Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଅଷ୍ଟ୍ରେଲିଆ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପାଞ୍ଚଦିନିଆ ଅଷ୍ଟ୍ରେଲିଆ ଗସ୍ତରେ ଯାଇଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ସହ ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ଗସ୍ତ କରୁଛନ୍ତି ।!-->…
ମନୀଷ ସିସୋଦିଆଙ୍କ ପାଇଁ ବଢୁଛି ଅଡୁଆ, ସିବିଆଇ ଜାରି କଲା ଲୁକଆଉଟ୍ ନୋଟିସ୍
ନୂଆଦିଲ୍ଲୀ: ମନୀଷ ସିସୋଦିଆଙ୍କ ପାଇଁ ବଢିଲା ଅଡୁଆ । ଅବକାରୀ ନୀତିକୁ ନେଇ ବିବାଦରେ ଛନ୍ଦି ହୋଇଥିବା ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀଙ୍କ ସମସ୍ୟା ପିଛା ଛାଡୁନି । ସିବିଆଇ ତାଙ୍କ ଘରେ ରେଡ୍ କରିବା ପରେ ଏବେ ସିସୋଦିଆଙ୍କ ସମେତ ୧୪ ଜଣଙ୍କ ନାଁରେ ଲୁକଆଉଟ୍ ନୋଟିସ୍ ଜାରି କରିଛି ।
ସବୁଠାରୁ!-->!-->!-->…
ନିତ୍ୟାନନ୍ଦଙ୍କ ବିରୋଧରେ ଜାମିନ ବିହୀନ ପରୱାନା
ବେଙ୍ଗାଲୁରୁ: କର୍ଣ୍ଣାଟକର ଆତ୍ମଘୋଷିତ ବାବା ସ୍ୱାମୀ ନିତ୍ୟାନନ୍ଦଙ୍କ ବିରୋଧରେ ବେଙ୍ଗାଲୁରୁର ଏକ ଅଦାଲତ ଶନିବାର ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି । ସେପ୍ଟେମ୍ବର ୨୩ ସୁଦ୍ଧା ହାଜର ହେବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନାଯୋଗ୍ୟ ୨୦୧୦ରେ ତାଙ୍କ ବିରୋଧରେ ବଳାତ୍କାର!-->…
ରାଷ୍ଟ୍ରପତିଙ୍କ ଠାରୁ ଅନୁମୋଦନ ନେଇ ମନୀଷ ସିସୋଦିଆଙ୍କ ଘରେ ଚଢାଉ କରିଥିଲା CBI
ଦିଲ୍ଲୀ: ଦିଲ୍ଲୀ ଡେପୁଟି ସିଏମ ମନୀଷ ସିସୋଦିଆଙ୍କ ବିରୋଧରେ ଏକ ଦୁର୍ନୀତି ମାମଲା ପଞ୍ଜିକରଣ କରିବା ପୂର୍ବରୁ ସିବିଆଇ ରାଷ୍ଟ୍ରପତିଙ୍କ ଅନୁମୋଦନ ନେଇଥିଲା। ସିବିଆଇ ଟିମ୍ ଅଗଷ୍ଟ ୧୯ ଅର୍ଥାତ୍ ଶୁକ୍ରବାର ଦିନ ଡେପୁଟି ସିଏମ୍ ମନୀଷ ସିସୋଦିଆଙ୍କ ଘରେ ଚଢାଉ କରିଥିଲା। ଏକ୍ସାଇଜ୍ ପଲିସିରେ!-->…
ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଧମକ ଦେଇଥିବା ବ୍ୟକ୍ତି ଗିରଫ
ମୁମ୍ବାଇ: ୨୬/୧୧ (ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ) ପରି ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇକୁ ପୁଣି ଥରେ ହଲାଇବାକୁ ଧମକ ଦେଇଥିବା ବ୍ୟକ୍ତିଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। ଶନିବାର ମୁମ୍ବାଇ ପୋଲିସର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ମୁମ୍ବାଇ ଟ୍ରାଫିକ ପୋଲିସର କଣ୍ଟ୍ରୋଲ ରୁମକୁ ଏହି!-->…
