Browsing Category

ବିଦେଶ

ଋଷି ସୁନକ ବନାମ ଲିଜ୍‌ ଟ୍ରସ: ସୋମବାର ବ୍ରିଟେନ୍‌ ପାଇବ ନୂଆ ପ୍ରଧାନମନ୍ତ୍ରୀ

ଲଣ୍ଡନ: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଉତ୍ତରାଧିକାରୀ ଦୌଡ଼ରେ ଶେଷକୁ ରହିଛନ୍ତି ଦୁଇ ପ୍ରତିଦ୍ବନ୍ଦ୍ବୀ ଋଶି ସୁନକ ଓ ଲିଜ ଟ୍ରସ। ଏମାନଙ୍କ ମଧ୍ୟରେ ଦୌଡ଼ର ପରିସମାପ୍ତି ଘଟିବ ସୋମବାର ସନ୍ଧ୍ୟାରେ, ଯେତେବେଳେ କଞ୍ଜରଭେଟିଭ୍ ପାର୍ଟି ନିଜର ତଥା ଦେଶର ନେତା ବାଛିବା ପାଇଁ

ଜୋ ବାଇଡେନ୍‌ ଦେଶର ଶତ୍ରୁ: ଡୋନାଲ୍‌ଡ୍‌ ଟ୍ରମ୍ପ୍‌

ୱିଲ୍‌କ୍ସ ବାରି: ଶନିବାର ଦିନ ପେନ୍‌ସିଲ୍‌ଭାନିଆରେ ଆୟୋଜିତ ରାଲିରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ତାଙ୍କର ଉତ୍ତରାଧିକାରୀ ଜୋ ବାଇଡେନ୍‌ଙ୍କୁ ‘ଦେଶର ଶତ୍ରୁ’ ବୋଲି କହିଛନ୍ତି। ଗତମାସରେ ଟ୍ରମ୍ପ୍‌ଙ୍କ ଫ୍ଲୋରିଡାସ୍ଥିତ ବାସଭବନରେ ‘ଏଫ୍‌ବିଆଇ’ ଚଢ଼ାଉ

ରୋହିଙ୍ଗ୍ୟା ପ୍ରବାସୀ ଦେଶ ପାଇଁ ବଡ଼ ବୋଝ: ଶେଖ୍‌ ହସିନା

ନୂଆଦିଲ୍ଲୀ: ‘ରୋହିଙ୍ଗ୍ୟା ପ୍ରବାସୀ ଦେଶ ପାଇଁ ବଡ଼ ବୋଝ ପାଲଟିଛନ୍ତି। ଏହି ସମସ୍ୟାର ସମାଧାନ କେବଳ ଭାରତ ହିଁ କରିପାରିବ। ସେ ହିଁ ଏହି ସମସ୍ୟା ସମାଧାନର ବାଟ ଖୋଜି ବାହାର କରିପାରିବ।’ ଆଜି ଏଭଳି କିଛି କହିଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା। ଆସନ୍ତା ୫ ତାରିଖରେ ଭାରତ

ଓଡିଶା ଆସିବେ ଆସିଆନ୍‌ ଦେଶର ପ୍ରତିନିଧି, ପୁଞ୍ଜିନିବେଶ ପାଇଁ ରହିଥିବା ସୁବିଧାର କରିବେ ଅନୁଧ୍ୟାନ

ଭୁବନେଶ୍ୱର : ଓଡିଶା ଗସ୍ତରେ ଆସିବେ ଆସିଆନାର ପ୍ରତିନିଧି ଦଳ । ମେକ୍‌ ଇନ୍‌ ଓଡିଶା କନକ୍ଲେଭ୍‌ର ତୃତୀୟ ସଂସ୍କରଣ ପୂର୍ବରୁ ଓଡିଶା ଆସିବେ ଏହି ପ୍ରତିନିଧି ଦଳ । ଏଥିରେ ମିଆଁମାର, ଇଣ୍ଡୋନେସିଆ, ଫିଲିଫାଇନ୍ସ, ଥାଇଲାଣ୍ଡ, ମାଲେସିଆ, ସିଙ୍ଗାପୁର, ଭିଏତନାମା ଆଦି ଦେଶରେ ପ୍ରତିନିଧି ଆସିବେ

ପାକିସ୍ତାନ ଜେଲରୁ ୨୮ ବର୍ଷ ପରେ ଘରକୁ ବାହୁଡିଲେ କୁଲଦୀପ

ଗୁଇନ୍ଦା କରିବା ଅଭିଯୋଗରେ ଦୀର୍ଘ ୨୮ ବର୍ଷ ହେବ ପାକିସ୍ତାନ ଜେଲରେ ସଜ୍ଜା କାଟୁଥିଲେ ଗୁଜୁରାଟର କୁଲଦୀପ ଯାଦବ। ଏବେ ସେ ନିଜ ଘରକୁ ଫେରିଛନ୍ତି। ଏହାପରେ ତାଙ୍କ ଘରେ ଖୁସିର ମାହୋଲ । ଘରକୁ ଫେରିବା ପରେ ପାକିସ୍ତାନ ଜେଲରେ ଯନ୍ତ୍ରଣା ସହି ବନ୍ଦୀଥିବା ଅନ୍ୟ ଭାରତୀୟ କଏଦୀଙ୍କୁ ଫେରାଇ

