Sign in
Sign in
Recover your password.
A password will be e-mailed to you.
Browsing Category
ବିଦେଶ
ଇସଲାମାବାଦ ଯିବାକୁ କେବେ ମନା କରିନାହିଁ : ଇରାନ ବିଦେଶ ମନ୍ତ୍ରୀ
ତେହେରାନ: ପାକିସ୍ତାନ ଯାଇ ଆମେରିକା ସହିତ କୌଣସି ଆଲୋଚନା କରିବାକୁ ଇରାନ ଚାହୁ ନଥିବା ରିପୋର୍ଟ ମଧ୍ୟରେ ଶନିବାର ଇରାନ ବିଦେଶ ମନ୍ତ୍ରୀ ଅବାସ ଅରାଘଚି ସ୍ପଷ୍ଟ ମତ ରଖିଛନ୍ତି। ଇସଲାମାବାଦ ଯାଇ ମଧ୍ୟସ୍ଥତା ଆଲୋଚନା କରିବାକୁ ତାଙ୍କ ଦେଶ କେବେ ମନା କରିନାହିଁ ବୋଲି ଅରାଘଚି ଶନିବାର!-->…
ଇରାନ ସହ ପେମେଣ୍ଟ ସମସ୍ୟା ରିପୋର୍ଟକୁ ଖଣ୍ଡନ କଲା ମନ୍ତ୍ରାଳୟ
ନୂଆଦିଲ୍ଲୀ: ନୂଆଦିଲ୍ଲୀ ସହିତ ଅଶୋଧିତ ତେଲ ଆମଦାନିରେ କୌଣସି ପେମେଣ୍ଟ୍ ସମସ୍ୟା ନାହିଁ। ଭାରତର ତୈଳ କମ୍ପାନିଗୁଡ଼ିକ ଇରାନ ସମେତ ବିଶ୍ବର ବହୁ ଦେଶରୁ ଅଶୋଧିତ ତେଲ କ୍ରୟ କରୁଛନ୍ତି ବୋଲି ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରାଳୟ ଶନିବାର କହିଛି। ସାମାଜିକ ଗଣମାଧ୍ୟମ!-->…
ଇରାନର ବୁଶହର ପରମାଣୁ କେନ୍ଦ୍ର ନିକଟରେ ବିମାନ ଆକ୍ରମଣ : ଜଣେ ସୁରକ୍ଷାକର୍ମୀ ମୃତ
ନୂଆଦିଲ୍ଲୀ: ଦେଶର ବୁଶହର ପରମାଣୁ ଶକ୍ତି କେନ୍ଦ୍ର ନିକଟରେ ହୋଇଥିବା ଏକ ବିମାନ ଆକ୍ରମଣରେ ଜଣେ ସୁରକ୍ଷା କର୍ମୀଙ୍କର ମୃତ୍ୟୁ ଘଟିଛି। ରିପୋର୍ଟ ଅନୁଯାୟୀ ପରମାଣୁ କେନ୍ଦ୍ର ନିକଟରେ ଥିବା ଏକ କୋଠା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ପଶ୍ଚିମ ଏସୀୟ କ୍ଷେତ୍ରରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଏହି!-->…
୧୯୯୪ ମସିହାରୁ ଥିଲେ ନିଖୋଜ, ୩୨ ବର୍ଷ ପରେ ମିଳିଲା ପତ୍ତା
ନୂଆଦିଲ୍ଲୀ: ଆମେରିକାର ଆରିଜୋନାରୁ ଏକ ଚମତ୍କାର ଘଟଣା ସାମ୍ନାକୁ ଆସିଛି। ଯାହା ସମଗ୍ର ବିଶ୍ୱକୁ ଆଶ୍ଚର୍ଯ୍ୟ କରିଦେଇଛି। ଆମେରିକା ଆରିଜୋନା ଅନ୍ତର୍ଗତ ଷ୍ଟାର୍ ଭ୍ୟାଲିରୁ ୧୯୯୪ ମସିହାରେ ମାତ୍ର ୧୩ ବର୍ଷ ବୟସରେ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଥିବା କ୍ରିଷ୍ଟିନା ମାରି ପ୍ଲାଣ୍ଟେ ଦୀର୍ଘ ୩୨!-->…
ତେହେରାନରେ ଏୟାରଷ୍ଟ୍ରାଇକ, ୧୦ ଇରାନ ସୁରକ୍ଷାକର୍ମୀ ମୃତ
ନୂଆଦିଲ୍ଲୀ : ଇରାନ ଉପରେ ଆମେରିକା-ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣ । ବଡ଼ ଧରଣର ଏୟାରଷ୍ଟ୍ରାଇକରେ ଥରହର ତେହେରାନ । ଇରାନର ସବୁ ଯୁଦ୍ଧ ଜାହାଜକୁ ବୁଡ଼ାଇ ଦେଲା ଆମେରିକା । ଆମେରିକା ଏବଂ ଇସ୍ରାଏଲ ମିଳିତ ଭାବେ ଇରାନର ରାଜଧାନୀ ତେହେରାନ ଉପରେ ଭୟଙ୍କର ଆକ୍ରମଣ କରିଛନ୍ତି । ଏଥିରେ!-->…
