Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଭାରତୀୟ ସେନାରେ ମହିଳା ଅଗ୍ନିବୀର ଭର୍ତ୍ତି ନେଇ ଆବେଦନ ପ୍ରକ୍ରିୟା ଆରମ୍ଭ
ନୂଆଦିଲ୍ଲୀ: ଭାରତୀୟ ସେନାରେ ଭର୍ତ୍ତି ହେବା ପାଇଁ ଆଗ୍ରହୀ ଥିବା ମହିଳାଙ୍କ ସକାଶେ ଏକ ବଡ଼ ଖବର। ଅଗ୍ନିପଥ ଯୋଜନା ମାଧ୍ୟମରେ ମହିଳା ଅଗ୍ନିବୀରମାନଙ୍କ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଭାରତୀୟ ସେନାରେ ସାମିଲ୍ ହେବା ପାଇଁ ଆଗ୍ରହୀ ଥିବା ସମସ୍ତ ମହିଳା ଆଶାୟୀ ଭାରତୀୟ ସେନା!-->…
ଜନ୍ମାଷ୍ଟମୀ ଉତ୍ସବରେ ଅଘଟଣ: ମନ୍ଦିର ଭିତରେ ଅଣନିଶ୍ୱାସୀ ହୋଇ ୨ ମୃତ
ମଥୁରା: ଜନ୍ମାଷ୍ଟମୀ ଉତ୍ସବ ଅବସରରେ ମଥୁରା ମନ୍ଦିରରେ ଅଘଟଣ। ଅତ୍ୟଧିକ ଭିଡ଼ ହେତୁ ଦୁଇ ଜଣ ଅଣନିଶ୍ୱାସୀ ହୋଇ ମୃତ୍ୟୁବରଣ କରିଛନ୍ତି। ଉତ୍ତରପ୍ରଦେଶ ମଥୁରାର ବାଙ୍କ ବିହାରୀ ମନ୍ଦିରରେ ଗତକାଲି ମଧ୍ୟରାତ୍ରିରେ ଏହି ଅଭାବନୀୟ ଘଟଣା ଘଟିଥିବା ପୁଲିସ କହିଛି। ଗତକାଲି ବାଙ୍କ ବିହାରୀ ମନ୍ଦିରରେ!-->…
୨୦୨୪ରେ ବିଜେପି ବନାମ ଆପ୍ ଲଢ଼େଇ
ନୂଆଦିଲ୍ଲୀ: ସିବିଆଇ ରେଡ୍ର ଦିନକ ପରେ ମୁହଁ ଖୋଲିଛନ୍ତି ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ଶୁକ୍ରବାର ସିବିଆଇର ଏକାଧିକ ଟିମ୍ ସିସୋଦିଆ ଓ ଆଉ ୩୦ଟି ସ୍ଥାନରେ ରେଡ୍ କରିଥିଲା। ନୂଆ ଅବକାରୀ ନୀତିରେ ହେରଫେର ହୋଇଥିବା ଅଭିଯୋଗ କରି ସିବିଆଇ ଟିମ୍ ଏହି ପଦକ୍ଷେପ ନେଇଥିଲା। ହେଲେ!-->…
କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଟଙ୍କା ପଠାଇ ଗିରଫ
ଜମ୍ମୁ: ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ କରି ଅଭିଯୁକ୍ତ ଗିରଫ। ହାୱାଲା ଚ୍ୟାନେଲ ମାଧ୍ୟମରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଟଙ୍କା ପଠାଉଥିବା ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଦିଲ୍ଲୀ ପୁଲିସ ଏବଂ ଜାମ୍ମୁ କାଶ୍ମୀର ପୁଲିସର ମିଳିତ ଅପରେସନରେ ଏହି ମିଶନ ସଫଳ ହୋଇଛି। ଦିଲ୍ଲୀ!-->…
କେଉଁଠ ଅଛନ୍ତି ବାବା ନିତ୍ୟାନନ୍ଦ, କୋର୍ଟ ଜାରିକଲେ ଜାମିନ ବିହୀନ ଗିରଫ ପରୱାନା
ବେଙ୍ଗାଲୁରୁ: ଆତ୍ମଘୋଷିତ ଭଗବାନ ତଥା ଏକ ଦୁଷ୍କର୍ମ ମାମଲାରେ ଫେରାର ଥିବା ବାବା ନିତ୍ୟାନନ୍ଦଙ୍କ ନାମରେ ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଛି। ୨୦୧୦ ମସିହାରେ ହୋଇଥିବା ଦୁଷ୍କର୍ମ ମାମଲାରେ ବେଙ୍ଗାଲୁରୁ ରାମନଗରର ଏକ ସେସନ କୋର୍ଟ ଏହି ୱାରେଣ୍ଟ ଜାରି କରିଛନ୍ତି । ପୂର୍ବରୁ ମଧ୍ୟ!-->…
