Sign in
Sign in
Recover your password.
A password will be e-mailed to you.
Browsing Category
ବିଦେଶ
ହ୍ବାଇଟ୍ ହାଉସ୍ରୁ ବିଦା ହେଲା ୧୧ ଥର କାମୁଡ଼ିଥିବା ବାଇଡେନ୍ଙ୍କ କୁକୁର ‘କମାଣ୍ଡର୍’…
ୱାସିଂଟନ୍: ଅନେକଥର କାମୁଡ଼ାକାମୁଡ଼ି କରିବାରୁ ଆମେରିକାର ରାଷ୍ଟ୍ରପତି ଜୋ’ ବାଇଡେନ୍ଙ୍କର ୨ ବର୍ଷିୟ ଜର୍ମାନ୍ ସେଫର୍ଡ କୁକୁର ‘କମାଣ୍ଡର୍’କୁ ହ୍ବାଇଟ୍ ହାଉସ୍ରୁ ବିଦା କରାଯାଇଛି।
ପ୍ରାପ୍ତ ସୂଚନା ଅନୁସାରେ, ରାଷ୍ଟ୍ରପତି ଭବନ ହ୍ବାଇଟ୍ ହାଉସ୍ ଓ…
୩ ବୈଜ୍ଞାନିକ ପାଇବେ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର…
ଷ୍ଟକହୋମ୍ : ୨୦୨୩ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ରୟାଲ୍ ସୁଇଡିସ ଏକାଡେମୀ ଅଫ୍ ସାଇନ୍ସେସ୍ ପକ୍ଷରୁ ମୋଙ୍ଗି ଜି. ବାଭେଣ୍ଡି, ଲୁଇସ୍ ଇ. ବ୍ରୁସ୍ ଏବଂ ଆଲେକ୍ସି ଆଇ. ଆକିମୋଭଙ୍କୁ ୨୦୨୩ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯିବ…
ଆମେରିକା ଇତିହାସରେ ପ୍ରଥମ; ପଦଚ୍ୟୁତ ହେଲେ ପ୍ରତିନିଧି ସଭାର ବାଚସ୍ପତି କେଭିନ୍ ମ୍ୟାକ୍କାର୍ଥି…
ୱାସିଂଟନ୍: ‘ଡେମୋକ୍ରାଟ୍’ମାନଙ୍କ ସହଯୋଗ ପାଇ ସ୍ବଳ୍ପସଂଖ୍ୟକ ରକ୍ଷଣଶୀଳ ଦକ୍ଷିଣପନ୍ଥୀ ‘ରିପବ୍ଲିକାନ୍’ ସାଂସଦ ଐତିହାସିକ ବିଦ୍ରୋହ କରି ଯୁକ୍ତରାଷ୍ଟ୍ର ଆମେରିକା ପ୍ରତିନିଧି ସଭାର ବାଚସ୍ପତି କେଭିନ୍ ମ୍ୟାକ୍କାର୍ଥିଙ୍କ ବିପକ୍ଷରେ ଭୋଟ୍ ଦେଇ ମଙ୍ଗଳବାର…
ବିଦେଶୀ ଜାହାଜ ଅଟକାଇବା ପାଇଁ ବସାଇଥିବା ଯନ୍ତାରେ ପଡ଼ିଲା ଚୀନା ବୁଡ଼ାଜାହାଜ; ୫୫ ମୃତ…
ନୂଆଦିଲ୍ଲୀ: ବିଦେଶୀ ବୁଡ଼ାଜାହାଜ ଧରିବା ପାଇଁ ପୀତ ସାଗରରେ (ୟେଲୋ ସି’) ବସାଯାଇଥିବା ଯନ୍ତାରେ ଚୀନ୍ର ଗୋଟାଏ ଆଣବିକ ଶକ୍ତି ଚାଳିତ ବୁଡ଼ାଜାହାଜ ପଡ଼ିଯିବାରୁ ପ୍ରାୟ ୫୫ଜଣ ଚୀନା ନାବିକଙ୍କର ମୃତ୍ୟୁ ଘଟିଥିବା କଥା ‘ଦି ମିରର୍’ ରିପୋର୍ଟ କରିଛି। ଇଂଲଣ୍ଡ୍ ଗୁଇନ୍ଦାଙ୍କ ଗୋପନୀୟ…
୨୦୪୦ ସୁଦ୍ଧା ଚନ୍ଦ୍ରରେ ଘର ତୋଳିବାକୁ ନାସାର ଯୋଜନା
ନ୍ୟୁୟର୍କ: ଆମେରିକୀୟ ମହାକାଶ ଏଜେନ୍ସି ନାସା ଚନ୍ଦ୍ରରେ ଘର ନିର୍ମାଣ କରିବାକୁ ଯୋଜନା କରିଛି। କିଛି ବିଶେଷଜ୍ଞ ବିଶ୍ୱାସ କରନ୍ତି ଯେ, ୨୦୪୦ ସୁଦ୍ଧା ଚନ୍ଦ୍ରରେ ଘର ତୋଳିବା ପାଇଁ ନାସା ଯେଉଁ ଲକ୍ଷ୍ୟ ରଖିଛି ତାହା ହାସଲଯୋଗ୍ୟ। ନାସାର ଯୋଜନା ହେଉଛି ଚନ୍ଦ୍ରକୁ ଏକ ଥ୍ରିଡି ପ୍ରିଣ୍ଟର…
