Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ପାଟନା ସିଭିଲ କୋର୍ଟକୁ ବୋମା ଧମକ
ପାଟନା : ବିହାର ପାଟନା ସିଭିଲ କୋର୍ଟକୁ ବୋମାରେ ଉଡ଼ାଇବାକୁ ଧମକ । ବୋମା ଧମକ ମିଳିବା ପରେ ଚାରିଆଡେ ଭୟର ବାତାବରଣ ଦେଖାଦେଇଥିଲା । ସୂଚନା ମିଳିବା ପରେ ସୁରକ୍ଷା ଦୃଷ୍ଟିରୁ କୋର୍ଟ ପରିସରକୁ ଖାଲିକରିଦିଆଯାଇଥିଲା । କୋର୍ଟରେ ଥିବା ସୁରକ୍ଷାକର୍ମୀ କୋର୍ଟ ଗେଟ୍ ବନ୍ଦ କରିବା ସହିତ!-->…
ଥାନ୍ୟା ନାଥନ ଦେଶର ପ୍ରଥମ ୧୦୦% ଦୃଷ୍ଟିହୀନ ମହିଳା ବିଚାରପତି
ନୂଆଦିଲ୍ଲୀ: କେରଳ କନ୍ନୁରର ଜଣେ ୨୪ ବର୍ଷୀୟା ମହିଳା ଆଇନଜୀବୀ ଥାନ୍ୟା ନାଥନ ସି ରାଜ୍ୟ ତଥା ଦେଶର ପ୍ରଥମ ୧୦୦% ଦୃଷ୍ଟିହୀନ ମହିଳା ବିଚାରପତି ହୋଇଛନ୍ତି । ଜଣେ ଆଇନଜୀବୀ ଭାବେ ସେ ବର୍ଷେ ହେଲା ଅଭ୍ୟାସ କରୁଥିବା ବେଳେ କେରଳ ନ୍ୟାୟିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ।!-->…
AI ନ ଶିଖିଲେ ଛାଡ଼ିବାକୁ ହେବ ଚାକିରି
ନୂଆଦିଲ୍ଲୀ: ଟେକ୍ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏଣିକି କମ୍ପାନୀରେ ରହିବାକୁ ହେଲେ AI ବା କୃତ୍ରିମ ବୁଦ୍ଧିମତାକୁ ଆପଣେଇବାକୁ ହେବ, ନଚେତ୍ ସମ୍ମାନର ସହ ବିଦାୟ ନେବାକୁ ପଡ଼ିବ। ନିଜ କର୍ମଚାରୀଙ୍କୁ ଏମିତି କିଛି କଡ଼ା ଚେତାବନୀ ଦେଇଛି ସର୍ଚ୍ଚ ଇଞ୍ଜିନ ଜିଆଣ୍ଟ ‘ଗୁଗଲ୍’।!-->…
ଏୟାର ଇଣ୍ଡିଆ ଦୁର୍ଘଟଣା: ୩ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବୁଧବାର (୧୧ ଫେବୃଆରୀ) କେନ୍ଦ୍ରକୁ ୧୨ ଜୁନ୍, ୨୦୨୫ରେ ହୋଇଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ମାମଲାରେ ଏପର୍ଯ୍ୟନ୍ତ ଅନୁସରଣ କରାଯାଇଥିବା ପ୍ରକ୍ରିୟାଗତ ପ୍ରୋଟୋକଲ ଉପରେ ଏକ ସଂକ୍ଷିପ୍ତ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ!-->…
ଦାୟିତ୍ୱ ଗ୍ରହଣ କଲେ ମୁମ୍ବଇର ପ୍ରଥମ ବିଜେପି ମହିଳା ମେୟର
ମୁମ୍ବଇ: ମୁମ୍ବଇର ପ୍ରଥମ ମହିଳା ବିଜେପି ମେୟର ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ଋତୁ ତାୱଡେ। ଶିବସେନାର ସଞ୍ଜୟ ଘାଡି ଡେପୁଟି ମେୟର ଭାବରେ ଦାୟିତ୍ୱ ନେଇଛନ୍ତି।
ବୁଧବାର ବିଜେପି କର୍ପୋରେଟର ଋତୁ ତାୱଡେ ବ୍ରିହନ୍ମୁମ୍ବାଇ ମ୍ୟୁନିସିପାଲ୍ କର୍ପୋରେସନ୍ (BMC)ର ମେୟର ଭାବରେ!-->!-->!-->…
ଦ୍ୱିତୀୟ କାର୍ଯ୍ୟକାଳର ଶେଷ ବଜେଟ୍ ଉପସ୍ଥାପନ କଲେ ଯୋଗୀ
ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଆଜି ତାଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶେଷ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ବଜେଟ୍ ହେଉଛି ଯୋଗୀ ସରକାରଙ୍କ ଦଶମ ବଜେଟ୍। ଅର୍ଥମନ୍ତ୍ରୀ ଭାବରେ ସୁରେଶ ଖାନ୍ନା ସକାଳ ୧୧ଟାରେ ବିଧାନସଭାରେ ବଜେଟ୍ ଉପସ୍ଥାପନ କରିଥିଲେ। ମୁଖ୍ୟମନ୍ତ୍ରୀ!-->…
ବିଧାନସଭାରେ ମନ୍ତ୍ରୀ , ବିଧାୟକଙ୍କୁ ମିଳିବ ଟାବଲେଟ୍
ରାଞ୍ଚି : ମନ୍ତ୍ରୀ ଏବଂ ବିଧାୟକମାନଙ୍କୁ ବିଧାନସଭା କାର୍ଯ୍ୟ ପାଇଁ ଟାବଲେଟ୍ ଯୋଗାଇ ଦିଆଯିବ। ସେମାନଙ୍କୁ ପୂର୍ବରୁ ଏ ବିଷୟରେ ତାଲିମ ମଧ୍ୟ ଦିଆଯିବ। ଝାଡ଼ଖଣ୍ଡ ବିଧାନସଭାରେ ଜାତୀୟ ଇ-ବିଧାନ ଆବେଦନ (NEVA) କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତୁତି ଶେଷ ହୋଇଛି। ବାଚସ୍ପତି ରବିନ୍ଦ୍ରନାଥ!-->…
ଡେ-କେୟାର ସେଣ୍ଟରରେ ଗୁଳିକାଣ୍ଡ, ୨୨ ପିଲାଙ୍କ ସମେତ ୩୪ ମୃତ
ଥାଇଲାଣ୍ଡ : ଥାଇଲାଣ୍ଡ ପୁର୍ବତନ ପୋଲିସ ଅଧିକାରୀଙ୍କ ବର୍ବରକାଣ୍ଡ । ଅଧିକାରୀ ଜଣକ ଏକ ଡେ-କେୟାର ସେଣ୍ଟରରେ ପଶି ଆଖିବୁଜା ଗୁଳିଚାଳନା କରିଛନ୍ତି । ଘଟଣାରେ ଅତିକମରେ ୩୪ ଜଣଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି । ଏମାନଙ୍କ ଭିତରେ ୨୨ ଜଣ ପିଲା ଏବଂ ୧୨ ଜଣ ବୟସ୍କ ଲୋକ ରହିଛନ୍ତି ।
!-->!-->…
ଦୁର୍ଘଟଣାରେ ଚାଲିଗଲା ୬ ଜଣ ସାଙ୍ଗଙ୍କ ଜୀବନ
ରାଜସ୍ଥାନ : ରାଜସ୍ଥାନର ଦୌସାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୬ ଜଣ ସାଙ୍ଗ ମୃତ୍ୟୁ ହୋଇଛି । ଏକ ବିବାହ ଉତ୍ସବରୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । କାରରେ ଦ୍ରୁତ ଗତିରେ ଆସୁଥିବା ସମୟରେ ଜୟପୁର-ଆଗ୍ରା ଜାତୀୟ ରାଜପଥ ନିକଟରେ ନିୟନ୍ତ୍ରଣ ହରାଇ ଡିଭାଇଡର ଡେଇଁ ଅନ୍ୟ!-->…
ଭାରତ ମହାସାଗରକୁ ଖସିଲା ବିମାନ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ ଓ କ୍ରୁ ସଦସ୍ୟ
ସୋମାଲିଆ : ସୋମାଲିଆ ସମୁଦ୍ରରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯାହା ବ୍ୟାପକ ଉତ୍ତେଜନା ସୃଷ୍ଟି କରିଛି । ଏହି ଘଟଣା ସୋମାଲିଆର ରାଜଧାନୀ ମୋଗାଡିସୁରେ ଘଟିଥିବା ସୂଚନା ମିଳିଛି । ଆଡେନ୍ ଅବଦୁଲ୍ଲେ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଭରିବାର କିଛି ମିନିଟ୍ ପରେ!-->…