Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ବ୍ଳକସ୍ତରୀୟ ନୂଆ-ଓ କ୍ରୀଡାତ୍ସୋବ ଉଦଯାପିତ ଓ ପୁରସ୍କାର ବିତରଣ ଉତ୍ସବ
୬ଟି ଗୋଷ୍ଠୀଗତ କ୍ରଡା ପ୍ରତିଯୋଗୀତାରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ୩୩ଟି ଟିମର କୃତୀ ପ୍ରତିଯୋଗୀଙ୍କୁ ୪.୬୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନହିଞ୍ଜିଳିକାଟୁ : ଗତ ୨୧ ତାରିଖ ଠାରୁ ଆରମ୍ଭ ହୋଇଥିବା ବ୍ଳକସ୍ତରୀୟ ନୂଆ-ଓ କ୍ରୀଡାତ୍ସୋବ ବୁଧବାର ଉଦଯାପିତ ହୋଇଯାଇଛି । ଆୟୋଜିତ!-->…
ସାମ୍ବାଦିକଙ୍କ ମାତୃ ବିୟୋଗ
ଫୁଲବାଣୀ : ଫୁଲବାଣୀ ସହରର ଜଣାଶୁଣା ଆଇନଜୀବୀ ତଥା ସାମ୍ବାଦିକ ଆଦିତ୍ୟ ପ୍ରସାଦ ତ୍ରିପାଠୀଙ୍କ ମାତା ପ୍ରମିଳା ରାଣୀ ତ୍ରିପାଠୀଙ୍କ ୭୦ ବର୍ଷ ବୟସରେ ରବିବାର ଦିନ ରାତ୍ର ୨ଟା ୨୭ରେ ଫୁଲବାଣୀ ସଦର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ତାରେ ଦେହାନ୍ତ ହୋଇଯାଇଛି l ତାଙ୍କର ମୃତ୍ଯ ବେଳକୁ!-->…
ରେଳବାଇ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗଣ ଧାରଣା
ଫୁଲବାଣୀ : ବୁଧବାର ଜିଲାପାଳ ଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲା ରେଳପଥ କ୍ରିୟାନୁଷ୍ଠାନ କମିଟି, ଫୁଲବାଣୀ କନ୍ଧମାଳକୁ ରେଳ ପଥ ସଂଯୋଗ ପାଇଁ ଏକ ଦିନିକିଆ ଗଣ ଧାରଣା ଅନୁଷ୍ଠିତ ହୋଇଥିଲା l କମିଟୀ ର ଅଧ୍ୟକ୍ଷ ତଥା ବରିଷ୍ଠ ସମାଜସେବୀ କମଳା କାନ୍ତ ପାଣ୍ଡେ ଆବାହକ ତଥା ସମାଜ ସେବୀ ଅଶୋକ!-->…
କଲିକତାରୁ ଆସିଥିବା ଟୁରିଷ୍ଟ ବସ ଦୁର୍ଘଟଣା ଗ୍ରସ୍ତ। ୨ ଗୁରୁତର ୩୩ ଆହତ
ଦାରିଙ୍ଗବାଡ଼ି, ୨୭/୧୨, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ଅଧିନସ୍ତ ମହାଗୁଡି ଗ୍ରାମ ନିକଟ ଅଡାଧାର ପୋଲ ରେ ଆଜି ସକାଳ ପ୍ରାୟ ୯ରୁ୧୦ ଘଣ୍ଟା ସମୟରେ ଭାରସାମ୍ୟ ହରାଇ ଟୁରିଷ୍ଟ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣା ଖବର ପାଇ ମହାଗୁଡି!-->!-->!-->!-->!-->…
ଅଚିହ୍ନା ମୃତ ଦେହ ଉଦ୍ଧାର କଲା ଦାରିଙ୍ଗବାଡି ପୋଲିସ
ଦାରିଙ୍ଗବାଡି, ୨୭/୧୨, କନ୍ଧମାଳ ଜିଲା ଦାରିଙ୍ଗବାଡି ଶିବ ମନ୍ଦିର ଛକ ଠାରେ ଗତ କାଲି ଦାରିଙ୍ଗବାଡି ପୋଲିସ ଜଣେ ଅଚିହ୍ନା ଲୋକର ମୃତ ଦେହ ଉଦ୍ଧାର କରିଛି। ଉକ୍ତ ଲୋକଟି ରାସ୍ତା କଡ଼ରେ ପଡ଼ି ରହିଥିବା ବେଳେ ଦେଖିବାକୁ ଭିଡ ଲାଗିଥିଲା। ଏହା ଖବର ପାଇ ଦାରିଙ୍ଗବାଡି ଥାନା ଅଧିକାରୀ!-->!-->!-->…
