Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ନକଲି ଆଇପିଏଲ ଆୟୋଜନ କରି ରୁଷୀୟ ଲୋକଙ୍କୁ ଲଗାଇଲେ ଚୂନ
ଅହମଦାବାଦ : ଆପଣ ଜୀବନରେ ଅନେକ ଅଭିନବ ପ୍ରକାରର ଠକେଇ ଦେଖିଥିବେ ବା ଶୁଣିଥିବେ । କିନ୍ତୁ ଗୁଜୁରାଟର ଭଡନଗରରେ ଏପରି ଠକେଇ ହୋଇଛି, ସେକଥା ଜାଣିଲେ ଆପଣ ବିଶ୍ବାସ ମଧ୍ୟ କରିପାରିବେ ନାହିଁ ।ଭଡନଗରର ମୋଲିପୁର ଗାଁରେ କିଛି ଲୋକ ଏକ ନକଲି ଆଇପିଏଲ ଆୟୋଜନ କରି କେବଳ ଭାରତୀୟ ନୁହେଁ, ରୁଷର!-->…
ଜାପାନ ନିର୍ବାଚନରେ ସିଞ୍ଜୋ ଆବେଙ୍କ ଦଳର ବିପୁଳ ବିଜୟ
ଟୋକିଓ : ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଏକ ନିଆରା ଉପାୟରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଜାପାନରେ ହୋଇଥିବା ନିର୍ବାଚନରେ ଲୋକମାନେ ଆବେଙ୍କ ଦଳକୁ ଭୋଟ ଦେଇ ବିପୁଳ ବିଜୟ ଆଣି ଦେଇଛନ୍ତି ।ଜାପାନର ଉଚ୍ଚ ସଦନ ପାଇଁ ଗତ ରବିବାର ଦିନ ଭୋଟ ଗ୍ରହଣ ହୋଇଥିଲା । ଗତ ସପ୍ତାହରେ!-->…
ଶ୍ରୀଲଙ୍କାକୁ ମିଳିବ ନୂଆ ରାଷ୍ଟ୍ରପତି, ଜୁଲାଇ ୨୦ରେ ହେବ ନିର୍ବାଚନ
ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ଅବସ୍ଥା ଆହୁରି ଖରାପ ହେବାରେ ଲାଗିଛି। ରାଜରାସ୍ତାରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ସବୁଆଡେ ବିକ୍ଷୋଭକାରୀଙ୍କୁ ଦେଖିବାକୁ ମିଳୁଛି। ପେଟ୍ରୋଲ, ବିଦ୍ୟୁତ୍ ଏବଂ ଖାଦ୍ୟ ଭଳି ମୌଳିକ ସୁବିଧା ପାଇଁ ଲୋକମାନେ ସଂଘର୍ଷ କରୁଛନ୍ତି।!-->…
ଏଆଇଏଡିଏମକେରେ ଗୋଷ୍ଠୀ କନ୍ଦଳ, ବିଦା ହେଲେ ପନୀରସେଲଭମ୍
ଚେନ୍ନାଇ : ତାମିଲନାଡ଼ୁର ମୁଖ୍ୟ ବିରୋଧୀ ଦଳ ଏଆଇଏଡିଏମରେ ଗୋଷ୍ଠୀ କନ୍ଦଳ ତୀବ୍ର ରୂପ ନେଇଛି । ଆଜି ଇ.କେ. ପଲାନିସ୍ବାମୀ (ଇକେପି) ଦଳର ଅନ୍ତରୀଣ ମହାସଚିବ ମନୋନୀତ ହୋଇଛନ୍ତି । ଏହା ସହିତ ଦଳର ସାଧାରଣ ପରିଷଦ ତାଙ୍କୁ ନିଷ୍ପତ୍ତି ନେବା ପାଇଁ କ୍ଷମତା ଅର୍ପଣ କରିଛି । ମହାସଚିବ ହେବା ପରେ!-->…
ଚାଇନାକୁ ପଛରେ ପକାଇ ଛୁଆ ଜନ୍ମରେ ଏକ ନମ୍ବର ହେବ ଭାରତ
ନୂଆଦିଲ୍ଲୀ: ଛୁଆ ଜନ୍ମରେ ଭାରତ ହେବ ଏକ ନମ୍ବର। ଆସନ୍ତା ବର୍ଷ ଜନସଂଖ୍ୟାରେ ଚାଇନାକୁ ପଛରେ ପକାଇବ ଭାରତ। ଏବେ ଜନସଂଖ୍ୟାର ପ୍ରଥମ ସ୍ଥାନରେ ରହିଛି ଚାଇନା। ଏହି ଦେଶର ମୋଟ ଜନସଂଖ୍ୟା ୧.୪୪ ଆରବ ରହିଛି। ଯେତେବେଳେ କି ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। ଭାରତର ମୋଟ ଜନସଂଖ୍ୟା ୧.୩୯ ରହିଛି।!-->…
ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନ କରିବ ଶିବସେନା!
