Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ମୋର କିଛି ହୋଇଗଲେ କେନ୍ଦ୍ର ସରକାର ଦାୟୀ ରହିବେ: ସତ୍ୟପାଲ
ନୂଆଦିଲ୍ଲୀ: ଜମ୍ମୁକଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ଏଣିକି ଆଉ ଜେଡ ପ୍ଲସ ସୁରକ୍ଷା ମିଳିବ ନାହିଁ। କେନ୍ଦ୍ର ସରକାର ମଙ୍ଗଳବାର ଏହି ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ରର ଏହି ନିଷ୍ପତ୍ତି ସମ୍ପର୍କରେ ସତ୍ୟପାଲ ମଲିକ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ଦୃଢ ବିରୋଧ!-->…
ଇମ୍ରାନ ଖାଁଙ୍କୁ ଗିରଫ କରିବାକୁ ପହଞ୍ଚିଲା ପୁଲିସ୍, ଅଟକାଇଲେ ସମର୍ଥକ…
ଲାହୋର : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରିକ-ଏ-ଇନସାଫ (ପିଟିଆଇ) ଦଳର ଅଧ୍ୟକ୍ଷ ଇମ୍ରାନ ଖାଁଙ୍କୁ ଗିରଫ କରିବା ପାଇଁ ତାଙ୍କ ଲାହୋରସ୍ଥିତ ବାସଭବନରେ ପୁଲିସ ପହଞ୍ଚିବା ପରେ ତାଙ୍କ ସମର୍ଥକମାନେ ତାହାର ବିରୋଧ କରିଛନ୍ତି । ସମର୍ଥକମାନେ ବହୁ ସଂଖ୍ୟାରେ ଏକାଠି!-->…
ଅଯୋଧ୍ୟା ରାମ ମନ୍ଦିରକୁ ଆସୁଛି କୋଟିକୋଟି ଟଙ୍କାର ଦାନ, ଗଣିବା ଲାଗି ତିରୁପତି ଭଳି ହେବ ବ୍ୟବସ୍ଥା…
ନୂଆଦିଲ୍ଲୀ: ଅଯୋଧ୍ୟା ରାମନ୍ଦିରକୁ ଦାନ ରୂପରେ ଆସୁଥିବା ରାଶି ଗତବର୍ଷ ଅପେକ୍ଷା ଚଳିତ ବର୍ଷ ତିନିଗୁଣା ବୃଦ୍ଧି ପାଇଛି। ମନ୍ଦିରର ଅଧିକାରୀ ଏହାକୁ ନେଇ କହିଛନ୍ତି, ‘ଗତ ୧୫ଦିନ ମଧ୍ୟରେ ମନ୍ଦିର ଦାନବାକ୍ସକୁ ପାଖାପାଖି ଏକ କୋଟି ଟଙ୍କା ଆସି ସାରିଛି।ଗଣତି ଓ ଜମା କରୁଥିବା ବ୍ୟାଙ୍କ!-->…
ଅସ୍ତ୍ରଶସ୍ତ୍ର କିଣାରେ ନମ୍ବର ୱାନ୍ ଭାରତ
ନୂଆଦିଲ୍ଲୀ : ଅସ୍ତ୍ରଶସ୍ତ୍ର କିଣାରେ ପୁଣି ନମ୍ବର ୱାନ୍ ଦେଶ ପାଲଟିଛି ଭାରତ। ବିଶ୍ୱରେ ସବୁଠୁ ଅଧିକ ଅସ୍ତ୍ରଶସ୍ତ୍ର କିଣୁଥିବା ଦେଶ ମଧ୍ୟରେ ଭାରତର ନାଁ ଶୀର୍ଷରେ ରହିଛି। ଷ୍ଟକହୋମ ସ୍ଥିତ ଥିଙ୍କ ଟ୍ୟାଙ୍କ ‘ସିପରି’ ପକ୍ଷରୁ ଜାରି କରାଯାଇଥିବା ଏକ ରିପୋର୍ଟରୁ ଏହି ସୂଚନା ମିଳିଛି।ପ୍ରକାଶ!-->…
ବିଧାନସଭାରେ ହଙ୍ଗାମା, ମାଇକ୍ ଭାଙ୍ଗିଲେ ବିଜେପି ବିଧାୟକ…
ପାଟନା : ବିଧାନସଭାରେ ଜୋରଦାର ହଙ୍ଗାମା। ଗାଲିଗୁଲଜ କରିବା ସହ ମାଇକ ଭାଙ୍ଗିଲେ ବିଜେପି ବିଧାୟକ। ଆଜି ବିହାର ବିଧାନସଭାର ପ୍ରଶ୍ନ କାଳ ଚାଲିଥିବା ବେଳେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ଏହି ପୂରା ଘଟଣା ଭିଡିଓ ସୋଶାଲ ମିଡିଆରେ ଭାଇରାଲ ମଧ୍ୟ ହୋଇଛି।ଗୃହରେ ପ୍ରଶ୍ନକାଳ ଚାଲିଥିବା!-->…
