Browsing Category

ବିଦେଶ

ଲାହୋରରେ ସାଂଘାତିକ ବାୟୁ ପ୍ରଦୂଷଣ, ଭାରତକୁ ଦାୟୀ କଲା ପାକିସ୍ତାନ

ପାକିସ୍ତାନର ଅନ୍ୟତମ ପ୍ରମୁଖ ସହର ଲାହୋରରେ ବାୟୁ ପ୍ରଦୂଷଣ ଚରମ ସୀମାରେ ପହଞ୍ଚିଛି। ଘନ ଧୂମ କୁହୁଡ଼ି (ସ୍ମଗ) ବଳୟରେ ପୂରା ସହର ଆଚ୍ଛାଦିତ ହେଲାଣି। ସହରର ବାୟୁ ସୂଚକାଙ୍କ ସାଂଘାତିକ ଭାବେ ହ୍ରାସ ପାଇ ୧୦୬୭ରେ ପହଞ୍ଚିଛି। ତେବେ ଲାହୋର ବାୟୁର ଏପରି ଅବସ୍ଥା ପାଇଁ ପାକିସ୍ତାନର ମନ୍ତ୍ରୀ

ମାନୁନାହିଁ ଇସ୍କନ, ଆମେରିକା ହଷ୍ଟନରେ ରଥଯାତ୍ରା ପାଇଁ ପ୍ରସ୍ତୁତି

ଆମେରିକା ହଷ୍ଟନରେ ରଥଯାତ୍ରା ପାଇଁ ଇସ୍କନର ପ୍ରସ୍ତୁତି । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଚିଠି ପରେ ବି ମାନୁନି ଇସ୍କନ । ଅଦିନିଆ ରଥଯାତ୍ରା ପରମ୍ପରା ବିରୋଧୀ କହିଥିଲେ ଗଜପତି । ଏନେଇ ହଷ୍ଟନ ଇସ୍କନ ଅଧ୍ୟକ୍ଷଙ୍କୁ ଚିଠି ଲେଖିଥିଲେ ଗଜପତି । ଅଦିନିଆ ରଥଯାତ୍ରା ବନ୍ଦ କରିବାକୁ ଚିଠି

ହିନ୍ଦୁ ମନ୍ଦିରରେ ପଶିଲେ ଖଲିସ୍ତାନୀ, ଶ୍ରଦ୍ଧାଳୁଙ୍କୁ ପିଟିଲେ

କାନାଡାରେ ପୁଣି ହିନ୍ଦୁ ମନ୍ଦିରକୁ ଟାର୍ଗେଟ୍‌ କରିଛନ୍ତି ଖଲିସ୍ତାନୀ। ମନ୍ଦିର ଭିତରେ ପଶି ଶ୍ରଦ୍ଧାଳୁଙ୍କ ଖଲିସ୍ତାନୀମାନେ ଆକ୍ରମଣ କରିଛନ୍ତି। ତାଙ୍କ ସହ ମାର୍‌ପିଟ୍‌ ମଧ୍ୟ କରାଯାଇଛି। କାନାଡାର ବ୍ରମ୍ପଟନରେ ଥିବା ହିନ୍ଦୁ ସଭା ମନ୍ଦିରରେ ଭକ୍ତଙ୍କ ଉପରେ ଆକ୍ରମଣ ହୋଇଛି। ଏହି ପୂରା

ଚାଇନା ପାଇଁ ଚେନାବ ବ୍ରିଜର ତଥ୍ୟ ସଂଗ୍ରହ କରୁଛି ପାକିସ୍ତାନ

ଚାଇନାର ବୋଲକରା ସାଜିଥିବା ପାକିସ୍ତାନର ଭାରତ ବିରୋଧୀ ଷଡ଼ଯନ୍ତ୍ର ପୁଣି ସାମ୍ନାକୁ ଆସିଛି। ଚାଇନା ଗୁଇନ୍ଦା ବିଭାଗ କଥାରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଜମ୍ମୁ-କଶ୍ମୀରରେ ଥିବା ଚେନାବ ବ୍ରିଜଜର ତଥ୍ୟ ସଂଗ୍ରହ କରୁଛି। ଚେନାବ ଠାରେ ଭାରତ ସରକାର ରେଳ ବ୍ରିଜ ନିର୍ମାଣ କରୁଛନ୍ତି। ଏହା ରୈସି

ବାତିଲ ହେଲା ଇସ୍କନର ଅଦିନିଆ ରଥଯାତ୍ରା

ଆମେରିକା ହଷ୍ଟନରେ ଅଦିନିଆ ରଥଯାତ୍ରାକୁ ବାତିଲ କଲା ଇସ୍କନ । ହଷ୍ଟନରେ ଇସ୍କନ ପକ୍ଷରୁ ନଭେମ୍ବର ୩ରେ ସ୍ନାନଯାତ୍ରା ଓ ନଭେମ୍ବର ୯ରେ ହେବାକୁ ଥିବା ରଥଯାତ୍ରାକୁ ନେଇ ବିବାଦ ବଢ଼ିଥିଲା । ଜଗନ୍ନାଥ ପ୍ରେମୀ ଓ ପୁରୀ ସେବାୟତଙ୍କ ପକ୍ଷରୁ ତୀବ୍ର ବିରୋଧ ହୋଇଥିଲା । ଏହାକୁ

