Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
କିଶୋରୀ ସଚେତନତା ମେଳା ଅନୁଷ୍ଠିତ
ଆର ଉଦୟଗିରି : ମୋହନା, ଗଜପତି ଜ଼ିଲ୍ଲା ମୋହନା ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ ପକ୍ଷରୁ ଶନିବାର କିଶୋରୀ ସଚେତନତା ମେଳା ଅନୁଷ୍ଠିତ ହୋଇଯାଇଛି l ଏନେଇ ମୋହନା ସମନ୍ବିତ ଶିଶୁ ବିକାଶ ଅଧିକାରିଣୀ ଲଳିତା ମଲ୍ଲିକ ଙ୍କ ସଭାପତିତ୍ବ ରେ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ଏକ ସଭା ର!-->…
ଆମ ଓଡିଶା ନବୀନ ଓଡ଼ିଶାର ଅର୍ଥର ଡୋରି ପ୍ରଶାସନ ହାତରେ ନେତା ନାକେଦମ….!
ବ୍ରହ୍ମପୁର : ଏବେ ଗଞ୍ଜାମ ଜିଲ୍ଲାର କୋଣ ଅନୁକୋଣ ରେ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଧୁମଧାମ ରେ ଚାଲିଛି। ପ୍ରତେକ ପଞ୍ଚାୟତ ରେ ଲକ୍ଷ ଲକ୍ଷ ଟଙ୍କା ପାଣି ଭଳି ଖର୍ଚ୍ଚ କରାଯାଉଛି ହେଲେ ଏହାର ଡୋରି ପ୍ରଶାସନ ହାତରେ ରହିଯାଇଥିବା ଚର୍ଚ୍ଚାର ବିଷୟ ହୋଇଛି। ଏହି କାର୍ଯ୍ୟକ୍ରମ ରେ!-->…
ଅଧିକାରୀଙ୍କ ମନମାନି ଯୋଗୁଁ ଆସିକାରେ ମେଳି ବାନ୍ଧିଲେ ସରପଞ୍ଚ…
ବ୍ରହ୍ମପୁର : ଆସିକା ବ୍ଲକ କାର୍ଯ୍ୟଳୟ ରେ ଗତ କିଛି ଦିନ ହେଲା ନିର୍ବାଚିତ ପ୍ରତିନିଧି ଙ୍କୁ ଅଣଦେଖା କରୁଥିବା ଯୋଗୁଁ ଶେଷରେ ମେଳି ବାନ୍ଧି ଘେରିଲେ ସରପଞ୍ଚ ମାନେ। ଗତ ଶନିବାର ସନ୍ଧ୍ୟା ରେ ଆସିକା ବ୍ଲକ ରେ ସରପଞ୍ଚ ପହଞ୍ଚି ମିଳିବାକୁ ଥିବା ଅର୍ଥ ଦେବାକୁ ଦାବୀ ଜଣାଇ ଫେରିଲେ।!-->…
ଓଡିଶାବାସୀଙ୍କ ଜୀବନ ଜୀବିକାର ସୁରକ୍ଷା ହିଁ ମଧୁବାବୁଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି : ପୂଜ୍ୟପୂଜା ସମିତି…
ବ୍ରହ୍ମପୁର : ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ଆନ୍ଦୋଳନର ମହାନାୟକ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୯୧ତମ ତିରୋଧାନ ପାଳନ ହୋଇଯାଇଛି l ପ୍ରଥମେ ସମିତି ସଭାପତି ବଂଶୀଧର ଭୂୟାଁ ଗାନ୍ଧିନଗର ଛକ ସ୍ଥିତ ଉତ୍କଳ ଗୌରବଙ୍କ ପ୍ରତିମୂର୍ତ୍ତିରେ!-->…
ସ୍କୁଲ ପରିସରକୁ ମହୁମାଛି ପଶିଆସିଲେ, ପିଲାଏ ଅସ୍ତବ୍ୟସ୍ତ…
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ ଥିବା ସରକାରୀ ଉନ୍ନୀତ ବିଦ୍ୟାଳୟରେ ସକାଳୁ ସକାଳୁ ଦେଖିବାକୁ ମିଳିଥିଲା ମହୁମାଛି ପ୍ରବେଶ । ସବୁଦିନ ପରି ଛାତ୍ରଛାତ୍ରୀ ଏକାଠି ହୋଇ ପ୍ରାର୍ଥନା କରିବା ସମୟରେ ହଠାତ ମହୁମାଛି ପଶି ଆସିଥିଲେ ବିଦ୍ୟାଳୟ ପରିସରକୁ l ମହୂମାଛି କାମୁଡିବା!-->…
ମାଓବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ଘଟଣା, ଜବାନ ଗୁରୁତର,ମାଓବାଦୀ ନିହତ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ କାମ୍ବେରକିଆ ଜଙ୍ଗଲରେ ଗୁଳି ବିନିମୟ, ଜଣେ ଜବାନ ଗୁରୁତର, ଓ ଜଣେ ମାଓବାଦୀ ନିହତ ହୋଇଥିବା ସୂଚନା ରହିଛି l ପୋଲିସ ସୂଚନା ଅନୁଯାୟୀ ମାଓବାଦୀମାନେ ସୁବିଧାଜନକ ସ୍ଥାନରୁ ପ୍ରବଳ ଗୁଳି ଚଳାଇ ପୋଲିସ ଦଳ ଉପରେ IED ବିସ୍ଫୋରଣ!-->!-->!-->…
ମଧୁଦାସ ପୀଠର କାଞ୍ଜିପାଣି ପେଟଜନିତ ରୋଗ ପାଇଁ ସର୍ବୋଷଧି
ରାଜନଗର : ଆଜି କାଲି ବିଭିନ୍ନ ପ୍ରକାରର ଅତ୍ୟା ଧୁନିକ ଖାଦ୍ୟ ପାଇଁ ଆମର ଭିନ୍ନ ଭିନ୍ନ ପେଟ ଜନିତ ରୋଗ ଦେଖା ଦେଉଛି। ଆମେ ଏହା ପାଇଁ ମେଡ଼ିକାଲ ର ଦ୍ବାରସ୍ଥ ହୋଇଥାଇ। କେନ୍ଦ୍ରାପଡା ଜିଲ୍ଲା ର କନ୍ତିଆ ମଧୁ ଦାସ ପୀଠ ରେ ବହୁ ପ୍ରାଚୀନ କାଞ୍ଜି ପାଣି ଯେଉଁମାନେ ପିଅନ୍ତି, ସେମାନଙ୍କର ପେଟ!-->…
ଅଯୋଧ୍ୟାର ରାମଲାଲାଙ୍କ ମନ୍ଦିର ଶିଳ୍ପୀଙ୍କୁ ସମ୍ବର୍ଦ୍ଧନା
ରାଜନଗର : ସମାଜରେ ସମସ୍ତେ ଜାଣିଥିବେ ଗତ ମାସ ତା 22.01.24 ରିଖ ଦିନ ବହୁ ପ୍ରତିକ୍ଷିତ ରାମଲାଲl ଙ୍କ ମନ୍ଦିର ଅଯୋଧ୍ୟା ରେ ଦୀର୍ଘ ଦିନର ପ୍ରତୀକ୍ଷା ର ଅନ୍ତ ଘଟାଇ ପ୍ରତିଷ୍ଠା ହୋଇଛି l ଏହି ବିଶ୍ଵ ପ୍ରସିଦ୍ଧ ମନ୍ଦିର ନିର୍ମାଣ ରେ ଦେଶ ର କୋଣ ଅନୁକୋଣ ରୁ ଅନେକ ପଥର ଶିଳ୍ପୀ ଦିନ ରାତି!-->…
ରାଜନଗର ବ୍ଲକ ଯୋଗାଣ ଅଧିକାରୀଣି ଓ ଡିଲରଙ୍କ ମଧୁଚନ୍ଦ୍ରିକାରେ ଗରିବ ହିତାଧିକାରୀ କ୍ଷତିଗ୍ରସ୍ତ
ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଯୋଗାଣ ଅଧିକାରୀଣି ଓ ଡିଲରଙ୍କ ମଧୁଚନ୍ଦ୍ରିକାରେ ଗରିବ ହିତାଧିକାରୀଙ୍କ ୪ମାସର ରେସନ ଚାଉଳକୁ ୩ମାସର ଦେଇ ବଳକା ହଡପ କରିଥିବା ଜୁନସୁନଗର, ମଧୁପୁରୁ ଓ ବଳରାମପୁରୁ ହିତାଧିକାରୀ ଅଭିଯୋଗ କରିଛନ୍ତି । ରଙ୍ଗଣି, ପଟ୍ଟାପାରିଆ, ସମେତ ଏନେଇ ବହୁ!-->…
ଉପଭୋକ୍ତାଙ୍କ ସପକ୍ଷରେ ଗଞ୍ଜାମ ଜିଲ୍ଲା ଉପଭୋକ୍ତା ଆୟୋଗଙ୍କ ରାୟ
ବ୍ରହ୍ମପୁର : ବିଦ୍ୟୁତ୍ ଭିଜିଲାନ୍ସ ବିଭାଗ ଦ୍ୱାରା ଆଦାୟ କରାଯାଇଥିବା ଦେୟକୁ ପ୍ରତିମାସ ୬% ସୁଧ ଉପଭୋକ୍ତାଙ୍କ ଭବିଷ୍ୟତ ବିଲ୍ ରେ ଆଡଜଷ୍ଟମେଣ୍ଟ କରିବା ସହ ଉପଭୋକ୍ତା କେଟୋଗୋରିକୁ ସାଧାରଣ ବର୍ଗ ରୁ ପରିବର୍ତ୍ତନ କରି ଘରୋଇ ବର୍ଗ କରିବା ପାଇଁଁ ରାୟ ଦେଲେ ଗଞ୍ଜାମ ଜିଲ୍ଲା ଉପଭୋକ୍ତା ଆୟୋଗ!-->…