ନିଜ ହୀରା ଖଣିକୁ ପରିଦର୍ଶନରେ ଯାଉଥିବା ଭାରତୀୟ ବ୍ୟବସାୟୀ ଓ ତାଙ୍କ ପୁତ୍ର ସମେତ ୬ ମୃତ…
ଜୋହାନ୍ସବର୍ଗ: ଦକ୍ଷିଣ-ପଶ୍ଚିମ ଜିମ୍ବାେଓ୍ଵର ଏକ ହୀରା ଖଣି ନିକଟରେ ଏକ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଦୁର୍ଘଟଣା ଘଟି ଜଣେ ଭାରତୀୟ କୋଟିପତି ଖଣି ବ୍ୟବସାୟୀ ଏବଂ ତାଙ୍କ ପୁଅଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ଘଟିଛି।
ଜିମ୍ବାୱେର ଏକ ନ୍ୟୁଜ୍ ଏବଂ…
କ୍ୟାଟଲିନ କ୍ୟାରିକୋ, ଡ୍ରିଉ ଓ୍ବିଜମ୍ୟାନଙ୍କୁ ଚିକିତ୍ସା ବିଜ୍ଞାନରେ ନୋବେଲ…
ଷ୍ଟକହୋମ୍: ୨୦୨୩ ପାଇଁ ଚିକିତ୍ସା ବିଜ୍ଞାନ ଅର୍ଥାତ୍ ମେଡିସିନରେ ନୋବେଲ ପୁରସ୍କାର କ୍ୟାଟଲିନ କାରିକୋ ଏବଂ ଡ୍ରିଉ ୱିସମ୍ୟାନଙ୍କୁ ପ୍ରଦାନ କରାଯିବ । ନ୍ୟୁକ୍ଲିଓସାଇଡ୍ ଭିତ୍ତିକ ସଂଶୋଧନ ସମ୍ବନ୍ଧୀୟ ଆବିଷ୍କାର ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ।…
ଚିଡ଼ିଆଖାନା କର୍ମଚାରୀଙ୍କ ତଣ୍ଟି କାମୁଡ଼ି ମାରିପକାଇଲା ସିଂହ
ଟୋକିଓ: ଜାପାନର ଫୁକୁଶିମାସ୍ଥିତ ‘ତୋହୋକୁ ସଫାରି ପାର୍କ’ରେ ଜଣେ ୫୩ ବର୍ଷିୟ ଚିଡ଼ିଆଖାନା କର୍ମଚାରୀଙ୍କୁ ଗୋଟାଏ ସିଂହ ମାରି ପକାଇଥିବା କଥା ସମ୍ବାଦ ସରବରାହା ସଂସ୍ଥାନ ‘ରଏଟର୍ସ’ ରିପୋର୍ଟ କରିଛି।…
ଆର୍ଥିକ ସଙ୍କଟ ବେଳେ ସରକାରୀ ଜମିରେ ଚାଷ କରିବ ପାକିସ୍ତାନ ସେନା…
ନୂଆଦିଲ୍ଲୀ: ଶତ୍ରୁ ଦେଶ ଆର୍ଥିକ ସଙ୍କଟ ଦୂର କରିବା ପାଇଁ ପାକିସ୍ତାନ ସେନା ୧ ନିୟୁତ ଏକର ସରକାରୀ ଜମିକୁ ନିଜ ଅକ୍ତିଆରକୁ ନେଇ ଖାଦ୍ୟଶସ୍ୟ ଚାଷ କରିବାକୁ ଯୋଜନା କରୁଛି। ଏହି ପଦକ୍ଷେପକୁ ନେଇ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ କେତେକ ସେନାର ଦେଶକୁ ସାହାଯ୍ୟ କରିବା…
ପାକ୍ ଯୁବତୀଙ୍କୁ ପୁଲିସ୍ର ହସ୍ତାନ୍ତର କରାଇଲେ ଯୁବକ…
ମୋରଦାବାଦ୍: ପାକିସ୍ତାନରୁ ଆସିଥିବା ଜଣେ ୧୭ ବର୍ଷୀୟା ବାଳିକାଙ୍କୁ ନିଖିଲ ଶର୍ମା ନାମକ ଜଣେ ଯୁବକ ମୋରଦାବାଦ ରେଳ ପୁଲିସକୁ ହସ୍ତାନ୍ତର କରିଥିବା ଖବର ହସ୍ତଗତ ହୋଇଛି। ଏବେ ଏହି ଘଟଣାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଖେଳିଯାଇଛି। ଶର୍ମା କହିଛନ୍ତି ଯେ…