Browsing Category

ବିଦେଶ

ଅଜା, ଆଈ ଓ ମାମୁଙ୍କୁ ନିର୍ମମ ଭାବେ ହତ୍ୟା କଲା ୨୩ ବର୍ଷୀୟ ଯୁବକ…

ଆମେରିକାର ନ୍ୟୁଜର୍ସିର ସାଉଥ ପ୍ଲେନଫ୍ଲିଡରେ ଘଟିଥିବା ଟ୍ରିପଲ ମର୍ଡର ଘଟଣା ଗୁଜରାଟର ଆନନ୍ଦ ଜିଲ୍ଲାର ଲୋକଙ୍କୁ ସ୍ତବ୍ଧ କରି ଦେଇଛି। ଜଣେ ୨୩ ବର୍ଷୀୟ ଯୁବକ ତା’ର ଅଜା, ଆଈ ଓ ମାମୁଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ଗୁଳି କରି ହତ୍ୟା କରିଛି। ନ୍ୟୁଜର୍ସି ସ୍ଥିତ ଘର ଭିତରେ…

କ୍ରାଶ କରିଗଲା ସେନା ବିମାନ, ଚାଲିଗଲା ୮ ଜୀବନ…

ଆମେରିକା ସେନାର ଗୋଟିଏ ବିମାନ ଜାପାନର ୟାକୁଶିମା ଦ୍ୱୀପପୁଞ୍ଜ ନିକଟରେ କ୍ରାଶ କରି ଯାଇଛି। ଏହି ଭି-୨୨ ଓସପ୍ରେୟ ବିମାନରେ ମୋଟ ୮ ଜଣ କ୍ରୁ ସଦସ୍ୟ ଥିଲେ। ଦୁର୍ଘଟଣାରେ ସମସ୍ତଙ୍କ ମୃତ୍ୟୁ ଘଟିଛି। ତଟରକ୍ଷୀ ବାହିନୀର ମୁଖପାତ୍ରଙ୍କ ପକ୍ଷରୁ ଦୁର୍ଘଟଣା ଖବରକୁ ନିଶ୍ଚିତ…

ଗୁପ୍ତଚର ଉପଗ୍ରହ ମାଧ୍ୟମରେ ହ୍ୱାଇଟ୍‌ ହାଉସ୍‌ ଉପରେ ନଜର ରଖିଛନ୍ତି କିମ୍…

ନୂଆଦିଲ୍ଲୀ: ଉତ୍ତର କୋରିଆ ନିକଟରେ ଏକ ସାମରିକ ଗୁପ୍ତଚର ଉପଗ୍ରହକୁ କକ୍ଷପଥରେ ସ୍ଥାନିତ କରି ଏକ ନୂତନ ସଫଳତା ହାସଲ କରିଛି | ଉତ୍ତର କୋରିଆ ଦାବି କରିଛି ଯେ ଏହାର ପ୍ରଥମ ଗୁପ୍ତଚର ଉପଗ୍ରହ ମହାକାଶକୁ ଉତକ୍ଷେପଣ ପରଠାରୁ ହ୍ୱାଇଟ ହାଉସ୍, ପେଣ୍ଟାଗନ୍ ଏବଂ ନିକଟସ୍ଥ…

ଇସ୍ରାଏଲ ସହ ଅସ୍ତ୍ରବିରତି ଚୁକ୍ତି ବୃଦ୍ଧି କରିବା ସପକ୍ଷରେ ହମାସ

ଭୟଙ୍କର ଯୁଦ୍ଧ ଭିତରେ ଇସ୍ରାଏଲ ଓ ହମାସ ମଧ୍ୟରେ ହୋଇଥିବାର ୪ ଦିନିଆ ଅସ୍ତ୍ରବିରତି ଚୁକ୍ତିର ଆଜି ହେଉଛି ଶେଷ ଦିନ। ଚୁକ୍ତିର ତୃତୀୟ ଦିନରେ ହମାସ ଅକ୍ଟୋବର ୭ରୁ ବନ୍ଦୀ କରି ରଖିଥିବା ଆଉ ୧୭ ଜଣ ପଣବନ୍ଦୀଙ୍କୁ ମୁକ୍ତ କରିଛି। ଏମାନଙ୍କ ମଧ୍ୟରେ ଆମେରିକାର ଜଣେ ୪…

ଗ୍ରୀକ୍‌ର ଲେସ୍‌ବୋଜ୍‌ ଦ୍ବୀପ ଅନ୍ତର୍ଗତ ସମୁଦ୍ରରେ ବୁଡ଼ିଗଲା ଲୁଣ ଜାହାଜ; ୪ ଭାରତୀୟଙ୍କ ସମେତ ୧୨ କର୍ମଚାରୀ ନିଖୋଜ