ଅଭିଯୋଗ ପ୍ରମାଣିତ ହେଲେ ମୋ ସମ୍ପତ୍ତି ଲାଲୁଙ୍କୁ ଉପହାରରେ ଦେଇଦେବି: ସୁଶୀଲ ମୋଦି
ପାଟନା: ବିହାରରେ ମହାମେଣ୍ଟ ସରକାର ଗଠନ ହେବା ପରେ ଶାସକ ଏବଂ ବିରୋଧୀଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଛି। ଭାଜପା, ଆରଜେଡି ଏବଂ ଜେଡିୟୁ ନେତାଙ୍କ ମଧ୍ୟରେ ବାକ୍ୟ ଯୁଦ୍ଧ ମଧ୍ୟ ଆରମ୍ଭ ହୋଇଛି। ଏହି କାଦୁଅ ଫିଙ୍ଗା ରାଜନୀତିରେ ସବୁଠାରୁ ସକ୍ରିୟ ନେତା ହେଉଛନ୍ତି ଭାଜପାର ରାଜ୍ୟ!-->…
ବାଦଲଫଟା ବର୍ଷା ପରେ ଭୂସ୍ଖଳନ ଓ ବନ୍ୟା ବିତ୍ପାତ : ୨୨ ଜଣଙ୍କ ମୃତ୍ୟୁ, ୭ ନିଖୋଜ
ସିମଳା : ବିଗତ ଦୁଇ ଦିନ ଧରି ହିମାଚଳ ପ୍ରଦେଶର ବିଭିନ୍ନ ଜିଲ୍ଲାରେ ବାଦଲ ଫଟା ବର୍ଷାକୁ ନେଇ ଗମ୍ଭୀର ପରିସ୍ଥିତି ସୃଷ୍ଟି ହୋଇଛି। ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟା ସହିତ ଭୂ ସ୍ଖଳନ ଘଟିବାରୁ ବର୍ତ୍ତମାନ ସୁଦ୍ଧା ୨୨ ଜଣଙ୍କ ମୃତ୍ୟୁ ହେବା ସହିତ ୭ ଜଣ ନିଖୋଜ ରହିଥିବା!-->…
ଉପରାଷ୍ଟ୍ରପତିଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ୨ ବିଜେଡି ସାଂସଦ
ନୂଆଦିଲ୍ଳୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ଭେଟିଲେ ସାଂସଦ ପିନାକୀ ମିଶ୍ର ଏବଂ ସସ୍ମିତ ପାତ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜୁ ଜନତା ସଂସଦୀୟ ଦଳ ତରଫରୁ ସାଂସଦ ପିନାକୀ ମିଶ୍ର ଏବଂ ସସ୍ମିତ ପାତ୍ର ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ଭେଟି ଶୁଭେଚ୍ଛା ଏବଂ ଅଭିବାଦନ!-->…
ଭାରତ ଓ ପାକିସ୍ତାନ ଆଉ ଏକ ଯୁଦ୍ଧକୁ ସମ୍ଭାଳି ପାରିବେ ନାହିଁ : ଶାହବାଜ ସରିଫ୍
ଇସ୍ଲାମାବାଦ : ଭାରତ ଓ ପାକିସ୍ତାନ ଆଉ ଏକ ଯୁଦ୍ଧକୁ ସମ୍ଭାଳି ପାରିବେ ନାହିଁ । ଏଣୁ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବା ଏକ ମାତ୍ର ପନ୍ଥା ବୋଲି କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ୍ । ସେ ଆହୁରି ମଧ୍ୟ କହିଛନ୍ତି ତାଙ୍କ ଦେଶର ପରମାଣୁ ଅସ୍ତ୍ର ଓ ସେନା କେବଳ!-->…
ଉତ୍ତରାଖଣ୍ଡ : ବାଘୁଣୀ ଆତଙ୍କ ଯୋଗୁଁ ସ୍କୁଲ ଛୁଟି
ଡେରାଡୁନ : ଉତ୍ତରାଖଣ୍ଡ ରାଜ୍ୟର ପାଉରି ଜିଲ୍ଲାରେ ଏକ ପ୍ରାଥମିକ ସ୍କୁଲରେ ବାଘ ଆତଙ୍କ ଦେଖାଦେବାରୁ ସ୍କୁଲକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟି ଘୋଷଣା କରାଯାଇଛି ।ମିଳିଥିବା ସୂଚନା ଅନୁସାରେ ପାଉରିର ଲାନ୍ସଡାଉନି ଟାଉନରେ ଥିବା ଏକ ପ୍ରାକ୍-ପ୍ରାଥମିକ ସ୍କୁଲ ନିକଟରେ ଗତ କିଛି ଦିନ ହେଲା ଏକ!-->…