିଓ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏଥିପାଇଁ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟର ଆଜି ଶୁଭାରମ୍ଭ ହୋଇଛି । ଆଜି ମଣ୍ଡପ ଓ ଟେକଜୋନ୍ କାର୍ଯ୍ୟର ପୂଜାର୍ଚ୍ଚନା ପରେ କଂକ୍ରିଟ କରଣ

ମହାନଗର ମହୋତ୍ସବର ଦ୍ବିତୀୟ ସଂନ୍ଧ୍ୟା – ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ, ଜାଗୃତି କଳାକାର ଙ୍କ…

ବ୍ରହ୍ମପୁର : ସ୍ଥାନୀୟ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ଷ୍ଟାଡିୟମ ପରିସରରେ ଚାଲିଥିବା ଦଶମ ମହାନଗର ମହୋତ୍ସବ ଦ୍ୱିତୀୟ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ରହିଥିଲାସ୍ଥାନୀୟ କଳାକାର ଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ । ରାତ୍ର ପର୍ଯ୍ୟନ୍ତ ଝୁମିଥିଲେ ଦର୍ଶକ । ଗଞ୍ଜାମ ଲୋକ କଳା ସଂସ୍କୃତି ର

ମଡେଲଙ୍କ ରହସ୍ୟଜନକ ମୃତ୍ୟୁ, ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର

କୋଝିକୋଡେ: କେରଳର ଜଣେ ୨୦ ବର୍ଷୀୟ ମଡେଲଙ୍କ ମୃତ ଦେହକୁ ନିଜ ବାସଭବନରୁ ଉଦ୍ଧାର କରାଯାଇଛି। ଏହି ମଡେଲ ଜଣଙ୍କ କୋଝିକୋଡେ ସିଟିରେ ରୁହନ୍ତି। ଗୁରୁବାର ସନ୍ଧ୍ୟାରେ ତାଙ୍କ ମୃତ ଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତ ମଡେଲ ହେଲେ ଶାହାନ୍ନା। ଏହି ଘଟଣାରେ ତାଙ୍କ ସ୍ୱାମୀଙ୍କୁ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ

ଭୁବନେଶ୍ୱର: ବଲିଉଡ଼ ଅଭିନେତା ଅର୍ଜୁନ ରାମମ୍ପାଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ସାକ୍ଷାତ କରିଛନ୍ତି । ଓଡ଼ିଶା ଗସ୍ତରେ ଥିବା ଅଭିନେତା ଅର୍ଜୁନ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କିଛି ପ୍ରସଙ୍ଗରେ ଆଲୋଚନା କରିଥିଲେ । ଓଡ଼ିଶା ଓମେନ୍ସ ମେଳା ୨୦୨୨ ଭୁବନେଶ୍ୱର ଜନତା