Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଆଗାମୀ ଦିନରେ ଦେଶକୁ ମହାକାଶଭିତ୍ତିକ ଆକ୍ରମଣାତ୍ମକ ଅସ୍ତ୍ର ଆବଶ୍ୟକ ପଡ଼ିବ…
ନୂଆଦିଲ୍ଲୀ: ଆଗାମୀ ଦିନରେ ମହାକାଶ ଯୁଦ୍ଧର ଗୁରୁତ୍ବ ବଢ଼ିବାକୁ ଥିବାରୁ ଚୀନ୍ ଏବଂ ଆମେରିକା ପରି ବିକଶିତ ରାଷ୍ଟ୍ରଗୁଡ଼ିକ ଏବେଠାରୁ ସୋମନଙ୍କ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ନିକଟରେ ଭାରତୀୟ ବାୟୁସେନା ମୁଖ୍ୟ ମାର୍ସଲ୍ ଭି.ଆର ଚୌଧୁରୀ କହିଛନ୍ତି ଯେ ଭବିଷ୍ୟତରେ ଭାରତକୁ!-->…
ଦେଶରେ କମୁଛି କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୫୮୭୪ ନୂଆ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ : ଦଶ ଦିନ ତଳେ ଦେଶରେ ଦୈନିକ କରୋନା ସଂକ୍ରମଣ ୧୨ ହଜାର ଅତିକ୍ରମ କରି ଯାଇଥିବା ବେଳେ ଏବେ ଏହା ୬ ହଜାର ତଳକୁ ଖସି ଆସିଲାଣି। ଗତ ୨୪ ଘଣ୍ଟାରେ ଦେଶରେ ୫,୮୭୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଦେଶରେ ଚିକିତ୍ସାଧୀନ ଥିବା କରୋନା ରୋଗୀଙ୍କ ସଂଖ୍ୟା ୫୦ ହଜାରରୁ ତଳକୁ!-->…
କଂଗ୍ରେସ ସବୁବେଳେ ଗରିବଙ୍କ ପ୍ରାପ୍ୟର ୮୫% ଲୁଟ୍ କରିଥାଏ
ନୂଆଦିଲ୍ଲୀ : କର୍ଣ୍ଣାଟକା ବିଧାନସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ନିକଟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ତାଙ୍କୁ ‘ବିଷାକ୍ତ ବା ବିଷଧର ସାପ’ କହିଥିବାରୁ ଏହାର ଜବାବ ମଧ୍ୟ ମୋଦି!-->…
ମନ କୀ ବାତ୍ର ୧୦୦ ଅଧ୍ୟାୟ : ଏହି କାର୍ଯ୍ୟକ୍ରମ ଜନ ଆନ୍ଦୋଳନରେ ପରିଣତ ହୋଇଛି
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାସିକ ରେଡିଓ ଭିତ୍ତିକ କାର୍ଯ୍ୟକ୍ରମ ମନ କୀ ବାତ୍ ଆଜି ୧୦୦ତମ ଏପିସୋଡରେ ପାଦ ଦେଇଛି। ୨୦୧୪ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମର ୧୦୦ତମ ଏପିସୋଡ ଦେଶର ବିଭିନ୍ନ ସ୍ଥାନରେ ଲୋକଙ୍କୁ ଶୁଣାଇବା ପାଇଁ ବ୍ୟବସ୍ଥା କରାଯାଇଥିଲା। ମନ୍ କୀ!-->…
ଅଭିଯୋଗ କରିଥିବା ମହିଳା ରେସଲରମାନେ ଗୋଟିଏ ପରିବାରର ଓ ଗୋଟିଏ ଆଖଡ଼ାର : ବ୍ରିଜ ଭୂଷଣ
ନୂଆଦିଲ୍ଲୀ : ନ୍ୟାୟ ପାଇଁ ଦିଲ୍ଲୀର ଯନ୍ତରମନ୍ତରରେ ଆନ୍ଦୋଳନ କରୁଥିବା ରେସଲମାନଙ୍କ ସମ୍ପର୍କରେ ବଡ଼ ବୟାନ ଦେଇଛନ୍ତି କୁସ୍ତି ମହାସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହ। ଗୋଟିଏ ଆଖଡ଼ା ଓ ଗୋଟିଏ ପରିବାର ବୟାନ ଉପରେ ସେ ସ୍ପଷ୍ଟୀକରଣ ଦେବା ସହ ମହିଳା ରେସଲରମାନେ କେବଳ!-->…
ଡ୍ରେନ୍ରୁ ବାହାରିଥିବା ବିଷାକ୍ତ ଗ୍ୟାସ ଯୋଗୁ ୧୧ ଜଣ ପ୍ରାଣ ହରାଇଥିବା ଆଶଙ୍କା…
ଚଣ୍ଡୀଗଡ଼ : ପଞ୍ଜାବ ଅନ୍ତର୍ଗତ ଲୁଧିଆନାର ଗିୟାସପୁରା ଅଞ୍ଚଳରେ ରବିବାର ସକାଳେ ଘଟିଥିବା ଭୟଙ୍କର ଘଟଣା ପଛରେ ଡ୍ରେନରୁ ନିର୍ଗତ ବିଷାକ୍ତ ଗ୍ୟାସ୍ ରହିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ବିଷାକ୍ତ ଗ୍ୟାସ୍ ସଂସ୍ପର୍ଶରେ ଆସି ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ଲୋକ!-->…
୩ ଛୁଆଙ୍କୁ ମାରିବା ପରେ ମା’ର ଆତ୍ମହତ୍ୟା…
ପାଟନା : ବିହାରର ଗୟା ଜିଲ୍ଲାରେ ଘଟିଥିବା ବିଚଳିତ କରିବା ଘଟଣାରେ ପୁଲିସ୍ ବଡ଼ ଖୁଲାସା କରିଛି। ଜଣେ ମହିଳା ନିଜର ୩ ଛୁଆଙ୍କୁ ମାରିବା ପରେ ନିଜେ ମଧ୍ୟ ଆତ୍ମହତ୍ୟା କରିଛନ୍ତି। ଶନିବାର ସମସ୍ତଙ୍କ ମୃତଦେହ ମିଳିଥିବା ବେଳେ ପୁଲିସ ଆଜି ପୂରା ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇଛି।ସିଟି!-->…
‘ମୁଁ ନିଜକୁ ରାବଣ ବୋଲି ସ୍ୱୀକାର କରୁଛି, ହେଲେ ତୁମେ ତ ରାମଙ୍କ ପରି ବ୍ୟବହାର ଦେଖାଅ’
‘ମୁଁ ନିଜକୁ ରାବଣ ବୋଲି ସ୍ୱୀକାର କରୁଛି। ହେଲେ ତୁମେ ତ ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ରଙ୍କ ପରି ବ୍ୟବହାର ଦେଖାଅ। ଗରିବ ଲୋକଙ୍କୁ ଶୋଷଣ କରି ସେମାନଙ୍କ ଟଙ୍କାରେ ନିଜ ସାମ୍ରାଜ୍ୟ ଛିଡ଼ା କରୁଛ। ଯଦି ତୁମେ ସେମାନଙ୍କ କଷ୍ଟ ଅର୍ଜିତ ଧନ ଫେରାଇ ଦେବ, ତା’ହେଲେ ଆମେ ମାନି ଯିବୁ ଯେ ତୁମେ!-->…
ଦେଶରେ ୨୪ ଘଣ୍ଟା ମଧ୍ୟରେ ୭,୧୭୧ କରୋନା ସଂକ୍ରମିତ ଚିହ୍ନଟ
ନୂଆଦିଲ୍ଲୀ: ଆଜି ଦେଶରେ କୋଭିଡ୍-୧୯ ସଂକ୍ରମଣ ସଂଖ୍ୟା ହ୍ରାସ ପାଇ ୭,୨୦୦ ତଳକୁ ଖସି ଆସିଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫୧,୪୦୦ ତଳକୁ ଖସି ଆସିଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଶନିବାର!-->!-->!-->…
ଦୋଷୀ ନୁହେଁ, ଇସ୍ତଫା ଦେବି ନାହିଁ: କୁସ୍ତି ଫେଡେରେସନ୍ ମୁଖ୍ୟ ବ୍ରଜଭୂଷଣ ଶରଣ ସିଂହ
ନୂଆଦିଲ୍ଲୀ: ଇସ୍ତଫା ଦେବା ମୋ ପାଇଁ ବଡ଼ କଥା ନୁହେଁ, କିନ୍ତୁ ଜଣେ ଅପରାଧୀ ଭାବେ ଇସ୍ତଫା ଦେବି ନାହିଁ ବୋଲି ଆଜି ‘ରେସ୍ଲିଙ୍ଗ୍ ଫେଡେରେସନ୍ ଅଫ୍ ଇଣ୍ଡିଆ’ର ମୁଖ୍ୟ ବ୍ରଜଭୂଷଣ ଶରଣ ସିଂହ କହିଛନ୍ତି।
ଆଜି ସାମ୍ବାଦିକ ସମ୍ମିଳନୀରେ ପ୍ରତିବାଦକାରିଣୀ କୁସ୍ତି ଖେଳାଳିମାନଙ୍କ ଦାବି!-->!-->!-->…