Browsing Category

ଦେଶ

୧୦୦ରୁ କମ୍ ଆସନରେ ବିଜେପିକୁ ରୋକିବାକୁ ନୀତୀଶଙ୍କ ପ୍ଲାନ୍‌…

ପାଟନା : ‘ବିଳମ୍ବ ନ କରି ଏକଜୁଟ ହେଉ କଂଗ୍ରେସ। ସମସ୍ତେ ଏକଜୁଟ୍ ହେଲେ ୧୦୦ରୁ ବି କମ୍ ଆସନରେ ଅଟକି ଯିବ ବିଜେପି।’ ୨୦୨୪ ଆଗାମୀ ସାଧାରଣ ନିର୍ବାଚନରେ ବିଜେପିକୁ ଅଟକାଇବା ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏଭଳି କିଛି ବଡ଼ ବୟାନ ଦେଇଛନ୍ତି।ବିହାରର ରାଜଧାନୀ ପାଟନାରେ ସିପିଆଇ…

ନିକ୍କି ଓ ସାହିଲ ଥିଲେ ପତିପତ୍ନୀ; ମିଳିଲା ପ୍ରମାଣପତ୍ର, ଆଉ ୫ ବନ୍ଧା ହେଲେ

ନୂଆଦିଲ୍ଲୀ : କେବଳ ଲିଭ-ଇନ୍‌ରେ ରହୁ ନ ଥିଲେ, ଆର୍ଯ୍ୟ ସମାଜରେ ବିବାହ ବି କରିଥିଲେ ନିକ୍କି ଓ ସାହିଲ । ପୁଲିସ୍‌ ଉଭୟଙ୍କ ବିବାହ ପ୍ରମାଣପତ୍ର ବି ଜବତ କରି ସାରିଛି। ଏହି ଘଟଣାରେ ପୂର୍ବରୁ ସାହିଲ ବନ୍ଧା ହୋଇଥିବା ବେଳେ ଏବେ ତାଙ୍କ ବାପାଙ୍କ ସମେତ ଆଉ ୫ ଜଣ ବନ୍ଧା ହୋଇଛନ୍ତି। ତେବେ…

ଉଦ୍ଧବ ଠାକରେଙ୍କୁ ଶରଦ ପାୱାରଙ୍କ ପରାମର୍ଶ- ନିଜର ନୂତନ ପରିଚୟ ତିଆରି କର

ମୁମ୍ବାଇ : ଉଦ୍ଧବ ଠାକରେଙ୍କଠାରୁ ୮ ମାସ ତଳେ ଅଲଗା ହୋଇଥିବା ସିନ୍ଦେ ଏବେ ପ୍ରକୃତ ଶିବସେନା ମାନ୍ୟତା ପାଇଛନ୍ତି। ଭାରତୀୟ ନିର୍ବାଚନ କମିଶନ ଗତକାଲି ସିନ୍ଦେ ଗୋଷ୍ଠୀଙ୍କୁ ଶିବସେନା ନାଁରେ ନାମିତ କରିବା ସହ ଦଳୀୟ ଚିହ୍ନ ଧନୁ-ତୀର ପ୍ରଦାନ କରିଛନ୍ତି। ଏହାକୁ ନେଇ ତେଜିଛି ରାଜନୀତି। ଉଦ୍ଧବ…

ମନୀଷ ସିସୋଦିଆଙ୍କୁ ପୁଣି ସିବିଆଇରୁ ଆସିଲା ଡ଼ାକରା…

ନୂଆଦିଲ୍ଲୀ : ଥମୁନି ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଅଡୁଆ। ପୁଣି ତାଙ୍କୁ ସିବିଆଇରୁ ଆସିଲା ଡକରା। ଆସନ୍ତାକାଲି ପଚରାଉଚରା କରିବା ପାଇଁ ସିବିଆଇ ପୁଣି ଥରେ ତାଙ୍କୁ ସମନ ପଠାଇଛି। ଏନେଇ ଖୋଦ୍ ମନୀଷ ସିସୋଦିଆ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।ସିସୋଦିଆ ଟ୍ୱିଟ୍ କରି କହିଛନ୍ତି,…

ଦକ୍ଷିଣ ଆଫ୍ରିକାରୁ ଭାରତ ଆସିଲେ ଆଉ ୧୨ ଚିତା ବାଘ…

ନୂଆଦିଲ୍ଲୀ : ଭାରତ ପହଁଚିଲେ ଆଉ ୧୨ ଚିତା। ଭାରତୀୟ ବାୟୁସେନାର ସି-୧୭ ଗ୍ଲୋବ ମାଷ୍ଟର ବିମାନରେ ଚିତାଙ୍କୁ ଦକ୍ଷିଣ ଆଫ୍ରିକାରୁ ଭାରତ ଅଣାଯାଇଛି। ସ୍ୱତନ୍ତ୍ର ବିମାନଟି ଆଜି ସକାଳ ପ୍ରାୟ ୧୦ଟା ୧୦ ମିନିଟରେ ମଧ୍ୟପ୍ରଦେଶର ଗ୍ୱାଲିୟରରେ ପହଁଚିଛି। ସେଠାରୁ ବାୟୁସେନାର ସ୍ୱତନ୍ତ୍ର…

