Browsing Category

ଦେଶ

ବାୟୁସେନାରେ ସାମିଲ ହେବ ଆଉ ୧୧୪ ରାଫେଲ୍

ନୂଆଦିଲ୍ଲୀ: ଭାରତ ଏହାର ସୁରକ୍ଷା ଏବଂ ବାୟୁସେନାକୁ ମଜବୁତ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି। ଭାରତୀୟ ବାୟୁସେନା ପାଇଁ ୧୧୪ଟି ରାଫେଲ ଯୁଦ୍ଧ ବିମାନ କିଣିବା ପାଇଁ ପ୍ରସ୍ତୁତି ତ୍ୱରାନ୍ୱିତ ହୋଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ବାୟୁସେନା ଏହି ପ୍ରସ୍ତାବ ଉପରେ ନିରନ୍ତର

ପ୍ରାଇଭେଟ୍ ଟ୍ରେନିଂ ଏୟାରକ୍ରାଫ୍ଟ କ୍ରାସ୍, ୨ ଆହତ

କର୍ଣ୍ଣାଟକ: କର୍ଣ୍ଣାଟକର ବିଜୟପୁରରୁ ଆସିଛି ଏକ ବଡ଼ ଖବର । ଏଠାରେ ଏକ ପ୍ରାଇଭେଟ୍ ଟ୍ରେନିଂ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଦୁଇଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ କ୍ୟାପ୍ଟେନ୍ ଏବଂ ଟ୍ରେନି ପାଇଲଟ୍ ଭାବରେ ଚିହ୍ନଟ କରାଯାଇଛି । ପୋଲିସ କହିଛି ଯେ

ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର, ୧୦ ଟି ଟ୍ରେନର ଭଡ଼ା ହେବ ଶସ୍ତା

ନୂଆଦିଲ୍ଲୀ: ଲକ୍ଷ ଲକ୍ଷ ଟ୍ରେନ ଯାତ୍ରୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଦୀର୍ଘ ଦିନର ଦାବି ଉପରେ ରେଳବାଇ ଏବେ ଏକ ବଡ଼ ନିଷ୍ପତ୍ତି ନେଇଛି । ଏପ୍ରିଲ ମଧ୍ୟଭାଗରୁ ଦେଶର ୧୦ଟି ପ୍ରମୁଖ ଟ୍ରେନରୁ ସୁପରଫାଷ୍ଟ ମାନ୍ୟତା ହଟାଇ ଦିଆଯିବ। ଏହା ସହିତ, ଏହି ଟ୍ରେନଗୁଡ଼ିକର ଭଡା ମଧ୍ୟ ହ୍ରାସ

ବାଂଲାଦେଶର ହିନ୍ଦୁ ନେତା ରମେଶ ଚନ୍ଦ୍ର ସେନଙ୍କ ଜେଲରେ ମୃତ୍ୟୁ

ବାଂଲାଦେଶ: ବାଂଲାଦେଶର ଅନ୍ୟତମ ହିନ୍ଦୁ ନେତା ଏବଂ ପୂର୍ବତନ ମନ୍ତ୍ରୀ ହେଉଛନ୍ତି ରମେଶ ଚନ୍ଦ୍ର ସେନ । ଯାହାଙ୍କ ବିଷୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଶନିବାର ଦିନ ଜେଲରେ ତାଙ୍କ ସ୍ବାସ୍ଥ୍ୟ ଅସୁସ୍ଥ ହେବା ପରେ ମୃତ୍ୟୁ ଘଟିଛି । ସେନ୍ ତାଙ୍କର ସହାୟକ ସ୍ୱଭାବ ଏବଂ ନିର୍ଦ୍ଦୋଷ

ମାର୍ଚ୍ଚ ୩୧ ଡେଡ୍ ଲାଇନ୍, ଦେଶରୁ ନକ୍ସଲବାଦ ହେବ ସଫା

ନୂଆଦିଲ୍ଲୀ: ମାଓବାଦୀ ଶେଷ କରିବାକୁ ମାଷ୍ଟର ପ୍ଲାନ । ମାର୍ଚ୍ଚ ୩୧ ସୁଦ୍ଧା ଦେଶରୁ ମାଓବାଦ ସମ୍ପୂର୍ଣ୍ଣ ଶେଷ କରିବା ପାଇଁ ସରକାର ରଖିଥିବା ଲକ୍ଷ୍ୟକୁ ନେଇ ତିନି ଦିନିଆ ଛତିଶଗଡ଼ ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଗତକାଲି ରାୟପୁରରେ ପହଞ୍ଚିବା ପରେ ଶାହ ବରିଷ୍ଠ ପୋଲିସ ଓ