ବିଜୁ ଜନତାଦଳର ୨୭ତମ ପ୍ରତିଷ୍ଠା ଦିବସ ସମାରୋହ
ଦେବଗଡ,୨୬ା୧୨:‘ଯେଉଁ ସଙ୍କଳ୍ପ ନେଇ ବିଜୁ ଜନତା ଦଳ ଗଠିତ ହୋଇଥିଲା ତାହା ଆଜି କାର୍ଯ୍ୟରେ ରୂପାନ୍ତରିତ ହୋଇଥିବା ଓଡିଶା ବାସୀ ଅନୁଭବ କରୁଛନ୍ତି । ବିଜେଡି ସରକାର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା ପ୍ରସ୍ତୁତ କରି ଗରିବ, ଖଟିଖିଆ, ଦିନ ମଜୁରିଆଙ୍କ ପାଖରେ ପହଂଚି ପାରିଛି’ । ଆଜି ବିଜୁ!-->…
ଧାନମଣ୍ଡିରେ ଅବ୍ୟବସ୍ଥା ନେଇ କଂଗ୍ରେସର ଅଭିଯୋଗ…
ଦେବଗଡ,୨୬ା୧୨: ଧାନମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ନେଇ ଦେବଗଡ ଜିଲା କଂଗ୍ରେସ ପକ୍ଷରୁ ମଙ୍ଗଳବାର ଜିଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଛି । ଦେବଗଡ ଜିଲା କଂଗ୍ରେସ କମିଟି ସଭାପତି ସେମ ହେମ୍ରମ ଉପଜିଲାପାଳ ପରକ୍ଷୀତ ସାହୁଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ଏନେଇ ଜିଲାପାଳଙ୍କ!-->…
ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ
ପାତ୍ରପୁର : ପାତ୍ରପୁର ବ୍ଲକ ତଣ୍ଡିପୁର ପଞ୍ଚାୟତ ଗୋବିନ୍ଦ ରାଜପୁର ଗଣେଶ ମନ୍ଦିର ପରିସରରେ ଚିକିଟୀ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ଜନତା ଦଳର ୨୭ ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ବିଧାୟିକା ତଥା ରାଜ୍ୟ ସରକାର ଙ୍କ ଗୃହ ଓ ନଗର ଉନ୍ନୟନ!-->…
ହିଞ୍ଜିଳିକାଟୁରେ ଵିଜେଡି ପାଳିଲା ପ୍ରତିଷ୍ଠା ଦିବସ
ହିଞ୍ଜିଳିକାଟୁ ୨୬/୧୨ : ହିଞ୍ଜିଳିକାଟୁ ଵିଜେଡି ପାଳିଲା ପ୍ରତିଷ୍ଠା ଦିବସ।୨୭ ବର୍ଷରେ ପାଦ ଦେଲା ବିଜୁ ଜନତା ଦଳ। ଆଜି ବିଜେଡିର ୨୭ତମ ପ୍ରତିଷ୍ଠା ଦିବସ। ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ ବିଜେଡିର ପ୍ରତିଷ୍ଠା ଦିବସ ପାଳନ କରିବାକୁ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ଦ୍ଦେଶ!-->…
ନିଆରା ଢଙ୍ଗରେ ଦିୱାଲୀ ପର୍ବ : ରଙ୍ଗ ମାଟି ସଂଗ୍ରହରେ ଆଦିବାସୀ ମହିଳା ବ୍ୟସ୍ତ
ଉମରକୋଟ : ନବରଙ୍ଗପୁର ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଉମରକୋଟ ସବଡ଼ିଭିଜଣର ଝରିଗାଁ ବ୍ଲକର ପ୍ରାୟ ୯୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରି ଜୀବିକା ନିର୍ବାହ କରିଥାଏ । ଏହି ଝରୀଗାଁ ବ୍ଲକର ଆଦିବାସୀ ସଂପ୍ରଦାୟର ଲୋକେ ବର୍ଷକ ମଧ୍ୟରେ ବିଭିନ୍ନ ପ୍ରକାର କୃଷିଭିତ୍ତିକ ପର୍ବ ପାଳନ!-->…