Browsing Category

ବିଦେଶ

ଏରିକ୍‌ ଗାର୍ସେଟିଙ୍କୁ ଭାରତ ପାଇଁ ଆମେରିକାର ରାଷ୍ଟ୍ରଦୂତ ଭାବେ ଶପଥପାଠ କରାଇଲେ ଉପରାଷ୍ଟ୍ରପତି କମଳା…

ୱାସିଂଟନ୍‌: ଶୁକ୍ରବାର ଦିନ ଉପରାଷ୍ଟ୍ରପତି କମଳା ହାରିସ୍‌ ଲସ୍‌ ଏଞ୍ଜେଲ୍‌ସ୍‌ର ପୂର୍ବତନ ମେୟର୍‌ ଏରିକ୍‌ ଗାର୍ସେଟିଙ୍କୁ ଭାରତ ପାଇଁ ଆମେରିକାର ରାଷ୍ଟ୍ରଦୂତ ଭାବେ ଔପଚାରିକ ଶପଥପାଠ କରାଇଛନ୍ତି। ଦୁଇ ବର୍ଷ ହେବ ଖାଲି ପଡ଼ିଥିବା ଏହି ଗୁରୁତ୍ବପୂର୍ଣ୍ଣ କୂଟନୈତିକ ପଦବୀ ପୂରଣ କରିବା

୧୯ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଆକ୍ସେଞ୍ଚର

ନୂଆଦିଲ୍ଲୀ : ବିଶ୍ବର ପ୍ରମୁଖ ଟେକନଲୋଜୀ କମ୍ପାନିରେ ଛଟେଇ ଜାରି ରହିଛି । ପୂର୍ବରୁ ମେଟା, ମାଇକ୍ରୋସଫ୍ଟ, ଆମାଜନ, ଟୁଇଟର, ଗୁଗୁଲ ଆଦି କମ୍ପାନି ଛଟେଇ କରିବା ପରେ ଏବେ ଆଇଟି କମ୍ପାନି ଆକସେଞ୍ଚର ମଧ୍ୟ ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରିବା ସମ୍ପର୍କରେ ଘୋଷଣା କରିଛି ।ଆକ୍ସେଞ୍ଚର

ୟୁକ୍ରେନ୍‌ରେ ରୁଷର ଡ୍ରୋନ୍‌ ମାଡ଼: ଜଣେ ମୃତ, ୩୨ ଆହତ

କିଭ୍ : ୟୁକ୍ରେନ୍‌ର ଝାପୋରିଝଝିଅର ଅଞ୍ଚଳରେ ଗତକାଲି ରାତିସାରା ରୁଷ ପକ୍ଷରୁ ଡ୍ରୋନ୍‌ ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣରେ ଗୋଟିଏ ଅଟ୍ଟାଳିକା ଧ୍ୱଂଶ ହୋଇଥିବା ବେଳେ ଜଣକର ମୃତ୍ୟୁ ଘଟିଛି। ସେହିପରି ଆକ୍ରମଣରେ ୩୩ ଜଣ ଆହତ ହୋଇଛନ୍ତି। ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ବିଦାୟ ଦେବା

 ଭାରତୀୟ ହାଇକମିଶନ ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି…

ଲଣ୍ଡନ : ଭାରତ ସରକାର ଯେସାକୁ ତେସା ନୀତି ଆପଣାଇବାରୁ ସମାନ୍ୟ ପଛ ଘୁଞ୍ଚା ଦେଇଛି ବ୍ରିଟେନ। ବିଚ୍ଛନ୍ନତାବାଦୀ ନେତା ଅମ୍ରିତପାଲ ସିଂହ ସପକ୍ଷରେ କିଛି ଲୋକ ଲଣ୍ଡନ ସ୍ଥିତ ଭାରତୀୟ ହାଇକମିଶନ ଆଗରେ ବିକ୍ଷୋଭ କରିବାକୁ ଯୋଜନା କରୁଥିବା ବେଳେ ବ୍ରିଟେନ ପୁଲିସ୍‌ ପକ୍ଷରୁ ଅଧିକ ସଂଖ୍ୟାରେ

ଗିରଫ ହୋଇପାରନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ଆଜି ଗିରଫ ହେବେ ଡୋନାଲ୍ଡ ଟ୍ରମ୍ପ ! ଜଣେ ପର୍ଣ୍ଣ ଷ୍ଟାରଙ୍କୁ କୋଟି କୋଟି ଟଙ୍କା ଦେବା ମାମଲାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଡୁଆ ବଢ଼ିଛି। ତାଙ୍କୁ ପୋଲିସ ଯେକୌଣସି ମୁହୂର୍ତ୍ତରେ ଗିରଫ କରିପାରେ । ଏହାରି ଭିତରେ ସୋମବାର ନ୍ୟୁୟର୍କ ପୁଲିସ ଟ୍ରମ୍ପଙ୍କ ସୁରକ୍ଷା

ଲାଡେନ୍‌ଙ୍କୁ କହିଥିଲେ ବିଶ୍ୱର ସର୍ବଶ୍ରେଷ୍ଠ ଇଞ୍ଜିନିୟର, ଅଫିସ୍‌ରେ ଲଗାଇଥିଲେ ଫଟୋ; ଏବେ ବରଖାସ୍ତ ହେଲେ SDO

