Browsing Category

ବିଦେଶ

ସ୍ୱାମୀର କିଡନୀ ବିକ୍ରି ଟଙ୍କାରେ ପ୍ରେମିକ ସହ ପଳାଇଲା ପତ୍ନୀ

କୋଲକାତା: ଯେକୌଣସି ବ୍ୟକ୍ତି ନିଜ ପରିବାର ପାଇଁ ଦିନରାତି କଠିନ ପରିଶ୍ରମ କରେ। ଯଦି ଏହି କଠିନ ପରିଶ୍ରମ ପରିବାର ପ୍ରତିପୋଷଣ ପାଇଁ ଯଥେଷ୍ଟ ନୁହେଁ, ତେବେ ଅନେକ ସମୟରେ ଲୋକମାନେ ଏପରି ପଦକ୍ଷେପ ନିଅନ୍ତି ଯାହା ବିଷୟରେ ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ନିକଟରେ, ଜଣେ ବ୍ୟକ୍ତି

ପାକିସ୍ତାନର ଖୈବର ପଖତୁନଖ୍ବା ପ୍ରାନ୍ତରେ ପୁଣିଥରେ ଆତଙ୍କୀ ଆକ୍ରମଣ, ୫ ମୃତ

ପାକିସ୍ତାନର ଖୈବର ପଖତୁନଖ୍ବା ପ୍ରାନ୍ତରେ ପୁଣିଥରେ ଆତଙ୍କୀ ଆକ୍ରମଣ ହୋଇଛି । ଖୈବର ପଖତୁନଖ୍ବାରେ ଆତଙ୍କବାଦୀ ଅର୍ଦ୍ଧସୈନିକ ବଳ ଗାଡ଼ି ଉପରେ ଆକ୍ରମଣ କରିଛନ୍ତି । ଘଟଣାରେ ୪ ଜଣ ଯବାନଙ୍କ ସହିତ ୫ ଜଣଙ୍କର ମୃତ୍ୟୁ ହୋଇଛି । ପୋଲିସ କହିବା ଅନୁସାରେ କରିଜତ ଲେବି ନାମକ ଅର୍ଦ୍ଧସୈନିକ

ଗାଜାରେ କଣ୍ଡୋମ ପାଇଁ ୫ କୋଟି ଡଲାର ଖର୍ଚ୍ଚ କରିଥିଲା ଆମେରିକା

ୱାଶିଂଟନ୍: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତ ସପ୍ତାହରେ ଆମେରିକାର ଦ୍ବାରା ପ୍ରଦାନ କରାଯାଉଥିବା ସମସ୍ତ ବିଦେଶୀ ସହାୟତା ଉପରେ ପ୍ରତିବନ୍ଧକ ଲାଗୁ କରିଥିଲେ। ଟ୍ରମ୍ପଙ୍କ ଏହି ନିଷ୍ପତ୍ତିକୁ ତାଙ୍କ ବିରୋଧୀମାନେ ସମାଲୋଚନା କରିଥିଲେ ଏବଂ କହିଥିଲେ ଯେ, ଏହି ନିଷ୍ପତ୍ତି ସାରା

ଫେବ୍ରୁଆରୀରେ ମୋଦି ଆସୁଛନ୍ତି ହ୍ବାଇଟ ହାଉସ, ଟ୍ବିଟ କରି ସୂଚନା ଦେଲେ ଟ୍ରମ୍ପ

ନୂଆଦିଲ୍ଲୀ : ଫେବ୍ରୁଆରୀରେ ପୁଣି ପ୍ରଧାନମନ୍ତ୍ରୀ ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭେଟଘାଟକୁ ନେଇ ଚର୍ଚ୍ଚା । ନିଜେ ଟ୍ବିଟ କରି ଏହି ସୂଚନା ଦେଇଛନ୍ତି ଟ୍ରମ୍ପ । ଗଣମାଧ୍ୟମକୁ ଇଣ୍ଟରଭ୍ୟୁରେ ଟ୍ରମ୍ପ କହିଛନ୍ତି ସୋମବାର ଭାରତର ପ୍ରଦାନମନ୍ତ୍ରୀ ମୋଦିଙ୍କ ସହ ଅନେକ ସମୟ

ଶ୍ରୀଲଙ୍କା ନୌସେନା ଗୁଳିରେ ୫ ଭାରତୀୟ ମତ୍ସ୍ୟଜୀବୀ ଆହତ

ଭାରତୀୟ ମତ୍ସ୍ୟଜୀବୀଙ୍କ ଉପରେ ଗୁଳି ଚଳାଇଛି ଶ୍ରୀଲଙ୍କା ନୌସେନା । ଏଥିରେ ୫ ମତ୍ସ୍ୟଜୀବୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଏହି ଘଟଣାରେ ଭାରତର ବୈଦେଶିକ ମନ୍ତ୍ରଣାଳୟ କଡ଼ା ପ୍ରତିକ୍ରିୟା ଦେଇ ଶ୍ରୀଲଙ୍କା ନୌସେନାର କାର୍ଯ୍ୟାନୁଷ୍ଠାନକୁ ତୀବ୍ର

