Browsing Category

ଦେଶ

ଭାରତ ଯୋଡ଼ ଯାତ୍ରାରେ ରାହୁଲଙ୍କ ସହ ଚାଲୁଥିବା ଅଭିନେତ୍ରୀମାନେ ନେଉଛନ୍ତି ଟଙ୍କା: ବିଜେପି

ନୂଆଦିଲ୍ଲୀ: କଂଗ୍ରେସର ଭାରତ ଯୋଡ ଯାତ୍ରାରେ ଏପର୍ଯ୍ୟନ୍ତ ଅନେକ କଳାକାର ଅଂଶଗ୍ରହଣ କରିଛନ୍ତି। ପୂଜା ଭଟ୍ଟ, ସୁଶାନ୍ତ ସିଂ, ଆମୋଲ ପାଲେକର, ରିୟା ସେନ୍, ରଶ୍ମୀ ଦେଶାଇଙ୍କ ସମେତ ଆଉ କିଛି ଅଭିନେତ୍ରୀ ରାହୁଲଙ୍କ ପଦଯାତ୍ରାରେ ସାମିଲ ହୋଇଛନ୍ତି | ତେବେ ବର୍ତ୍ତମାନ ଏନେଇ ବିଜେପି ପକ୍ଷରୁ ଏକ…

୫୦୦ ଶରଣାର୍ଥୀ ଥିବା ବୋଟକୁ ଉଦ୍ଧାରକଲା ଗ୍ରୀସ ନୌସେନା

ଏଥେନ୍ସ : ୫୦୦ରୁ ଅଧିକ ଶରଣାର୍ଥୀଙ୍କୁ ନେଇ ଗ୍ରୀସ ଆଡ଼କୁ ଆସୁଥିବା ଏକ ବୋଟ୍ ଖରାପ ପାଗ ଓ ଇଂଜିନ ଖରାପ ହେବା ଯୋଗୁଁ ନିୟନ୍ତ୍ରଣ ହରାଇଥିଲା । ପରେ ଜରୁରୀ ସୂଚନା ପାଇଁ ଗ୍ରୀସ ନୌସେନା ପକ୍ଷରୁ ସେମାନଙ୍କୁ ଉଦ୍ଧାର କରାଯାଇଛି ।ଗ୍ରୀସ ଗଣମାଧ୍ୟମର ରିପୋର୍ଟ ଅନୁସାରେ ମଧ୍ୟ-ଏସିଆ କିମ୍ବା…

୭୧ ହଜାର ଲୋକଙ୍କୁ ମିଳିବ ଚାକିରି, ନିଯୁକ୍ତି ପତ୍ର ବାଣ୍ଟିଲେ ମୋଦି

ନୂଆଦିଲ୍ଲୀ: ଚାକିରି ପାଇଁ ଆଶା ରଖିଥିବା ଲୋକଙ୍କୁ ବଡ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ନିଯୁକ୍ତି ମେଳା ମାଧ୍ୟମରେ ସେ ୭୧ ହଜାର ଆଶାୟୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟୁଛନ୍ତି। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦ୍ର…

ଅହେତୁକ ଅବହେଳା ! ଝୁଲା ପୋଲ ଭୁଶୁଡ଼ିବା ଦିନ ବିକ୍ରି ହୋଇଥିଲା ୩,୧୬୫ ଟିକେଟ

ମୋର୍ବି: ଗୁଜରାଟାର ମୋର୍ବି ଝୁଲା ପୋଲ ଭୁଶୁଡ଼ିବା ଘଟଣାର ତଦନ୍ତ ବେଳେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ଝୁଲା ପୋଲ ଭୁଶୁଡ଼ିବା ଯୋଗୁ ୧୩୫ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏବେ ତଦନ୍ତରୁ ଜଣାପଡ଼ିଛି ଯେ ସ୍ଥାନୀୟ ପ୍ରଶାସନ ଓ ଝୁଲା ପୋଲର ନବୀକରଣ ପାଇଁ ଠିକା ନେଇଥିବା ଓରେଭା ଗ୍ରୁପ ଲୋକଙ୍କୁ…

ଫିଫା ବିଶ୍ୱକପକୁ ବୟକଟ ପାଇଁ ଆହ୍ୱାନ ଦେଲେ ବିଜେପି ନେତା

ନୂଆଦିଲ୍ଲୀ: କତାରରେ ଚାଲିଥିବା ପୁରୁଷ ଫିଫା ଫୁଟବଲ ବିଶ୍ୱକପକୁ ନେଇ ବିବାଦ ଥମିବାର ନାଁ ଧରୁନି। ପୂର୍ବରୁ ବିୟର ବିକ୍ରି, ସମଲିଙ୍ଗୀ ସମ୍ପର୍କ ଓ ସାମ୍ବାଦିକଙ୍କୁ ଦୁର୍ବ୍ୟବହାରକୁ ନେଇ ଉଭୟ ଫିଫା ଓ କତାର ବିବାଦ ମଧ୍ୟକୁ ଆସିଥିଲେ। ଏବେ ଭାରତ ଭିତରୁ ଫିଫା ଫୁଟବଲ ବିଶ୍ୱକପ ବିରୋଧରେ ସ୍ୱର…