ଋଷିଆରେ ୪ ଭାରତୀୟ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ

ଋଷିଆ : ଋଷିଆରେ ଭାରତୀୟ ଛାତ୍ରଙ୍କୁ ମାରାଣାସ୍ତ୍ରରେ ଆକ୍ରମଣ ହୋଇଛି । ମେଡିକାଲ କଲେଜ ହଷ୍ଟେଲରେ ପଶି ଏହି ଆକ୍ରମଣ କରାଯାଇଛି । ଏହି ଆକ୍ରମଣରେ ୪ଜଣ ଭାରତୀୟ ଛାତ୍ର ଆହତ ହୋଇଛନ୍ତି । ସମସ୍ତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ମାମଲାରେ ଜଣେ ୧୫ ବର୍ଷୀୟ

କୋଠା ଭୁଶୁଡି ୨ ମୃତ, ବହୁ ଲୋକ ଫସି ରହିଥିବା ଆଶଙ୍କା

କୋଟା: ରାଜସ୍ଥାନର କୋଟା ଜିଲ୍ଲାର ଜବାହାର ନଗର ଥାନା ଅଞ୍ଚଳର ତାଳୱାଣ୍ଡି ଅଞ୍ଚଳରେ ଏକ ନିର୍ମାଣାଧୀନ କୋଠା ଭୁଶୁଡ଼ିପଡ଼ିଛି । ଯେଉଁଥିରେ ୨ ଜଣଙ୍କ ମୃତ୍ୟୁ ଘଟିଛି । ଭଗ୍ନାବଶେଷ ତଳେ ଅନେକ ଲୋକ ଚାପି ହୋଇରହିଥିବା ଜଣାପଡୁଛି । ଏହି କୋଠାର ଉପର ମହଲାରେ କାମ ଚାଲିଥିଲାବେଳେ ଏପରି

ଟି୨୦ ବିଶ୍ବକପ : ପାକିସ୍ତାନ ନେବ ୟୁଟର୍ଣ୍ଣ ! ନିଜ ସରକାର ସହିତ ପିସିବି ପୁଣି କରିବ ଆଲୋଚନା

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ପାକିସ୍ତାନର ଡ୍ରାମା ଥମିବାର ନା ନେଉନି । ଏବେ ପିସିବି ପୁଣିଥରେ ନିଜ ସରକାରଙ୍କ ପରାମର୍ଶ ନେବ । ଏହି ପରାମର୍ଶ ବୈଠକ ୧୫ ଫେବୃଆରୀରେ ହେବାକୁ ଥିବା ମ୍ୟାଚକୁ ନେଇ ହେବ । ଯେଉଁଥିରେ ଭାରତ-ପାକିସ୍ତାନ ମ୍ୟାଚ୍ ବୟକଟକୁ ନେଇ ଆଲୋଚନା ହେବ । ଏହାକୁ ନେଇ ଆଉ

୧୦ ମିନିଟ୍‌ରେ ଆସିବ କିଷାନ କ୍ରେଡିଟ୍ କାର୍ଡ ଟଙ୍କା

ଆଜମଗଡ଼: ଚାଷୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ସରକାର ଅନେକ ଯୋଜନା ଚଳାଇଛନ୍ତି। ଚାଷୀମାନେ ସେମାନଙ୍କ ଫସଲ ଉପରେ ଆଧାରିତ ବ୍ୟାଙ୍କ ଏବଂ ସମବାୟ ସମିତି ଗୁଡ଼ିକରୁ ଆର୍ଥିକ ସହାୟତା ପାଇବାକୁ ନିଶ୍ଚିତ କରିବା ପାଇଁ କିଷାନ କ୍ରେଡିଟ୍ କାର୍ଡ ବ୍ୟବସ୍ଥା ହୋଇଛି। ଏହି ଯୋଜନା

ଅଗ୍ନି-୩ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କଲା ଭାରତ

ନୂଆଦିଲ୍ଲୀ: ପ୍ରତିରକ୍ଷା ପ୍ରସ୍ତୁତିକୁ ଆହୁରି ମଜବୁତ କରି, ଭାରତ ଅଗ୍ନି-୩ ମଧ୍ୟବର୍ତ୍ତୀ-ଦୂରବର୍ତ୍ତୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି। ଏହି ପରୀକ୍ଷଣ ଓଡ଼ିଶାର ଚାନ୍ଦିପୁରରେ ଥିବା ସମନ୍ୱିତ ପରୀକ୍ଷଣ ରେଞ୍ଜ (ITR) ରୁ କରାଯାଇଥିଲା। ପ୍ରତିରକ୍ଷା ମନ୍ତ୍ରଣାଳୟ