ମୁମ୍ବାଇ: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ତଥା ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନରେ ସାଂସଦଙ୍କ ସଂଖ୍ୟା ବଢ଼ି ଚାଲିଛି। ଏହିକ୍ରମରେ ଲୋକସଭାରେ ଥିବା ଶିବସେନାର ୧୮ ଜଣ ସାଂସଦଙ୍କ ମଧ୍ୟରୁ ୧୩ ଜଣ ଗୁରୁତ୍ୱପୂର୍ଣ୍ଣ ରାଷ୍ଟ୍ରପତି ନିର୍ବାଚନ ପାଇଁ ଅନୁଷ୍ଠିତ ବୈଠକରେ ଯୋଗଦେଇଛନ୍ତି।!-->…
ଦେଶର ବିଭିନ୍ନ ସ୍ଥାନରେ ବନ୍ୟା ବିତ୍ପାତ
ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ବର୍ଷା ଓ ବନ୍ୟା ବିତ୍ପାତ ଜାରି ରହିଛି। ମହାରାଷ୍ଟ୍ର, ଗୁଜରାଟଠୁ ନେଇ ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶ ଓ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ପର୍ଯ୍ୟନ୍ତ ବହୁ ରାଜ୍ୟରେ ବିପର୍ଯ୍ୟୟ ଆଣିଛି ବର୍ଷା। ମୂଷଳ ଧାରାରେ ବର୍ଷା ଯୋଗୁଁ ବଡ଼ ନଦୀରେ ବନ୍ୟା ଆସି!-->…
ଜେଇଇ ମେନ୍ : ୧୪ ଜଣ ରଖିଛନ୍ତି ଶହେରୁ ୧୦୦ ମାର୍କ
ନୂଆଦିଲ୍ଲୀ: ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା JEE-Mainରେ ୧୪ ଜଣ ପରୀକ୍ଷାର୍ଥୀ ଶହେରୁ ୧୦୦ ମାର୍କ ରଖିଛନ୍ତି। ଆଜି ଏହି ପ୍ରବେଶିକା ପରୀକ୍ଷା ଫଳାଫଳ ଜାତୀୟ ପରୀକ୍ଷା ଏଜେନ୍ସି (NTA) ପକ୍ଷରୁ ଘୋଷଣା କରାଯାଇଥିବା ବେଳେ ୧୪ ଜଣଙ୍କ ନାମ ଚର୍ଚ୍ଚାକୁ ଆସିଛି। JEE-Main-୨୦୨୨ର ଏହି ପ୍ରଥମ!-->…
ଅଦାଲତ ଅବମାନନା: ବିଜୟ ମାଲ୍ୟାଙ୍କୁ ଜେଲ ଦଣ୍ଡ
ନୂଆଦିଲ୍ଲୀ: ଅଦାଲତ ଅବମାନନା ମାମଲାରେ ସୁପ୍ରିମକୋର୍ଟ ବିଜୟ ମାଲ୍ୟାଙ୍କୁ ଦଣ୍ଡାଦେଶ ଶୁଣାଇଛନ୍ତି। ସର୍ବୋଚ୍ଚ ଅଦାଲତ ମଲ୍ୟାଙ୍କୁ ୪ ମାସ ଜେଲ ଦଣ୍ଡ ସହ ୨ ହଜାର ଟଙ୍କା ଜରିମାନା କରିଛନ୍ତି । ଜରିମାନା ପଇଠ ନକଲେ ଦୁଇ ମାସର ଅତିରିକ୍ତ ଜେଲ ଦଣ୍ଡ ମିଳିବ । କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ!-->…
ଜୁଲାଇ ୨୧ରେ ଇଡିରେ ହାଜର ହେବାକୁ ସୋନିଆ ଗାନ୍ଧିଙ୍କୁ ନୋଟିସ୍
ନୂଆଦିଲ୍ଲୀ: ନ୍ୟାସପାଲ ହେରାଲଡ୍ ମାମଲାରେ ପ୍ରବର୍ତ୍ତନା ନିର୍ଦ୍ଦେଶାଳୟ(ଇଡି) କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ସାନି ସମନ କରିଛି। ଆସନ୍ତା ଜୁଲାଇ ୨୧ରେ ତାଙ୍କୁ ଇଡିରେ ହାଜାର ହେବାକୁ ନୋଟିସ ହୋଇଛି। କୋଭିଡ୍ରେ ପୀଡ଼ିତ ହେବା ପରେ ସୋନିଆ ଗାନ୍ଧିଙ୍କୁ ୪ ସପ୍ତାହ ସମୟ!-->…