Sign in
Sign in
Recover your password.
A password will be e-mailed to you.
Browsing Category
ବିଦେଶ
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼
ପେନସିଲଭେନିଆର ବଟଲରରେ ଶନିବାର ନିର୍ବାଚନ ପ୍ରଚାର କରୁଥିବା ବେଳେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରକୁ ଗୁଳିମାଡ଼ ହୋଇଛି। ଏଥିରେ ସେ ସାମାନ୍ୟ ଆହତ ହୋଇଛନ୍ତି। ଗୁଳିଟି ତାଙ୍କ ଡାହାଣ କାନର ଉପର ଭାଗରେ ବାଜି ପଳାଇଥିଲା। ତେଣୁ ସେ ଅଳ୍ପକେ ବର୍ତ୍ତି!-->…
ନାଟୋ କାର୍ଯ୍ୟକ୍ରମରେ ବାଇଡେନ୍ଙ୍କ ମତିଭ୍ରମ: ଜେଲେନସ୍କିଙ୍କୁ ‘ପୁଟିନ୍’ ଓ କମଳା ହାରିସଙ୍କୁ ‘ଟ୍ରମ୍ପ୍’ସମ୍ବୋଧନ କଲେ
ୱାସିଂଟନ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ଆଉ ଏକ ବାକ୍-ସ୍ଖଳନ ଘଟଣା ତାଙ୍କ ଦଳକୁ ଚିନ୍ତାରେ ପକାଇଦେଇଛି। ଗୁରୁବାର (ସ୍ଥାନୀୟ ସମୟ) ଏକ ନାଟୋ କାର୍ଯ୍ୟକ୍ରମରେ ସେ ଭୁଲବଶତଃ ୟୁକ୍ରେନର ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କିଙ୍କୁ ‘ରାଷ୍ଟ୍ରପତି ପୁଟିନ୍’ ଓ କମଳା ହାରିସଙ୍କୁ!-->…
ୟୁକ୍ରେନ ଲୋକେ ନିଜ ହାତଗୋଡ଼ ଭାଙ୍ଗିବା ପାଇଁ ଡାକ୍ତରଙ୍କ ପାଖରେ ଦେଉଛନ୍ତି ଲମ୍ବା ଲାଇନ
କିଭ୍: ରୁଷିଆ ସହିତ ଯୁଦ୍ଧ ମଧ୍ୟରେ ୟୁକ୍ରେନରେ ଏକ ଅଦ୍ଭୁତ ଧାରା ଦେଖାଯାଉଛି। ଏଠାରେ ଅନେକ ଲୋକେ ନିଜ ହାତ ଓ ଗୋଡ଼ ଭାଙ୍ଗିବା ପାଇଁ ଡାକ୍ତରଙ୍କ ପାଖରେ ଲମ୍ବା ଲାଇନ ଦେଉଛନ୍ତି। ଏହା ସହିତ ଟେଲିଗ୍ରାମରେ ଅନେକ ବିଜ୍ଞାପନ ମଧ୍ୟ ଦୃଶ୍ୟମାନ ହେଉଛି ଯେଉଁଥିରେ ଡାକ୍ତରଙ୍କ ତତ୍ତ୍ବାବଧାନରେ ଏହି!-->…
ଭୂସ୍ଖଳନ ପରେ ଭାସିଗଲା ବସ୍; ୬୩ ଜଣଙ୍କ ପତ୍ତା ମିଳୁନି
ନେପାଳରେ ଭୟଙ୍କର ଭୂସ୍ଖଳନ। ପ୍ରବଳ ବର୍ଷା ସାଙ୍ଗକୁ ଭୂସ୍ଖଳନ ହେବା ଫଳରେ ନଦୀରେ ୨ଟି ବସ୍ ଭାସି ଯାଇଥିବା ସୂଚନା ମିଳିଛି। ଫଳରେ ବସରେ ଥିବା ୬୩ ଜଣ ଯାତ୍ରୀ ନିଖୋଜ ହୋଇ ଯାଇଛନ୍ତି।
ସୂଚନା ଅନୁସାରେ, କେନ୍ଦ୍ରୀୟ ନେପାଳ ମଦନ-ଆଶ୍ରିତ ହାଇୱେରେ ଏହି ଅଘଟଣ ଘଟିଛି। ଗତକାଲି!-->!-->!-->…
ଗାଜାର ସ୍କୁଲ ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍: ୧୬ ମୃତ, ୭୫ରୁ ଊର୍ଦ୍ଧ୍ବ ଆହତ
ନୂଆଦିଲ୍ଲୀ : ଇସ୍ରାଏଲ ସେନା ଶନିବାର ଗାଜାର ଏକ ସ୍କୁଲ ଉପରେ ଏୟାରଷ୍ଟ୍ରାଇକ୍ କରିଛି। ଏଥିରେ ୧୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୭୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ଏହି ସ୍କୁଲ ମିଳିତ ଜାତିସଂଘ(ୟୁଏନ)ର ଥିଲା, ଯେଉଁଠାରେ ଶରଣାର୍ଥୀମାନଙ୍କୁ ରଖାଯାଇଥିଲା।ସ୍ଥାନୀୟ!-->…
