Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ବ୍ରହ୍ମାପୁର ମହାନଗର ନିଗମ ର ବଡ଼ ବାବୁ କିଏ …?ଅଧିକାରୀ ନା କିରାଣୀ..?
ଦିନ ଦିପହରେ ଚାଲିଛି ହରଲୁଟ...!!
ଫୁଲବାଣୀରେ ମେଗା ନିଯୁକ୍ତି ମେଳା : ଯୋଗଦେବେ ୧୨୦ରୁ ଉର୍ଦ୍ଧ୍ବ ଜାତୀୟ ତଥା ବହୁରାଷ୍ଟ୍ରୀୟ କମ୍ପାନୀ…
ପୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣଠାରେ ସଂସଦୀୟ କ୍ଷେତ୍ରର ବେକାର ଯୁବକ ଯୁବତୀଙ୍କ ନିମନ୍ତେ ଦ୍ଵିତୀୟ ମେଗା ନିଯୁକ୍ତି ମେଳା ଅନୁଷ୍ଠିତ ହେଉଛି । କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ପ୍ରୟାସ, କିଟ୍ ଆନୁକୂଲ୍ୟରେ ଜିଲ୍ଲା ପ୍ରଶାସନର ସହଯୋଗରେ ଏହି ମେଗା ନିଯୁକ୍ତି ମେଳା!-->!-->!-->!-->!-->…
ଚନ୍ଦ୍ରଗିରି ରେଞ୍ଜ ଅଧିକାରୀ ଶାଗୁଆନ କାଠ ସହ ଟ୍ରାକ୍ଟର ଜବତ କଲେ
ଆର,ଉଦୟଗରି : ଗଜପତି ଜିଲ୍ଲା ଅନ୍ତର୍ଗତ ଚନ୍ଦ୍ରଗିରି ବନ ବିଭାଗ ଅଧିକାରୀ ରୂପକ କୁମାର ପ୍ରଧାନ ଅଜି ନିଜ ଅଞ୍ଚଳରେ ତନଖି କରୁଥିବା ବେଳେ ଏକ ଟ୍ରାକ୍ଟର ପୁଡ଼ାମାରି ଠାରୁ ଭିଷ୍ମଗିରି ଅଞ୍ଚଳ ଦେଇ ୩୦ଟି ଶାଗୁଆନ କାଠ ଗଣ୍ଡି ଧରି ଚୋରାରେ ଆସୁଥିବା ବେଳେ ଜବତ କରିଛନ୍ତି। ଯାହା ୪୩ସିଏଫ୍ଟି!-->…
ମଧୁମେହ ଓ ରକ୍ତଚାପ ରୋଗ ସମ୍ପର୍କିତ ସଚେତନତା ଏବଂ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର
ଆର,ଉଦୟଗିରି : ବୁରୁସିଂ ଏବଂ ଏଙ୍ଗାରସିଂ ଗ୍ରାମରେ ମଧୁମେହ ଓ ରକ୍ତଚାପ ରୋଗ ସମ୍ପର୍କିତ ସଚେତନତା ଏବଂ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ। ହୋଇଯାଇଛି | ଦେଶାଇ ଫାଉଣ୍ଡେସନ ସହାୟତା ରେ ସିସିଡି ଅନୁଷ୍ଠାନ ପକ୍ଷ’ରୁ ରାୟଗଡ଼ ବ୍ଲକ’ର , ପୁତ୍ତାର ପଞ୍ଚାୟତ’ର!-->…
କାର୍ ସହ ଯାତ୍ରୀବାହୀ ଅଟୋ ଧକ୍କା, ଯୁବକ ମୃତ୍ୟୁ : କ୍ଷତିପୂରଣ ଦାବିରେ ଟାୟାର ଜାଳି ୫୯ ନଂ ଜାତୀୟ ରାଜପଥ ଅବରୋଧ
ହିଞ୍ଜିଳିକାଟୁ : ଶୁକ୍ରବାର ରାତ୍ର ପ୍ରାୟ ୧୦ଘଣ୍ଟା ସମୟରେ ବ୍ରହ୍ମପୁର ସଦର ଥାନା କୁକୁଡାଖଣ୍ଡି ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଏକ କାର୍ (ଓଡ୦୭ଏଜେ ୬୯୧୭)ସହ ଏକ ଯାତ୍ରୀବାହୀ ଅଟୋ (ଓଡି୦୭ଏ ୫୭୧୮)ମୁହାଁମୁହିଁ ଧକ୍କା ଘଟିଥିଲା । ଦୂର୍ଘଟଣାରେ ଅଟୋ ଯାତ୍ରା କରୁଥିବା ଜଣେ ଯୁବକଙ୍କ ମୃତ୍ୟୁ!-->…
ସରକାରୀ ଉଚ୍ଚ ବିଦ୍ୟାଳୟ, କେ.ଏମ୍.ଭାଲିଆସାହି ଠାରେ ସୃଜନଶୀଳତା କାର୍ଯ୍ୟକ୍ରମ ଆୟୋଜିତ
ଆର,ଉଦୟଗିରି : ଶୁକ୍ରବାର ସରକାରୀ ଉଚ୍ଚ ବିଦ୍ୟାଳୟ, କେ.ଏମ୍.ଭାଲିଆସାହି ଠାରେ "ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନ" ର ନିର୍ଦେଶ କ୍ରମେ ଭାଷା, ସାହିତ୍ୟ ଓ ସୃଜନଶୀଳତା ତଥା "ମୋ କଥା ମୋ କାହାଣୀ" ର ପୁସ୍ତକ ମେଳା ଅତି ଆଡମ୍ବର ସହକାରେ ଆୟୋଜିତ ହୋଇଯାଇଛି I ଉକ୍ତ ବିଦ୍ୟାଳୟର!-->…
ଗରିବ ଲୋକଙ୍କ ସହ ଖେଳ ସରକାର ଦେଉଥିବା ଚାଉଳ ଓଜନ ରେ ଠକେଇ…..!
