Browsing Category

ଦେଶ

ଚୀନରେ ଭୟଙ୍କର ଭୂମିକମ୍ପ, ଅନେକ ଫସିଥିବା ଆଶଙ୍କା

ଚୀନ : ଚୀନରେ ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଛି । ସ୍ଥାନୀୟ ସମୟ ରବିବାର ରାତି ୧୨:୨୧ ରେ ହୋଇଥିବା ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଲିଉଝୋର ଲିଉନାନ ଥିଲା । ଭୂକମ୍ପର ତୀବ୍ରତା ୫.୨ ବୋଲି ରିପୋର୍ଟ କରିଛନ୍ତି । ଭୂମିକମ୍ପର କେନ୍ଦ୍ରସ୍ଥଳ ଭୂଗର୍ଭର ପ୍ରାୟ ୮ କିଲୋମିଟର ଗଭୀରତା ଥିଲା…

କେରଳମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭି.ଡି. ସତୀଶନ

ତିରୁଅନନ୍ତପୁରମ : କେରଳମ ରାଜନୀତିରେ ଆରମ୍ଭ ହୋଇଛି ନୂଆ ଅଧ୍ୟାୟ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିରୋଧୀ ଦଳ ନେତା ଭି.ଡି. ସତୀଶନ । ଭିଡି ସତୀଶନଙ୍କ ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ । ୧୦ ବର୍ଷ ପରେ କେରଳରେ ଫେରିଲା…

ବିହାରରେ ଜଳିଗଲା ଯାତ୍ରୀବାହୀ ଟ୍ରେନ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବିହାର: ଦୁଇଦିନରେ ଦୁଇ ଟ୍ରେନରେ ଅଗ୍ନିକାଣ୍ଡ । ରାଜଧାନୀ ପରେ ଏବେ ଜଳିଲା ବିହାରର ପାସେଞ୍ଜର ଟ୍ରେନ୍ ଜଳିଗଲା ଯାତ୍ରୀବାହୀ ଟ୍ରେନ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ବିହାର ରୋହତାସ ଜିଲ୍ଲାର ସାସାରାମ ରେଳ ଷ୍ଟେସନ୍ ରେ ସାସାରାମ-ପାଟନା ପାସେଞ୍ଜର ରେଳ ଷ୍ଟେସନରେ ଅଟକି…

ୟୁପିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧୨ ମୃତ

ନୂଆଦିଲ୍ଲୀ: ୟୁପିରେ ଦୁଇଟି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଉଭୟ ଦୁର୍ଘଟଣାରେ ମୋଟ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ସୋମବାର ଲଖିମପୁର ଖେରି ଜିଲ୍ଲାରେ ଏକ ମ୍ୟାଜିକ୍ ଭ୍ୟାନ ଏବଂ ଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଅନ୍ୟ…

୪୫ ଡିଗ୍ରି ଛୁଇଁବ ଦିଲ୍ଲୀ ତାପମାତ୍ରା: ମେ’ ୨୨ ପର୍ଯ୍ୟନ୍ତ ଉତ୍ତର ଭାରତରେ ହିଟ୍‌ୱେଭ୍‌ ସ୍ଥିତି

ନୂଆଦିଲ୍ଲୀ: ଦେଶରେ ଭୀଷଣ ଗ୍ରୀଷ୍ମପ୍ରବାହ ଲାଗି ରହିଥିବାବେଳେ ଆସନ୍ତା ମେ ୨୨ ତାରିଖ ପର୍ଯ୍ୟନ୍ତ ଅତି ଭୀଷଣ ହିଟ୍‌ୱେଭ୍‌ ଜାରି ରହିବ। ଉତ୍ତର ଓ କେନ୍ଦ୍ର ଭାରତରେ ତାପମାତ୍ରା ଅଧିକ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ରାଜଧାନୀ ଦିଲ୍ଲୀରେ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି…

