Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଡ୍ରୋନ୍ ପଠାଇ କ୍ଷମା ମାଗିଲା ଦକ୍ଷିଣ କୋରିଆ
ପିୟୋଙ୍ଗୟାଙ୍ଗ୍ / ସିଓଲ୍: ଚଳିତ ବର୍ଷ ଆରମ୍ଭରେ ଉତ୍ତର କୋରିଆକୁ ଡ୍ରୋନ୍ ପଠାଇବା ଘଟଣାରେ ଦକ୍ଷିଣ କୋରିଆର ରାଷ୍ଟ୍ରପତି ଲି ଜାଏ ମ୍ୟୁଙ୍ଗ (Lee Jae Myung) ଦୁଃଖ ପ୍ରକାଶ କରିବା ସହ ଏହାକୁ ଏକ 'ବେପରୁଆ' କାର୍ଯ୍ୟ ବୋଲି କହିଛନ୍ତି। ଏହା ଉପରେ ପ୍ରତିକ୍ରିୟା ରଖି ଉତ୍ତର କୋରିଆ ଶାସକ!-->…
ଟ୍ରମ୍ପଙ୍କ ଧମକକୁ ଖାତିର କରୁନି ଇରାନ : ପେଜେସକିଆନ କହିଲେ- ‘କୋଟିଏ ଚାଳିଶ ଲକ୍ଷ ନାଗରିକ ଜୀବନ ଦେବାକୁ…
ନୂଆଦିଲ୍ଲୀ, ୦୭/୦୪ : ମଧ୍ୟପ୍ରାଚ୍ୟ ଅସ୍ଥିର । ସରୁନି ଯୁଦ୍ଧ । ବାରମ୍ବାର ଇରାନ ଉପରେ ଆକ୍ରମଣ କରୁଛନ୍ତି ଇସ୍ରାଏଲ ଏବଂ ଆମେରିକା । ଲଗାତାର ଭାବେ ୟୁଏସ ପ୍ରେସିଡେଣ୍ଟ୍ ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ ସାମ୍ନାକୁ ଆସୁଛି । ମଙ୍ଗଳବାର ସେ ଇରାନବାସୀଙ୍କୁ ଖୋଲାଖୋଲି ଧମକ ଦେଇଛନ୍ତି । ଗୋଟିଏ!-->…
ମହିଳାଙ୍କୁ ତିନି ଦିନ ପାଇଁ ଅଛୁଆଁ ଭାବେ ବିବେଚନା କରାଯାଇପାରିବ ନାହିଁ- ସୁପ୍ରିମକୋର୍ଟ
ନୂଆଦିଲ୍ଲୀ, ୦୭/୦୪ : ପୁଣି ଥରେ ଚର୍ଚ୍ଚାରେ କେରଳମର ପ୍ରସିଦ୍ଧ ସବରୀମାଳା ମନ୍ଦିର । ଦୀର୍ଘ ବର୍ଷ ଧରି ଏଠାରେ ମହିଳାଙ୍କ ପ୍ରବେଶ ନେଇ ଚାଲିଥିବା ବିବାଦ ଏବେ ନିର୍ଣ୍ଣାୟକ ସ୍ଥିତିରେ ପହଁଚି ଯାଇଛି । ସୁପ୍ରିମ କୋର୍ଟ ମାମଲାରେ ଶୁଣାଣି ଆରମ୍ଭ କରିଛନ୍ତି । ଏହାସହ ମାମଲାର ଶୁଣାଣି ପାଇଁ!-->…
କୋର୍ଟଙ୍କ ଜାମିନ୍ ସତ୍ତ୍ୱେ ଜେଲରୁ ବାହାରି ପାରିବନି ମହାଠକ ସୁକେଶ ଚନ୍ଦ୍ରଶେଖର
ନୂଆଦିଲ୍ଲୀ: ଦିଲ୍ଲୀର ଏକ ଜେଲରେ ଦୀର୍ଘ ଦିନ ଧରି ବନ୍ଦୀ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖରକୁ ଜାମିନ ମିଳିଛି । ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ତାକୁ ଜାମିନ ଦେଇଛନ୍ତି । ମନି ଲଣ୍ଡରିଂ ମାମଲାରେ କଥିତ ଅଭିଯୁକ୍ତ ସୁକେଶର ଅଧିକାରୀ ସଂପର୍କରେ କୋର୍ଟ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ!-->…
ଇରାନକୁ ଜେଡି ଭାନ୍ସଙ୍କ ଚେତାବନୀ; କୂଟନୈତିକ ସମାଧାନ ପାଇଁ ଧୈର୍ଯ୍ୟ ଶେଷ
ବୁଡାପେଷ୍ଟ/ୱାସିଂଟନ: ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଆଜି ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ କାର୍ଯ୍ୟକ୍ରମରେ ଇରାନ ନେତୃତ୍ୱକୁ ଶେଷ ତଥା କଡ଼ା ଚେତାବନୀ ଦେଇଛନ୍ତି। ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବାନଙ୍କ ସହ ବୁଡାପେଷ୍ଟ ଗସ୍ତରେ ଥିବା ଭାନ୍ସ କହିଛନ୍ତି ଯେ, ଆମେରିକାର ନୀତି!-->…
