Browsing Category

ଦେଶ

ଗୁଜରାଟ ପାଇଁ ଖାଡଗେଙ୍କ ୮ ସଙ୍କଳ୍ପ

ନୂଆଦିଲ୍ଲୀ: ୫୦୦ ଟଙ୍କାରେ ମିଳିବ ଏଲ୍‌ପିଜି ଗ୍ୟାସ୍ ସିଲିଣ୍ଡର। ଲୋକଙ୍କୁ ମାସିକ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ଯୋଗାଇ ଦିଆଯିବ। ଗୁଜରାଟ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେଉ ହେଉ କଂଗ୍ରସେ ରଖିଛି ଏଭଳି କିଛି ସଂକଳ୍ପ। ନୂଆ ସଭାପତି ମଲ୍ଲିକାର୍ଜୁନ ଖାଡଗେ କହିଛନ୍ତି,…

ଗ୍ୟାସ୍ ଚାମ୍ବର ପାଲଟିଲା ରାଜଧାନୀ, ନିଶ୍ୱାସ ନେବା ହେଲା ମୁସ୍‌କିଲ

ନୂଆଦିଲ୍ଲୀ: ଗ୍ୟାସ୍ ଚାମ୍ବରରେ ପରିଣତ ହୋଇଛି ଦେଶର ରାଜଧାନୀ ଦିଲ୍ଲୀ। ଦୀପାବଳି ପରଠାରୁ ଏଠାରେ ବଢ଼ିବାରେ ଲାଗିଛି ପ୍ରଦୂଷଣ। ବିଷ ପାଲଟି ଗଲାଣି ଏଠାକାର ବାୟୁ। ସ୍ଥିତି ଏଭଳି ହେଲାଣି କି ଘରୁ ବିନା ମାସ୍କରେ ବାହାରିବା ମୁସ୍କିଲ ହୋଇପଡିଛି। ଆଖି ଜଳାପୋଡା କରିବା ସହ ନିଶ୍ୱାସ ନେବା…

ବ୍ଲୁ-ଟିକ୍‌ ୟୁଜରଙ୍କ ପାଇଁ ମହଙ୍ଗା ହେଲା, ମାସକୁ ଦେବାକୁ ପଡ଼ିବ ୬୬୧.୭୨ ଟଙ୍କା  

ନୂଆଦିଲ୍ଲୀ: ଟ୍ୱିଟରର ବ୍ଲୁଟିକ୍‌ ୟୁଜରଙ୍କ ପାଇଁ ମହଙ୍ଗା ହେଲା। ଏଣିକି ବ୍ଲୁ–ଟିକ୍‌ ବ୍ୟବହାରକାରୀଙ୍କୁ ମାସିକ ଦେୟ ଦେବାକୁ ପଡ଼ିବ। ନିକଟରେ ଟ୍ୱିଟରର ମାଲିକାନା ହାତେଇଥିବା ଏଲନ ମସ୍କ ଏହି ନୂଆ ନିୟମ କରିଛନ୍ତି। ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ୱିଟରର ବ୍ଲୁଟିକ୍‌ ବ୍ୟବହାରକାରୀଙ୍କୁ ମାସକୁ…

ମୋର୍‌ବୀ ପୋଲ ଭଙ୍ଗା ମାମଲାରେ ଅଭିଯୁକ୍ତଙ୍କ ତରଫରୁ ନ ଲଢ଼ିବାକୁ ଓକିଲ ସଂଘର ନିଷ୍ପତ୍ତି: ରିପୋର୍ଟ

ନୂଆଦିଲ୍ଲୀ: ମୋର୍‌ବୀ ଝୁଲାପୋଲ ଭାଙ୍ଗିପଡ଼ିବା ଘଟଣାରେ ଗିରଫ ଅଭିଯୁକ୍ତଙ୍କ ତରଫରୁ ମାମଲା ଲଢ଼ିବେ ନାହିଁ ବୋଲି ଗୁଜରାଟର ୧ଟି ବାର୍‌ ଆସୋସିଏସନ୍‌ ନିଷ୍ପତ୍ତି ଗ୍ରହଣ କରିଥିବା କଥା କେତେକ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି। ‘ଓଭେରା’ କମ୍ପାନିର ୯ଜଣ ଅଭିଯୁକ୍ତଙ୍କ ପକ୍ଷରୁ…

କଶ୍ମୀର ଘାଟିକୁ ଦୋହଲାଇବାକୁ ଷଡଯନ୍ତ୍ର, ଲସ୍କର ଟାର୍ଗେଟ୍‌ରେ ନେତା

ଶ୍ରୀନଗର: ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ଜମ୍ମୁକଶ୍ମୀର ଉପତ୍ୟକା। ଆତଙ୍କବାଦୀ ସଙ୍ଗଠନ ଲସ୍କର-ଏ-ତୋଇବା ଘାଟିରେ ବଡ ଧରଣର ଆକ୍ରମଣ କରିବାକୁ ଷଡଯନ୍ତ୍ର ଚଲାଇଛି। ଏନେଇ ଗୁଇନ୍ଦା ବିଭାଗ ପକ୍ଷରୁ ସୁରକ୍ଷା ବାହିନୀକୁ ସତର୍କ ସୂଚନା ମିଳିଛି। ସୂଚନା ମୁତାବକ, ଲସ୍କରର ଟାର୍ଗେଟ୍‌ରେ ନେତା,…

