Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଗୁଜରାଟରେ କଂଗ୍ରେସକୁ କ୍ଷତି ପହଞ୍ଚାଇଛି ଆପ୍: ଗେହଲଟ
ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନରେ କଂଗ୍ରେସର ଖରାପ ପ୍ରଦର୍ଶନ ପାଇଁ ଆମ ଆଦମୀ ପାର୍ଟିର ବଡ଼ ଭୂମିକା ରହିଛି। ଆପ୍ ଯେଉଁ ଭଳି ଭାବେ ଉତ୍ସାହର ସହ ନିର୍ବାଚନ ଲଢ଼ିଲା କଂଗ୍ରେସ ସେହି ଭଳି ଲଢ଼ି ନାହିଁ। କିନ୍ତୁ ଆପ୍ କେବଳ ଳୋକଙ୍କୁ ମିଛ ପ୍ରତିଶ୍ରୁତି ଦେଉଥିବା ରାଜସ୍ଥାନ!-->…
ହିମାଚଳ ପ୍ରଦେଶରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସୁଖବିନ୍ଦର ସିଂ ସୁଖୁ
ଶିମଲା : ୪ଥରର ବିଧାୟକ ତଥା କଂଗ୍ରେସ ନେତା ସୁଖବିନ୍ଦର ସିଂ ସୁଖୁ ଆଜି ହିମାଚଳ ପ୍ରଦେଶରେ ୧୫ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଏହି ଉତ୍ସବରେ ଦଳର ବହୁ ବରିଷ୍ଠ ନେତାଙ୍କ ଉପସ୍ଥିତ ଥିଲେ । ଶପଥ ଗ୍ରହଣ ସମାରୋହରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ, ଦଳର ସାଧାରଣ ସମ୍ପାଦକ!-->…
ମଧ୍ୟପ୍ରଦେଶ: ୫୫ ଫୁଟ୍ ଗଭୀର ବୋର୍ୱେଲ୍ରେ ପଡ଼ିଥିବା ୮ ବର୍ଷିୟ ତନ୍ମୟ ମୃତାବସ୍ଥାରେ ଉଦ୍ଧାର
ବୈତୂଲ: ଡିସେମ୍ବର ୬ ତାରିଖରେ ମଧ୍ୟପ୍ରଦେଶର ବୈତୂଲ ଜିଲ୍ଲା ଅନ୍ତର୍ଗତ ମାଣ୍ଡବୀ ଗ୍ରାମସ୍ଥିତ ୪୦୦ ଫୁଟ୍ ଗଭୀର ବୋର୍ୱେଲ୍କୁ ଖସିପଡ଼ି ୫୫ ଫୁଟ୍ ଗଭୀରରେ ଲାଖି ରହିଥିବା ୮ ବର୍ଷିୟ ବାଳକ ତନ୍ମୟକୁ ମୃତାବସ୍ଥାରେ ଉଦ୍ଧାର କରାଯାଇଛି। ଉଦ୍ଧାର କାର୍ଯ୍ୟ ପରେ ତାକୁ ଗର୍ତ୍ତରୁ ବାହାର!-->…
ମୁସଲମାନ ଝିଅମାନେ କାହିଁକି ୧୫ ବର୍ଷ ବୟସରେ କରିବେ ବିବାହ? କେନ୍ଦ୍ରକୁ ନୋଟିସ୍ ଜାରି କଲେ ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ: ମୁସଲମାନ ଝିଅମାନେ କାହିଁକି ୧୫ ବର୍ଷ ବୟସରେ ବିବାହ କରିବେ? ଏସଂପର୍କରେ କାରଣ ଦର୍ଶାଇବାକୁ କେନ୍ଦ୍ରକୁ ନୋଟିସ୍ ଜାରି କରିଛନ୍ତି ସୁପ୍ରିମ୍କୋର୍ଟ।
ମୁସଲମାନ ସଂପ୍ରଦାୟର ଝିଅମାନଙ୍କ ପାଇଁ ବିବାହର ସର୍ବନିମ୍ନ ବୟସ ଦେଶର ଅନ୍ୟ ଧର୍ମର ଝିଅମାନଙ୍କ ପରି ସମାନ କରିବା ପାଇଁ!-->!-->!-->…
ହିମାଚଳ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ହେବେ ସୁଖବିନ୍ଦର ସିଂ ସୁଖୁ !
