Sign in
Sign in
Recover your password.
A password will be e-mailed to you.
Browsing Category
ବିଦେଶ
ଇସ୍ରାଏଲ ରାତିକରେ ୪୫୦ ଟାର୍ଗେଟ୍ ଧ୍ବଂସ…
ତେଲ ଅଭିଭ: ଇସ୍ରାଏଲ-ହମାସ ଯୁଦ୍ଧକୁ ମଙ୍ଗଳବାର ଏକ ମାସ ପୂରିଥିବା ବେଳେ ଲଢ଼େଇ ଥମିବାର ନାଁ ଧରୁନାହିଁ। ଇସ୍ରାଏଲ ସେନା ସୋମବାର ଉତ୍ତର ଗାଜାରେ ହମାସ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ ଜାରି ରହିଛି। ଇସ୍ରାଏଲ ସେନା ରବିବାର ବିଳମ୍ବିତ ରାତିରେ ଘୋଷଣା କରିଥିଲା ଯେ ସେମାନେ…
ପାଲେଷ୍ଟାଇନ ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ଆମେରିକାର ବିଦେଶ ମନ୍ତ୍ରୀ
ୱେଷ୍ଟ୍ ବ୍ୟାଙ୍କ: ଆମେରିକାର ବିଦେଶ ମନ୍ତ୍ରୀ ଏଣ୍ଟୋନି ବ୍ଲିଙ୍କେନ ଆଜି ଅଚାନକ ଇସ୍ରାଏଲ ଅଧିକୃତ ୱେଷ୍ଟ୍ ବ୍ୟାଙ୍କ ଗସ୍ତ କରି ପାଲେଷ୍ଟାଇନ ରାଷ୍ଟ୍ରପତି ମହମୁଦ ଅବ୍ବାସଙ୍କୁ ଭେଟିଛନ୍ତି। ପାଲେଷ୍ଟାଇନକୁ ନେଇ ଆମେରିକାର ଆଭିମୁଖ୍ୟରେ ହଠାତ୍ ଏଭଳି ପରିବର୍ତ୍ତନ ସମସ୍ତଙ୍କୁ ବିସ୍ମିତ…
ଗାଜା ପଟ୍ଟି ଉପରେ ଇସ୍ରାଏଲ ର ତୁହାକୁ ତୁହା ଆକ୍ରମଣ…
ହମାସ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବା ନାଁ ଧରୁନି । ହମାସର ଆତଙ୍କୀ ହାମଲା ପରେ ଗାଜା ପଟ୍ଟି ଉପରେ ଇସ୍ରାଏଲ ତୁହାକୁ ତୁହା ଆକ୍ରମଣ କରି ଚାଲିଛି। ଏପରିକି ଲଗାତାର ଆକ୍ରମଣ କରି ଗାଜା ପଟ୍ଟି ୨ଭାଗରେ ବିଭକ୍ତ ହୋଇ ଯାଇଥିବା ଗତକାଲି ଇସ୍ରାଏଲ ସେନା ଦାବି…
ନେପାଳରେ ପୁଣି ଭୂମିକମ୍ପ, ଲୋକେ ଭୟଭୀତ…
ପୁଣି ଦୋହଲିଆ ନେପାଲ। ଆଜି ଭୋରୁ ପୁଣି ଥରେ ଏଠି ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ଏନେଇ ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜି ସୂଚନା ଦେଇଛି। ରିକ୍ଟର ଏହାର ତୀବ୍ରତା ୩.୬ ରେକର୍ଡ କରାଯାଇଛି। ରାଜଧାନୀ କାଠମାଣ୍ଡୁଠାରୁ ପ୍ରାୟ ୧୬୯ କିଲୋମିଟର୍ ଦୂର ଭୂଗର୍ଭର ୧୦…
ଇସ୍ରାଏଲ୍ରେ ଗୁପ୍ତ ମିଲିଟାରୀ ବେସ୍ ନିର୍ମାଣ କରୁଛି ଆମେରିକା…!
