Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଆସନ୍ତାକାଲି ‘ଭାରତ ବନ୍ଦ’, ସାମିଲ ହେବେ ୩୦ କୋଟିରୁ ଅଧିକ ଶ୍ରମିକ
ନୂଆଦିଲ୍ଲୀ: ୧୨ ଫେବୃଆରୀରେ ‘ଭାରତ ବନ୍ଦ’ । ଦେଶବ୍ୟାପୀ ହେବ ଚକା ଜାମ୍! । ଆସନ୍ତାକାଲି ଭାରତ ବନ୍ଦ ପାଇଁ କୃଷକ ଓ ଶ୍ରମିକ ସଂଘର ବଡ଼ ପ୍ରସ୍ତୁତି । କେନ୍ଦ୍ରୀୟ ଶ୍ରମିକ ସଂଗଠନ ଏବଂ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଦେଶବ୍ୟାପୀ ‘ଭାରତ ବନ୍ଦ’ ଡାକରା ଦିଆଯାଇଛି। ଏହି ବିକ୍ଷୋଭ ଯୋଗୁଁ!-->…
ଜାତୀୟ ସଂଗୀତ ଜନ ଗଣ ପୂର୍ବରୂ ‘ବନ୍ଦେ ମାତରମ୍’ ଗାନ ବାଧ୍ୟତାମୂଳକ
ନୂଆଦିଲ୍ଲୀ : କେନ୍ଦ୍ର ସରକାର ଜାତୀୟ ଗୀତ “ବନ୍ଦେ ମାତରମ୍”କୁ ନେଇ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ, “ବନ୍ଦେ ମାତରମ୍” ଏବେ ସରକାରୀ କାର୍ଯ୍ୟକ୍ରମ, ପବ୍ଲିକ୍ ସ୍କୁଲ୍ କାର୍ଯ୍ୟକ୍ରମ କିମ୍ବା ଅନ୍ୟାନ୍ୟ ଆନୁଷ୍ଠାନିକ ସମାବେଶରେ ଗାନ!-->…
କାନାଡାର ଟମ୍ବଲର ରିଜ୍ ସ୍କୁଲରେ ଫାୟାରିଂ: ୧୦ ମୃତ, ୨୪ ଆହତ
କାନାଡ଼ା : କାନାଡାର ଟମ୍ବଲର ରିଜ୍ ସ୍କୁଲରେ ଗୁଳିକାଣ୍ଡ ଘଟିଛି । ଏହି ଆକ୍ରମଣରେ ପ୍ରାୟ ୧୦ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ୨୪ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସୂଚନାନୁଯାୟୀ, ଗତକାଲି ଅପରାହ୍ନରେ ଟମ୍ବଲର ରିଜ୍ ମାଧ୍ୟମିକ ସ୍କୁଲରେ!-->!-->!-->…
ଡିପଫେକ୍-AI କଣ୍ଟେଣ୍ଟ ଉପରେ କାର୍ଯ୍ୟାନୁଷ୍ଠାନ; ୨୦ରୁ ନୂଆ ନିୟମ
ନୂଆଦିଲ୍ଲୀ: ଇଣ୍ଟରନେଟ୍ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏଆଇ ଦ୍ୱାରା ସୃଷ୍ଟି ହେଉଥିବା ନକଲି ଏବଂ ଭ୍ରମାତ୍ମକ ବିଷୟବସ୍ତୁକୁ ରୋକିବା ପାଇଁ କେନ୍ଦ୍ର ସରକାର ସୂଚନା ପ୍ରଯୁକ୍ତିବିଦ୍ୟା (ମଧ୍ୟସ୍ଥି ମାର୍ଗଦର୍ଶିକା ଏବଂ ଡିଜିଟାଲ୍ ମିଡିଆ ନୀତିଶାସ୍ତ୍ର କୋଡ୍) ନିୟମ, ୨୦୨୧ରେ!-->…
ବାବ୍ରି ମସଜିଦ୍ ପୁନଃନିର୍ମାଣ କଦାପି ହେବ ନାହିଁ: ଯୋଗୀ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବଡ ବୟାନ । ଯୋଗୀ କହିଛନ୍ତି ଯେ ସେ ବିଚାର ଦିନ ପର୍ଯ୍ୟନ୍ତ ବାବ୍ରି ଢାଞ୍ଚାକୁ ପୁନଃନିର୍ମାଣ କରିବାକୁ ଦେବେ ନାହିଁ । ଉତ୍ତର ପ୍ରଦେଶର ବାରବାଙ୍କିରେ ଏକ କାର୍ଯ୍ୟକ୍ରମରେ ଯୋଗୀ କହିଛନ୍ତି ‘ଆମେ ଆମର ଐତିହ୍ୟକୁ ସମ୍ମାନ!-->…