ଶିମଲା: ହିମାଚଳ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ହେବେ ସୁଖବିନ୍ଦର ସିଂ ସୁଖୁ। ଏନେଇ କଂଗ୍ରେସ ହାଇକମାଣ୍ଡ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । ସେ ହିମାଚଳ କଂଗ୍ରେସର କ୍ୟାଂପେନିଂ କମିଟି ଚେୟାରମ୍ୟାନ ଅଛନ୍ତି। ତାଙ୍କ ସପକ୍ଷରେ ଅଧିକ କଂଗ୍ରେସ ବିଧାୟକଙ୍କ ସମର୍ଥନ ଥିବା ଜଣାପଡ଼ିଛି। ଏହି!-->…
ବିହାର ଉପନିର୍ବାଚନରେ ବିଜେପିର ବିଜୟ ପରେ ନୀତୀଶ କୁମାରଙ୍କୁ କଟାକ୍ଷ କଲେ ପ୍ରଶାନ୍ତ କିଶୋର
ପାଟନା: ବିହାରରେ ନିକଟରେ ଅନୁଷ୍ଠିତ ହୋଇଥିବା କୁରହାନି ଉପନିର୍ବାଚନରେ ବିଜେପିର ବିଜୟ, ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ତାଙ୍କ ‘ମହାଗଠବନ୍ଧନ’ ସରକାର ବିରୋଧରେ ଲୋକଙ୍କ କ୍ରୋଧର ପ୍ରତିଫଳନ ବୋଲି ନିର୍ବାଚନୀ ରଣନୀତିଜ୍ଞରୁ ରାଜନେତା ହୋଇଥିବା ପ୍ରଶାନ୍ତ କିଶୋର ଦାବି କରିଛନ୍ତି।
!-->!-->!-->…
ଏୟାର ଇଣ୍ଡିଆ ବିମାନରେ ସାପ ! ତଦନ୍ତ ନିର୍ଦ୍ଦେଶ ଦେଲା ଡିଜିସିଏ
ଦୁବାଇ : କେରଳର କାଲିକଟରୁ ଦୁବାଇ ଯାଇଥିବା ଏକ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ ଏକ ସାପ ମିଳିଛି । ବିମାନଟି ଦୁବାଇ ଅନ୍ତର୍ଜାତୀୟ ଏୟାରପୋର୍ଟରେ ପହଞ୍ଚିବା ପରେ ତାହାର କାର୍ଗୋ ହୋଲଡ୍ ( ଜିନିଷପତ୍ର ରଖାଯାଉଥିବା ସ୍ଥାନ)ରେ ସାପଟିକୁ ଦେଖିବାକୁ ମିଳିଥିଲା । ସାପ ଦେଖାଯିବା ପରେ ବିମାନ!-->…
ମୋଦିଙ୍କ ଅପେକ୍ଷା ସବୁଠାରୁ ବଡ଼ ହିନ୍ଦୁ କିଏ, ଆପ୍-କଂଗ୍ରେସ ମଧ୍ୟରେ ଚାଲିଛି ପ୍ରତିଯୋଗିତା: ଓୱେସୀ
ନୂଆଦିଲ୍ଲୀ: ଗୁଜରାଟରେ ଭୋଟ୍ ବିଭାଜନ ପାଇଁ ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱେସୀଙ୍କ ଉପରେ ଅଙ୍ଗୁଳି ଉଠିବା ପରେ ସେ ଏହାର ଜବାବ ରଖିଛନ୍ତି। ସେ ଏହି ଅଭିଯୋଗକୁ ଖାରଜ କରିବା ସହ ବିଜେପି ଜିତିବା ପଛରେ ଅଧିକ ହିନ୍ଦୁ ଭୋଟ୍ ପାଇଥିବା ସେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ,!-->…
ମୁଖ୍ୟମନ୍ତ୍ରୀ ରେସ୍ରୁ ରାଜ୍ୟ କଂଗ୍ରେସ ସଭାପତି ଆଉଟ୍
ଶିମଲା: ହିମାଚଳପ୍ରଦେଶରେ ବିଜେପିକୁ ପରାସ୍ତ କରି କ୍ଷମତାକୁ ଆସିଛି କଂଗ୍ରେସ। ତେବେ ଦଳରେ କିଏ ହେବେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏକ ନୂଆ ଟ୍ୱିଷ୍ଟ ଆସିଛି। କାରଣ ମୁଖ୍ୟମନ୍ତ୍ରୀ ଦଉଡ଼ରେ ସବୁଠୁ ଆଗରେ ଥିବା ହିମାଚଳ ପ୍ରଦେଶ କଂଗ୍ରେସ ସଭାପତି ପ୍ରତିଭା!-->…
୧୦ ଆପ୍ କାଉନସିଲରଙ୍କୁ କିଣିବା ପାଇଁ ବିଜେପି ୧୦୦ କୋଟି ଟଙ୍କା ଲାଞ୍ଚ ଦେଉଛି: ଆପ୍
ନୂଆଦିଲ୍ଲୀ: ବିଜେପି ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛି ଆମ ଆଦମୀ ପାର୍ଟି। ଭାରତୀୟ ଜନତା ପାର୍ଟି ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍ (ଏମସିଡି)ରେ ନିର୍ବାଚିତ ଆପ୍ କାଉନସିଲରମାନଙ୍କୁ କିଣିବାକୁ ଚେଷ୍ଟା କରୁଥିବା ଆପ୍ ଅଭିଯୋଗ କରିଛି। ବିଜେପି ଦିଲ୍ଲୀରେ ଡାର୍ଟି ଗେମ୍ ଖେଳୁଛି ବୋଲି!-->…