ବାଦଲଫଟା ବର୍ଷାରେ ବେହାଲ ଉତ୍ତରାଖଣ୍ଡ, ୫ ମୃତ
ଡେରାଡୁନ: ଅକାତ ଅକାତ ପାଣିରେ ପେଟ ଫୁଲାଇ କୂଳ ଲଂଘୁଛି ନଦୀ। ଭୀଷଣ ଜଳପ୍ରବାହରେ ଭାସିଯାଇଛି ପୋଲ। ଚାରଆଡ଼େ ଖାଲି ପାଣି ହିଁ ପାଣି। ଉତ୍ତରାଖଣ୍ଡରେ ତାଣ୍ଡବ ରଚିଛି ପ୍ରକୃତି। ବାଦଲଫଟା ବର୍ଷା ଯୋଗୁ ଡେରାଡୁନ ସ୍ଥତି ସଙ୍ଗୀନ ହୋଇଛି। ଭୀଷଣ ମାତ୍ରାରେ ଜଳପ୍ରବାହ ଯୋଗୁ ରାୟପୁର-କୁମଲଦା ଏରିଆ!-->…
ଆରଜେଡି ମନ୍ତ୍ରୀଙ୍କୁ ତେଜସ୍ୱୀ ଯାଦବ ପରାମର୍ଶ: ନୂଆ ଗାଡ଼ି କିଣନି, ପାଦ ଛୁଅଁନି
ପାଟନା: ବିହାର ଉପମୁଖ୍ୟମନ୍ତ୍ରୀ ହେବା ପରେ ଆକ୍ଟିଭ ଅଛନ୍ତି ତେଜସ୍ୱୀ ଯାଦବ। ନିଜର ଲୋକପ୍ରିୟତା ବଢ଼ାଇବା ପାଇଁ ଅଭିନବ ରଣନୀତି ଆପଣେଇଛନ୍ତି ସେ। ରାଜୀତିରେ ଏକ ଭିନ୍ନ ଭାବମୂର୍ତ୍ତି ତିଆରି ପାଇଁ ପ୍ରୟାସ କରିଛନ୍ତି ତେଜସ୍ୱୀ। ଏହିପ୍ରରିପ୍ରେକ୍ଷୀରେ ଆରଜେଡି ବିଧାୟକ ଓ ମନ୍ତ୍ରୀମାନଙ୍କୁ!-->…
ପୁଲିସ୍କୁ ‘ମୁମ୍ବାଇ ୨୬/୧୧’ ପରି ହମଲାର ଧମକ, ଜାରି ହେଲା ହାଇଆଲର୍ଟ
ମୁମ୍ବାଇ: ୨୬/୧୧ ଭଳି ହମଲା କରିବାକୁ ଏକାଧିକ ଧମକପୂର୍ଣ୍ଣ ମେସେଜ ଦେଇଛନ୍ତି କିଛି ଅଜଣା ଦୁର୍ବୃତ୍ତ। ମୁମ୍ବାଇ ଟ୍ରାଫିକ ପୁଲିସର କଣ୍ଟ୍ରୋଲ ରୁମ ସହ ଯୋଡ଼ି ହୋଇଥିବା ହ୍ୱାଟସଆପ୍ ନମ୍ବରକୁ ଏପରି ଧମକପୂର୍ଣ୍ଣ ମେସେଜ ଆସିଛି। ୨୦୦୮ ନଭେମ୍ବର ୨୬ରେ ଆତଙ୍କବାଦୀମାନେ ଯେଉଁଭଳି ଭାବେ!-->…
ରୁଶଦିଙ୍କ ଉପରେ ଆକ୍ରମଣକୁ ନେଇ ଦୁଃଖିତ : ଇମ୍ରାନ ଖାଁ
ଇସ୍ଲାମାବାଦ : ଭାରତ ଜନ୍ମିତ ବିଶିଷ୍ଟ ବ୍ରିଟିଶ ଲେଖକ ସଲମାନ ରୁଶଦିଙ୍କ ଉପରେ ଆକ୍ରମଣକୁ ନିନ୍ଦା କରିଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଏ-ଇନସାଫ(ପିଟିଆଇ)ର ମୁଖ୍ୟ ଇମ୍ରାନ ଖାଁ ।ବ୍ରିଟିଶ ଖବରକାଗଜ ‘ଦି ଗାର୍ଡିଆନ’କୁ ଏକ ସାକ୍ଷାତକାର ଦେଇ ଇମ୍ରାନ!-->…
ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି : ସିବିଆଇ ଏଫଆଇଆରରେ ୧୫ ଜଣଙ୍କ ନାମ, ସିସୋଦିଆ ମୁଖ୍ୟଅଭିଯୁକ୍ତ
ନୂଆଦିଲ୍ଲୀ : ଦିଲ୍ଲୀରେ ହୋଇଥିବା ଲିକର ପଲିସୀ (ଅବକାରୀ ନୀତି) ଦୁର୍ନୀତି ମାମଲାରେ ସିବିଆଇ ପକ୍ଷରୁ ରୁଜ୍ଜୁ ହୋଇଥିବା ଏଫଆଇଆରରେ ୧୫ ଜଣଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଛି । ଏହି ୧୫ ଜଣଙ୍କ ତାଲିକାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ଅବକାରୀ ମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ପ୍ରଥମ!-->…