Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ପତ୍ନୀ କଂଗ୍ରେସରୁ ବହିସ୍କୃତ…
ଦଳବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ପତ୍ନୀ ପ୍ରେନିତ କୌରଙ୍କୁ ବହିସ୍କାର କରିଛି। ପ୍ରେନିତ କୌର ଏବେ ଲୋକସଭା ସାଂସଦ ଅଛନ୍ତି। ପ୍ରେନିତ ବିଜେପି ସପକ୍ଷରେ ଏବଂ କଂଗ୍ରେସ ବିରୋଧରେ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଥିଲା।!-->…
ବିବିସିର ବିବାଦୀୟ ସିନେମାକୁ ବାରଣ:କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
୨୦୦୨ ଦଙ୍ଗାକୁ ନେଇ ପ୍ରଧାନମନ୍ତୀ ନରେନ୍ଦ୍ର ମୋଦିଙ୍କ ପରେ ଆଧାରିତ ଡକ୍ୟୁମେଣ୍ଟାରି ସିନେମାକୁ ୟୁଟ୍ୟୁବରେ ପ୍ରସାରଣ ଉପରେ ସରକାର ଲଗାଇଥିବା କଟକଣାର ପ୍ରତିବାଦ କରି ସୁପ୍ରିମକୋର୍ଟରେ ଚାଲେଞ୍ଜ ହୋଇଥିଲା ବିବିସି ପକ୍ଷରୁ ପ୍ରସ୍ତୁତ ଏହି ଫିଲ୍ମକୁ ବାରଣ କରାଯିବା ନେଇ ସୁପ୍ରିମକୋର୍ଟ!-->…
ମଦ, ପେଟ୍ରୋଲ ଓ ଡିଜେଲ ଉପରେ ସେସ୍ ଲଗାଇଲେ ସରକାର…
ମହଙ୍ଗା ମାଡ଼ରେ ଆଉଟ ପାଉଟ ହେଉଥିବା ଲୋକଙ୍କୁ ଲାଗିଛି ଝଟକା। କେରଳ ସରକାର ପେଟ୍ରୋଲ, ଡିଜେଲ ଓ ମଦ ଉପରେ ସେସ୍ ଲାଗିବ ବୋଲି ଘୋଷଣା କରିଛନ୍ତି। କେରଳର ଅର୍ଥମନ୍ତ୍ରୀ କେଏନ ବାଲାଗୋପାଲ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଥିବା ବେଳେ ଏଥିରେ ଲୋକଙ୍କ ଠାରୁ ସେସ୍ ଆଦାୟ ହେବ ବୋଲି!-->…
ଦେଶରେ ପ୍ରଥମ: ଝିଅରୁ ହୋଇଥିଲେ ପୁଅ, ଏବେ ହେଲେ ଗର୍ଭବତୀ…
କୋଳକୁ ଛୁଆଟିଏ ଆସିଲେ ମା’ ଜୀବନର ପୂର୍ଣ୍ଣତା ଆସିଥାଏ। ହେଲେ ମା’ ବଦଳରେ ଯଦି ବାପା ଗର୍ଭରେ ପିଲାଟି ବଢ଼େ ତେବେ ତାକୁ କ’ଣ କହିବେ? ଏପରି ଏକ ଅଭୂତପୂର୍ବ ଘଟଣା କେରଳରେ ଘଟିଛି। କେରଳର କୋଝିକୋଡରେ ରହୁଥିବା ଟ୍ରାନ୍ସଜେଣ୍ଡର କପଲ୍ ଜିଆ ଓ ଜହଦ ଏବେ ନିଜ ଘରକୁ ଆସିବାକୁ!-->…
ମଝି ଆକାଶରେ ଥିଲା ବିମାନ, ଇଞ୍ଜିନରୁ ବାହାରିଲା ଧୂଆଁ…
ଅବୁଧାବିରୁ କେରଳର କଲିକଟ୍ ବା କୋଝିକୋଡ଼ ଆସୁଥିବା ବିମାନରେ ଘଟିଛି ଅଘଟଣ। ଏୟାର ଇଣ୍ଡିଆର ଏହି ଏକ୍ସପ୍ରେସ ବିମାନ ମଝି ଆକାଶରେ ଥିବା ବେଳେ ଏହାର ଗୋଟିଏ ଇଞ୍ଜିନରେ ଲାଗି ଯାଇଛି ନିଆଁ। ତେବେ କୌଣସି ଅଘଟଣ ଘଟିବା ପୂର୍ବ ପାଇଲଟ ନିଜର ଉପସ୍ଥିତି ବୁଦ୍ଧି ଖଟାଇ ବିମାନକୁ ସୁରକ୍ଷିତ ଭାବେ!-->…