ଫେବୃଆରୀ ୨୦ ଯାଏ ପୁଲିସ୍‌ ହେପାଜତକୁ ଗଲେ ପୃଥ୍ୱୀ ଶ’ଙ୍କ ସହ ଝଗଡ଼ା କରିଥିବା ଯୁବତୀ

ନୂଆଦିଲ୍ଲୀ : ଯୁବ କ୍ରିକେଟର ପୃଥ୍ୱୀ ଶ’ଙ୍କ ସହ ସେଲଫି ପାଇଁ ଗଣ୍ଡଗୋଳ କରିବା ସୋଶାଲ ମିଡିଆର ଚର୍ଚ୍ଚିତ ଚେହେରା ସ୍ୱପ୍ନା ଗିଲଙ୍କୁ ମହଙ୍ଗା ପଡ଼ିଛି। ଗୁରୁବାର ତାଙ୍କୁ ଗିରଫ କରାଯାଇଥିଲା। ଆଜି କୋର୍ଟ ସ୍ୱପ୍ନାଙ୍କୁ ଫେବୃଆରୀ ୨୦ ଯାଏ ପୁଲିସ ହେପାଜତକୁ ପଠାଇ ଦେଇଛନ୍ତି। ସ୍ୱପ୍ନା ଓ ତାଙ୍କ…

ଆମେରିକୀୟ ଅରବପତିଙ୍କ ଉପରେ ଗର୍ଜିଲେ ସ୍ମୃତି, କହିଲେ- ଭାରତର ଗଣତନ୍ତ୍ରକୁ ଭାଙ୍ଗିବାକୁ ହେଉଛି ଅପଚେଷ୍ଟା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିବା ଆମେରିକୀୟ କୋଟିପତି ଜର୍ଜ ସୋରୋସଙ୍କୁ ମହଙ୍ଗା ପଡ଼ିଛି। ତାଙ୍କ ଉପରେ ଗର୍ଜିଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ। କଂଗ୍ରେସ ବି ଜର୍ଜଙ୍କୁ ଆଟାକ କରିବାକୁ ପଛାଇ ନାହିଁ।ସ୍ମୃତି କହିଛନ୍ତି, ବିଦେଶୀ ମାଟିରେ ରହି କିଛି…

ଆଦାନୀ ବିବାଦ: କେନ୍ଦ୍ରର ବନ୍ଦ ଲଫାପା ପ୍ରସ୍ତାବକୁ ଗ୍ରହଣ କଲେନି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଆଦାନୀ ବିବାଦ ମଧ୍ୟରେ କେନ୍ଦ୍ର ସରକାରଙ୍କୁ ଝଟକା ଲାଗିଛି। ଆଦାନୀ ଗ୍ରୁପର ଷ୍ଟକ ମୂଲ୍ୟ ହ୍ରାସ ପାଉଥିବା ବେଳେ ନିୟନ୍ତ୍ରଣ ମୂଳକ ପଦକ୍ଷେପକୁ ଅଧିକ ସଶକ୍ତ ଓ ପୁଞ୍ଜିନିବେଶକାରୀଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ବନ୍ଦ ଲଫାପାରେ ଗୋଟିଏ ପ୍ୟାନେଲ ଗଠନ ପାଇଁ…

ତାମିଲ ଓ ହିନ୍ଦୀ ବିବାଦ : ଚଳନ୍ତା ଟ୍ରେନରେ ୩ ପ୍ରବାସୀ ଶ୍ରମିକଙ୍କୁ ମାଡ଼

ଚେନ୍ନାଇ : ତାମିଲ ଓ ହିନ୍ଦୀ ଭାଷାକୁ ନେଇ ସୃଷ୍ଟି ହୋଇଥିବା ବିବାଦର ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି। ଚଳନ୍ତା ଟ୍ରେନରେ ଜଣେ ବ୍ୟକ୍ତି ୩ ଜଣ ପ୍ରବାସୀ ଶ୍ରମିକଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ପ୍ରବଳ ମାଡ଼ ମାରିଛନ୍ତି। ତାମିଲନାଡୁରେ ଏହି ଘଟଣା ଘଟିଥିବା ବେଳେ ଏହାର ଭିଡିଓ…

ସୁପ୍ରିମ୍‌କୋର୍ଟରେ ଆପ୍‌ର ବଡ଼ ବିଜୟ, ମନୋନୀତ ସଦସ୍ୟ ମେୟର ନିର୍ବାଚନରେ ଭୋଟ୍‌ ଦେଇପାରିବେ ନାହିଁ

ନୂଆଦିଲ୍ଲୀ: ଉପରାଜ୍ୟପାଳ (ଲେଫ୍ଟଲାଣ୍ଟ ଗଭର୍ଣ୍ଣର)ଙ୍କ ଦ୍ୱାରା ନିଯୁକ୍ତ ଦିଲ୍ଲୀ ପୌର ସଂସ୍ଥାର ସଦସ୍ୟମାନେ ମେୟର ଚୟନ ପାଇଁ ନିର୍ବାଚନରେ ଭୋଟ୍‌ ଦେଇପାରିବେ ନାହିଁ ବୋଲି ଶୀର୍ଷ ଅଦାଲତ ସୁପ୍ରିମ୍‌କୋର୍ଟ ଆଜି (ଶୁକ୍ରବାର) ରାୟ ଦେଇଛନ୍ତି।ଉଲ୍ଲେଖଯୋଗ୍ୟ, ଆମ୍‌ ଆଦମୀ ପାର୍ଟି (ଆପ୍‌)…