ନିଜ ସରକାରୀ କାର୍ଯ୍ୟାଳୟରେ ଲଗାଇଥିଲେ ଆତଙ୍କବାଦୀ ଓସାମା ବିନ୍‌ ଲାଡେନ୍‌ର ଫଟୋ, ଆଉ ଏବେ ସେ ଚାକିରିରୁ ହୋଇଛନ୍ତି ବରଖାସ୍ତ। ଉତ୍ତର ପ୍ରଦେଶର ଫାରୁଖାବାଦ୍ ଜିଲ୍ଲାରେ ବିଦ୍ୟୁତ୍ ବିଭାଗରେ କାର୍ଯ୍ୟରତ ଉପଖଣ୍ଡ ଅଧିକାରୀ ରବିନ୍ଦ୍ର ପ୍ରକାଶ ଗୌତମଙ୍କୁ ଉପରିସ୍ଥ ଅଧିକାରୀ ସେବାରୁ ବରଖାସ୍ତ

ବ୍ରିଟେନ ପରେ ଆମେରିକାରେ ଭାରତୀୟ ଦୂତାବାସ ଉପରେ ଖଲିସ୍ତାନୀ ସମର୍ଥକଙ୍କ ଆକ୍ରମଣ…

ଆମେରିକାର ସାନ ଫ୍ରାନ୍ସିସ୍କୋରେ ଥିବା ଭାରତୀୟ ଦୂତାବାସ ଭିତରେ ପଶି ଭଙ୍ଗାରୁଜା କରିଥିବା ଖଲିସ୍ତାନୀ ସମର୍ଥକଙ୍କୁ ବାଇଡେନ ସରକାର କଡା ନିନ୍ଦା କରିଛନ୍ତି । ଆମେରିକା ଏଭଳି ଆକ୍ରମଣ କାଣ୍ଡକୁ ସହଜରେ ଗ୍ରହଣ କରିପାରୁନାହିଁ । ହ୍ଵାଇଟ ହାଉସର ରାଷ୍ଟ୍ରୀୟ ସୁରକ୍ଷା ପରିଷଦର କୋର୍ଡିନେଟର ଜନ

ଜାତୀୟ ପତକାକୁ ଖଲିସ୍ତାନ ସମର୍ଥକଙ୍କ ଅପମାନ, ଚେତାବନୀ ଦେଲା ଭାରତ

ନୂଆଦିଲ୍ଲୀ : ସୁଧୁରୁ ନାହାନ୍ତି ଖଲିସ୍ତାନ ସମର୍ଥକ। ବ୍ରିଟେନର ଲଣ୍ଡନରେ ଥିବା ଭାରାତୀୟ ହାଇ କମିଶନରେ ଲାଗିଥିବା ତ୍ରିରଙ୍ଗା ପତକାକୁ ଅପମାନ କରାଯାଇଛିି। ଖଲିସ୍ତାନୀ ସମର୍ଥକଙ୍କ ଦ୍ୱାରା ଉକ୍ତ ତ୍ରିରଙ୍ଗା ପତକାକୁ କାଢି ଖଲିସ୍ତାନୀ ପତକା ଲଗାଯାଇଛି। ଏହାକୁ ନେଇ ଭାରତୀୟ ବୈଦେଶିକ

ମାର୍ଚ୍ଚ ୨୦ରେ ଭାରତ ଗସ୍ତରେ ଆସିବେ ଜାପାନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୮।୩: ଭାରତ-ଜାପାନ ଦ୍ୱିପାକ୍ଷିକ ସମ୍ପର୍କକୁ ଦୃଢ କରିବାକୁ ଜାପାନ ପ୍ରଧାନମନ୍ତ୍ରୀ କିଶିଦା ଫୁମିଓ ଆସନ୍ତା ମାର୍ଚ୍ଚ ୨୦ରେ ଭାରତ ଗସ୍ତରେ ଆସିବେ। ଗୋଟିଏ ଦିନ ରହିବା ପରେ ସେ ମାର୍ଚ୍ଚ ୨୧ରେ ଜାପାନ ଫେରିଯିବେ। ତାଙ୍କର ଏହି ଗସ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା

ଉତ୍ତର କୋରିଆର ଦାବି : ଆମେରିକା ବିପକ୍ଷରେ ଲଢ଼ିବାକୁ ଆଗ୍ରହୀ ଅଛନ୍ତି ୮,୦୦୦୦୦ ନାଗରିକ

ସିଓଲ୍‌: ଯୁକ୍ତରାଷ୍ଟ୍ର ଆମେରିକା ବିପକ୍ଷରେ ଲଢ଼େଇ କରିବା ଲାଗି ସ୍ବ-ଇଚ୍ଛାରେ ଦେଶର ସେନାବାହିନୀରେ ଯୋଗ ଦେବା ଲାଗି ୮,୦୦୦୦୦ ନାଗରିକ ପ୍ରତିବଦ୍ଧ ବୋଲି ଆଜି ଉତ୍ତର କୋରିଆର ରାଷ୍ଟ୍ରାୟତ ଖବରକାଗଜ ରିପୋର୍ଟ କରିଛି। ରାଷ୍ଟ୍ରାୟତ ଖବରକାଗଜ ‘ରୋଡୋଙ୍ଗ୍‌ ସିନ୍‌ମୁନ୍‌’ ରିପୋର୍ଟ