Browsing Category

ଦେଶ

ମଣିପୁର ହିଂସା: ବିଜେପି ବିଧାୟକଙ୍କୁ ପ୍ରବଳ ପିଟିଲେ ବିକ୍ଷୋଭକାରୀ

ଇମ୍ଫାଲ : ଆଦିବାସୀ ଓ ଅଣଆଦିବାସୀଙ୍କୁ ନେଇ ମଣିପୁରରେ ସୃଷ୍ଟି ହୋଇଥିବା ହିଂସା ଥମିବାର ନାଁ ଧରୁନି। କର୍ଫ୍ୟୁ, ଶୁଟ ଆଟ ସାଇଟ ଓ ଇଣ୍ଟରନେଟ ସେବା ବନ୍ଦ ସତ୍ତ୍ୱେ ବିଭିନ୍ନ ସ୍ଥାନରେ ପୋଡ଼ାଜଳା ଓ ମାରପିଟ ଜାରି ରହିଛି।ଏସବୁ ଭିତରେ ହିଂସାକାଣ୍ଡ ଘଟାଉଥିବା କିଛି ଲୋକ କ୍ଷମତାସୀନ ବିଜେପିର…

ସିବିଆଇକୁ ଚକମା ଦେଲେ ଜିଏସ୍‌ଟି ଅଧିକାରୀ, ୨୫ ଲକ୍ଷ ନେଇ ଛୁ

ନୂଆଦିଲ୍ଲୀ : ସିବିଆଇ ଟିମ୍‌ ଖାଇଲା ଧୋକା। ଚକମା ଦେଲେ ଜିଏସ୍‌ଟି ଅଧିକାରୀ। ସିବିଆଇ ଟିମ୍‌ ଆଖି ଆଗରୁ ଲାଞ୍ଚ ଟଙ୍କା ଭର୍ତ୍ତି ବ୍ୟାଗ ଧରି ଚମ୍ପଟ ମାରିଲେ ଜିଏସ୍‌ଟି ଅଧିକାରୀ। ପ୍ରାୟ ୧୫ ଦିନ ହେଲା ଖୋଜି ଖୋଜି ଏହି ତଦନ୍ତକାରୀ ସଂସ୍ଥାର ଅଧିକାରୀ ନୟାନ୍ତ ହୋଇ ସାରିଥିଲେ ବି ଜିଏସ୍‌ଟି…

କର୍ଣ୍ଣାଟକାରେ ‘ଦି କେରଳ ଷ୍ଟୋରୀ’ କଥା କହି କଂଗ୍ରେସକୁ ଟାର୍ଗେଟ କଲେ ମୋଦି

ବେଙ୍ଗାଲୁରୁ : କର୍ଣ୍ଣାଟକା ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କଂଗ୍ରେସ ଉପରେ ଜୋରଦାର ହମଲା କରିଛନ୍ତି। କଂଗ୍ରେସ ଭୋଟ ବ୍ୟାଙ୍କ ପାଇଁ ଆତଙ୍କବାଦ ଆଗରେ ମୁଣ୍ଡ ନୁଆଁଇ ଦେଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଏଥିସହ କର୍ଣ୍ଣାଟକାର ବେଲ୍ଲାରିରେ…

ବିରୋଧୀ ଗୋଷ୍ଠୀର ଗୁଳିମାଡ଼ରେ ଗୋଟିଏ ପରିବାରର ୩ ମହିଳାଙ୍କ ସମେତ ୬ ମୃତ

ଭୋପାଳ : ଦୀର୍ଘ ବର୍ଷ ଧରି ରହିଥିବା ପୁଞ୍ଜିଭୂତ ଅସନ୍ତୋଷ ଭୟଙ୍କର ରୂପ ନେଇଛି। ବିରୋଧୀ ଗୋଷ୍ଠୀର ଗୁଳିମାଡ଼ରେ ଗୋଟିଏ ପରିବାରର ୩ ଜଣ ମହିଳାଙ୍କ ସମେତ ୬ ଜଣ ପ୍ରାଣ ହରାଇଛନ୍ତି। ସେହିପରି ଅନ୍ୟ ଦୁଇ ଜଣ ବ୍ୟକ୍ତି ଗୁଳିମାଡ଼ରେ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ମଧ୍ୟପ୍ରଦେଶର…

ପାକ୍‌ ବୈଦେଶିକ ମନ୍ତ୍ରୀଙ୍କୁ ସ୍ୱାଗତ କଲେ, ଆତଙ୍କବାଦ ପ୍ରସଙ୍ଗରେ ପ୍ରବଳ ବର୍ଷିଲେ ଜୟଶଙ୍କର

ପାନାଜୀ : ଭାରତର ଗୋଆରେ ଆୟୋଜିତ ଏସ୍‌ସିଓ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠରେ ଯୋଗଦେଇଛନ୍ତି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜର୍ଦାରି। ଆଜି ତାଙ୍କୁ ଏହି ବୈଠକକୁ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ପ୍ରୋଟକଲ ଅନୁଯାୟୀ ହାତ ଯୋଡ଼ି ସ୍ୱାଗତ କରିଥିଲେ। ତେବେ ସ୍ୱାଗତ…

ଇସ୍ତଫା ପ୍ରତ୍ୟାହାର କଲେ ଶରଦ ପାୱାର…

ମୁମ୍ବାଇ : ତିନି ଦିନ ତଳେ ଏନ୍‌ସିପି ସଭାପତି ପଦରୁ ହଠାତ୍ ଇସ୍ତଫା ଦେଇ ସମସ୍ତଙ୍କୁ ଚକିତ କରି ଦେଇଥିବା ଶରଦ ପାୱାର ଶୁକ୍ରବାର ଏହାକୁ ପ୍ରତ୍ୟାହାର କରି ନେଇଛନ୍ତି। ଦଳୀୟ କର୍ମୀଙ୍କ ଜୋରଦାର ବିରୋଧକୁ ଦୃଷ୍ଟିରେ ରଖି ବରିଷ୍ଠ ନେତାଙ୍କୁ ନେଇ ଗଠିତ ପ୍ୟାନେଲ ତାଙ୍କ ଇସ୍ତଫାପତ୍ରକୁ ଗ୍ରହଣ…

ଆଇପିଏଲ୍‌: ପଞ୍ଜାବଠୁ ପ୍ରତିଶୋଧ ନେଲା ମୁମ୍ବାଇ

ମୋହାଲି: ଚଳିତ ଆଇପିଏଲ୍‌ର ବୁଧବାର ୪୬ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍ସକୁ ତା’ଘରୋଇ ପଡ଼ିଆରେ ୬ ୱିକେଟ୍‌ରେ ପରାସ୍ତ କରି ମୁମ୍ବାଇ ଇଣ୍ଡିଆନ୍ସ ପୂର୍ବ ମ୍ୟାଚ୍‌ ପରାଜୟର ମଧୁର ପ୍ରତିଶୋଧ ନେଇଗଲା। ପଞ୍ଜାବ ଛାଡ଼ିଥିବା ୨୧୫ ରନ୍‌ର ବିଜୟ ଲକ୍ଷ୍ୟକୁ ମୁମ୍ବାଇ ୭ ବଲ୍‌ ପୂର୍ବରୁ ମାତ୍ର ୪…

୨୦୧୮ ପରଠାରୁ ସବୁ ଖରାଦିନିଆ ବାତ୍ୟା ପୂର୍ବ-ଭାରତ ମୁହାଁ ହୋଇଛନ୍ତି : ସ୍କାଏମେଟ୍

ନୂଆଦିଲ୍ଲୀ : ବଙ୍ଗୋପସାଗରରେ ଆସୁଥିବା ସମ୍ଭାବ୍ୟ ବାତ୍ୟାକୁ ନେଇ ଓଡ଼ିଶା ସମେତ ସମଗ୍ର ପୂର୍ବ ଭାରତର ଲୋକମାନେ ଆଶଙ୍କିତ ଥିବାବେଳେ ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ ନିଜର ପୂର୍ବାନୁମାନ ଜାରି କରିଛି ।ସ୍କାଏମେଟ ପକ୍ଷରୁ କୁହାଯାଇଛି ଯେ, ମେ ୫ ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ…

ପାକିସ୍ତାନରେ ଥିବା ସ୍କୁଲରେ ପଶି ଗୁଳିବର୍ଷା କଲେ ଆକ୍ରମଣକାରୀ, ଗଲା ୭ଜଣ ଶିକ୍ଷକଙ୍କ ଜୀବନ

ଇସଲାମାବାଦ: ପାକିସ୍ତାନରେ ଥିବା ସ୍କୁଲରେ ପଶି ଗୁଳିବର୍ଷା କଲେ ଆକ୍ରମଣକାରୀ। ଗଲା ୭ଜଣ ଶିକ୍ଷକଙ୍କ ଜୀବନ। ଗୁରୁବାର ଦିନ ପାକିସ୍ତାନର ଖୈବୁର ପଖତୁନଖ୍ବାସ୍ଥିିତ ଏକ ବିଦ୍ୟାଳୟକୁ ହଠାତ୍ କିଛି ଆକ୍ରମଣକାରୀ ପଶି ଆସିବା ସହ ଗୁଳିବର୍ଷା କରିବା ଆରମ୍ଭ କରିଦେଇଥିଲେ। ଏହି ଆକ୍ରମଣରେ…

ରାସ୍ତା ସଫା ହେବା ପରେ ପୁଣି ଆରମ୍ଭ ହେଲା କେଦାରନାଥ ଯାତ୍ରା

ରୁଦ୍ରପ୍ରୟାଗ : କେଦାରନାଥ ଦର୍ଶନ ପାଇଁ ପାଦରେ ଯାଉଥିବା ଶ୍ରଦ୍ଧାଳୁଙ୍କ ପାଇଁ ପୁଣି ଥରେ ରାସ୍ତା ଖୋଲାଯାଇଛି । ଗତକାଲି କୁବେର ଓ ଭୈରବ ଗ୍ଲେସିୟର ନିକଟରେ ଗ୍ଲେସିୟର ଫାଟିବା କାରଣରୁ କେଦାରନାଥ ରାସ୍ତା ଯାତାୟାତ ପାଇଁ ବନ୍ଦ ରହିଥିଲା। ତେବେ ପ୍ରଶାସନ ପକ୍ଷରୁ ରାସ୍ତା ସଫା କରାଯିବା ପରେ…