୧୨ରେ ବାଂଲାଦେଶରେ ଭୋଟ, ଶେଷ ପର୍ଯ୍ୟାୟରେ ପ୍ରଚାର
ଢ଼ାକା: ବାଂଲାଦେଶରେ ଜାତୀୟ ସଂସଦୀୟ ନିର୍ବାଚନ ପାଖେଇ ଆସୁଥିବାରୁ ରାଜନୈତିକ ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ପ୍ରାର୍ଥୀମାନେ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି। ଜାନୁଆରୀ ୨୨ ରେ ଆରମ୍ଭ ହୋଇଥିବା ନିର୍ବାଚନ ପ୍ରଚାର ଫେବୃଆରୀ ୧୦ରେ ଶେଷ ହେଉଛି।।
!-->!-->!-->…
ମଣିପୁରରେ ପୁଣି ଉତ୍ତେଜନା, ୫ ଦିନ ପାଇଁ ଇଣ୍ଟରନେଟ୍ ବନ୍ଦ
ଇମ୍ଫାଲ : ପୁଣି ମଣିପୁରରେ ଉତ୍ତେଜନା । ମଣିପୁରର ଉଖରୁଲ ଜିଲ୍ଲାରେ ସଶସ୍ତ୍ର ଆତଙ୍କବାଦୀମାନେ ଅନେକ ଘର ପୋଡ଼ି ଦେଇଛନ୍ତି ଏବଂ ଗୁଳି ଚଳାଇଛନ୍ତି । ଟାଙ୍ଗଖୁଲ ନାଗା ସମ୍ପ୍ରଦାୟର ଜଣେ ସଦସ୍ୟଙ୍କ ଉପରେ ଆକ୍ରମଣକୁ ନେଇ ଉତ୍ତେଜନା ବୃଦ୍ଧି ପାଉଥିବା ଜଣାପଡିଛି । ଏହି ପରିସ୍ଥିତିକୁ!-->…
ବଦଳିଲା CBSE ଦ୍ୱାଦଶ ପରୀକ୍ଷା ଖାତା ଯାଞ୍ଚ ପଦ୍ଧତି, ଏବେ ଡିଜିଟାଲ୍ ମାର୍କିଂ
କଟକ : CBSE ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର । ବୋର୍ଡ ପରୀକ୍ଷାରେ ବଦଳିଗଲା ଖାତା ଯାଞ୍ଚ ପଦ୍ଧତି । ଏବେ ହେବ ଡିଜିଟାଲ୍ ମାର୍କିଂ । CBSE ଦ୍ୱାଦଶ ପରୀକ୍ଷା ଖାତା ଏବେ କଂପ୍ୟୁଟରରେ ଯାଞ୍ଚ ହେବ । ୨୦୨୬ରୁ ଲାଗୁ ହେବ ନୂଆ ‘ଡିଜିଟାଲ୍’ ନିୟମ । ଫଳରେ ଖାତା ଦେଖାରେ!-->…
୧୧୪ଟି ରାଫେଲ୍ ବିମାନ କିଣିବ ଭାରତ, ଏହି ସପ୍ତାହରେ ଚୁକ୍ତିକୁ ମିଳିପାରେ ଅନୁମୋଦନ
ନୂଆଦିଲ୍ଲୀ: ଭାରତୀୟ ବାୟୁସେନାଙ୍କ ପାଇଁ ୧୧୪ଟି ରାଫେଲ୍ ଯୁଦ୍ଧ ବିମାନ କିଣିବାର ବଡ଼ ଡ଼ିଲକୁ ଏହି ସପ୍ତାହରେ ରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଅନୁମୋଦନ ମିଳିବାର ଆଶା କରାଯାଉଛି । ଏହି ନିଷ୍ପତ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ଦିଲ୍ଲୀ ଗସ୍ତ ପୂର୍ବରୁ ଆସିପାରେ । ଯଦି ଏହି!-->…
ଟିନା ଅମ୍ବାନୀଙ୍କୁ ଇଡି ସମନ, ତଦନ୍ତ ପାଇଁ ହୋଇନଥିଲେ ହାଜର
ନୂଆଦିଲ୍ଲୀ : ଆଜି ଶିଳ୍ପପତି ଅନିଲ ଅମ୍ବାନୀଙ୍କ ସ୍ତ୍ରୀ ଟୀନା ଅମ୍ବାନୀଙ୍କୁ ମନି ଲଣ୍ଡରିଂ ମାମଲାରେ ତଦନ୍ତ ପାଇଁ ଇଡ଼ି ସମନ ଜାରି କରିଛି । କିନ୍ତୁ ତଦନ୍ତ ପାଇଁ ଅମ୍ବାନୀ ହାଜର ହୋଇନଥିଲେ । ଖୁବ୍ ଶୀଘ୍ର ଟୀନା ଅମ୍ବାନୀଙ୍କୁ ନୂତନ ସମନ ଜାରି କରାଯିବ ବୋଲି ଜଣାପଡୁଛି ।
!-->!-->!-->…