ଗଣଦୁଷ୍କର୍ମ ମାମଲାରେ ୫ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଡିଏସପିଙ୍କୁ ଏସଆଇ କରିଦେଲେ ଯୋଗୀ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁର୍ନୀତି ଉପରେ ଶୂନ୍ୟ ସହନଶୀଳତା ନୀତି ଆପଣାଇଛନ୍ତି। ଲାଞ୍ଚ ନେଇଥିବା ଜଣେ ଡିଏସପିଙ୍କୁ ସବ୍ ଇନ୍ସପେକ୍ଟର କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଲାଞ୍ଚ ନେବା ଅଭିଯୋଗରେ ରାମପୁର ନଗରର…

କଂଗ୍ରେସ ପାର୍ଟି ଏକା ଚାଲିବ: ମଲ୍ଲିକାର୍ଜୁନ ଖାଡ଼ଗେ

ନୂଆଦିଲ୍ଲୀ: କଂଗ୍ରେସ ପାର୍ଟି ଏକା ଚାଲିବ। ଦଳକୁ କାହାର ସାହାଯ୍ୟ ଆବଶ୍ୟକ ନାହିଁ। କଂଗ୍ରେସ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଅଣବିଜେପି ସରକାର ଗଠନ କରିବ । କଂଗ୍ରେ ଅଧ୍ୟକ୍ଷ ଦାୟିତ୍ୱ ନେବା ପରେ ନିଜର ପ୍ରଥମ ସାର୍ବଜନୀନ ସମ୍ୱୋଧିନରେ ଏହା କହିଛନ୍ତି ମଲ୍ଲିକାର୍ଜୁନ ଖାଡ଼ଗେ। । ଖାଡଗେ…

ଇଡି, ସିବିଆଇ ଗଲେ କୁଆଡେ; ମୋର୍ବି ଝୁଲାପୋଲ ଦୁର୍ଘଟଣାରେ କାର୍ଯ୍ୟାନୁଷ୍ଠାନ ନହେବାରୁ ଏଭଳି କହିଲେ ଦିଦି

କୋଲକାତା: ମୋର୍ବି ଝୁଲାପୋଲ ଦୁର୍ଘଟଣାକୁ ନେଇ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ରବିବାର ସନ୍ଧ୍ୟାରେ ମୋର୍ବି ଝୁଲାପୋଲ ଭୁଶୁଡିବାରୁ ୧୪୧ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ଦିଦି କହିଛନ୍ତି ଯେ, ମୋର୍ବି ଘଟଣାରେ ସମ୍ପୃକ୍ତ…

ରାହୁଲଙ୍କ ସହ ପାଦରେ ପାଦ ମିଶାଇ ଚାଲିଲେ ପୂଜା ଭଟ୍ଟ

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା। ଆଜି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ତେଲେଙ୍ଗାନାର ହାଇଦ୍ରାବାଦରୁ ଭାରତ ଯୋଡୋ ଯାତ୍ରା କରିଛନ୍ତି। ଏହି ଯାତ୍ରାରେ ଆଜି ବଲିଉଡ ଅଭିନେତ୍ରୀ ତଥା ନିର୍ଦ୍ଦେଶକ ପୂଜା ଭଟ୍ଟ ସାମିଲ ହୋଇଥିଲେ। ଏହି ପଦଯାତ୍ରା ବେଳେ ରାହୁଲଙ୍କ ସହ…

ଝୁଲା ପୋଲ ଦୁର୍ଘଟଣା: ଏବେ ବି ନଦୀ ଭିତରେ ଅନେକ ନିଖୋଜ

ଅହମ୍ମଦାବାଦ: ଗୁଜରାଟର ମୋର୍ବି ସ୍ଥିତ ଝୁଲା ପୋଲ ଦୁର୍ଘଟଣା ସମଗ୍ର ଦେଶକୁ ଥରାଇ ଦେଇଛି। ଏହି ଦୁର୍ଘଟଣାରେ ଅତି କମ୍‌ରେ ୧୪୧ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ମଚ୍ଛୁ ନଦୀ ଭିତରେ ଏବେବି ଅନେକ ନିଖୋଜ ଥିବା କୁହାଯାଉଛି। ଦୁର୍ଘଟଣାକୁ ୪ ଦିନ ବିତି ଯାଇଥିଲେ ସୁଦ୍ଧା ଏବେବି ନଦୀ ଭିତରେ ଉଦ୍ଧାର…