Browsing Category

ଦେଶ

ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ନିର୍ବାଚନ କମିଶନ,ନଭେମ୍ବର ୧୨ରେ ଭୋଟ ଗ୍ରହଣ

ନୂଆଦିଲ୍ଲୀ : ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ। ରାଜ୍ୟରେ ଗୋଟିଏ ପର୍ୟ୍ୟାୟରେ ନିର୍ବାଚନ ହେବ। ନଭେମ୍ବର ୧୨ ତାରିଖ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଡିସେମ୍ବର ୮ ତାରିଖ ପର୍ଯ୍ୟନ୍ତ ଭୋଟ କାଉଟିଂ ହେବ ବୋଲି ନିର୍ବାଚନ…

ଛତିଶଗଡ଼ରେ ଭୂକମ୍ପର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୪.୮

ନୂଆଦିଲ୍ଲୀ : ପୁଣି ଛତିଶଗଡ଼ରେ ଭୂକମ୍ପ ଝଟକା। ଆଜି ଭୋର ୫ ଟା ୨୮ ରେ ଭୂକମ୍ପ ଅନୁଭୂତ ହୋଇଥିବା ଜାତୀୟ ଭୂକମ୍ପ କେନ୍ଦ୍ର (National Centre for seismology ) ପକ୍ଷରୁ ସୂଚନା ମିଳିଛି । ଭୂକମ୍ପ ତୀବ୍ରତା ରିକ୍ଟର ସ୍କେଲରେ ୪.୮ ରହିଥିବା ଭୂକମ୍ପ କେନ୍ଦ୍ର ସୂଚନା ଦେଇଛି ।…

ଜ୍ଞାନବ୍ୟାପୀ ମସଜିଦ ବିବାଦ: ସାଇଣ୍ଟିଫିକ୍‌ ତଦନ୍ତକୁ ନା, ହିନ୍ଦୁ ପକ୍ଷର ଆବେଦନ ଖାରଜ

ଲକ୍ଷ୍ନୌ: ଜ୍ଞାନବ୍ୟାପୀ ମସଜିଦ ବିବାଦରେ ବଡ଼ ରାୟ ଦେଇଛନ୍ତି ବାରାଣସୀ କୋର୍ଟ। ମସଜିଦ ମଧ୍ୟରୁ ମିଳିଥିବା ବଡ଼ ପଥର ଖଣ୍ଡ ଓ ଅନ୍ୟାନ୍ୟ ଜିନିଷର ବିଜ୍ଞାନିକ ଭିତ୍ତିକ ତଦନ୍ତ କରିବାକୁ ହିନ୍ଦୁ ପକ୍ଷ କରିଥିବା ଆବେଦନକୁ ଆଜି କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ହିନ୍ଦୁ ପକ୍ଷରୁ ମସିଜଦରୁ…

ଓଡ଼ିଶାରେ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ୍‌ଗେ

ଭୁବନେଶ୍ବର: ଭୁବନେଶ୍ୱରରେ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ୍‌ଗେ । କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ ଆଉ ହାତରେ କମ୍‌ ସମୟ ଥିବାରୁ ସମର୍ଥନ ଯୋଗାଡ଼ କରିବାକୁ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟ କଂଗ୍ରେସର ବରିଷ୍ଠ ନେତା, ବିଧାୟକ,…

ଓଡିଶା ଆସୁଛନ୍ତି ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ

ଭୁବନେଶ୍ୱର ୧୪/୧୦ : ଆଜି ଓଡିଶା ଆସୁଛନ୍ତି ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ । କଂଗ୍ରେସ ସଭାପତି ନିର୍ବାଚନରେ ଖଡଗେ ପ୍ରତିଦ୍ୱନ୍ଦ୍ୱିତା କରୁଥିବାରୁ ସେ ପ୍ରଚାର ପାଇଁ ଆଜି ଓଡିଶା ଆସୁଛନ୍ତି । ଭୁବନେଶ୍ୱର ଆସି ସେ ପିସିସି ସଭ୍ୟଙ୍କୁ ଭେଟି ତାଙ୍କୁ ଭୋଟ ଦେବାକୁ ଅନୁରୋଧ କରିବେ…

ଆରମ୍ଭ ହେଲା ଚତୁର୍ଥ ବନ୍ଦେ ଭାରତ ଟ୍ରେନ, ୩ ଘଣ୍ଟାରେ ପୂରା କରିପାରିବେ ଦିଲ୍ଲୀରୁ ଚଣ୍ଡିଗଡ଼ ଯାତ୍ରା