ଆଫଗାନିସ୍ତାନର ଗୁଜରଗାହା ମସଜିଦରେ ବିସ୍ଫୋରଣ, ୧୮ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଆଫଗାନିସ୍ତାନର ହେରାଟର ଗୁଜରଗାହା ମସଜିଦରେ ଶୁକ୍ରବାର ପ୍ରାର୍ଥନା ସମୟରେ ଏକ ବିସ୍ଫୋରଣ ଘଟିଥିଲା। ଟୋଲୋ ନ୍ୟୁଜ୍ ଅନୁଯାୟୀ, ମସଜିଦର ଇମାମ ମୁଜିବ ଇମାମ ରେହମାନ ଅନସାରୀଙ୍କ ବିସ୍ଫୋରଣରେ ମୃତ୍ୟୁ ଘଟିଛି। ଏହି ବିସ୍ଫୋରଣରେ ଇମାମଙ୍କ ସମେତ ୧୮ ଜଣ ପ୍ରାଣ ହରାଇଛନ୍ତି।

ଜର୍ମାନରେ ପାଇଲଟଙ୍କ ହରତାଳ, ୮ଶହ ଫ୍ଲାଇଟ୍ ବାତିଲ, ୧ ଲକ୍ଷ ଲୋକେ ପ୍ରଭାବିତ

ବର୍ଲିନ ୨।୯: ଜର୍ମାନରେ ପାଇଲଟଙ୍କ ହରତାଳ ପାଇଁ ଲୁପଥାନସା ଏୟାରଲାଇନ୍ସକୁ ତାର ୮୦୦ ଫ୍ଲାଇଟ୍‌ ବାତିଲ କରିବାକୁ ପଡିଛି। ବିମାନଙ୍କ ଉଡାଣ ରଦ୍ଦ ହେବା ଯୋଗୁ ୧ ଲକ୍ଷ ୩୦ ହଜାର ଯାତ୍ରୀ ପ୍ରଭାବିତ ହୋଇଛନ୍ତି। ପାଇଲଟମାନେ ସେମାନଙ୍କ ଦାବିକୁ ନେଇ ଦିନିକିଆ ହରତାଳ କରିଛନ୍ତି। ପାଇଲଟ ସଂଘ

ଅରୁଣାଚଳ ପ୍ରଦେଶ ନିକଟରେ ଚୀନ ସେନା କରୁଛି ନିର୍ମାଣ କାମ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ସୀମା ନିକଟରେ ଚୀନ ସେନାର ନିର୍ମାଣ କାମ ଜାରି ରହିଛି । ଏହାକୁ ସ୍ଥାନୀୟ ଲୋକେ କ୍ୟାମେରାରେ କଏଦ କରିଛନ୍ତି । ଅନଜାବ ଜିଲ୍ଲାର ସ୍ଥାନୀୟ ଲୋକମାନେ ନିର୍ମାଣାଧୀନ କାର୍ଯ୍ୟସ୍ଥଳୀର ଫଟୋ ଉଠାଇଛନ୍ତି । ମେସିନ ସହାୟତାରେ ଚୀନ ସେନା କାମ କରୁଛି । ଚାଗଲଶଗମରେ

ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ମୋଙ୍ଗୋଲିଆ ଓ ଜାପାନ ଗସ୍ତ

ନୂଆଦିଲ୍ଲୀ : ସୀମାରେ ଉତ୍ତେଜନା ମଧ୍ୟରେ ଚୀନ୍‌ ଅନ୍ୟ ଦେଶ ସହ ଭାରତର ସମ୍ପର୍କ ଉପରେ ତୀକ୍ଷ୍ଣ ନଜର ରଖିଛି । ଏହି ପର୍ଯ୍ୟାୟରେ ସେ ମୋଙ୍ଗୋଲିଆ ଏବଂ ଜାପାନ ଗସ୍ତରେ ଯାଉଥିବା ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ପଦକ୍ଷେପ ଉପରେ ନଜର ରଖିବେ । ଚୀନ୍‌ରୁ ଆସୁଥିବା ବିବୃତ୍ତିରୁ

ତୁମକୁ ଘୃଣାକରେ, ଭାରତ ଫେରିଯାଅ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୭ା୮: ଆମେରିକାର ଟେକ୍ସାସ୍‌ସ୍ଥିତ ଡଲାସ୍‌ରେ ୪ ଜଣ ଭାରତୀୟ ମହିଳା ବର୍ଣ୍ଣବୈଷମ୍ୟର ଶିକାର ହୋଇଛନ୍ତି। ସେମାନଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିଥିବା ନେଇ ଅଭିଯୋଗ ହେବା ପରେ ଜଣେ ମହିଳାଙ୍କୁ ସ୍ଥାନୀୟ ପୋଲିସ ଗିରଫ କରିଛି। ଦୁର୍ବ୍ୟବହାର କରିଥିବା ମହିଳା ଜଣକ