Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
କୁମ୍ବିଂ ଅପରେସନ ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ: ଦୁଇ ଏସଓଜି ଯବାନ ଗୁରୁତର…
ବାଲିଗୁଡା: କିଛି ଦିନର ନୀରବତା ପରେ ପୁଣି ପୁଲିସ- ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । କୁମ୍ବିଂ ଅପରେସନ ବେଳେ ଘଟିଛି ଅଘଟଣ। ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ହୋଇଛନ୍ତି ଦୁଇ ଏସଓଜି ଯବାନ। ଏପରି ଏକ ଘଟଣା କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନା ସିର୍ଲା!-->…
ଫୁଲବାଣୀ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ୩୪ତମ ବାର୍ଷିକ ଉତ୍ସବ…
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିଶରରେ ୩୪ ତମ ବାର୍ଷିକ ଉତ୍ସବ ବିଦ୍ୟାଳୟର ସଭାପତି ପ୍ରକୃତି ପ୍ରେମୀ, ଲେଖକ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବ୍ରଜବନ୍ଧୁ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ବାର୍ଷିକ ଉତ୍ସବରେ!-->!-->!-->…
ଅଯୋଧ୍ୟାଗସ୍ତରେ ଦୁଇ ରାମଭକ୍ତ, ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଯୋଗଦେବାକୁ ଲକ୍ଷ୍ୟ…
ମାଲକାନଗିରି : ମାଲକାନଗିରି ଆଉ ମାତ୍ର କେଇ ଦିନର ଅପେକ୍ଷା ଅଯୋଧ୍ୟା ରେ ପ୍ରତିଷ୍ଠା ହେବାକୁ ଯାଉଛି ପ୍ରଭୁ ରାମ ଲାଲା ଙ୍କ ଐତିହାସିକ ମନ୍ଦିର। ଚଳଚଞ୍ଚଳ ହୋଇପଡି଼ଛି ସମଗ୍ର ଭାରତ ବର୍ଷ। ସନାତନୀଙ୍କ ପାଇଁ ପୂରଣ ହେବାକୁ ଯାଉଛି ପାଞ୍ଚଶହ ବର୍ଷର ସପ୍ନ । ତେବେ ଆସନ୍ତା ଜାନୁଆରୀ ୨୨!-->!-->!-->…
ସପ୍ତସ୍ବର କଳାକେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ବରିଷ୍ଠ କଳାକାର ସଂଘର ନିଷ୍ପତ୍ତି…
ଭଞ୍ଜନଗର //(ବେଲଗୁଣ୍ଠା) : ବେଲଗୁଣ୍ଠା ବ୍ଳକ୍ ବରିଷ୍ଠ କଳାକାର ସଂଘ ତରଫରୁ ଏକ କାର୍ଯ୍ୟନିର୍ବାହୀ କମିଟୀ ବୈଠକ ସଂଘ ସଭାପତି ସୁରେନ୍ଦ୍ର ପ୍ରଧାନଙ୍କ ଅଧ୍ଯକ୍ଷତାରେ ଗୋବରା ସ୍ଥିତ ସ୍ବାମୀ ବୈକୁଣ୍ଠନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କଳାକାର ସଂଘ ଗୃହ ନିର୍ମାଣ!-->…
ପଞ୍ଚାୟତରାଜ ଓ ପାନୀୟ ଜଳ ପ୍ରମୁଖ ଶାସନ ସଚିବଙ୍କ ହିଞ୍ଜିଳି ଗସ୍ତ…
ଉନ୍ନୟନ କାର୍ଯ୍ୟର ସମୀକ୍ଷା ସହ ବିକାଶ ପ୍ରକ୍ରିୟାକୁ ଗୁରୁତ୍ୱାରୋପହିଞ୍ଜିଳିକାଟୁ,: ଶନିବାର ପଞ୍ଚାୟତରାଜ ଓ ପାନୀୟ ଜଳ ପ୍ରମୁଖ ଶାସନ ସଚିବ ସୁଶିଲ କୁମାର ଲୋହାନି ହିଞ୍ଜିଳି ଗସ୍ତ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା ସହ ବିକାଶ ପ୍ରକ୍ରିୟାକୁ ଗୁରୁତ୍ୱାରୋପ କରିଛନ୍ତି । ଶନିବାର!-->…
