Browsing Category

ବିଦେଶ

ଟୋକିଓ ଛାଡ଼ି ଚାଲିଯିବାକୁ ପରିବାରର ସନ୍ତାନପିଛା ୧ ନିୟୁତ ‘ୟେନ୍‌’ ଦେଉଛି ଜାପାନ୍‌: ରିପୋର୍ଟ…

ଟୋକିଓ: ଦେଶର ମଫସଲ ଅଞ୍ଚଳରେ ଜନସଂଖ୍ୟା ହ୍ରାସ ପାଉଥିବାରୁ ରାଜଧାନୀ ଟୋକିଓ ଛାଡ଼ି ଚାଲିଯିବା ପାଇଁ ଜାପାନ ପରିବାରର ପ୍ରତ୍ୟେକ ସନ୍ତାନପିଛା ୧ ନିୟୁତ ‘ୟେନ୍‌’ (ପ୍ରାୟ ୬ ଲକ୍ଷ ୩୩ ହଜାର ଟଙ୍କା) ପ୍ରଦାନ କରିବ ବୋଲି ‘ଟାଇମ୍‌‘ ପତ୍ରିକା ରିପୋର୍ଟ କରିଛନ୍ତି। ଏହି ନୂତନ ପ୍ରସ୍ତାବ

ସାଂଘାଇରେ ସାଂଘାତିକ ସ୍ଥିତି: ୭୦% ସଂକ୍ରମିତ

ନୂଆଦିଲ୍ଲୀ: ଚୀନ୍‌ରେ କରୋନା ସଂକ୍ରମଣ ଅତି ଭୟଙ୍କର ଭାବେ ମାଡ଼ି ଚାଲିଛି। ଚୀନ୍‌ ସରକାର ଏନେଇ କୌଣସି ତଥ୍ୟ ଦେଉନାହାନ୍ତି। କିନ୍ତୁ ଚୀନ୍‌ର ଶୀର୍ଷ ଡାକ୍ତରମାନେ ଚୀନ୍‌ରେ ସଂକ୍ରମଣ ବୃଦ୍ଧି ସଂକ୍ରାନ୍ତରେ ଦେଇଥିବା ସୂଚନା ଅନୁଯାୟୀ ସାଂଘାଇରେ ସାଂଘାତିକ ସ୍ଥିତି ଉପୁଜିଛି। ସାଂଘାଇର ଏକ

କରୋନା ମୁକାବିଲା ; ଚୀନକୁ ସହାୟତାର ହାତ ବଢ଼ାଇଲା ତାଇୱାନ…

ବେଜିଂ : କରୋନା ଭୂତାଣୁ ସଂକ୍ରମଣରେ ଚୀନ ଅଣାୟତ୍ତ ହୋଇ ପଡିଥିବାବେଳେ ଏହାର ମୁକାବିଲା ନିମନ୍ତେ ତାଇୱାନ ସହାୟତାର ହାତ ବଢାଇଛି। ନବବର୍ଷର ଉଦ୍‌ବୋଧନ କାଳରେ ତାଇୱାନ ରାଷ୍ଟ୍ରପତି ସାଇ ଇଙ୍ଗ ୱେନ କହିଛନ୍ତି ଯେ ଚୀନର କରୋନା ଭୂତାଣୁ ସଂକ୍ରମଣର ମୁକାବିଲା କରିବାକୁ ତାଙ୍କ ଦେଶ ଆଗ୍ରହୀ।

ମୃତ୍ୟୁ ପରେ ମାନବ ଶବକୁ ‘କମ୍ପୋଷ୍ଟ୍‌’ କରିବାକୁ ନ୍ୟୁୟର୍କରେ ମିଳିଲା ଅନୁମତି…

ନୂଆଦିଲ୍ଲୀ: ମାନବ ଶବ ‘କମ୍ପୋଷ୍ଟ୍‌’କୁ (ଶଢ଼ା ଖତ) ଆଇନସମ୍ମତ କରାଇବାରେ ନ୍ୟୁୟର୍କ ହେଉଛି ଯୁକ୍ତରାଷ୍ଟ୍ର ଆମେରିକାର ସଦ୍ୟତମ ରାଜ୍ୟ ବୋଲି ‘ବିବିସି’ ରିପୋର୍ଟ କରିଛି। ‘ବିବିସି’ ରିପୋର୍ଟ ଅନୁସାରେ, ମୃତ୍ୟୁ ପରେ ଜଣେ ବ୍ୟକ୍ତିଙ୍କ ଶବକୁ ଏବେ ମାଟିରେ ପରିଣତ କରାଯାଇ ପାରିବ। କବର

କାବୁଲ୍‌ ସାମରିକ ବିମାନ ବନ୍ଦର ନିକଟରେ ପ୍ରଚଣ୍ଡ ବିସ୍ଫୋରଣ ଘଟଣା: ୧୦ମୃତ, ୮ଗୁରୁତର…

କାବୁଲ୍‌: ଆଜି ଆଫଗାନିସ୍ତାନର କାବୁଲ୍‌ସ୍ଥିତ ସାମରିକ ବିମାନ ବନ୍ଦର ନିକଟରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣରେ ୧୦ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଏହି ଆକ୍ରମଣ ପାଇଁ ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଂଗଠନ ଦାୟିତ୍ୱ ଗ୍ରହଣ