ଇସ୍ରାଏଲ ଉପରେ ପାଲଟା ଆକ୍ରମଣ ପାଇଁ ସେନାକୁ ସବୁଜ ସଙ୍କେତ ଦେଲେ ଖାମେନି

ତେହେରାନ : ଇରାନ ପକ୍ଷରୁ ଇସ୍ରାଏଲ ଉପରେ ଏକ ବଡ଼ ଆକ୍ରମଣ ହୋଇପାରେ ବୋଲି ବିଭିନ୍ନ ସୁରକ୍ଷା ଏଜେନ୍ସି ଦ୍ବାରା ରିପୋର୍ଟ ପ୍ରକାଶ ପାଇଛି। ଇରାନର ସର୍ବୋଚ୍ଚ ନେତା ଆୟୋତୋଲ୍ଲା ଅଲି ଖାମେନି ଦେଶର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦକୁ ଇସ୍ରାଏଲ ଉପରେ ଆକ୍ରମଣ ପାଇଁ ପ୍ରସ୍ତୁତ ରହିବାକୁ

ନୈମ କ୍ୱାସୀମ ହେଜବୁଲ୍ଲାର ନୂଆ ମୁଖ୍ୟ

ତେହେରାନ : ଇରାନ ସମର୍ଥିତ ସଂଗଠନ ହେଜବୁଲ୍ଲାର ନୂଆ ମୁଖ୍ୟ ଭାବେ ଚୟନ ହୋଇଛନ୍ତି ନୈମ କ୍ୱାସୀମ। ବର୍ତ୍ତମାନ ସେ ହେଜବୁଲ୍ଲାର ଉପ ମହାସଚିବ ଓ ସେକେଣ୍ଡ ଇନ କମାଣ୍ଡ ଭାବେ କାମ କରୁଛନ୍ତି।ବରିଷ୍ଠ ଓ ଅଭିଜ୍ଞତା ଦୃଷ୍ଟିରୁ ସେ ହେଜବୁଲ୍ଲାର ମୁଖ୍ୟ ଭାବେ ଚୟନ ହୋଇଛନ୍ତି। ଇସ୍ରାଏଲ ଏୟାର

ହେଜବୁଲ୍ଲାର ଆଉ ଏକ କମାଣ୍ଡରକୁ ମାରିଲା ଇସ୍ରାଏଲ୍

ତେଲଅଭିବ୍: ଲେବାନନ ଉପରେ ଇସ୍ରାଏଲର ଘନ ଘନ ଆକ୍ରମଣ ଜାରି ରହିଛି । ଇସ୍ରାଏଲର ଏୟାରଷ୍ଟ୍ରାଇକରେ ହିଜବୁଲ୍ଲାର ଆଉଜଣେ କମାଣ୍ଡର ମୃତ୍ୟୁବରଣ କରିଛି । ସେ ହେଉଛି ଅହମ୍ମଦ ଜାଫର ମଟୋକ । ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ) କହିଛି ଯେ ହେଜବୁଲ୍ଲାର ବିଣ୍ଟ ଜେବିଲ ଅଞ୍ଚଳର କମାଣ୍ଡର

ପ୍ରତିଶୋଧ ନେଲା ଇସ୍ରାଏଲ, ଇରାନ୍‌ ଉପରେ ୧୦୦ ଯୁଦ୍ଧ ବିମାନରେ କଲା ଏୟାର ଷ୍ଟ୍ରାଇକ୍‌

ନୂଆଦିଲ୍ଲୀ : ଅଶାନ୍ତ ମଧ୍ୟପ୍ରାଚ୍ୟ। ବଢ଼ି ଚାଲିଛି ଯୁଦ୍ଧ ସ୍ଥିତି। ପାଟଲା ଆକ୍ରମଣ କରିଛି ଇସ୍ରାଏଲ। ଟାର୍ଗେଟ୍‌ରେ ସୈନ୍ୟ ଠିକଣା। ଇରାନ୍‌ ଉପରେ ପ୍ରତିଶୋଧ ମୂଳକ ହମ୍‌ଲା କରିଛି ଇସ୍ରାଏଲ ସେନା। ଭୋରୁ ଇରାନ୍‌ର ସୈନ୍ୟ ଅଡ୍ଡା ଉପରେ ହୋଇଛି ବୋମା ବର୍ଷା। ୧୦୦ ଯୁଦ୍ଧ ବିମାନରେ ଏୟାର

ରାଜି ହେଲା ହମାସ, ବନ୍ଦ ହେବ ଯୁଦ୍ଧ!

ଦୀର୍ଘ ଗୋଟିଏ ବର୍ଷ ଧରି ଚାଲି ଆସିଥିବା ହମାସ-ଇସ୍ରାଏଲ ଯୁଦ୍ଧର ଅନ୍ତ ଘଟିପାରେ। ଇସ୍ରାଏଲ ଯୁଦ୍ଧ ବନ୍ଦ କରିବା ନେଇ ଘୋଷଣା କରିବା ପରେ ଏବେ ହମାସ ଯୁଦ୍ଧ ବନ୍ଦ କରିବାକୁ ରାଜି ହୋଇଛି। କିନ୍ତୁ ଇସ୍ରାଏଲ ପରି ହମାସ ମଧ୍ୟ କିଛି ସର୍ତ୍ତ ରଖିଛି। ଯଦି ଇସ୍ରାଏଲ ଗାଜାରେ ଅକ୍ତିଆର କରିଥିବା