Browsing Category

ଦେଶ

ଆଗାମୀ କିଛି ଦଶନ୍ଧି ଧରି କଂଗ୍ରେସ କ୍ଷମତାକୁ ଫେରିବ ନାହିଁ : ଆଜାଦ୍

ନୂଆଦିଲ୍ଲୀ: ଡେମୋକ୍ରାଟିକ୍ ପ୍ରୋଗ୍ରେସିଭ୍ ଆଜାଦ ପାର୍ଟି (ଡିପିଏପି) ସଭାପତି ଗୁଲାମ ନବୀ ଆଜାଦ ଶନିବାର କଂଗ୍ରେସ ଦଳକୁ ଟାର୍ଗେଟ କରି କହିଛନ୍ତି ଯେ ଦଳରେ କିଛି ପରିବର୍ତ୍ତନ ହୋଇନାହିଁ। କଂଗ୍ରେସ ଆସନ୍ତା ଥର କଣ ଆସନ୍ତା କିଛି ଦଶନ୍ଧି ପର୍ଯ୍ୟନ୍ତ କ୍ଷମତାକୁ ଫେରିପାରିବ ନାହିଁ । ଗୁଲାମ…

ଗିରଫ ପରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଜାମିନ, କହିଲେ- ମୁଁ ନିର୍ଦ୍ଦୋଷ

ନିଉୟର୍କ : ଗିରଫ ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମିଳିଲା ଜାମିନ୍। ପର୍ଣ୍ଣଷ୍ଟାର୍ ଷ୍ଟର୍ମି ଡାନିଏଲ୍ସଙ୍କ ସହ ସମ୍ପର୍କ ରଖିବା ଓ ଲାଞ୍ଚ ଦେଇ ତାଙ୍କ ମୁହଁ ବନ୍ଦ କରିବା ଭଳି ମାମଲାରେ ଗତକାଲି ଡୋନାଲ୍ଡ ଟ୍ରମ୍ପଙ୍କୁ ପୁଲିସ୍ ଗିରଫ କରିଥିଲା।ଟ୍ରମ୍ପ ନ୍ୟୁୟର୍କର…

ମୋଦିଙ୍କ ତେଲେଙ୍ଗାନା ଗସ୍ତ ପୂର୍ବରୁ ହାଇଡ୍ରାମା; ରାଜ୍ୟ ଭାଜପା ମୁଖ୍ୟଙ୍କୁ ଟେକି ନେଲା ପୁଲିସ୍‌

ହାଇଦ୍ରାବାଦ : ପ୍ରଧାନମନ୍ତ୍ରୀ ମୋଦିଙ୍କ ତେଲେଙ୍ଗାନା ଗସ୍ତ ପୂର୍ବରୁ ଜୋର ଧରିଛି ରାଜନୀତି। ତେଲାଙ୍ଗାନର କେସିଆର ସରକାର ମୋଦିଙ୍କ ଗସ୍ତକୁ ପ୍ରବଳ ବିରୋଧ କରୁଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ରାଜ୍ୟ ଭାଜପା ମୁଖ୍ୟ ବନ୍ଦୀ ସଞ୍ଜୟ କୁମାରଙ୍କୁ ଉଠାଇ ନେଇଛି। ଏହାକୁ ନେଇ ଗତକାଲି…

ଆଧୁନିକ ଭାରତ ଇତିହାସ ୨୦୧୪ରୁ ଆରମ୍ଭ ହେବା ଉଚିତ୍: କପିଲ ଶିବଲ

ନୂଆଦିଲ୍ଲୀ : ଜାତୀୟ ଶୈକ୍ଷିକ ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନସିଇଆରଟି) ମୋଗଲ ଇତିହାସକୁ ହଟାଇବା ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଭିନ୍ନ ମହଲରେ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପକୁ ନାପସନ୍ଦ କରାଯାଇଛି। ବୁଧବାର ଏହାକୁ ନେଇ ପୂର୍ବତନ କେନ୍ଦ୍ର ମାନବସମ୍ବଳ ବିକାଣ ମନ୍ତ୍ରୀ…

ଆଜି ୪,୪୦୦ ଉପରେ କରୋନା କେସ୍‌

ନୂଆଦିଲ୍ଲୀ : ଦେଶରେ ଆଜି କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୪,୪୦୦ ଉପରେ ଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୩,୦୦୦ ଉପରେ ଅଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ବୁଧବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୪,୪୩୫ କରୋନାଭାଇରସ୍‌ଜନିତ ନୂତନ…