ମଦ ଦୋକାନ ଆଗରେ ଗାଈ ବାନ୍ଧିଲେ, କ୍ଷୀର ପିଇବାକୁ କହିଲେ ଉମା ଭାରତୀ…
ମଦ ଉପରେ ବ୍ୟାନ ଲଗାଇବା ଦାବିରେ ଆନ୍ଦୋଳନ କରୁଥିବା ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଉମା ଭାରତୀ ଅଭିନବ ଉପାୟ ଅବଲମ୍ବନ କରିଛନ୍ତି। ସେ ଲୋକଙ୍କୁ ଜାଗୃତ କରିବା ପାଇଁ ମଦ ଦୋକାନ ଆଗରେ ବୁଲା ଗାଈ ବାନ୍ଧିଛନ୍ତି। ଏଥିସହ ସମସ୍ତଙ୍କୁ ମଦ ବଦଳରେ କ୍ଷୀର ପିଇବାକୁ!-->…
୨୦୨୬ ମସିହା ଅଗଷ୍ଟ ସୁଦ୍ଧା ଚାଲିବ ବୁଲେଟ ଟ୍ରେନ: କେନ୍ଦ୍ର ରେଳ ମନ୍ତ୍ରୀ…
ନୂଆଦିଲ୍ଲୀ: ୨୦୨୩-୨୪ ବଜେଟ୍ରେ ଭାରତୀୟ ରେଳବାଇ ନିମନ୍ତେ ୨.୪୦ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା କଥା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତକାଲି ବଜେଟ୍ ଅଭିଭାଷଣରେ ଘୋଷଣା କରିଥିଲେ | ଆଉ ଏହାକୁ ସ୍ୱାଗତ କରି ରେଳମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ!-->…
ଆଦାନୀ ବିରୋଧରେ ‘ହିଣ୍ଡେନ୍ ବର୍ଗ’ ରିପୋର୍ଟକୁ ନେଇ ସଂସଦରେ ଝଡ଼…
ନୂଆଦିଲ୍ଲୀ : ଆଦାନୀ ଗ୍ରୁପ ବିରୋଧରେ ହିଣ୍ଡେନ୍ ବର୍ଗ ରିପୋର୍ଟକୁ ନେଇ ଝଡ଼। ହିଣ୍ଡେନ୍ବର୍ଗ ରିପୋର୍ଟ ଏବଂ ଅଦାନୀ ଗ୍ରୁପ୍ ସେୟାର୍ର ମୂଲ୍ୟ ହ୍ରାସ ବିଷୟରେ ଆଲୋଚନା କରିବାକୁ ବିରୋଧୀ ଦଳ ଦାବି କରିବାରୁ ସଂସଦରେ ହଟ୍ଟଗୋଳ ଆରମ୍ଭ ହୋଇଥିଲା। ଫଳରେ ସଂସଦର ଉଭୟ ଗୃହକୁ ଅପରାହ୍ନ ୨ଟା!-->…
ଅଯୋଧ୍ୟାରେ ପହଞ୍ଚିଲା ୬୦ ନିୟୁତ ବର୍ଷର ଦୁଇ ବିରଳ ପଥର…
ଅଯୋଧ୍ୟା : ଅଯୋଧ୍ୟାରେ ନିର୍ମାଣ ଚାଲିଥିବା ଭବ୍ୟ ରାମମନ୍ଦିରକୁ ଅଧିକ ଆକର୍ଷଣୀୟ ଐତିହ୍ୟ ସମ୍ପନ୍ନ କରିବା ପାଇଁ ଜୋରଦାର ଉଦ୍ୟମ ଚାଲିଛି। ଏହି ଅବସରରେ ନେପାଳରୁ ଦୁଇଟି ପୁରାତନ ବିରଳ ପଥର ବୁଧବାର ଅଯୋଧ୍ୟାରେ ପହଞ୍ଚିଛି। ଏହି ବିରଳ ପଥରରେ ଭଗବାନ ରାମଙ୍କ ମୂର୍ତ୍ତି ଖୋଦିତ ହୋଇ ଏଠାରେ!-->…
‘ଇସଲାମ ନଗର’ ନାମକୁ ବଦଳାଇ ‘ଜଗଦୀଶପୁର’ ରଖିଲେ ମଧ୍ୟପ୍ରଦେଶ ସରକାର…
ଭୋପାଳ: ମଧ୍ୟପ୍ରଦେଶ ସରକାର ଭୋପାଳ ଜିଲ୍ଲାରେ ଅବସ୍ଥିତ ଇସଲାମ ନଗର ଗ୍ରାମକୁ ଜଗଦୀଶପୁର ନାମରେ ନାମିତ କରିଛନ୍ତି। ଏବଂ ସରକାରଙ୍କର ଏହି ନିଷ୍ପତ୍ତିକୁ ଅବିଳମ୍ବେ କାର୍ଯ୍ୟକାରୀ କରାଯାଇଛି। ବୁଧବାର ଦିନ ମଧ୍ୟପ୍ରଦେଶ ପ୍ରଶାସନ ଏକ ସରକାରୀ ବିଜ୍ଞପ୍ତିରେ ଏହି ପରିବର୍ତ୍ତନ ଘୋଷଣା କରିଥିଲେ!-->…