Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
୭୭ ବର୍ଷ ପରେ ମିଳିଲା ନ୍ୟାୟ ! ୯୩ ବର୍ଷୀୟ ମହିଳାଙ୍କୁ ୨ଟି ଫ୍ଲାଟ ଦେବାକୁ ନିର୍ଦ୍ଦେଶ ଦେଲେ ବମ୍ବେ ହାଇକୋର୍ଟ
ମୁମ୍ବାଇ: ପାଖାପାଖି ଆଠ ଦଶନ୍ଧି ଧରି ଚାଲିଥିବା ଆଇନଗତ ଲଢେଇର ଅନ୍ତ ଘଟାଇ ବମ୍ବେ ହାଇକୋର୍ଟ ମହାରାଷ୍ଟ୍ର ସରକାରଙ୍କୁ ଦକ୍ଷିଣ ମୁମ୍ବାଇର ଦୁଇଟି ଫ୍ଲାଟକୁ ୯୩ ବର୍ଷ ବୟସ୍କା ମହିଳାଙ୍କୁ ମାଲିକାନା ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଫ୍ଲାଟଗୁଡିକ ଦକ୍ଷିଣ ମୁମ୍ବାଇର ରୁବି!-->…
ହିଂସା ପ୍ରଭାବିତ ସୁଦାନରୁ ଆଉ ୧୯୨ ଭାରତୀୟ ଉଦ୍ଧାର
ନୂଆଦିଲ୍ଲୀ : ହିଂସା ପ୍ରଭାବିତ ସୁଦାନରୁ ଆଉ ୧୯୨ ଜଣ ଭାରତୀୟଙ୍କୁ ଅପରେସନ କାବେରି ଦ୍ୱାରା ସ୍ୱଦେଶ ଅଣାଯାଇଛି। ଭାରତୀୟ ବାୟୁସେନାର ସି-୧୭ ଗ୍ଲୋବମାଷ୍ଟର-୩ ବିମାନରେ ସମସ୍ତଙ୍କୁ ନନ୍ ଷ୍ଟପ ୨୪ ଘଣ୍ଟାର ଅପରେସନ ଦ୍ୱାରା ଭାରତରେ ପହଞ୍ଚା ଯାଇଛି। ଅପରେସନ ବେଳେ କେବଳ ସାଉଦି ଆରବର!-->…
ସଂସ୍କୃତ ବୋର୍ଡ ପରୀକ୍ଷାରେ ୧୩ ହଜାର ପିଲାଙ୍କୁ ପଛରେ ପକାଇ ଟପ୍ପର ହେଲେ ମହମ୍ମଦ ଇରଫାନ
ଲକ୍ଷ୍ନୌ : ଇତିହାସ ରଚିଛନ୍ତି ଜଣେ ମୁସଲିମ ଛାତ୍ର। ନାଁ ତାଙ୍କର ମହମ୍ମଦ ଇରଫାନ। କିନ୍ତୁ ସେ ଉତ୍ତର ପ୍ରଦେଶର ଦ୍ୱାଦଶ ଶ୍ରେଣୀ ସଂସ୍କୃତ ବୋର୍ଡ ପରୀକ୍ଷାରେ ଟପ୍ପର ହୋଇଛନ୍ତି। ସେ ମୁସଲିମ ହୋଇଥିଲେ ମଧ୍ୟ ସଂସ୍କୃତ ଭାଷା ପ୍ରତି ତାଙ୍କର ବେଶ ଦୁର୍ବଳତା ରହିଛି। ଉତ୍ତର ପ୍ରଦେଶର ଚନ୍ଦୌଲି!-->…
ମଣିପୁର ହିଂସାରେ ଗଲାଣି ୫୪ ଜଣଙ୍କ ଜୀବନ, ସ୍ଥିତି ନିୟନ୍ତ୍ରଣ କରିବାକୁ ସେନାର ଉଦ୍ୟମ
ଇମ୍ଫାଲ : ଆଦିବାସୀ ଓ ଅଣଆଦିବାସୀ ସଂଘର୍ଷକୁ ନେଇ ଅଶାନ୍ତ ହୋଇ ଉଠିଥିବା ମଣିପୁରରେ ୫୪ ଜଣଙ୍କ ମୃତ୍ୟୁ ଘଟିଥିବା ସରକାରୀ ଭାବେ କୁହାଯାଇଛି। ତେବେ ବୁଧବାର ଠାରୁ ଆରମ୍ଭ ହୋଇଥିବା ହିଂସା ଓ ପୋଡ଼ାଜଳାରେ ଆହୁରି ଅଧିକ ସଂଖ୍ୟକ ଲୋକ ପ୍ରାଣ ହରାଇଥିବା ବିଭିନ୍ନ ବେସକରାରୀ ସଂଗଠନ ଦାବି!-->…
ଆତତାୟୀଙ୍କ ଗୁଳିରେ KCF ମୁଖ୍ୟ ପରମଜିତ ନିହତ
ନୂଆଦିଲ୍ଲୀ : କୁଖ୍ୟାତ ଆତଙ୍କବାଦୀ ତଥା ଖଲିସ୍ତାନ କମାଣ୍ଡୋ ଫୋର୍ସ(କେସିଏଫ) ମୁଖ୍ୟ ପରମଜିତ ସିଂହ ପଞ୍ଜୱାର ଦୁଇ ଜଣ ଅଜଣା ଦୁର୍ବୃତ୍ତ ଗୁଳି ମାଡ଼ରେ ପ୍ରାଣ ହରାଇଛି। ପାକିସ୍ତାନର ଲାହୋର ଅନ୍ତର୍ଗତ ଜୋହଠାରେ ଏହି ଘଟଣା ଘଟିଛି।ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୬ଟା ବେଳେ!-->…
ରେସଲରଙ୍କୁ ସମର୍ଥନ କରି ଦିଲ୍ଲୀ ଆସିବେ ହଜାର ହଜାର ଚାଷୀ, ଦେଶବ୍ୟାପି କରିବେ ଆନ୍ଦୋଳନ