ଅଧିକାରୀ ନେତାଙ୍କ ଆଶୀର୍ବାଦ ରେ ଚାଲିଛିଏହି ଘୋଟାଲା…
ବ୍ରହ୍ମପୁର : ଗରିବଙ୍କ ମୁହଁ ରେ ହସ ଫୁଟାଉଥିବାର ବାଃ ବାଃ ନେଉଥିବା ସରକାର ଙ୍କ ମାଗଣା ଚାଉଳ ଯୋଜନା ପ୍ରହସନ ଓ ନେତା ଅଧିକାରୀ ଙ୍କ ଯୋଗୁଁ ଓଜନ ରେ ଠକେଇ ଅଭିଯୋଗ।ଆସିକା ବ୍ଲକରେ ୨୭ଟି ପଞ୍ଚାୟତ ଓ ଏନ.ଏ. ସିରେ ୧୮ ୱାର୍ଡ!-->!-->!-->…
ସାମୁଦ୍ରିକଅଭୟାରଣ୍ୟରେ ୯ଟି ଟିମ୍ ଆଜିଠୁ ତିନିଦିନଧରି ଗଣନା କରିବେ ଡଲଫିନ୍
ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବନଖଣ୍ଡ ଅଧିନସ୍ଥ ଜାତୀୟ ଉଦ୍ୟାନ ଭିତରକନିକା ଗହିରମଥା ସାମୁଦ୍ରିକ ଅଭୟାରଣ୍ୟରେ ଆଜିଠାରୁ ଆରମ୍ଭ ହେଉଛି ଡଲଫିନ୍ ଗଣନା। ଏହି ଗଣନା 22ତାରିଖ ପର୍ଯ୍ୟନ୍ତ ଚାଲିବ, ଏଥିପାଇଁ ୯ଟି ଟିମ୍ କରାଯାଇଛି ପ୍ରତ୍ୟେକ ଟିମରେ ୩ରୁ ୫ଜଣ ଲେଖାଏ କର୍ମଚାରୀ!-->…
ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଶିକ୍ଷକ ଗଲେ ଜେଲ…
ରାଜନଗର : ଏକ ଅଭାବନୀୟ ଲଜ୍ୟାଜନକ ଘଟଣା ଘଟିଯାଇଛି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଘଡିଆମାଳ ଗାଁରେ ଅଵସ୍ଥିତ ଘରୋଇ ଶିକ୍ଷାନୁଷ୍ଠାନ ମଧୁସୁଦନ ବିଦ୍ୟାମନ୍ଦିର । ଏହି ଵିଦ୍ୟାମନ୍ଦିରର ମାଲିକ ନିଜେ ଅନୁଷ୍ଠାନର ପ୍ରଧାନ ଶିକ୍ଷକ ପ୍ରଦୀପ ପ୍ରଧାନ। ସେ ବିଭିନ୍ନ ସମୟରେ ଛାତ୍ରୀମାନଙ୍କୁ!-->…
ପୂଜ୍ୟପୂଜା ସମିତି ପକ୍ଷରୁ ବୀର ଚକରା ବିଶୋଇଙ୍କ ଜୟନ୍ତୀ ପାଳନ…
ବ୍ରହ୍ମପୁର : ସହରର ଅଗ୍ରଣୀ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ଆଜି ବିପ୍ଲବୀ ବୀର ଚକରା ବିଶୋଇଙ୍କ ୧୦୨ତମ ଜୟନ୍ତୀ ପାଳନ ହୋଇଯାଇଛି l ବୀର ଚକରା ବିଶୋଇଙ୍କ ଫୋଟଚିତ୍ରରେ ମାଲ୍ୟାର୍ପଣ କରି ସମିତି ସଭାପତି ବଂଶୀଧର ଭୂୟାଁଙ୍କ ଅଧ୍ୟକ୍ଷତାରେ ଏକ ସ୍ମରଣ ସଭା ଆୟୋଜିତ ହୋଇଥିଲା l ୧୮୨୩!-->…