ଲେସ୍‌ବ‌ୋଜ୍‌: ଗ୍ରୀକ୍‌ର ଲେସ୍‌ବୋଜ୍‌ ଦ୍ବୀପ ଅନ୍ତର୍ଗତ ତୋଫାନ ଉଠିଥିବା ସମୁଦ୍ରରେ ଲୁଣ ନେଇ ଯାଉଥିବା ଏକ ଜାହାଜ ବୁଡ଼ିଯିବାରୁ ନିଖୋଜ ହୋଇଯାଇଥିବା ୧୨ଜଣ କର୍ମଚାରୀଙ୍କ ମଧ୍ୟରେ ୪ଜଣ ଭାରତୀୟ ଥିବା କଥା ଗ୍ରୀକ୍‌ ତଟରକ୍ଷୀ କହିଛି। ଜାହାଜରେ ଥିବା କର୍ମଚାରୀଙ୍କ…

ଭାରତୀୟଙ୍କ ପାଇଁ ଭିସା ମୁକ୍ତ କଲା ମାଲେସିଆ

ଭ୍ରମଣ ଋତୁରେ ଭାରତୀୟଙ୍କ ପାଇଁ ଖୁସି ଖବର। ଶ୍ରୀଲଙ୍କା ଓ ଥାଇଲ୍ୟାଣ୍ଡ ପରେ ଭାରତୀୟଙ୍କ ପାଇଁ ଭିସା ମୁକ୍ତ କଲା ମାଲେସିଆ। ଡିସେମ୍ବର ୧ରୁ ଚୀନ୍ ଓ ଭାରତ ନାଗରିକଙ୍କ ପାଇଁ ଭିସାମୁକ୍ତ ପ୍ରବେଶ ଅନୁମତି ଦେଇଛନ୍ତି ମାଲେସିଆ ସରକାର। ଏନେଇ ପ୍ରଧାନମନ୍ତ୍ରୀ ଅନୱାର…

ଗୁରୁଦ୍ୱାରାରେ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଘେରିଲେ ଖଲିସ୍ତାନୀ ସମର୍ଥକ…

ନ୍ୟୁୟର୍କ: ଆମେରିକାର ଏକ ଗୁରୁଦ୍ୱାରାରେ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଦୁର୍ବ୍ୟବହାର। ରାଷ୍ଟ୍ରଦୂତ ତରଣଜିତ ସିଂହ ସାନ୍ଧୁଙ୍କୁ ଘେରିଲେ ଖଲିସ୍ତାନୀ ସମର୍ଥକ। ନାରାବାଜି କରିବା ସହ ତାଙ୍କୁ ଧକ୍କା ମାରିଥିବା ଅଭିଯୋଗ ହୋଇଛି। ଭାରତ ବିରୋଧରେ କ୍ରମାଗତ ଭାବେ ବିବୃତ୍ତି…

ଆମେରିକାରେ ତିନି ପାଲେଷ୍ଟାଇନ ଛାତ୍ରଙ୍କୁ ଗୁଳିମାଡ

ଆମେରିକାରେ ତିନି ଜଣ ପାଲେଷ୍ଟିନୀୟ ଛାତ୍ରଙ୍କୁ ଗୁଳିମାଡ। ସେମାନେ ପାଠ ପଢୁଥିବା ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଗୁଳି କରାଯାଇଥିବା ଅଭିଯୋଗ ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଶନିବାର ସନ୍ଧ୍ୟାରେ ଏହି ତିନି ଛାତ୍ରଙ୍କ ଉପରକୁ ଗୁଳିଚାଳନା…

ମେକ୍ସିକୋ ଉପସାଗରରେ ନଷ୍ଟ ହୋଇଗଲା ୪୦ ଲକ୍ଷ ଲିଟର ତେଲ! ୮ ବିଲିୟନର କ୍ଷତି ସହିଲା ଆମେରିକା

ମେକ୍ସିକୋ ଉପସାଗରରେ ଆମେରିକାର ୪୦ ଲକ୍ଷ ଲିଟରରୁ ଅଧିକ ତେଲ ନଷ୍ଟ ହୋଇଯାଇଛି। ଏହି କାରଣରୁ କୋଟି କୋଟି ଟଙ୍କାର କ୍ଷତି ସହିଛି ଆମେରିକା। ଲୁଇସିୟାନାର ଦକ୍ଷିଣ-ପୂର୍ବ ଉପକୂଳରେ ଥିବା ଏକ ପାଇପ୍‌ଲାଇନରୁ ତେଲ ଲିକ୍ ହୋଇଛି। ଏବେ ଏହି ପାଇପ୍‌ଲାଇନକୁ ବନ୍ଦ କରି…

ଶକ୍ତିଶାଳୀ ଭୂମିକମ୍ପ ଝଟ୍‌କାରେ ଦୋହଲିଲା ତାଇୱାନ, ରିକ୍ଟର ସ୍କେଲରେ ତୀବ୍ରତା ୫.୪….

ତାଇୱାନର ପୂର୍ବ ଉପକୂଳରେ ରବିବାର ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୪ ମପାଯାଇଛି। ଭୂମିକମ୍ପ ଯୋଗୁ ରାଜଧାନୀ ତାଇପେରେ କିଛି ଅଟ୍ଟାଳିକା ଦୋହଲି ଯାଇଛି। କିନ୍ତୁ କ୍ଷୟକ୍ଷତିର କୌଣସି ଖବର ନାହିଁ। ପାଣିପାଗ ବ୍ୟୁରୋ କହିଛି ଯେ…