କେର ଷ୍ଟାରମରଙ୍କୁ ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କଲେ ରାଜା ଚାର୍ଲସ
ବ୍ରିଟେନର ରାଜା ଚାର୍ଲସ ତୃତୀୟ ବିଧିବଦ୍ଧ ଭାବେ ଲେବର ପାର୍ଟିର ନେତା କେର୍ ଷ୍ଟାରମରଙ୍କୁ ଦେଶର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ଦେଇଛନ୍ତି। ବକିଂହାମ ପ୍ୟାଲେସକୁ ଯାଇ ଷ୍ଟାରମର ରାଜା ଚାର୍ଲସଙ୍କୁ ଭେଟିବା ପରେ ଏପରି ନିଯୁକ୍ତି ପାଇଛନ୍ତି।
ସାମ୍ନାକୁ ଆସିଥିବା ଫଟରେ ରାଜା!-->!-->!-->…
ବ୍ରିଟେନରେ ଚାଲିଛି ଭୋଟଗ୍ରହଣ
ଲଣ୍ଡନ: ସାଧାରଣ ନିର୍ବାଚନ ପାଇଁ ଆଜି ବ୍ରିଟେନରେ ମତଦାନ ଚାଲିଛି । ଏଥର ଲେବର ପାର୍ଟିର କିର ଷ୍ଟାରମର୍ କଞ୍ଜରଭେଟିଭ୍ ପାର୍ଟି ନେତା ଋଷି ସୁନାକଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଚଳିତ ସାଧାରଣ ନିର୍ବାଚନରେ ୫୦ ନିୟୁତ ଭୋଟର ସାଂସଦଙ୍କୁ ନିର୍ବାଚିତ କରୁଛନ୍ତି। ପ୍ରତିଥର ଭଳି!-->…
ଇସ୍ରାଏଲ ଉପରେ ହିଜବୁଲ୍ଲାର ଘନ ଘନ ରକେଟ ମାଡ଼
ବେରୁଟ: ଆତଙ୍କବାଦୀ ସଂଗଠନ ହିଜବୁଲ୍ଲା ଇସ୍ରାଏଲର ବିଭିନ୍ନ ସାମରିକ ଘାଟି ଉପରକୁ ୨୦୦ରୁ ଅଧିକ ରକେଟ୍ ନିକ୍ଷେପ କରିଛି। ସଂଗଠନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଇରାନ ସମର୍ଥିତ ଆତଙ୍କବାଦୀ ସଂଗଠନ ର ଆକ୍ରମଣ ଲେବାନନ-ଇସ୍ରାଏଲ ସୀମାରେ ଦୀର୍ଘ ମାସ ଧରି ଚାଲିଥିବା ସଂଘର୍ଷ ମଧ୍ୟରେ ସବୁଠାରୁ!-->…
ଚୀନ-ଫିଲିପାଇନ୍ସ ମୁହାଁମୁହିଁ, ଦକ୍ଷିଣ ଚୀନ ସାଗରରେ ବିମାନବାହୀ ଜାହାଜ ମୁତୟନ କଲା ବେଜିଂ
ବେଜିଂ: ଚୀନ୍ ଓ ଫିଲିପାଇନ୍ସ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ସେପଟେ ଫିଲିପାଇନ୍ସ ଉପକୂଳ ନିକଟରେ ଚୀନ ନିଜର ଦ୍ୱିତୀୟ ବିମାନବାହୀ ଜାହାଜ ‘ଶାନଡୋଙ୍ଗ’କୁ ମୁତୟନ କରିଛି । ଚୀନ୍ ଜାହାଜଟି ଉପକୂଳ ନିକଟବର୍ତ୍ତୀ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ଦେଖିବାକୁ ମିଳିଛି। ବିବାଦୀୟ ଦକ୍ଷିଣ ଚୀନ୍!-->…
ଡିଏଲ୍ଏସ୍ ପଦ୍ଧତିର ଜନକ ଫ୍ରାଙ୍କ ଡକୱର୍ଥଙ୍କ ପରଲୋକ
ଲଣ୍ଡନ: କ୍ରିକେଟ୍ରେ ବର୍ଷା ପରେ ମ୍ୟାଚର ଫଳାଫଳ ପାଇବା ପାଇଁ ଡକୱର୍ଥ-ଲୁଇସ୍-ଷ୍ଟର୍ନ ପଦ୍ଧତି ବ୍ୟବହୃତ ହୁଏ । ଏହି ନିୟମର ସୃଷ୍ଟିକର୍ତ୍ତାମାନଙ୍କ ମଧ୍ୟରୁ ଫ୍ରାଙ୍କ ଡକୱର୍ଥଙ୍କର ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା।ସେ, ତାଙ୍କ ସାଥୀ ଟନି ଲୁଇସଙ୍କ ସହ,!-->…