ଭାରତୀୟ ନାଗରିକଙ୍କୁ ଇରାନ ଛାଡିବାକୁ ପରାମର୍ଶ
ତେହେରାନ: ତେହେରାନ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଇରାନ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ନେଇ ଭାରତୀୟ ଦୂତାବାସ ଆଡଭାଇଜରୀ ଜାରି କରିଛି । ଭାରତୀୟ ଦୂତାବାସ ନିଜ ନାଗରିକଙ୍କୁ କହିଛି କି, କୌଣସି ପରିସ୍ଥିତିରେ ହେଉ ଆଜି ଇରାନ ଛାଡିଦିଅନ୍ତୁ । ଇରାନ ଉପରେ ଖୁବ୍ଶୀଘ୍ର!-->…
ରବ ଜେଟନ ହେଲେ ନେଦରଲ୍ୟାଣ୍ଡର ସବୁଠୁ ଯୁବ ପ୍ରଧାନମନ୍ତ୍ରୀ, ଶପଥପାଠ କରାଇଲେ କିଙ୍ଗ୍
ଆମଷ୍ଟରଡାମ ୨୩।୨: ନେଦରଲ୍ୟାଣ୍ଡକୁ ନୂଆ ପ୍ରଧାନମନ୍ତ୍ରୀ ମିଳିଛି। ୩୮ ବର୍ଷ ବୟଷ୍କ ରବ ଜେଟନଙ୍କୁ ଦେଶର ରାଜା ପ୍ରଧାନମନ୍ତ୍ରୀ ପଦର ଶପଥ ପାଠ କରାଇଛନ୍ତି। ଜେଟନ ୩ ଦଳଙ୍କ ମେଣ୍ଟରେ ଗଢା ଯାଇଥିବା ସ୍ୱଳ୍ପ ମତ ସରକାରର ନେତୃତ୍ୱ କରୁଛନ୍ତି। ନେଦରଲ୍ୟାଣ୍ଡସ ବ୍ରଡକାଷ୍ଟିଂ ସର୍ଭିସ (ଏନଓଏସ)!-->…
‘କାହା ଆଗରେ ମୁଣ୍ଡ ନୁଆଁଇବ ନାହିଁ ଇରାନ’, ଟ୍ରମ୍ପଙ୍କୁ ରାଷ୍ଟ୍ରପତି ପେଜେସ୍କିଆନଙ୍କ ଖୋଲା ଚ୍ୟାଲେଞ୍ଜ
ତେହେରାନ: ଆମେରିକା ପକ୍ଷରୁ ଆକ୍ରମଣ ଭୟ ବୃଦ୍ଧି ପାଉଥିବା ବେଳେ ଇରାନ ଦେଇଛି ଚ୍ୟାଲେଞ୍ଜ । ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ କହିଛନ୍ତି ଯେ, ଇରାନ ଆମେରିକାର ଚାପ ଆଗରେ ମୁଣ୍ଡ ନୁଆଁଇବ ନାହିଁ। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ମଧ୍ୟରେ ପେଜେସ୍କିଆନଙ୍କ ମନ୍ତବ୍ୟ ଆସିଛି।!-->…
ଇରାନରେ ପୁଣି ପ୍ରତିବାଦର ନିଆଁ; ଆନ୍ଦୋଳନକୁ ଓହ୍ଲାଇଲେ ଛାତ୍ରଛାତ୍ରୀ
ତେହେରାନ୍: ଇରାନ-ଆମେରିକା ଉତ୍ତେଜନା ଭିତରେ ଇରାନରେ ପୁଣି ପ୍ରତିବାଦର ନିଆଁ ଦେଖିବାକୁ ମିଳିଛି। ଶନିବାର ଦିନ ତେହେରାନ ଓ ମଶାଦରେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଶହ ଶହ ଛାତ୍ର ଶୋଭାଯାତ୍ରାରେ ଆରମ୍ଭ କରିଛନ୍ତି। ଗତ ମାସର ହିଂସା ପରେ ସବୁଠାରୁ ବଡ଼ ଛାତ୍ର ରାଲି ସରିଫ ୟୁନିଭରସିଟି ଅଫ୍!-->…
ୱାଶିଂଟନ ଡିସିରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲେ ଟ୍ରମ୍ପ
ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୱାଶିଂଟନ ଡିସିରେ ଜରୁରୀକାଳୀନ ଘୋଷଣାକୁ ଅନୁମୋଦନ କରିଛନ୍ତି। ସ୍ୱେରେଜ ପାଇପ୍ ଫାଟିବା ପରେ ପୋଟୋମାକ୍ ନଦୀରେ ନର୍ଦ୍ଦମା ପାଣି ପ୍ରବାହିତ ହେଉଥିବାରୁ ଏବଂ ପରିସ୍ଥିତି ଜଟିଳ ରହିଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି। ଫେଡେରାଲ୍!-->…