ମୁଇଜୁଙ୍କ ସଙ୍କଟ ବଢ଼ିଲା: ବାଚସ୍ପତିଙ୍କ ସହ ବିବାଦ

ମାଲେ: ମାଳଦ୍ୱୀପର ରାଜନୀତି ପୁଣି ଥରେ ସରଗରମ ହେବାରେ ଲାଗିଛି। ଦେଶର ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଏବଂ ସଂସଦ ବାଚସ୍ପତି ଅବଦୁଲ ରହିମ ଅବଦୁଲ୍ଲାଙ୍କ ମଧ୍ୟରେ ବିବାଦ ସାମ୍ନାକୁ ଆସିଛି। ମହମ୍ମଦ ମୁଇଜୁ ବାଚସ୍ପତି ଅବଦୁଲ ରହିମଙ୍କ ପୁଅ ଇବ୍ରାହିମ ଫୈ ସଲଙ୍କୁ ପର୍ଯ୍ୟଟନ ମନ୍ତ୍ରୀ ପଦରୁ

ଟେକନଲୋଜୀ ନକଲ କରି ଡିପସିକ୍ ଏଆଇ ତିଆରି କରିଛି ଚୀନ : ମସ୍କ

ନ୍ୟୁୟର୍କ: ଶସ୍ତା ଏଆଇ ଆର-୧ ଆଣି ବିଶ୍ୱର ବଡ଼ ଟେକନୋଲୋଜି କମ୍ପାନୀ ମାଇକ୍ରୋସଫ୍ଟ, ଗୁଗୁଲ, ମେଟା, ଏନଭିଡିଆ ଏବଂ ଓପନ ଏଆଇର ମୁଣ୍ଡ ବ୍ୟଥା ବଢାଇଥିବା ଚାଇନାଷ୍ଟାର୍ଟଅପ୍ ଡିପସିକର ଦାବିକୁ ନେଇ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। ଏପରିକି ଦୀପସିକ ବିରୋଧରେ ଟେକନଲୋଜୀ ଠକେଇ ଅଭିଯୋଗ ଆସୁଛି।

ଟିକ୍‌ଟକ୍‌ କିଣିବ ମାଇକ୍ରୋସଫ୍ଟ !

ଓ୍ବାଶିଂଟନ: ଆମେରିକାରେ ଟିକ୍‌ଟକ୍‌କୁ କିଣିପାରେ ମାଇକ୍ରୋସଫ୍ଟ। ସୋମବାର ଏନେଇ ସୂଚନା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସେ କହିଛନ୍ତି ଯେ, ଚାଇନିଜ୍ ଆପ୍ ଟିକ୍‌ଟକ୍‌ର ଆମେରିକୀୟ ବ୍ୟବସାୟକୁ ମାଇକ୍ରୋସଫ୍ଟ କ୍ରୟ କରିପାରେ। ଟ୍ରମ୍ପ କହିଛନ୍ତି, ବର୍ତ୍ତମାନ ଉଭୟ ପକ୍ଷ

ଆମେରିକାରେ ବେଆଇନ ଭାବେ ରହୁଥିବା ଭାରତୀୟଙ୍କୁ ଖୋଜୁଛି ପୁଲିସ, ଗୁରୁଦ୍ବାରାରେ ତଲାସୀ

ନ୍ୟୁୟର୍କ: ଡୋନାଲ୍ଡ ଟ୍ରମ୍ପ କ୍ଷମତାକୁ ଆସିବା ସମଗ୍ର ଆମେରିକାରେ ବେଆଇନ ପ୍ରବାସୀଙ୍କ ଖୋଜା ଆରମ୍ଭ ହୋଇଛି । ଏହି କ୍ରମରେ ଆମେରିକାରେ ବେଆଇନଭାବେ ରହୁଥିବା ଭାରତୀୟଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ସୋମବାର ଦିନ ଆମେରିକାର ସୁରକ୍ଷା ଏଜେଣ୍ଟମାନେ ବେଆଇନ ପ୍ରବାସୀଙ୍କୁ

ବରଫ ପାଲଟିଲା ଆମେରିକା: ପ୍ରବଳ ତୁଷାରପାତ ଯୋଗୁ ୨୧୦୦ ବିମାନ ଉଡ଼ାଣ ବାତିଲ

ୱାଶିଂଟନ: ନିକଟରେ ଆମେରିକାର କେତେକ ଅଞ୍ଚଳରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଥିଲା। ଅନ୍ୟପକ୍ଷରେ, ଦକ୍ଷିଣ ଆମେରିକାରେ ଅତ୍ୟଧିକ ଥଣ୍ଡା ଅନୁଭୂତ ହେଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରବଳ ତୁଷାରପାତ ଯୋଗୁ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଦକ୍ଷିଣ ଆମେରିକାରେ ପ୍ରବଳ ତୁଷାରପାତ ଯୋଗୁ