Sign in
Sign in
Recover your password.
A password will be e-mailed to you.
Browsing Category
ବିଦେଶ
ଲେପ୍ଟନାଣ୍ଟ ଜେନେରାଲଙ୍କ ସମେତ ୧୫ ସେନା ଅଧିକାରୀଙ୍କୁ ବରଖାସ୍ତ କଲା ପାକିସ୍ତାନ ସେନା
ରାଓ୍ବଲପିଣ୍ଡି : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଗିରଫ ହେବା ପରେ ଗତ ମେ ୯ରେ ସାରା ପାକିସ୍ତାନରେ ହିଂସାକାଣ୍ଡ ହୋଇଥିଲା । ପାକିସ୍ତାନର କେତେକ ସେନା କାର୍ଯ୍ୟାଳୟ ଉପରେ ବି ଆକ୍ରମଣ ହୋଇଥିଲା । ଏବେ ପାକିସ୍ତାନ ସେନା ଏ ନେଇ କାର୍ଯ୍ୟାନୁଷ୍ଠାନ ଘୋଷଣା କରିଛି । ଏହି!-->…
ଓ୍ବାଗନର ମୁଖ୍ୟ ପ୍ରିଗୋଜିନଙ୍କ ଜୀବନ ପ୍ରତି ବିପଦ, ଖୋଲା ଝରକାରୁ ଦୂରେଇ ରହିବାକୁ ପରାମର୍ଶ ଦେଲା ସିଆଇଏ
ନ୍ୟୁୟର୍କ : ରୁଷର ଘରୋଇ ସଶସ୍ତ୍ର ବାହିନୀ ଓ୍ବାଗନର ଗ୍ରୁପର ମୁଖ୍ୟ ୟେଭଗେନି ପ୍ରିଗୋଜିନଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି । ପୁଟିନଙ୍କ ଗୁପ୍ତଚରମାନେ ତାଙ୍କୁ ମାରିଦେବାର ଆଶଙ୍କା କରାଯାଉଛି । ଏଣୁ ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏ ପକ୍ଷରୁ ତାଙ୍କୁ ସତର୍କ କରିଦିଆଯାଇଛି ଓ ଖୋଲା!-->…
ଇଜିପ୍ଟର ସର୍ବୋଚ୍ଚ ସମ୍ମାନ ଗ୍ରହଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଇଜିପ୍ଟର ସର୍ବୋଚ୍ଚ ସମ୍ମାନ 'Order of the Nile' ଗ୍ରହଣ କରିଛନ୍ତି। ସେ ଇଜିପ୍ଟର ରାଷ୍ଟ୍ରପତି ଅବଦେଲ ଫର୍ଥା ଇ-ସିସ୍ଙ୍କ ଠାରୁ ଏହି ସମ୍ମାନ ଗ୍ରହଣ କରିଥିଲେ। ନରେନ୍ଦ୍ର ମୋଦିଙ୍କ ବିଦେଶ ଗସ୍ତ ଭିତରେ ଏହା ବିଭିନ୍ନ ଦେଶ ପକ୍ଷରୁ!-->…
ଐତିହାସିକ ଅଲ-ହାକିମ୍ ମସ୍ଜିଦ୍ ପରିଦର୍ଶନ କରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ନିଃସର୍ତ୍ତ ଅଫିସ :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଇଜିପ୍ଟର ରାଜଧାନୀ କାଇରାରେ ଥିବା ୧୧ଶହ ଶତାବ୍ଦିର ଐତିହାସିକ ଅଲ-ହାକିମ୍ ମସ୍ଜିଦ୍ ପରିଦର୍ଶନ କରିଥିଲେ। ଭାରତର ଦାଉଦୀ ବୋହରା ସମ୍ପ୍ରଦାୟଙ୍କ ସହାୟତାରେ ଏହି ଅଲ-ହାକିମ୍ ମସ୍ଜିଦ୍ର ଉନ୍ନତିକରଣ କରାଯାଇଛି। ଏହି ନବୀକରଣ କାମ!-->…
ବିଦ୍ରୋହୀଙ୍କ ଦାବି ମାନିପାରନ୍ତି ପୁଟିନ, ହଟିବେ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ସୋଇଗୁ
କିବ୍ : ୟୁକ୍ରେନର ଗଣମାଧ୍ୟମ ଅନୁଯାୟୀ, ପ୍ରିଗୋଜିନ୍ ଏବଂ ମସ୍କୋ ନିକଟରେ ଏକ ଚୁକ୍ତି ହୋଇଛି ଯାହା ଅଧୀନରେ ମସ୍କୋ ପ୍ରିଗୋଜିନଙ୍କ ବିରୋଧରେ ଥିବା ସମସ୍ତ ଅଭିଯୋଗ ପ୍ରତ୍ୟାହାର କରିବ ଏବଂ ପ୍ରତିବଦଳରେ ପ୍ରିଗୋଜିନ୍ ବିଦ୍ରୋହ ପ୍ରୟାସ ବନ୍ଦ କରି ବେଲାରୁସ୍ ଯାଉଛନ୍ତି। ଏହା ସହିତ ପୁଟିନ ନିଜର!-->…