ହନୁମାନ ଜୟନ୍ତୀ ପାଇଁ ମମତାଙ୍କୁ ସତର୍କ କରାଇଲେ ହାଇକୋର୍ଟ

କୋଲକାତା : ରାମ ନବମୀ ଅବସରରେ ବେଙ୍ଗଲରେ ଗୋଷ୍ଠୀ ସଂଘର୍ଷ ଘଟି ହିଂସା ଉପୁଜିବା ପରେ କଲିକତା ହାଇକୋର୍ଟ ସତର୍କ କରାଦେଇଛନ୍ତି। ଆଗକୁ ହନୁମାନ ଜୟନ୍ତୀ ଆସୁଥିବା ବେଳେ ପୂର୍ବଭଳି ଯେମିତି ଅପ୍ରୀତିକର ପରିସ୍ଥିତି ନଉପୁଜେ ସେଥିପାଇଁ ସାବଧାନ କରି ଦେଇଛନ୍ତି ଅଦାଲତ। ଏଥିପାଇଁ ଆବଶ୍ୟକ ହେଲେ…

ଛତିଶଗଡ଼ରେ ପାଟଣାଗଡ଼ ପାର୍ସଲବୋମା ପ୍ଲାନ ରିପିଟ୍: ପ୍ରେମିକା ହେଲା ବିଧବା

ରାୟପୁର : ପାଟଣାଗଡ଼ରେ ପାର୍ସଲବୋମା ବିସ୍ଫୋରଣ ଭଳି ଛତିଶଗଡ଼ରେ ପୁନରାବୃତ୍ତି। ବିବାହ ପାଇଁ ରାଜି ନହେବାରୁ ଜଣେ ହତୋତ୍ସାହିତ ପ୍ରେମିକ ପ୍ରାୟତଃ ସମାନ ତରିକାରେ ପ୍ରେମିକା ମଥାରୁ ସିନ୍ଦୂର ପୋଛିଦେଇଛି। ବିବାହ ଉପଲକ୍ଷେ ଉପହାର ଦେଇଥିବା ହୋମ ଥିଏଟର ବୋମା ବିସ୍ଫୋରଣ ଘଟି ଯୁବତୀଙ୍କ ବର ଏବଂ…

ଇଡି-ସିବିଆଇ ଜାଲରେ ସିସୋଦିଆ ଘାଇଲା..

ନୂଆଦିଲ୍ଲୀ : ଦୁଇ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଜାଲରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଘାଇଲା। କେବେ ସିବିଆଇତ ପୁଣି କେବେ ଇଡି ତାଙ୍କୁ ତଦନ୍ତ ଫାସରେ ଫସେଇ ନାକେଦମ କରିସାରିଲେଣି। ସିସୋଦିଆ ଏବେ ତିହାର ଜେଲରେ ଥିବା ବେଳେ ଉଭୟ ସିବିଆଇ ଏବଂ ଇଡି ତାଙ୍କ ବିରୋଧରେ…

ସିବିଆଇ-ଇଡି ପ୍ରସଙ୍ଗ: ମୋଦି ସରକାରଙ୍କ ବିରୋଧରେ ସୁପ୍ରିମକୋର୍ଟ ଯାଇଥିବା ୧୪ ଦଳ ନିରାଶ

ନୂଆଦିଲ୍ଲୀ : କେନ୍ଦ୍ରସରକାର ନିଜ କ୍ଷମତାର ଦୁରୁପଯୋଗ କରି କେନ୍ଦ୍ରୀୟ ଅନୁସନ୍ଧାନକାରୀ ଏଜେନ୍ସିର ଅପବ୍ୟବହାର କରୁଥିବା ନେଇ ସୁପ୍ରିମକୋର୍ଟରେ ହୋଇଥିବା ମାମଲା ଖାରଜ ହୋଇଯାଇଛି। ଏହି ମାମଲାର ବିଚାର ପାଇଁ ଆଜି ସର୍ବୋଚ୍ଚ ନ୍ୟାୟାଳୟ ମନା କରିଦେଛନ୍ତି। କେନ୍ଦ୍ରରେ ମୋଦି ସରକାର କେନ୍ଦ୍ରୀୟ…

ରୁଷକୁ ଝଟକା, ନାଟୋର ସଦସ୍ୟ ହେଲା ପଡୋଶୀ ଦେଶ ଫିନଲାଣ୍ଡ

ନୂଆଦିଲ୍ଲୀ: ବିଶ୍ୱର ସର୍ବବୃହତ ସୁରକ୍ଷା ମେଣ୍ଟ ନର୍ଥ ଆଟଲାଣ୍ଟିକ୍ ଟ୍ରିଟି ଅର୍ଗାନାଇଜେସନ୍ (ନାଟୋ)ର ୩୧ତମ ସଦସ୍ୟ ହୋଇଛି ଫିନଲ୍ୟାଣ୍ଡ । ମଙ୍ଗଳବାର ଫିନଲାଣ୍ଡ ଔପଚାରିକଭାବେ ନାଟୋରେ ଯୋଗ ଦେଇଛି । ପୁଟିନଙ୍କ ଧମକ ସତ୍ତ୍ବେ ଫନଲାଣ୍ଡ ନାଟୋରେ ଯୋଗ ଦେଇଥିବାରୁ ଏହାକୁ ରୁଷ ପାଇଁ ଏକ ଝଟକା…