Browsing Category

ଦେଶ

ପୋରବନ୍ଦରରେ ସମୁଦ୍ର ଭିତରେ ଜଳିଗଲା ଜାହାଜ

ଗୁଜରାଟ : ସମୁଦ୍ର ମଝିରେ ଭୟଙ୍କର ନିଆଁ । ସମୁଦ୍ର ମଝିରେ ଥିବା ଜାହାଜ ହୁତୁହୁତୁ ହୋଇ ଜଳୁଛି । ଗୁଜରାଟ ପୋରବନ୍ଦରରେ ସମୁଦ୍ର ଭିତରେ ଜାହାଜରେ ଲାଗିଲା ନିଆଁ । ସୁଭାଷନଗର ଜେଟିରେ କାର୍ଗୋ ସିପରେ ନିଆଁ ଲାଗିଯାଇଥିଲା । ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ମାତ୍ରେ ତିନୋଟି ଦମକଳ

ଖାଇବା ଆଣିବାକୁ ଯାଉଥିଲାବେଳେ ଦୁର୍ଘଟଣାରେ ଚାଲିଗଲା ୩ ଛାତ୍ରଙ୍କ ଜୀବନ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ଗ୍ରେଟର ନୋଏଡା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୩ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏଭଳି ଅଘଟଣ ପାଣି ଟ୍ୟାଙ୍କର ଏବଂ ବାଇକ୍ ମଧ୍ୟରେ ଧକ୍କା ହେବା ଫଳରେ ଘଟିଛି । ସୂଚନାନୁଯାୟୀ, ରବିବାର ରାତି ସମୟରେ

ପିଓକେ ଉପରେ ଆକ୍ରମଣ କରିବାର ଆବଶ୍ୟକତା ନାହିଁ; ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଦୁଇ ଦିନିଆ ମରକ୍କୋ ଗସ୍ତରେ ଅଛନ୍ତି । ଏହି ଗସ୍ତକୁ ଭାରତ ଏବଂ ମରକ୍କୋ ମଧ୍ୟରେ ପ୍ରତିରକ୍ଷା ସହଯୋଗକୁ ମଜବୁତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି। ତାଙ୍କ ଗସ୍ତ ସମୟରେ ପ୍ରତିରକ୍ଷା ମନ୍ତ୍ରୀ

ଆସନ୍ତାକାଲିଠୁ ଦେଶରେ ଆରମ୍ଭ ହେବ ଜିଏସଟି ବଚତ୍ ଉତ୍ସବ

ନୂଆଦିଲ୍ଲୀ : ଆସନ୍ତାକାଲିରୁ ଜିଏସଟି ସଂସ୍କାର ଆରମ୍ଭ ହେବାକୁ ଯାଉଛି । ଏହାର ଦିନକ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି ଯେ, ଦେଶରେ ଜିଏସଟି ବଚତ୍ ଉତ୍ସବ ଆରମ୍ଭ ହେବାକୁ ଯାଉଛି । ଏହା ଆତ୍ମନିର୍ଭରଶୀଳ ଭାରତ ଦିଗରେ ଏକ ପଦକ୍ଷେପ ।

ଭୂମିକମ୍ପ ଝଟକାରେ ଦୋହଲିଲା ବାଂଲାଦେଶ

ବାଂଲାଦେଶ : ଭାରତର ପଡୋଶୀ ଦେଶ ବାଂଲାଦେଶରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଭୂମିକମ୍ପର ତୀବ୍ରତା ୪.୦ ରହିଛି । ତେବେ ମିଆଁମାରରେ ୭.୭ ତୀବ୍ରତା ଭୂମିକମ୍ପ ଆସିବା ପରେ ଢାକା ଏବଂ ଚଟଗାଁ ସହିତ ବାଂଲାଦେଶର ବିଭିନ୍ନ ସ୍ଥାନରେ ଝଟକା ଅନୁଭୂତ ହୋଇଛି । ତେବେ ଏଯାଏଁ କୌଣସି

ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ X ଆକାଉଣ୍ଟ ହ୍ୟାକ୍

ମହାରାଷ୍ଟ୍ର : ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଏକ୍ସ ଆକାଉଣ୍ଟ ହ୍ୟାକ ହୋଇଯାଇଥିଲା । ହ୍ୟାକର୍ସ ତାଙ୍କ ଆକାଉଣ୍ଟରେ ପାକିସ୍ତାନ ଏବଂ ତୁର୍କୀର ପତାକାର ଫଟୋ ଏବଂ ଉଭୟ ଦେଶର ଲାଇଭ-ଷ୍ଟ୍ରିମିଂ ଫଟୋ ପୋଷ୍ଟ କରିଥିଲେ । ହ୍ୟାକିଂ ପରେ, ଅଧିକାରୀମାନେ ତୁରନ୍ତ ସାଇବର

ଭରଣ ପୋଷଣ ନଦେଇ ପାରିଲେ ବହୁ ବିବାହ ମନା : କେରଳ ହାଇକୋର୍ଟ

କେରଳ : ଜଣେ ମୁସଲମାନ ପୁରୁଷ ଅନେକ ଥର ବିବାହ କରିପାରିବେ, ଯଦି ସେ ତାଙ୍କ ସମସ୍ତ ପତ୍ନୀଙ୍କ ସହିତ ନ୍ୟାୟପୂର୍ଣ୍ଣ ବ୍ୟବହାର କରନ୍ତି । ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି କେରଳ ହାଇକୋର୍ଟ । ଜଷ୍ଟିସ୍ ପି.ଭି. କୁନହିକ୍ରିଷ୍ଣନ୍ ପାଲକ୍କଡର ଜଣେ

କାନପୁର-ଦିଲ୍ଲୀ ବିମାନରେ ପଶିଗଲା ମୂଷା, ବିମାନରୁ ଓହ୍ଲାଇଲେ ଭୟଭୀତ ଯାତ୍ରୀ

କାନପୁର : କାନପୁର ଏୟାରପୋର୍ଟରୁ ଦିଲ୍ଲୀକୁ ଉଡ଼ାଣ ଭରୁଥିବା ବିମାନରେ ମୂଷା । ଭୟଭୀତ ଯାତ୍ରୀମାନଙ୍କୁ ସୁରକ୍ଷା ଦ୍ଷ୍ଟିରୁ ବିମାନରୁ ଓହ୍ଲାଇ ଦିଆଗଲା । ଯାତ୍ରୀମାନଙ୍କୁ ଏୟାରପୋର୍ଟ ଲାଉଞ୍ଜରେ ବସାଯାଇ ବିମାନକୁ ଯାଞ୍ଚ କରାଯିବା ପରେ ଉଡ଼ାଣ ଭରିବାକୁ ଅନୁମତି ମିଳିଥିଲା । ଖବର

ପ୍ୟାକେଜ୍ ପାନୀୟ ଜଳର ଦର ହ୍ରାସ କଲା ରେଳବାଇ

ନୂଆଦିଲ୍ଲୀ : ଜିଏସଟି ହ୍ରାସର ଲାଭ ସିଧାସଳଖ ଗ୍ରାହକଙ୍କୁ ପ୍ରଦାନ କରିବା ପାଇଁ ରେଳ ମନ୍ତ୍ରଣାଳୟ ଟ୍ରେନ୍ ଏବଂ ରେଳ ପରିସରରେ ଉପଲବ୍ଧ ପ୍ୟାକେଜ୍ ପାନୀୟ ଜଳର ସର୍ବାଧିକ ଖୁଚୁରା ମୂଲ୍ୟ ହ୍ରାସ କରିବା ବିଷୟ ଘୋଷଣା କରିଛି । ପ୍ୟାକେଜ୍ ପାନୀୟ ଜଳ ବୋତଲ, ରେଲ୍ ନୀର ଏବଂ ଅନ୍ୟ ସମସ୍ତ

ମୋହନଲାଲ ଦାଦାସାହେବ ଫାଲକେ ପାଇଁ ମନୋନୀତ

ନୂଆଦିଲ୍ଲୀ : ମାଲାୟାଲମ ସମେତ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା, ନିର୍ଦେଶକ ଓ ପ୍ରଯୋଜକ ମୋହନଲାଲଙ୍କୁ ସମ୍ମାନ ଜନକ ଦାଦାସାହେବ ଫାଲକେ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଆସନ୍ତା ମଙ୍ଗଳବାର ଏଠାରେ ଅନୁଷ୍ଠିତ ହେବାକୁ ଥିବା ୭୧ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର