Sign in
Sign in
Recover your password.
A password will be e-mailed to you.
Browsing Category
ବିଦେଶ
ଗାଜା ଯାଉଥିବା ଜାହାଜକୁ ଜବତ କଲା ଇସ୍ରାଏଲ, ଗ୍ରେଟା ଥନବର୍ଗ ଅଟକ
ସ୍ଵିଡେନର ପରିବେଶବିତ ଗ୍ରେଟା ଥନବର୍ଗ ଏବଂ ଅନ୍ୟ ୧୧ ଜଣ ଅନ୍ତର୍ଜାତୀୟସ୍ତରର ସ୍ଵେଚ୍ଛାସେବୀଙ୍କୁ ଅଟକ ରଖିଛି ଇସ୍ରାଏଲ। ଏମାନେ ସମସ୍ତେ ମାନବବାଦୀ ସହାୟତା ଉଦ୍ଦେଶ୍ୟରେ ଜରୁରୀ ସାମଗ୍ରୀ ନେଇ ଗାଜା ଯାଉଥିବାବେଳେ ଇସ୍ରାଏଲ ସେନା ସୋମବାର ସନ୍ଧ୍ୟାରେ ଜାହାଜ ‘ମାଡଲୀନ’କୁ ଜବତ କରିବା ସହିତ!-->…
ଟ୍ରମ୍ପଙ୍କୁ ନିଶାଣ କଲେ ବିଲାଓ୍ବଲ- କହିଲେ ପାକିସ୍ତାନରେ ଆତଙ୍କବାଦୀ ବୃଦ୍ଧି ପାଇଁ ଆମେରିକା ଦାୟୀ
ଅପରେସନ ‘ସିନ୍ଦୂର’ ପରେ ନିଜ ଦେଶର ପକ୍ଷର ରଖିବା ଲାଗି ଆମେରିକାରେ ପହଞ୍ଚିଥିବା ପାକିସ୍ତାନ ପିପୁଲ୍ସ ପାର୍ଟି ନେତା ବିଲାଓ୍ବଲ ଭୁଟ୍ଟୋ ଆମେରିକାର ନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନିଶାଣ କରି ପାକିସ୍ତାନରେ ଆତଙ୍କବାଦୀ ବୃଦ୍ଧି ପାଇଁ ଆମେରିକା!-->…
୮୦ ବିମାନରୁ ୪୦୦ କ୍ଷେପଣାସ୍ତ୍ର ମାରିଥିଲା ଭାରତ : ପାକିସ୍ତାନ
ୱାଶିଂଟନ: ଅପରେସନ ସିନ୍ଦୁର ଅଧୀନରେ ଭାରତ ୮୦ଟି ଲଢ଼ୁଆ ବିମାନରୁ ୪୦୦ଟି କ୍ଷେପଣାସ୍ତ୍ର ସାହାଯ୍ୟରେ ପାକିସ୍ତାନ ଉପରେ ଆକ୍ରମଣ କରିଥିଲା। ଏହି ପ୍ରତ୍ୟେକ କ୍ଷେପଣାସ୍ତ୍ରରେ ଏକାଧିକ ଓ୍ବାରହେଡ୍ ଥିଲା। ଭାରତ ଏହି ଆକ୍ରମଣରେ ବିପଦପୂର୍ଣ୍ଣ କ୍ରୁଜ୍ ଏବଂ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମଧ୍ୟ!-->…
ଜି-୭ ସମ୍ମିଳନୀ ବେଳେ ମୋଦୀଙ୍କ ରାଜନୀତି ଶେଷ କରିଦେବୁ : ଖଲିସ୍ତାନୀ
କାନାଡା: କାନାଡାର ଜଣେ ସାମ୍ବାଦିକ ମୋଚା ବାଜିରଗାନଙ୍କ ଉପରେ ଖଲିସ୍ତାନୀମାନେ ଆକ୍ରମଣ କରିଛନ୍ତି। ଏହା ସହିତ ସେମାନେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧମକ ଦେଇଛନ୍ତି। ଆଶ୍ଚର୍ଯ୍ୟ କଥା ହେଉଛି କାନାଡା ନିଜ ସାମ୍ବାଦିକଙ୍କ ଉପରେ ଖଲିସ୍ତାନୀମାନଙ୍କ ଆକ୍ରମଣକୁ ଦେଖୁଥିଲା!-->…
ସମସ୍ତ ମୁସଲମାନ ଆତଙ୍କବାଦୀ ବୋଲି ବାହାନା ଦେଖାଉଛି ଭାରତ: ବିଲାୱାଲ ଭୁଟ୍ଟୋ-ଜରଦାରୀ
ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ-ଜରଦାରୀ କହିଛନ୍ତି ଯେ ଭାରତ ଦୁଇ ଦେଶ ମଧ୍ୟରେ ବିବାଦର ସମାଧାନ ପାଇଁ ଆଲୋଚନା ଏଡାଇବା ପାଇଁ ବାହାନା କରୁଛି। ଏହି ସମୟରେ ବିଲାୱାଲ ଭାରତ ବିଷୟରେ ଅନେକ ମିଛ କଥା କହିଥିଲେ। ଆପଣଙ୍କୁ ଜଣାଇ ଦେଉଛୁ ଯେ ଭାରତର ଅପରେସନ!-->…
ପଛଘୁଞ୍ଚା ଦେଲେ ଏଲନ ମସ୍କ
ବିଶ୍ଵର ଏକ ନମ୍ବର ଧନୀ ଏଲନ ମସ୍କ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଚାଲିଥିବା ବିବାଦର ପୂର୍ଣ୍ଣଚ୍ଛେଦ ପଡ଼ିବାକୁ ଯାଉଛି। ଦୁଇ ଜଣଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଚାଲିଥିବା ସମୟରେ ଏଲନ ମସ୍କ ଏଥିରେ ପଛଘୁଞ୍ଚା ଦେଇଛନ୍ତି। ମସ୍କ ଏପଷ୍ଟିନ ଫାଇଲ୍ସ ସମ୍ପର୍କରେ ସାମାଜିକ!-->…
ରଦ୍ଦ ହୋଇନି ସିମଲା ଚୁକ୍ତି : ପାକ୍ ବୈଦେଶିକ ମନ୍ତ୍ରାଳୟ
ଇସ୍ଲାମାବାଦ : ଗତକାଲି ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ କହିଥିଲେ ଯେ ଭାରତ ସହ ସ୍ବାକ୍ଷରିତ ସିମଲା ଚୁକ୍ତି ଏକ ମୃତ ଦଲିଲ ହୋଇଯାଇଛି । ଏହା ସହିତ ଦୁଇ ଦେଶ ୧୯୪୮ର ସ୍ଥିତିକୁ ଫେରିଯାଇଛନ୍ତି, ଯେତେବେଳେ ଜାତିସଂଘ ନିୟନ୍ତ୍ରଣ ରେଖାକୁ ଯୁଦ୍ଧ ବିରତି ରେଖା ଭାବେ ଘୋଷଣା!-->…
ଇମରାନ ଖାନଙ୍କ ପତ୍ନୀଙ୍କ ପଛରେ ପଡ଼ିଛନ୍ତି ଆସିମ ମୁନିର ! ପାକିସ୍ତାନ ପୂର୍ବତନ ପିଏମଙ୍କ ସାଂଘାତିକ ଖୁଲାସା
ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରୀକ-ଏ-ଇନସାଫ (PTI) ନେତା ଇମରାନ ଖାନ ସେନା ମୁଖ୍ୟ ଜେନେରାଲ ଆସିମ ମୁନିରଙ୍କ ବିରୋଧରେ ଗୁରୁତର ଓ ବ୍ୟକ୍ତିଗତ ଅଭିଯୋଗ ଆଣିଛନ୍ତି। ସେ ଦାବି କରିଛନ୍ତି ଯେ ଜେନେରାଲ ମୁନିର ତାଙ୍କୁ ଇଣ୍ଟର-ସର୍ଭିସେସ!-->…
ଟ୍ରମ୍ପ ପ୍ରଶାସନ ବିରୋଧରେ ଖୋଲାଖୋଲି ସ୍ଵର ଉତ୍ତୋଳନ କଲେ ମସ୍କ
ଓ୍ବାଶିଂଟନ: ଟେସ୍ଲା ମୁଖ୍ୟ ଏଲନ ମସ୍କ ଏବେ ଖୋଲାଖୋଲି ଭାବରେ ଟ୍ରମ୍ପ ପ୍ରଶାସନକୁ ବିରୋଧ କରୁଛ୍ତି। ଟ୍ରମ୍ପ ପ୍ରଶାସନ ଦ୍ୱାରା ଆଗତ ଟିକସ ବିଲ୍କୁ ମସ୍କ ତୀବ୍ର ସମାଲୋଚନା କରିଛନ୍ତି। ନିକଟରେ ମସ୍କ ସରକାରୀ ଦକ୍ଷତା ବିଭାଗର ମୁଖ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ଟ୍ରମ୍ପ ପ୍ରଶାସନର ଟିକସ!-->…
୧୨ ଦେଶକୁ ଆମେରିକା ମନା, ୭ ଦେଶ ଉପରେ ଆଂଶିକ କଟକଣା
ଓ୍ବାଶିଂଟନ: ବିଦେଶୀ ନାଗରିକଙ୍କ ପାଇଁ ଆମେରିକାରେ କଟକଣା। ୧୨ ଦେଶର ଲୋକଙ୍କୁ ଆମେରିକା ମନା। ଆମେରିକାରେ ପ୍ରବେଶ କରିପାରିବେନି ୧୨ ଦେଶର ନାଗରିକ। ଏଥିସହ ଅନ୍ୟ ୭ଟି ଦେଶରୁ ଆସୁଥିବା ଲୋକଙ୍କ ଉପରେ ଆଂଶିକ କଟକଣା ଲାଗୁ କରାଯାଇଛି। ଏ ସମ୍ପର୍କିତ ନୂଆ ଘୋଷଣାପତ୍ର ଜାରି କରିଛି ଟ୍ରମ୍ପ!-->…