ମନ୍ତ୍ରୀ ଉଷାଦେବୀ ବାହୁଦା କେନାଳର ରାସ୍ତା ଉନ୍ନତିକରଣ ସକାଶେ ଶୁଭ ଦେଲେ…
ଚିକିଟୀ-: ସ୍ଥାନୀୟ ରାମଚନ୍ଦ୍ରପୁର ଠାରେ ବାହୁଦା କେନାଳର ରାସ୍ତା ଉନ୍ନତି କରଣ ସକାଶେ ଶୁକ୍ରବାର ଦିନ ସ୍ଥାନୀୟ ବିଧାୟିକା ତଥା ଓଡିଶାର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷାଦେବୀ କରକମଳରେ ଶୁଭ ପ୍ରଦାନ କରିଥିଲେ। ଅଧିକ୍ଷଣ ଯନ୍ତ୍ରୀ ଜଗନ୍ନାଥ ପଣ୍ଡା ସହକାରୀ ନିର୍ବାହୀ ଯନ୍ତ୍ରୀ!-->…
ବଡ଼ ଦିନ ପାଇଁ ପୋଲିସର ଫ୍ଲାଗ ମାର୍ଚ୍ଚ : ସୁରକ୍ଷା କଡ଼ା କଡ଼ି…
ଦାରିଙ୍ଗବାଡ଼ି : ବଡ଼ ଦିନ ପାଇଁ ବ୍ଲକ ଅଂଚଳରେ ଚଳଚଞ୍ଚଳ ଚର୍ଚ୍ଚ ଓ ବଜାର। ବଜାର ଗହଳି ଚହଳି ଲାଗିରହିବା ସହ ଜୋରସୋର କିଣା ବିକା ଚାଲିଛି । ବଡ଼ ଦିନ କିଭଳି ଶାନ୍ତି ଶୃଙ୍ଖଳାରେ ପାଳନ ହେବ ସେ ନେଇ ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଦାରିଙ୍ଗବାଡ଼ି!-->!-->!-->…
ଗରିବ, ଅତି ଗରିବ, ଅବହେଳିତ, ନିଷ୍ପେସିତଙ୍କ ଉନ୍ନତିର ମୁଖ୍ୟ କର୍ଣ୍ଣଧାର ସାଜିଛି “ସେବକ”…
ସ୍ଵେଚ୍ଛାସେବୀ ଅନୁଷ୍ଠାନ “ସେବକ”ର ଶୀତକାଳୀନ ବାର୍ଷିକ ସମ୍ମିଳନୀ
ସୁନ୍ଦରଗଡ଼ : ଆଜି ସୁନ୍ଦରଗଡ ଜିଲ୍ଲାର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ “ସେବକ” ର ବାର୍ଷିକ ଶୀତକାଳୀନ ସମ୍ମିଳନୀ- “ସେବକ ୱିନ୍ଟର କନକ୍ଲେଭ-୨୦୨୩” ସେବକ, ରଙ୍ଗିଆମୁଣ୍ଡା ପରିସରରେ ଅନୁଷ୍ଠିତ ହୋଇଯାଇଛି । ତୃଣମୂଳ!-->!-->!-->…
ଗହୀରମଥାରୁ ଟ୍ରଲର ଜବତ ଓ ୧୩ ମତ୍ସ୍ୟଜୀବୀ ଗିରଫ
ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବନଖଣ୍ଡ ଅନ୍ତର୍ଗତ ଗହୀରମଥା ରେଞ୍ଜର ସାମୁଦ୍ରିକ ଅଭୟାରଣ୍ୟରେ ବେଆଇନ ଭାବେ ମାଛ ମାରୁଥିବା ମା ଗଙ୍ଗା ନାମକ ଏକ ଟ୍ରଲର ସହ 13 ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ୍ କରିଛି ବନବିଭାଗ। ସୂଚନାଯୋଗ୍ୟ ଶୁକ୍ରବାର ଗହିରମଥା ସାମୁଦ୍ରିକ ଅଭୟାରଣ୍ୟରେ ବନବିଭାଗ!-->…
କାଜୁ ତେଲ ବୋଝେଇ ଟ୍ରକ ସହ ୨୮୦ କିଲୋ ଗଞ୍ଜେଇ ଜବତ ଘଟଣା : ରାଜସ୍ଥାନରୁ ଆଉ ଜଣକୁ ଗିରଫ କଲା ନାର୍କୋଟିକ୍ସ କଂଟ୍ରୋଲ…
ଦେବଗଡ,୨୨ା୧୨:୨୦୨୧ ମସିହା ମାର୍ଚ୍ଚ ୨୦ ତାରିଖ ପ୍ରତ୍ୟୁଷରେ ଭୁବନେଶ୍ୱର ସ୍ଥିତ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋର ଏକ ଟିମ୍ ଦେବଗଡ ଜିଲା ବାରକୋଟ ଥାନା ଅନ୍ତର୍ଗତ ଠିଆନାଳ ଛକ ୪୯ ନମ୍ବର ଜାତୀୟ ରାଜପଥରେ ଏକ କାଜୁତେଲ ବୋଝେଇ ଟ୍ରକକୁ ଜବତ କରିବାସହ ସେଥି ମଧ୍ୟରୁ ୨୮୦କିଲୋ ଚୋରା ଗଞ୍ଜେଇ!-->…