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପତାକା ଦେଖାଇ ଚତୁର୍ଥ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କରିଛନ୍ତି | ଆଉ ଏହି ଟ୍ରେନ ଚାଲିବା ଦ୍ୱାରା ଏଣିକି ମାତ୍ର ୩ ଘଣ୍ଟାରେ ଯାତ୍ରୀମାନେ ଦିଲ୍ଲୀରୁ ଚଣ୍ଡିଗଡ଼କୁ ଯାତ୍ରା କରିପାରିବେ। ଏହା ହେଉଛି ଚତୁର୍ଥ ବନ୍ଦେ ଭାରତ ଟ୍ରେନ୍। ବିଶେଷ…

ଇଲେକ୍ଟ୍ରିକ କାର୍ କିଣିଲେ ମିଳିବ ୧ଲକ୍ଷ ଟଙ୍କାର ରିହାତି !

ଲକ୍ଷ୍ନୌ: ସାରା ଦେଶରେ ଇଲେକ୍ଟ୍ରିକ କାର୍ ବ୍ୟବହାରକୁ ନେଇ ଲୋକଙ୍କୁ ପ୍ରୋତ୍ସାହିତ କରିବାକୁ ସରକାର ବିଭିନ୍ନ ସ୍ତରରେ ଚେଷ୍ଟା କରୁଛନ୍ତି। ବର୍ତ୍ତମାନ ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ମଧ୍ୟ ଏଥିପାଇଁ ଏକ ନୂତନ ଇଲେକ୍ଟ୍ରିକ ଯାନ ନୀତି-୨୦୨୨ କୁ ଅନୁମୋଦନ କରିଛନ୍ତି। ସରକାର ଏହି…

ଦେଶ ଏବେ ବି ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ଭୁଲକୁ ସୁଧାରୁଛି: କେନ୍ଦ୍ର ଆଇନ ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି ଯେ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଭୁଲ ପାଇଁ ଦେଶକୁ ଏପର୍ଯ୍ୟନ୍ତ ମୂଲ୍ୟ ଦେବାକୁ ପଡୁଛି। ପ୍ରଥମ ପ୍ରଧାନମନ୍ତ୍ରୀ ଯେଉଁ ସବୁ ଭୁଲ କରିଥିଲେ ଦେଶ ଏବେ ବି ତାହାକୁ ସୁଧାରୁଛି | କଶ୍ମୀର…

‘ମୁଁ ଭାରତୀୟ ମୁସଲମାନ, ଚାଇନାର ମୁସଲମାନ ନୁହେଁ’: କେନ୍ଦ୍ରକୁ କଟାକ୍ଷ କଲେ ଫାରୁକ୍‌ ଅବଦୁଲ୍ଲା

ମୁମ୍ବାଇ: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଦେଶରେ ମୁସଲମାନମାନଙ୍କ ପ୍ରତି ହେଉଥିବା ଅସଦାଚରଣ ଅଭିଯୋଗ ଉପରେ ପ୍ରତିକ୍ରିୟା ପ୍ରକାଶ କରିବାକୁ ଯାଇ କେନ୍ଦ୍ର ସରକାରଙ୍କୁ କଟାକ୍ଷ କରିଛନ୍ତି। ‘ଆମେ ଆପଣଙ୍କ ସହିତ ଅଛୁ। ଆମ ଦେଶକୁ କଶ୍ମୀରଠାରୁ କନ୍ୟାକୁମାରୀ…

ଜାତିସଂଘରେ ପୁଣି କଶ୍ମୀର ପ୍ରସଙ୍ଗ ଉଠାଇଲା ପାକିସ୍ତାନ, ବର୍ଷିଲା ଭାରତ

ନୂଆଦିଲ୍ଲୀ: ମିଳିତ ଜାତିସଂଘ ସାଧାରଣ ପରିଷଦ ବୈଠକରେ ପୁଣି କଶ୍ମୀର ପ୍ରସଙ୍ଗ ଉଠାଇଛି ପାକସ୍ତାନ। ତେବେ ଭାରତ ପାକିସ୍ତାନଙ୍କୁ କଡା ଜବାବ ଦେଇ ମୁହଁ ବନ୍ଦ କରିଦେଇଛିି । ମିଳିତ ଜାତିସଂଘର ସାଧରଣ ପରିଷଦ ବୈଠକରେ ରୁଷ-ୟୁକ୍ରେନ୍ ଯୁଦ୍ଧ ବିଷୟରେ ଆଲୋଚନା ଚାଲିଥିଲା । ଏହି ସମୟରେ କଶ୍ମୀର…