‘କୋଟି କୋଟି ନେଉଛନ୍ତି, ନିଷ୍ଠା ନାହିଁ’:ଗାଭାସ୍କର
ମୁମ୍ବାଇ: ଆଇପିଏଲ୍ରେ ଖେଳୁଥିବା ବିଦେଶୀ ଖେଳାଳିମାନଙ୍କ ନିଷ୍ଠା ଉପରେ ପ୍ରଶ୍ନ ଉଠାଇଛନ୍ତି କିମ୍ବଦନ୍ତି ବ୍ୟାଟର୍ ତଥା ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର । ସେ କହିଛନ୍ତି ଯେ ବିିଦେଶୀ ଖେଳାଳିମାନେ କୋଟି କୋଟି ଟଙ୍କା ନେଉଛନ୍ତି, କିନ୍ତୁ ନିଜ ଦଳ ପାଇଁ ସେମାନଙ୍କର ନିଷ୍ଠାର ଅଭାବ!-->…
ଭୋଟର ତାଲିକାରୁ ନାଁ ଗୁଡ଼ିକୁ ଉକୁଣି ପରି ବାଛି କଢ଼ାଯାଇଛି: ମମତା
କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ଅଭିଯୋଗ କରିଛନ୍ତି ଯେ ରାଜ୍ୟରେ ଏସ୍ଆଇଆର ( ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ) ପ୍ରକ୍ରିୟାରେ ମତୁଆ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ଭୋଟରମାନଙ୍କୁ ଜାଣିଶୁଣି କାଟି ଦିଆଯାଇଛି। ନଦିଆ ଜିଲ୍ଲାର ଚକଦାହାରେ ଏକ ରାଲିରେ!-->…
ଇରାନରେ ଥିବା ଭାରତୀୟଙ୍କ ପାଇଁ ନିର୍ଦ୍ଦେଶାବଳୀ ଜାରି
ନୂଆଦିଲ୍ଲୀ: ଇରାନ ଉପରେ ଇସ୍ରାଏଲ ଓ ଆମେରିକାର ମିଳିତ ସାମରିକ ଆକ୍ରମଣ ପରେ ପଶ୍ଚିମ ଏସିଆର ସ୍ଥିତି ଅତ୍ୟନ୍ତ ଜଟିଳ ହୋଇପଡ଼ିଛି। ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ସମୟସୀମା ଶେଷ ହେବା ପରେ ଇରାନର ବିଭିନ୍ନ ପ୍ରାନ୍ତରେ ହୋଇଥିବା ବୋମାମାଡ଼ ଏବଂ ଏହାର ପାଲଟା ଜବାବରେ ଇରାନର ମିସାଇଲ!-->…
ଯୁଦ୍ଧ ପ୍ରଭାବ: ୧୦ହଜାର ବିମାନ ଉଡ଼ାଣ ରଦ୍ଦ
ନୂଆଦିଲ୍ଲୀ: ଇରାନ ଯୁଦ୍ଧ ଭାରତର ବିମାନ ଚଳାଚଳ ଶିଳ୍ପକୁ ଗୁରୁତର ପ୍ରଭାବିତ କରିଛି। ଯୁଦ୍ଧ ଆରମ୍ଭ ହେବା ପରେ ଆକାଶ ମାର୍ଗରେ କଟକଣା ଲାଗିଥିବାରୁ ଭାରତୀୟ ଏୟାରଲାଇନ୍ଗୁଡ଼ିକ ୧୦ହଜାର ଉଡ଼ାଣ ବାତିଲ କରିଛନ୍ତି ବୋଲି ବେସାମରିକ ବିମାନ ଚଳାଚଳ ବିଭାଗର ଯୁଗ୍ମ ସଚିବ ଅସଙ୍ଗବା ଚୁବା କହିଛନ୍ତି।!-->…
ଉତ୍ତରବଙ୍ଗରେ ଟିଏମ୍ସି-ବିଜେପି ମୁହାଁମୁହିଁ ଲଢ଼େଇ:ସରକାର ଗଠନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ୫୪ ଆସନ
କୋଲକାତା: ଉତ୍ତରବଙ୍ଗରେ ଚା ରାଜନୀତି ପୁଣିଥରେ ଜୋରଦାର ହୋଇଛି। ପଶ୍ଚିମବଙ୍ଗରେ ପରବର୍ତ୍ତୀ ସରକାର ଗଠନରେ ଉତ୍ତରବଙ୍ଗର ୫୪ ବିଧାନସଭା ଆସନ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ। ଏହି ଅଞ୍ଚଳର ପ୍ରସିଦ୍ଧ ଚା ପରି, ଏଠାକାର ନିର୍ବାଚନୀ ସ୍ୱାଦ ସମୟ, ପରିସ୍ଥିତି ଏବଂ ସବୁଠାରୁ!-->…