Sign in
Sign in
Recover your password.
A password will be e-mailed to you.
Browsing Category
ବିଦେଶ
ରାଜପକ୍ଷଙ୍କୁ ଦେଶ ଛାଡ଼ିବା ମନା, ରନିଲ ବିକ୍ରମସିଂହ ହେବେ ନୂଆ ପ୍ରଧାନମନ୍ତ୍ରୀ
କଲମ୍ବୋ: ଶ୍ରୀଲଙ୍କାର ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷଙ୍କ ଉପରେ କଟକଣା ଲଗାଇଛନ୍ତି ସ୍ଥାନୀୟ କୋର୍ଟ। ସେ କୋର୍ଟଙ୍କ ବିନା ଅନୁମତିରେ ଦେଶ ଛାଡ଼ିପାରିବେ ନାହିଁ। ରାଜପକ୍ଷଙ୍କ ସମେତ ତାଙ୍କ ପୁଅ ନମଲ ରାଜପକ୍ଷ ଓ ଅନ୍ୟ ୧୫ ଜଣଙ୍କ ଉପରେ କୋର୍ଟ ସମାନ କଟକଣା ଲାଗୁ କରିଛନ୍ତି।!-->…
ବ୍ରେନ୍ ଆନିୟୁରିଜମ୍’ରେ ଆକ୍ରାନ୍ତ ହୋଇଛନ୍ତି ଚୀନା ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍: ରିପୋର୍ଟ
ବେଜିଙ୍ଗ୍: ‘ବ୍ରେନ୍ ଆଜିୟୁରିଜମ୍’ରେ ଆକ୍ରାନ୍ତ ହେବାରୁ ୨୦୨୧ ଶେଷ ଆଡ଼କୁ ଚୀନ୍ର ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ରିପୋର୍ଟ ଗଣମାଧ୍ୟମରେ ପ୍ରକାଶ ପାଇଛି। ଉଲ୍ଲେଖଯୋଗ୍ୟ, ମସ୍ତିଷ୍କ ମଧ୍ୟରେ ଧମନୀ ଫୁଲି ଡେମ୍ପରୁ କୋଳିଟିଏ ଓହଳିବା ପରି!-->…
ଶ୍ରୀଲଙ୍କାର ଗଣତନ୍ତ୍ରକୁ ପୂର୍ଣ୍ଣ ସମର୍ଥନ କରେ ଭାରତ; ସୈନ୍ୟ ପଠାଇବ ନାହିଁ
ନୂଆଦିଲ୍ଲୀ: ନୂଆଦିଲ୍ଲୀ କଲୋମ୍ବୋକୁ ସୈନ୍ୟ ପଠାଉଛି ବୋଲି କଳ୍ପନାପ୍ରସୂତ ଗଣମାଧ୍ୟମ ରିପୋର୍ଟକୁ ଅଗ୍ରାହ୍ୟ କରି ଭାରତୀୟ ହାଇକମିସନ୍ ଆଜି କହିଛନ୍ତି ଯେ, ଭାରତ ଶ୍ରୀଲଙ୍କାର ଗଣତନ୍ତ୍ର, ସ୍ଥିରତା ଏବଂ ଆର୍ଥିକ ଅବସ୍ଥା ସୁଧାରକୁ ପୂର୍ଣ୍ଣମାତ୍ରାରେ ସମର୍ଥନ କରୁଛି।ଟୁଇଟ୍ କରି!-->…
ରୁଷ ରାଷ୍ଟ୍ରଦୂତଙ୍କ ମୁହଁକୁ ନାଲି କାଳି ମାଡ଼
ମସ୍କୋ: ପୋଲାଣ୍ଡରେ ଅବସ୍ଥାପିତ ରୁଷ ରାଷ୍ଟ୍ରଦୂତ ସର୍ଗେୟି ଆନ୍ଦ୍ରେଭଙ୍କୁ ଅତ୍ୟନ୍ତ ଲଜ୍ଜାଜନକ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି। ଦ୍ୱିତୀୟ ବିଶ୍ୱଯୁଦ୍ଧର ପରିସମାପ୍ତି ପାଇଁ ଆୟୋଜିତ ବାର୍ଷିକ ବିଜୟ ଦିବସ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା ବେଳେ ଆନ୍ଦ୍ରେଭଙ୍କ ମୁହଁକୁ!-->…
ୟୁକ୍ରେନ୍ ଉପରେ ଆକ୍ରମଣ ଯଥାର୍ଥ: ପୁଟିନ
କିଭ୍: ୟୁକ୍ରେନ୍ ଉପରେ ଆକ୍ରମଣ ଯଥାର୍ଥ । ମସ୍କୋରେ ବିଜୟ ଦିବସ ପାଳନ ଅବସରରେ ଏହା କହିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଏଥିସହ ନିକଟରେ ଯୁଦ୍ଧ ଶେଷ ନହୋଇପାରେ । ରେଡ୍ ସ୍କୋୟରରେ ଅନୁଷ୍ଠିତ ବାର୍ଷିକି ବିଜୟ ଦିବସ ପରେଡରେ ରାଷ୍ଟ୍ରପତି ପୁଟିନ ଟେଲିଭିଜନ ଯୋଗେ ଉଦବୋଧନ ଦେଇ!-->…