ଶ୍ରଦ୍ଧାଙ୍କୁ ହତ୍ୟା କରିଥିବା କୋର୍ଟରେ ସ୍ୱୀକାର କଲାନି ଅଫତାବ

ନୂଆଦିଲ୍ଲୀ: ନିଜର ଲିଭ ଇନ ପାର୍ଟନର ଶ୍ରଦ୍ଧା ୱାଲକରଙ୍କୁ ଅଫତାବ ପୁନାୱାଲା ହତ୍ୟା କରିଥିବା କଥା କୋର୍ଟରେ ସ୍ୱୀକାର କରିନାହିଁ। ଏନେଇ ପ୍ରକାଶ ପାଇଥିବା ରିପୋର୍ଟରେ ସତ୍ୟତା ନାହିଁ ବୋଲି ଅଫତାବର ଓକିଲ ସୂଚନା ଦେଇଛନ୍ତି। ଏଥିସହ ଅଫତାବ ନାଁରେ ହୋଇଥିବା ସମସ୍ତ ମାମଲା ପାରିପାର୍ଶ୍ୱିକ…

ଆସାମ-ମେଘାଳୟ ସୀମାନ୍ତରେ ରକ୍ତାକ୍ତ ସଂଘର୍ଷ, ଫରେଷ୍ଟ ଗାର୍ଡଙ୍କ ସମେତ ୬ ମୃତ

ଗୌହାଟୀ: କାଠ ଗଣ୍ଡି ଚୋରା ଚାଲାଣକୁ ନେଇ ଆସାମ ଓ ମେଘାଳୟ ସୀମାନ୍ତରେ ରକ୍ତାକ୍ତ ସଂଘର୍ଷ ହୋଇଛି। ଏଥିରେ ଜଣେ ଫରେଷ୍ଟ ଗାର୍ଡଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ଘଟିଛି। ଗୋଟିଏ ଟ୍ରକ୍‌ରେ କିଛି ଲୋକ କାଠଗଣ୍ଡି ଚୋରା ଚାଲାଣ କରୁଥିବା ପୁଲିସ୍‌ ଠାବ କରିବା ପରେ ଏପରି ଘଟଣା ଘଟିଛି।ଏହି ସଂଘର୍ଷ ପରେ…

ମନ୍ତ୍ରୀ ଟୁକୁନି ସାହୁଙ୍କ ଚିଠିର ଉତ୍ତର ରଖିଲେ କେନ୍ଦ୍ର ରେଳମନ୍ତ୍ରୀ

ନୂଆଦିଲ୍ଲୀ: ବରଗଡ଼ ଷ୍ଟେସନ୍‌ରୁ ପଦ୍ମପୁର ଦେଇ ନୂଆପଡ଼ା ରୋଡ୍ ଷ୍ଟେସନ୍ ପର୍ଯ୍ୟନ୍ତ ପ୍ରସ୍ତାବିତ ନୂଆ ରେଳଲାଇନ୍ ପ୍ରକଳ୍ପ ପ୍ରସଙ୍ଗ ନେଇ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଚିଠି ଲେଖିଥିଲେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ। ଆଉ ପଦ୍ମପୁର ଉପନିର୍ବାଚନ…

ମାଙ୍ଗାଲୁରୁ ବିସ୍ଫୋରଣ : ଦିଆସିଲି କାଠିରୁ ଫସଫରସ ବାହାର କରି ବିସ୍ଫୋରକରେ ବ୍ୟବହାର କରୁଥିଲା ଅଭିଯୁକ୍ତ

ନୂଆଦିଲ୍ଲୀ : ଗତ ଶନିବାରଦିନ ମାଙ୍ଗାଲୁରୁଠାରେ ହୋଇଥିବା ଅଟୋ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ମହମ୍ମଦ ସାରିକର ମହୀଶୂର ସ୍ଥିତ ଘରୁ ଅନେକ ଆପତ୍ତିଜନକ ସାମଗ୍ରୀ ଜବତ କରିଛି । ତା ଘରୁ ମିଳିଥିବା ସାମଗ୍ରୀ ମଧ୍ୟରେ ରହିଛି ବିସ୍ଫୋରକ ପ୍ରସ୍ତୁତିରେ ଲାଗୁଥିବା ରସାୟନ, ଜିଲେଟିନ,…

ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀଙ୍କୁ ମୁକ୍ତ କରିବା ଘଟଣାରେ କଂଗ୍ରେସ ସୁପ୍ରିମ୍‌ କୋର୍ଟରେ ସମୀକ୍ଷା ଆବେଦନ କରିବ

ନୂଆଦିଲ୍ଲୀ: ରାଜୀବ ଗାନ୍ଧୀ ହତ୍ୟା ମାମଲାର ୬ ଜଣ ଦୋଷୀଙ୍କୁ ମୁକ୍ତ କରିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି କଂଗ୍ରେସ ସୁପ୍ରିମ୍‌ କୋର୍ଟରେ ଏକ ସମୀକ୍ଷା ଆବେଦନ ଦାଖଲ କରିବ ବୋଲି ସୋମବାର ଦଳୀୟ ସୂତ୍ରରୁ ପ୍ରକାଶ। ଚଳିତ ସପ୍ତାହରେ ଏହି ଆବେଦନ ଦାଖଲ କରାଯିବ ବୋଲି କଂଗ୍ରେସ ପକ୍ଷରୁ…