୧୩ ପାକିସ୍ତାନୀ ନାଗରିକଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା ଏନଆଇଏ
ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେବା ନିମନ୍ତେ ଭାରତକୁ ବେଆଇନ ଭାବେ ଅନ୍ତ୍ରଶସ୍ତ୍ର ଏବଂ ଡ୍ରଗ୍ସ ଚାଲାଣ କରୁଥିବା ୧୩ ପାକିସ୍ତାନ ନାଗରିକଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି NIA( ଜାତୀୟ ସୁରକ୍ଷା ଏଜେନ୍ସି ) । ସେମାନଙ୍କ ମଧ୍ୟରୁ ୧୦ ଜଣ ଏବେ ଭାରତ ଜେଲ୍ରେ ବନ୍ଦୀ ଥିବା!-->…
ପୁଟିନଙ୍କ ବିରୋଧରେ ତାଙ୍କ ବିଶ୍ୱସ୍ତ ଦେଲେ ଯୁଦ୍ଧ ଡାକରା
ନିଃସର୍ତ୍ତ ଅଫିସ : ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପାଇଁ ବଢ଼ିଲାଣି ଅଡ଼ୁଆ। ତାଙ୍କ ବିଶ୍ୱସ୍ତ ୟେଭ୍ଗେନି ପ୍ରିଗୋଝିନ୍ ରୁଷ ସେନା ବିରୋଧରେ ଯୁଦ୍ଧ ଡାକରା ଦେଇ ସାରିଛନ୍ତି। ଏପରିକି ସେ ନିଜ ‘ୱାଗ୍ନର୍’ ମିଲିଟାରୀ ଗ୍ରୁପକୁ ମସ୍କୋ ରାସ୍ତା ଉପରେ ଓହ୍ଲାଇ ଦେଇଛନ୍ତି। ତେଣୁ!-->…
ଭାରତର ଜାତୀୟ ସଙ୍ଗୀତ ଗାଇଲେ ଆମେରିକୀୟ ସିଙ୍ଗର, ଛୁଇଁଲେ ମୋଦିଙ୍କ ପାଦ
ନୂଆଦିଲ୍ଲୀ :ବିଦେଶୀ ସିଙ୍ଗର ମ୍ୟାରି ମିଲିବେନଙ୍କ କଣ୍ଠରେ ଶୁଣିବାକୁ ମିଳିଲା ଭାରତର ଜାତୀୟ ସଙ୍ଗୀତ। ତାହା ପୁଣି ଅତି ଚମତ୍କାର କଣ୍ଠ ସ୍ୱରରେ। ଯୁକ୍ତରାଷ୍ଟ୍ର ଆମେରିକାରେ ଆୟୋଜିତ କାର୍ଯ୍ୟକ୍ରମ ଶେଷରେ ମ୍ୟାରି ମିଲିବେନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଦ!-->…
ମୋଦିଙ୍କୁ ଟି- ସାର୍ଟ ଉପହାର ଦେଲେ ବାଇଡେନ, ଲେଖାଅଛି AI
ନିଃସର୍ତ୍ତ ଅଫିସ : ତିନି ଦିନିଆ ଆମେରିକା ଗସ୍ତ ସାରି ଇଜିପ୍ଟ ଅଭିମୁଖେ ବାହାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଆମେରିକା ଗସ୍ତ ଅବସରରେ ରାଷ୍ଟ୍ରପତି ବାଇଡେନ ମୋଦିଙ୍କୁ ଏକ ଖାସ୍ ଉପହାର ପ୍ରଦାନ କରିଛନ୍ତି। ଯାହାର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
!-->!-->!-->…
ମୋଦୀଙ୍କୁ ନୈଶ ଭୋଜିରେ ଆପ୍ୟାୟିତ କଲେ ବାଇଡେନ୍ ଦମ୍ପତି
ୱାଶିଂଟନ୍ ଡିସି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ମାନାର୍ଥେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ପକ୍ଷରୁ ହ୍ବାଇଟ୍ ହାଉସ୍ରେ ଆୟୋଜିତ ନୈଶ ଭୋଜି ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ବର ମହୋତ୍ସବରେ ପରିଣତ ହୋଇଥିବା ଲକ୍ଷ୍ୟ କରାଯାଇଛି। ବାଇଡେନ୍ ନିଜେ ମଧ୍ୟ ବନ୍ଧୁତ୍ବର ଏହି!-->…