ବଞ୍ଚିବା ପାଇଁ ବାଟ ଖୋଜୁଛନ୍ତି ପୂର୍ବତନ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ
କଲମ୍ବୋ: ଶ୍ରୀଲଙ୍କା ସଙ୍କଟ ଟଳିବାର ନାଁ ଧରୁନି। ଆର୍ଥିକ ଦୁଃସ୍ଥିତିରୁ ସେଠାରେ ଆନ୍ଦୋଳନ ଉଗ୍ର ହେବାରେ ଲାଗିଛି। ଗତକାଲି ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ ନିଜ ପଦରୁ ଇସ୍ତଫା ଦେବା ପରେ ଆନ୍ଦୋଳନକାରୀମାନେ ତାଙ୍କ ବାସଭବନକୁ ଟେକାମାଡ଼ କରିବା ସହ ବୋମା ମାଡ଼ ମଧ୍ୟ କରିଥିଲେ।!-->…
ଆଫଗାନିସ୍ତାନରେ ପ୍ରାଣ ହରାଇ ଥିବା ସାମ୍ବାଦିକ ଦାନିଶଙ୍କୁ ମିଳିଲା ପୁଲିତଜର ପୁରସ୍କାର
ନୂଆଦିଲ୍ଲୀ: ଆଫଗାନିସ୍ତାନ ସଂଘର୍ଷ ବେଳେ ପ୍ରାଣ ହରାଇଥିବା ସାମ୍ବାଦିକ ଦାନିଶ ସିଦ୍ଦିକ୍ଙ୍କୁ ପୁଲିତଜର ପୁରସ୍କାରରେ ସମ୍ମାନିତ କରାଯାଇଛି। ଭାରତରେ କୋଭିଡ୍ ସମୟରେ ଉଲ୍ଲେଖନୀୟ ଫିଚର ଫଟୋଗ୍ରାଫି ପାଇଁ ତାଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଛି । ତାଙ୍କ ସହ ରଏଟର୍ସ ସାମ୍ବାଦିକ!-->…
ୟୁକ୍ରେନ୍ର ସ୍କୁଲ ଉପରେ ରୁଷର ବୋମା ମାଡ଼: ୬୦ ମୃତ
କିଭ୍: ୟୁକ୍ରେନ୍ ଉପରେ ଆକ୍ରମଣକୁ ଅଧିକ ଯୋରଦାର କରିଛି ରୁଷ। ପୂର୍ବ ୟୁକ୍ରେନ୍ର ଲୁହାନ୍ସକ୍ରେ ଏକ ସ୍କୁଲ ଉପରେ ବୋମା ମାଡ଼ କରିବାରୁ ୬୦ ଜଣଙ୍କର ମୃତ୍ୟୁ ଘଟିଛି। ରବିବାର ସ୍ଥାନୀୟ ରାଜ୍ୟପାଳ ଏହା କହିଛନ୍ତି। ରାଜ୍ୟପାଳ ସେରହିୟ ଗାଇଡାଇ କହିଛନ୍ତି ଯେ, ରୁଷର ସୈନ୍ୟମାନେ ଶନିବାର!-->…
ଉନ୍ନତ ଭିତ୍ତିଭୂମି ଯୋଗୁଁ ଚୀନ ସେନା ସହଜରେ ଆମ ସୀମାରେ ପହଞ୍ଚିପାରୁଛି : ରାଜନାଥ
ନୂଆଦିଲ୍ଲୀ : ଉତ୍ତରାଞ୍ଚଳ ସେକ୍ଟରରେ ଚୀନ ସେନାର ଉପସ୍ଥିତି ସମ୍ପର୍କରେ ଭାରତ ଅବଗତ ଅଛି । ଉନ୍ନତ ନିର୍ମାଣ ପ୍ରଯୁକ୍ତି ବ୍ୟବହାର କରି ସେମାନଙ୍କ ପଟେ ହୋଇଥିବା ଭିତ୍ତିଭୂମି ବିକାଶ ଯୋଗୁଁ ସେମାନେ ସହଜରେ ହିମାଳୟ ପାର୍ବତ୍ୟାଞ୍ଚଳରେ ପହଞ୍ଚିପାରୁଛନ୍ତି ।ଆମ ପଟେ ମଧ୍ୟ ଉନ୍ନତ ଟେକନଲୋଜୀ!-->…
ଶ୍ରୀଲଙ୍କାରେ ପୁଣି ଜରୁରୀ ପରିସ୍ଥିତି ଘୋଷଣା
କଲମ୍ବୋ: ଶ୍ରୀଲଙ୍କାରେ ପୁଣି ଘୋଷଣା ହେଲା ଏମରଜେନ୍ସି। ସରକାର ବିରୋଧୀ ବିରୋଧର ମୁକାବିଲା ପାଇଁ ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷ ଶୁକ୍ରବାର ଦିନ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ପାଞ୍ଚ ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ପାଇଁ ପୁଲିସ ଓ ସୁରକ୍ଷାବାହିନୀକୁ ସ୍ୱତନ୍ତ୍ର!-->…