ନୂଆଦିଲ୍ଲୀ: ଇସ୍ରାଏଲ୍ ଓ ହମାସ୍ ମାଧ୍ୟରେ ଜାରି ଯୁଦ୍ଧକୁ ଏକ ମାସ ହେବାକୁ ଯାଉଛି । ହମାସ୍ ଆତଙ୍କୀମାନେ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲେ । ଏବେ ଏହାର ପରିଣାମ ଭୋଗୁଛନ୍ତି ଗାଜା ପଟିରେ ବାସ କରୁଥିବା ଲୋକ । ଇସ୍ରାଏଲ ସେନାର ପାଲଟା ଜବାବରେ ଏବେ ସୁଦ୍ଧା…
ଇରାନ୍ର ନିଶାମୁକ୍ତି କେନ୍ଦ୍ରରେ ଭୟଙ୍କର ଅଗ୍ନିକାଣ୍ଡ, ୨୭ ଜୀବନ୍ତ ଦଗ୍ଧ…
ଉତ୍ତର ଇରାନର ଗିଲାନ ରାଜ୍ୟରେ ଥିବା ଏକ ନିଶାମୁକ୍ତି କେନ୍ଦ୍ରରେ ଶୁକ୍ରବାର ସକାଳେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୨୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ଆହତ ହୋଇଥିବା ଖବର ରହିଛି। ରିପୋର୍ଟ ମୁତାବକ, ଲାଙ୍ଗ୍ରାଉଡ ସହରରେ ଥିବା ଏହି ନିଶାମୁକ୍ତି କେନ୍ଦ୍ରରେ…
ପାକିସ୍ତାନରେ ହେବ ସାଧାରଣ ନିର୍ବାଚନ
ସାଧାରଣ ନିର୍ବାଚନକୁ ନେଇ ପାକିସ୍ତାନରେ ଲାଗି ରହିଥିବା ଅନିଶ୍ଚିତତାରେ ପୂର୍ଣ୍ଣଛେଦ ପଡ଼ିଛି। ସାମନାକୁ ଆସିଛି ପାକିସ୍ତାନ ନିର୍ବାଚନ ତାରିଖ ।ଆସନ୍ତା ବର୍ଷ ଫେବୃଆରୀ ୮ରେ ହେବ ପାକିସ୍ତାନରେ ହେବ ସାଧାରଣ ନିର୍ବାଚନ।
ପାକିସ୍ତାନ ରାଷ୍ଟ୍ରପତି ଆରିଫ୍…
ଶରଣାର୍ଥୀ ଶିବିରରେ ଇସ୍ରାଏଲ୍ର ଏୟାର ଷ୍ଟ୍ରାଇକ୍
ଇସ୍ରାଏଲ୍ ଏବଂ ହମାସ ମଧ୍ୟରେ ଗତ ୨୫ ଦିନ ଧରି ଯୁଦ୍ଧ ଚାଲିଛି। ଗାଜା ଉପରେ ଇସ୍ରାଏଲର ଆକ୍ରମଣ ଜାରି ରହିଛି। ଗାଜାରେ ଏ ପର୍ଯ୍ୟନ୍ତ ୮୫୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଲାଣି। ଏହାରି ଭିତରେ ଇସ୍ରାଏଲ୍ ସେନା ମଙ୍ଗଳବାର ଉତ୍ତର ଗାଜାର ଜବାଲିଆ ଶରଣାର୍ଥୀ ଶିବିରରେ…
ଗୋରା ଓ ପତଳା ଝିଅଙ୍କୁ ମିଳୁଛି ଚାକିରି, ଏୟାରଲାଇନ୍ସ ନାଁରେ ମାମଲା
କେବଳ ସୁନ୍ଦର, ଗୋରୀ, କମ୍ ବୟସ୍କା, ପତଳା ଓ ନୀଳ ନୟନାଙ୍କୁ ମିଳୁଛି ଫ୍ଲାଇଟ୍ରେ ଚାକିରି । ଏଭଳି ଯୁବତୀମାନେ ଏୟାରଲାଇନ୍ସର ପ୍ରଥମ ପସନ୍ଦ। ଏମାନଙ୍କୁ କ୍ରୁ’ ସଦସ୍ୟ କରାଯାଇଛି। ଏହି ଯୁବତୀଙ୍କ ଆଗରେ ଅନ୍ୟ ଝିଅମାନଙ୍କୁ ହତାଦର କରଯାଉଛି। ଏଭଳି କିଛି ଅଭିଯୋଗ ଆସିଛି…
ଗାଜାରୁ ବାହାରିଲେ ବିଦେଶୀ ନାଗରିକ…
ଇସ୍ରାଏଲର ଘନ ଘନ ଆକ୍ରମଣ ଯୋଗୁ ଗାଜାରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଲଗାତର ବୋମା ବର୍ଷା ଓ ରକେଟ୍ ମାଡ଼ ଯୋଗୁ ଅନେକ ଲୋକେ ପ୍ରାଣ ହରାଉଛନ୍ତି। ଏଥିସହ ଶହ ଶହ ଲୋକେ ଆହତ ମଧ୍ୟ ହୋଇଛନ୍ତି। ଏଭଳି ସ୍ଥିତିରେ ଗାଜା ଷ୍ଟ୍ରିପରେ ପୂର୍ବରୁ ରହୁଥିବା ବିଦେଶୀ…