ନବବର୍ଷ ସେଲିବ୍ରେସନରେ ଅଘଟଣ, ଦଳାଚକଟା ହୋଇ ୯ ମୃତ…

ନୂଆଦିଲ୍ଲୀ: କେତେ ଅଶା, ଅସୁମାରି, ହସ ଖୁସ ଓ ଆନନ୍ଦ ନେଇ ଆସିଥିବା ନବବର୍ଷ ପହିଲି ଦିନରେ ଅଘଟଣ। ନୂଆବର୍ଷ ସେଲିବ୍ରେସନ ବେଳେ ଅଭାବନୀୟ ଘଟଣା। ରବିବାର ଉଗାଣ୍ଡାର ଏକ ସପିଂ ମଲରେ ଦଳାଚକଟା ହୋଇ ୯ ଜଣଙ୍କର ମୃତ୍ୟୁ ଘଟିଛି। ନୂଆ ବର୍ଷ ପାଳନ ପାଇଁ କାମ୍ପଲାର ଫ୍ରିଡମ୍ ସିଟି ମଲରେ ଲୋକମାନେ

ଆତଙ୍କବାଦକୁ ବ୍ୟବହାର କରି ଆଲୋଚନା ପାଇଁ ବାଧ୍ୟକରାଯାଇ ପାରିବନି: ବୈଦେଶିକ ମନ୍ତ୍ରୀ…

ନିକୋସିଆ: ପାକିସ୍ତାନକୁ ଟାର୍ଗେଟ କରି ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ ଆତଙ୍କବାଦକୁ ଅସ୍ତ୍ର ଭାବେ ବ୍ୟବହାର କରି କେହି ବି ଭାରତକୁ ଆଲୋଚନା ପାଇଁ ବାଧ୍ୟ କରିପାରିବେ ନାହିଁ। ସାଇପ୍ରସରେ ଭାରତୀୟ ବଂଶୋଦ୍ଭବମାନଙ୍କ ସହ କଥାବାର୍ତ୍ତା କରୁଥିବା ବେଳେ ପାକିସ୍ତାନ ନାଁ

୧୦ ଦେଶର କଟକଣା ପରେ ଚାଇନାକୁ କରୋନା ମୃତ୍ୟୁର ତଥ୍ୟ ମାଗଲା ହୁ’…

ବେଜିଂ: ଚାଇନାକୁ କରୋନା ମୃତ୍ୟୁ ସମ୍ପର୍କରେ ଅଧିକ ତଥ୍ୟ ଦେବାକୁ କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ହୁ। ଚାଇନାରେ କରୋନା ସଂକ୍ରମଣ ଓ ମୃତ୍ୟୁ ଭୟଙ୍କର ସ୍ଥିତି ସୃଷ୍ଟି କରିଥିଲେ ମଧ୍ୟ ବେଜିଂ ପକ୍ଷରୁ ସଠିକ ତଥ୍ୟ ଦିଆଯାଉନି। ଏହାକୁ ନେଇ ବିଶ୍ୱର ବିଭିନ୍ନ ସ୍ଥାନରେ ପ୍ରତିକ୍ରିୟା ପ୍ରକାଶ

ଚୀନ୍‌-ଆମେରିକା ଯୁଦ୍ଧ ବିମାନ ମୁହାଁମୁହିଁ…

ଚୀନ୍‌-ଆମେରିକା ଯୁଦ୍ଧ ବିମାନ ମୁହାଁମୁହିଁ । ଦକ୍ଷିଣ-ଚୀନ୍‌ ସାଗର ଉପରେ ମୁହାଁମୁହିଁ ହୋଇଛନ୍ତି ଚୀନ୍‌-ଆମେରିକା ଯୁଦ୍ଧ ବିମାନ । ଆମେରିକା ଯୁଦ୍ଧ ବିମାନର ୭ ମିଟର ଦୂରରେ ଚୀନ୍‌ ବିମାନ । ଚୀନ୍‌ ଯୁଦ୍ଧ ବିମାନର ଭିଡିଓ ଜାରି କରିଛି ପେଣ୍ଟାଗନ୍‌ । ୨ ଯୁଦ୍ଧ ବିମାନ ଧକ୍କା ହୋଇଥାନ୍ତା

ଚୀନରେ କୋଭିଡ ଦିନକୁ ନେଉଛି ୯ ହଜାର ଜୀବନ…

ନୂଆଦିଲ୍ଲୀ : ଚୀନରେ କୋଭିଡ ମହାବିପର୍ଯ୍ୟୟ ଆଡକୁ ଗତି କରୁଛି। ଗୋଟିଏ ସପ୍ତାହରେ ଦିଗୁଣ ହୋଇଛି ଦୈନିକ ମୃତ୍ୟୁ ସଂଖ୍ୟା । ଗତ ସପ୍ତାହରେ ଦିନକୁ ୫ ହଜାର ଜୀବନ ନେଉଥିଲା ମହାମାରୀ । ଏବେ ଦିନକୁ ୯ ହଜାର ଜୀବନ ନେଉଛି। ଆଗକୁ ଆହୁରି ଭୟଙ୍କର ହେବ ସ୍ଥିତି। ଦିନକୁ ୨୫ ହଜାର ଜୀବନ ଯିବ ।