Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଉତ୍କଳ ଦିବସ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର: ନିଜର ୮୬ ତମ ଜନ୍ମ ଦିବସ ପାଳନ କରୁଛି ଓଡ଼ିଶା । ଭାଷା ଭିତ୍ତିରେ ଗଠନ ହୋଇଥିବା ପ୍ରଥମ ରାଜ୍ୟକୁ ୮୬ ବର୍ଷ ପୁରୁଥିବା ବେଳେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଆରେ ଟ୍ୱିଟ୍ କରି ଉକ୍ରଳ ଦିବସ ଶୁଭେଚ୍ଛା ଜଣାଇଥିବା!-->…
ଚୀନ ଆକ୍ରମଣ କଲେ କ’ଣ ରୁଷ ଭାରତର ସହାୟତା କରିପାରିବ ? ଆମେରିକାର ପ୍ରଶ୍ନ
ନୂଆଦିଲ୍ଲୀ : ଗୁରୁବାର ରାତିରେ ରୁଷର ବିଦେଶ ମନ୍ତ୍ରୀ ସର୍ଗେଇ ଇଭାନୋଭ ଭାରତ ଗସ୍ତରେ ଆସିବାକୁ ଥିବାରୁ ତାପୂର୍ବରୁ ଆମେରିକା ନିଜର ଉପ ଜାତୀୟ ସୁରକ୍ଷା ପରାମର୍ଶଦାତା ଦଲିପ୍ ସିଂଙ୍କୁ ଭାରତ ପଠାଇଛି । ରୁଷ ଉପରେ ନିର୍ଭର ରହିବା ଭାରତର ସୁରକ୍ଷା ପାଇଁ ବିପଜ୍ଜନକ ହୋଇପାରେ ବୋଲି ସେ!-->…
ମହିଳା ଡାକ୍ତରଙ୍କ ଆତ୍ମହତ୍ୟା ଘଟଣା: ବିଜେପି ନେତା ଗିରଫ
ଜୟପୁର: ମହିଳା ଡାକ୍ତର ଅର୍ଚ୍ଚନା ଶର୍ମାଙ୍କ ଆତ୍ମହତ୍ୟା ଘଟଣାରେ ପୁଲିସ୍ ଆଜି ରାଜସ୍ଥାନର ଜଣେ ବିଜେପି ନେତାଙ୍କୁ ଗିରଫ କରିଛି। ଗିରଫ ବିଜେପି ନେତା ଜଣଙ୍କ ହେଉଛନ୍ତି ଜିତେନ୍ଦ୍ର ଗୋଠୱାଲ। ଜଣେ ରୋଗୀଙ୍କ ମୃତ୍ୟୁ ପରେ ଏହି ବିଜେପି ନେତା ଜଣଙ୍କ ହିଁ ଡାକ୍ତର ଅର୍ଚ୍ଚନାଙ୍କ ବିରୋଧରେ!-->…
ସଂସଦରେ ଉଠିଲା ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରସଙ୍ଗ, ମୁହାଁମୁହିଁ ହେଲେ ଅପରାଜିତା ଷଡଙ୍ଗୀ-ପିନାକୀ ମିଶ୍ର
ନୂଆଦିଲ୍ଲୀ : ଲୋକସଭାରେ ଉଠିଲା ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରସଙ୍ଗ । ସାଂସଦ ଅପରାଜିତା ଷଡଙ୍ଗୀ ଉଠାଇଲେ ଏହି ପ୍ରସଙ୍ଗ । NMAର ବିନା ଅନୁମତିରେ କାମ ଚାଲିଛି ବୋଲି ସାସଂଦ କହିଛନ୍ତି । ଶ୍ରୀମନ୍ଦିର ଚାରିପଟେ ଚାଲିଥିବା ଖନନକୁ ବିରୋଧ କରିଛନ୍ତି । ଶ୍ରୀଘ୍ର ଏହାକୁ ବନ୍ଦ କରିବା ସହ!-->…
ଅବିବାହିତ ଝିଅ ମଧ୍ୟ ବାପା-ମା’ଙ୍କ ଠାରୁ ବାହାଘର ଖର୍ଚ୍ଚ ମାଗିପାରିବେ: ହାଇକୋର୍ଟ
ରାୟପୁର: ବାପା ମା’ମାନେ ଝିଅର ବାହାଘର କରିବାକୁ ଅନେକ ଧନସମ୍ପତ୍ତି ସଞ୍ଚୟ କରି ରଖନ୍ତି। ଝିଅର ବାହାଘର ଧୂମଧାମରେ କରିବା ସବୁ ବାପା ମା’ଙ୍କ ସ୍ୱପ୍ନ। ତେବେ ଅନେକ ସମୟରେ ଝିଅମାନେ ଅବିବାହିତ ଅବସ୍ଥାରେ ବାପା ମା’ଙ୍କ ଠାରୁ ସେମାନଙ୍କ ବାହାଘରରେ ଖର୍ଚ୍ଚ କରିବାକୁ ଥିବା ଅର୍ଥ ମାଗନ୍ତି।!-->…
ତୈଳଦର ବୃଦ୍ଧି ପ୍ରଶ୍ନରେ ସାମ୍ବାଦିକଙ୍କୁ ଗାଳିଦେଲେ ରାମଦେବ
ନୂଆଦିଲ୍ଲୀ: ଦେଶରେ ଦୈନିକ ତୈଳଦର ବୃଦ୍ଧି ପାଉଥିବାରୁ ସାଧାରଣ ଲୋକ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ହେଲେ ଏସବୁ ଭିତରେ ଯୋଗଗୁରୁ ବାବା ରାମଦେବ ସରକାରଙ୍କୁ ପରୋକ୍ଷରେ ସମର୍ଥନ କରିଛନ୍ତି। ଏଥିସହ ତୈଳଦର ବଢ଼ୁଥିବାରୁ ସେ ଲୋକମାନଙ୍କୁ ଅଧିକ ପରିଶ୍ରମ କରି ଅର୍ଥ ରୋଜଗାର କରିବାକୁ ମଧ୍ୟ!-->…
ଶନିବାର ଠାରୁ ଆଉ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ
ମୁମ୍ବାଇ: ଦୀର୍ଘ ଦୁଇ ବର୍ଷରୁ ଅଧିକ ସମୟ ଧରି କଲବଲ କରୁଥିବା ମହାମାରୀ କରୋନାର ପ୍ରକୋପ ଏବେ ହ୍ରାସ ପାଇଛି। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ସମସ୍ତ ପ୍ରକାରର କରୋନା କଟକଣା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୨ ତାରିଖରୁ ମହାରାଷ୍ଟ୍ରର କୌଣସି ସ୍ଥାନରେ ଆଉ!-->…
ଆରମ୍ଭ ହେବା ମାତ୍ରେ ମୁଲତବୀ ହେଲା ପାକିସ୍ତାନ ସଂସଦ, ଝୁଲିଲା ଇମ୍ରାନ ଖାନଙ୍କ ଭାଗ୍ୟ
ଇସଲାମାବାଦ: ଅନାସ୍ଥା ପ୍ରସ୍ତାବ ଭିତରେ ଫସିଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୩ ତାରିଖ ଯାଏ ଆଶ୍ୱସ୍ତି ମିଳିଛି। ଆଜି ପାକିସ୍ତାନ ସଂସଦର କାର୍ଯ୍ୟ ଆରମ୍ଭ ହୋଇଥିଲେ ହେଁ ମାତ୍ର କିଛି ମିନିଟରେ ଏହାକୁ ରବିବାର ଯାଏ ମୁଲତବୀ ଘୋଷଣା କରାଯାଇଛି। ଫଳରେ ଅନାସ୍ଥା ପ୍ରସ୍ତାବ!-->…
ମନରେଗା ଯୋଜନାରେ ଅର୍ଥ ହ୍ରାସ କରୁଥିବାରୁ ଆପତ୍ତି ଉଠାଇଲେ ସୋନିଆ
ନୂଆଦିଲ୍ଲୀ: ଗ୍ରାମାଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଥିବା ମନରେଗା ଯୋଜନା ପାଇଁ ସରକାର ବଜେଟରେ ଅର୍ଥ ହ୍ରାସ କରୁଥିବାରୁ ଆପତ୍ତି ