Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଫ୍ଲୋର ଟେଷ୍ଟରେ ପାସ୍ ହେଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ
ତାମିଲନାଡୁ : ବିଜୟ ଥାଲାପତି ତାମିଲନାଡୁ ବିଧାନସଭାରେ ଫ୍ଲୋର ଟେଷ୍ଟରେ ପାସ୍ କରିଛନ୍ତି । ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିଛନ୍ତି ଥାଲାପତି । ବିଜୟଙ୍କ ସମର୍ଥନରେ ୧୪୪ ଏବଂ ବିରୋଧରେ ମିଳିଲା ୨୨ ଭୋଟ୍ । ଏହି ବିଜୟ ସହ ରାଜ୍ୟରେ ବିଜୟଙ୍କ ନେତୃତ୍ୱାଧୀନ ସରକାର ନିଜର!-->…
ଦେଶବାସୀଙ୍କୁ ଅପିଲ୍ ପରେ ନିଜ କାରକେଡରେ ଗାଡ଼ି ସଂଖ୍ୟା ଅଧା କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଦେଶବାସୀଙ୍କୁ ଅପିଲ୍ ପରେ ନିଜେ ବଡ଼ ନିଷ୍ପତ୍ତି ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ନିଜ ତରଫରୁ ସମସ୍ତଙ୍କୁ ଉଦାହରଣ ଦେଇଛନ୍ତି । ନିଜ କାରକେଡକୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିଛନ୍ତି ପିଏମ୍ ମୋଦି । ପ୍ରଧାନମନ୍ତ୍ରୀ ନିଜେ ବ୍ୟବହାର!-->…
ମୁଲାୟମ ସିଂହଙ୍କ ପୁଅ ପ୍ରତୀକ ଯାଦବଙ୍କ ଦେହାନ୍ତ
ଉତ୍ତରପ୍ରଦେଶ : ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହଙ୍କ ପୁଅ ପ୍ରତୀକ ଯାଦବଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୩୮ ବର୍ଷ ବୟସ ହୋଇଥିଲା । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ହସ୍ପିଟାଲକୁ ନିଆଯିବା ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।!-->…
ମହଙ୍ଗା ପଡ଼ିଲା ବିଜୟଙ୍କୁ ସମର୍ଥନ, ଦଳରୁ ବିଦା ହେଲେ ଏଆଇଏଡିଏମକେର ବିଦ୍ରୋହୀ ନେତା
ଚେନ୍ନଇ:ତାମିଲନାଡୁ ରାଜନୀତିରେ ଘଡି କେ ଘୋଡା ଛୁଟୁଛି। ତାମିଲନାଡୁରେ ଦୁଇ ଫାଳ ହେଲା ଏଆଇଏଡିଏମକେ। ମହଙ୍ଗା ହେଲା ବିଜୟଙ୍କୁ ସମର୍ଥନ। ତାମିଲନାଡୁ ବିଧାନସଭା ନିର୍ବାଚନ ପରେ ଏଆଇଏଡିଏମକେରେ ଦେଖା ଯାଇଥିବା ବିବାଦ ଏବେ ତୀବ୍ର ରୂପ ଧାରଣ କରିଛି। ବୁଧବାର ଏଆଇଏଡିଏମକେର ମୁଖିଆ ଇଡାପାଡି କେ!-->…
ଧାନର MSP ୭୨ ଟଙ୍କା ବୃଦ୍ଧି କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ:ଧାନର MSP କ୍ବିଣ୍ଟାଲ ପିଛା ୭୨ ଟଙ୍କା ବୃଦ୍ଧି କଲେ କେନ୍ଦ୍ର ସରକାର। ବୁଧବାର କେନ୍ଦ୍ର ସରକାର ୨୦୨୬-୨୭ ଖରିଫ ଋତୁ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (MSP) କୁ ପ୍ରତି କ୍ୱିଣ୍ଟାଲ ୭୨ ଟଙ୍କା ବୃଦ୍ଧି କରିବାକୁ ଅନୁମୋଦନ ହୋଇଛି। ଯାହା ପ୍ରତି କ୍ୱିଣ୍ଟାଲ!-->…
ନନ୍ଦିଗ୍ରାମ ବିଧାନସଭା ଆସନ ଛାଡ଼ିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ
କଲକତା:ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ବୁଧବାର ବଡ଼ ଘୋଷଣା କରିଛନ୍ତି। ସେ ଦୁଇଟି ବିଧାନସଭା ଆସନରୁ ନିର୍ବାଚନ ଜିତିଥିବା ବେଳେ ଆଜି ଗୋଟିଏ ସିଟ ଛାଡ଼ିବା ସମ୍ପର୍କରେ କହିଛନ୍ତି। ସେ ଭବାନୀପୁର ଆସନ ରଖିବେ ଓ ନିଜର ପାରମ୍ପରିକ ସିଟ ନନ୍ଦିଗ୍ରାମକୁ ଛାଡ଼ିବେ ବୋଲି ସୂଚନା!-->…
ଟିଭିକେକୁ ସମର୍ଥନ ଜଣାଇଲେ AIADMKର ବିଦ୍ରୋହୀ ଗୋଷ୍ଠୀ
ତାମିଲନାଡୁ : ତାମିଲନାଡୁରେ ଏକ ନୂଆ ରାଜନୈତିକ ଯୁଗର ଆରମ୍ଭ ହେବାକୁ ଯାଉଛି । ପାରମ୍ପରିକ ଦ୍ରାବିଡ଼ ରାଜନୀତିର ସମୀକରଣକୁ ବଦଳାଇ ଏବେ AIADMK ଦଳରେ ବଡ଼ ବିଭାଜନ ଦେଖାଦେଇଛି । ବିଜୟଙ୍କ ସରକାରକୁ ସମର୍ଥନ ଜଣାଇଛନ୍ତି ଲେ ସି.ଭି. ଷଣ୍ମୁଗମଙ୍କ ଗୋଷ୍ଠୀ ।
ମୁଖ୍ୟମନ୍ତ୍ରୀ ଜୋସେଫ୍!-->!-->!-->…
ପାକିସ୍ତାନରେ ବୋମା ବିସ୍ଫୋରଣ, ୯ ମୃତ
ପାକିସ୍ତାନ : ପାକିସ୍ତାନର ଖୈବର ପଖତୁନଖ୍ୱାରେ ଏକ ବଜାରରେ ବୋମା ବିସ୍ଫୋରଣ । ବୋମା ବିସ୍ଫୋରଣରେ ଅତିକମରେ ୯ ଜଣଙ୍କର ମୃତ୍ୟୁ ହେବା ସହିତ ୨୪ରୁ ଅଧିକ ଆହତ ହୋଇଛନ୍ତି । ଆଗକୁ ମୃତକଙ୍କ ସଂଖ୍ୟା ବଢିବାରେ ବୋଲି ଅନୁମାନ କରାଯାଉଛି ।
ପାକିସ୍ତାନୀ ମିଡିଆ ମୁତାବକ, ଖୈବର!-->!-->!-->…
NEET UG ୨୦୨୬ ପରୀକ୍ଷା ବାତିଲ, ପ୍ରଶ୍ନପତ୍ର ଲିକ୍ ନେଇ NTAର ନିଷ୍ପତ୍ତି
ନୂଆଦିଲ୍ଲୀ : NEET UG ୨୦୨୬ ପରୀକ୍ଷା ବାତିଲ ହୋଇଛି । ପରୀକ୍ଷା ବାତିଲା କଲା ଏନଟିଏ । ପ୍ରଶ୍ନପତ୍ର ଲିକ୍ ନେଇ ଏନଟିଏ ଏଭଳି ନିଷ୍ପତ୍ତି ନେଇଛି । ପରୀକ୍ଷା ୩ ମଇ ୨୦୨୬ରୁ ଚାଲିଥିଲା । ପ୍ରଶ୍ନପତ୍ର ଲିକ୍ ମାମଲାର ତଦନ୍ତ କରିବ ସିବିଆଇ । ପରୀକ୍ଷାର୍ଥୀଙ୍କ ହିତ ଦୃଷ୍ଟିରୁ ଏନଟିଏ!-->…
ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହିମନ୍ତ ବିଶ୍ବଶର୍ମା
ଗୌହାଟୀ : ଆସାମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହିମନ୍ତ ବିଶ୍ବଶର୍ମା । ହିମନ୍ତ ବିଶ୍ବଶର୍ମା ଦ୍ବିତୀୟ ଥର ପାଇଁ ଆସାମର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଗୌହାଟୀର ଖାନାପଡା ଭେଟନାରୀ କଲେଜ ଗ୍ରାଉଣ୍ଡରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଛି । ହିମନ୍ତ ବିଶ୍ବଶର୍ମାଙ୍କ ସହିତ ଅନ୍ୟ ୪ ଜଣ!-->…