ମସାଜ ପାର୍ଲର ଖୋଲି ମହିଳାଙ୍କୁ ଯୌନ ନିର୍ଯାତନା: ଅଷ୍ଟ୍ରେଲିଆରେ ଭାରତୀୟଙ୍କୁ ଜେଲ ଦଣ୍ଡାଦେଶ

ନୂଆଦିଲ୍ଲୀ: ମସାଜ ପାର୍ଲର ଖୋଲି ମହିଳାଙ୍କୁ ଦେଉଥିଲେ ଯୌନ ନିର୍ଯାତନା । ପ୍ରାୟ ୬୧ ମହିଳାଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗରେ ୩୯ ବର୍ଷୀୟ ଭାରତୀୟଙ୍କୁ ମିଳାଲା ଜେଲ ଦଣ୍ଡ । ଅଭିଯୁକ୍ତଙ୍କ ନାମ ସୁମିତ ସତୀଶ ରସ୍ତୋଗୀ। ଅଷ୍ଟ୍ରେଲିଆର ଆଡେଲଏଡ୍ କୋର୍ଟରେ ସୁମିତ ଦୋଷୀ…

ୟୁଏଇର ପରମାଣୁ ପ୍ଲାଣ୍ଟ ଉପରେ ଡ୍ରୋନ୍ ଆଟାକ୍

ୟୁଏଇ : ୟୁଏଇର ପରମାଣୁ ପ୍ଲାଣ୍ଟ ଉପରେ ବଡ଼ ଧରଣର ଡ୍ରୋନ୍ ଆଟାକ୍ । ସୁରକ୍ଷା ବ୍ୟବସ୍ଥାକୁ ଭେଦ କରି ୟୁଏଇର ପ୍ରସିଦ୍ଧ ବାରାକା ଆଣବିକ ଶକ୍ତି କେନ୍ଦ୍ର ଉପରେ ରବିବାର ଏକ ଡ୍ରୋନ୍ ଆଟାକ୍ ହୋଇଛି । ଏହି ଆକ୍ରମଣ ଯୋଗୁଁ ପ୍ଲାଣ୍ଟ ପରିସର ବାହାରେ ଥିବା ଏକ ବାହ୍ୟ ବୈଦ୍ୟୁତିକ ଜେନେରେଟରରେ…

ସପ୍ତାହରେ ଦୁଇ ଦିନ ୱାର୍କ ଫ୍ରମ ହୋମ୍, ୟୁପିରେ ଜାରି ହେଲା ଗାଇଡଲାଇନ୍

ଉତ୍ତରପ୍ରଦେଶ : ପଶ୍ଚିମ ଏସିଆ ସଙ୍କଟ ଯୋଗୁଁ ବିଶ୍ୱବ୍ୟାପୀ ଇନ୍ଧନ ସମସ୍ୟା ଦେଖାଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁରୋଧ କ୍ରମେ ଦିଲ୍ଲୀ ପରେ ଉତ୍ତର ପ୍ରଦେଶ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ବ୍ୟବହାର କମାଇବା ତଥା…

ହର୍ମୁଜ ପାର୍ କରି ୨୦,୦୦୦ ଟନ ଏଲପିଜି ନେଇ ଭାରତjl ପହଞ୍ଚିଲା ‘ସିମି’

ଗୁଜରାଟ : ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ଏବଂ ତୈଳ ଯୋଗାଣକୁ ବଢିଥିବା ଚିନ୍ତା ଭିତରେ ଭାରତ ପାଇଁ ଏକ ଆଶ୍ଵସ୍ତିକର ଖବର । ପ୍ରାୟ ୨୦ ହଜାର ଟନ୍ ଏଲ୍ପିଜି ଧରି ଟ୍ୟାଙ୍କର ସିମି ସୁରକ୍ଷିତ ଭାବେ ଗୁଜରାଟର କଚ୍ଛ ଜିଲ୍ଲାସ୍ଥିତ କାଣ୍ଡଲା ବନ୍ଦରରେ ପହଞ୍ଚିଛି । ଏହି ଟ୍ୟାଙ୍କରଟି ମେ…

କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବି. ସଞ୍ଜୟ କୁମାରଙ୍କ ପୁଅ ବି.ଭଗୀରଥଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଲେ କୋର୍ଟ

ତେଲଙ୍ଗାନା : ଯୌନ ନିର୍ଯାତନା ମାମଲାରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବି. ସଞ୍ଜୟ କୁମାରଙ୍କ ପୁଅ ବି.ଭଗୀରଥ ସାଇଙ୍କୁ ଗିରଫ କରିଛି ତେଲଙ୍ଗାନା ପୋଲିସ । ପୋଲିସ ମେଡିକାଲ ଯାଞ୍ଚ ପରେ ଭଗୀରଥଙ୍କୁ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ହାଜର କରାଯାଇଥିଲା । ପୋକସୋ ମାମଲାରେ କୋର୍ଟ ଭଗୀରଥଙ୍କୁ ୧୪…