ନୂଆଦିଲ୍ଲୀ : ଦୀର୍ଘଦିନ ହେଲା ଦିଲ୍ଲୀର ଯନ୍ତରମନ୍ତରରେ ଆନ୍ଦୋଳନ କରୁଥିବା ଦେଶର ଷ୍ଟାର ରେସଲରଙ୍କୁ ସମର୍ଥନ ଘୋଷଣା କରିଛନ୍ତି ହଜାର ହଜାର ଚାଷୀ। କୁସ୍ତି ମହାସଂଘର ସଭାପତି ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନାର ଅଭିଯୋଗ ଆଣି ଦେଶ ପାଇଁ ପଦକ ଜିତିଥିବା ଅନେକ ରେସଲର!-->…
ପୋଷା ପଶୁଙ୍କୁ ଟ୍ରେନରେ ନେବା ହେବ ସହଜ, ଆଇଆରସିଟିସି ଆଣିବାକୁ ଯାଉଛି ଏହି ନୂଆ ସୁବିଧା
ନୂଆଦିଲ୍ଲୀ: ଯଦି ଆପଣ ଜଣେ ପଶୁପ୍ରେମୀ ଏବଂ ଟ୍ରେନ ଯାତ୍ରା ସମୟରେ ଆପଣ ଆପଣଙ୍କର ପୋଷା କୁକୁର-ବିଲେଇକୁ ଟ୍ରେନରେ ନେବାକୁ ଚାହୁଁଛନ୍ତି, ତେବେ ଏହି ଖବର ଆପଣଙ୍କୁ ସାହାଯ୍ୟ କରିବ | ବାସ୍ତବରେ କୌଣସି ଦୂରଯାତ୍ରା ସମୟରେ ଘରେ ପୋଷା ପଶୁ କିଭଳି ରହିବେ ସେନେଇ ଚିନ୍ତା ବଢ଼ିଯାଇଥାଏ | ଆଉ ପୋଷା!-->…
ପାଣ୍ଠି ହଡ଼ପ ଅଭିଯୋଗରେ ଜେଟ୍ ଏୟାରୱେଜ୍ ଏବଂ ଏହାର ପ୍ରତିଷ୍ଠାତା ନରେଶ ଗୋଏଲଙ୍କ ଘରେ ଚଢ଼ାଉ କଲା ସିବିଆଇ
ନୂଆଦିଲ୍ଲୀ: ଜେଟ୍ ଏୟାରେଓ୍ଵଜ୍ର ପ୍ରତିଷ୍ଠାତା ନରେଶ ଗୋଏଲଙ୍କ ଘର ଏବଂ ଏୟାରଲାଇନ୍ସର ପୁରୁଣା କାର୍ଯ୍ୟାଳୟ ଉପରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଶୁକ୍ରବାର ଚଢ଼ାଉ କରିଛି।କାନାରା ବ୍ୟାଙ୍କର ଅଭିଯୋଗ ଉପରେ ସିବିଆଇ ଶ୍ରୀ ଗୋୟଲ, ତାଙ୍କ ପତ୍ନୀ ଅନୀତା, ପୂର୍ବତନ ନିର୍ଦ୍ଦେଶକ!-->…
ମଣିପୁରରେ ୧୪ କମ୍ପାନି ଅର୍ଦ୍ଧସାମରିକ ବାହିନୀ ମୁତୟନ, ୨୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଗଲା
ଇମ୍ପାଲ : ମଣିପୁରରେ ଚାଲିଥିବା ଆଦିବାସୀ-ଅଣଆଦିବାସୀ ହିଂସାକୁ ଦମନ କରିବାକୁ ସରକାର ଏପର୍ଯ୍ୟନ୍ତ ୧୪ କମ୍ପାନୀ ଅର୍ଦ୍ଧସାମରିକ ବାହିନୀ (ଆରଏଏଫ୍, ସିଆରପିଏଫ୍, ବିଏସ୍ଏଫ୍) ବହୁ ସଂଖ୍ୟାରେ ମୁତୟନ କରିଛନ୍ତି । ଏହା ସହିତ ଆହୁରି ଅଧିକ ଅର୍ଦ୍ଧସାମରିକ ବାହିନୀ ପଠାଯିବାକୁ ନିର୍ଦ୍ଦେଶ!-->…
ଆଉ ବିଶ୍ବ ପାଇଁ ସ୍ବାସ୍ଥ୍ୟ ସଂକଟ ନୁହେଁ କୋଭିଡ୍, କିନ୍ତୁ ବିପଦ ଟଳିନି: ବିଶ୍ବ ସ୍ବାସ୍ଥ୍ୟ ସଂଗଠନ
ଜେନିଭା: ଗତ ତିନିବର୍ଷ ହେଲା ସମଗ୍ର ବିଶ୍ବରେ ଆତଙ୍କ ଖେଳାଇଥିବା କୋଭିଡ୍ ମହାମାରୀ ଆଉ ବିଶ୍ବ ପାଇଁ ସ୍ବାସ୍ଥ୍ୟ ସଂକଟ ହୋଇ ରହିନାହିଁ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ଘୋଷଣା କରିଛି ଯେ କୋଭିଡ୍ ‘ଗ୍ଲୋବାଲ ହେଲଥ୍ ଏମର୍ଜେନ୍ସି’ ନୁହେଁ । ୨୦୨୦ ଜାନୁଆରି ମାସରେ ହୁ କୋଭିଡକୁ ଗ୍ଲୋବାଲ!-->…