ବିିମାନ ପରେ ଏବେ ଟ୍ରେନ୍: ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କଲେ ଟିଟି…
ନୂଆଦିଲ୍ଲୀ : ନିକଟରେ ଏୟାର ଇଣ୍ଡିଆ ବିମାନରେ ଜଣେ ଯାତ୍ରୀଙ୍କ ଉପରେ ଆଉ ଜଣେ ଯାତ୍ରୀ ପରିସ୍ରା କରିବା ଘଟଣା ସାମ୍ନାକୁ ଆସିଥିଲା। ଏହାକୁ ନେଇ ଜୋରଦାର ହଙ୍ଗାମା ମଧ୍ୟ ହୋଇଥିଲା। ଏବେ ବିମାନ ପରେ ଟ୍ରେନ୍ରେ ସମାନ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିଛନ୍ତି!-->…
ଓସ୍କାର ପୁରସ୍କାର ପାଇଁ ସରକାର ଓ ମୋଦିଜୀ ଶ୍ରେୟ ନିଅନ୍ତୁ ନାହିଁ, ଅନୁରୋଧ କଲେ ଖାଡ଼ଗେ
ନୂଆଦିଲ୍ଲୀ : RRR ଫିଲ୍ମର ଗୀତ ‘ନାଟୁ ନାଟୁ’କୁ ଓସ୍କାର ପୁରସ୍କାର ମିଳିଛି। ସେହିପରି ଭାରତୀୟ ଶର୍ଟ ଫିଲ୍ମ ‘ଦ ଏଲିଫ୍ୟାଣ୍ଟ ହ୍ୱିସ୍ପର୍ସ’କୁ ମଧ୍ୟ ମିଳିଛି ଓସ୍କାର ପୁରସ୍କାର। ଏହା ସମସ୍ତ ଭାରତୀୟଙ୍କୁ ଗର୍ବିତ କରିଛି। ସବୁଠି ଏହା ଆଲୋଚନାର ବିଷୟ ପାଲଟିଥିବା ବେଳେ ମଙ୍ଗଳବାର!-->…
ବିିଶ୍ୱର ୫୦ଟି ପ୍ରଦୂଷିତ ସହର ମଧ୍ୟରେ ଭାରତର ୩୯ଟି
ନୂଆଦିଲ୍ଲୀ : ବିଶ୍ୱରେ ଦ୍ରୁତ ଗତିରେ ବଢ଼ିବାକୁ ଲାଗିଛି ପ୍ରଦୂଷ । ବିଷାକ୍ତ ପାଲଟିଗଲାଣି ବାୟୁ। ଏହାରି ଭିତରେ ୨୦୨୨ ପାଇଁ ବିଶ୍ୱର ସବୁଠୁ ପ୍ରଦୂଷିତ ସହରର ତାଲିକା ପ୍ରକାଶ ପାଇଛି। ଏହି ତାଲିକାର ସବୁଠାରୁ ଉପରେ ଥିବା ୫୦ଟି ସହର ମଧ୍ୟରେ ଭାରତର ୩୯ଟି ସହର ରହିଛି। ସ୍ୱିସ୍ କମ୍ପାନୀ ଜାରି!-->…
ପିଆଜ ଚାଷୀଙ୍କୁ କ୍ୱିଣ୍ଟାଲ ପିଛା ୩୦୦ ଟଙ୍କା କ୍ଷତିପୂରଣ ଦେବେ ସରକାର
ମହାରାଷ୍ଟ୍ର : ଅକ୍ଲାନ୍ତ ପରିଶ୍ରମ କରି ମହାରାଷ୍ଟ୍ରର ଚାଷୀମାନେ ପିଆଜ ଉତ୍ପାଦନ କରିଥିଲେ ମଧ୍ୟ ସେମାନଙ୍କୁ ଉଚିତ ଦାମ ମିଳୁନି। ପିଆଜ ଏତେ କମ ଦାମରେ ବିକ୍ରି ହେଉଛି ଯେ ଚାଷୀମାନେ ନିଜର ଉତ୍ପାଦନ ଖର୍ଚ୍ଚ ମଧ୍ୟ ପାଉନାହାନ୍ତି। ଏପରି ସ୍ଥିତିରେ କିଛି ଚାଷୀ ନିଜ ଫସଲକୁ ନଷ୍ଟ କରି!-->…
ଆପଣ ପ୍ରଧାନମନ୍ତ୍ରୀ, ବିଧାତା ନୁହନ୍ତି: ରାହୁଲ୍ ଗାନ୍ଧୀଙ୍କୁ ବିଦ୍ରୂପ କରିଥିବା ମୋଦୀଙ୍କୁ କହିଲା କଂଗ୍ରେସ
ନୂଆଦିଲ୍ଲୀ: ସରକାରଙ୍କ ନୀତିକୁ ସମାଲୋଚନା କରିବା କେବେଠାରୁ ଦେଶକୁ ସମାଲୋଚନା କରିବାରେ ପରିଗଣିତ ହେଲାଣି ବୋଲି ରବିବାର ଦିନ କଂଗ୍ରେସ ରାହୁଲ୍ ଗାନ୍ଧୀଙ୍କୁ ପରୋକ୍ଷରେ ବିଦ୍ରୂପ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପଚାରିଛି।କର୍ଣ୍ଣାଟକରେ କଂଗ୍ରେସ ନେତା ପବନ ଖେରା!-->…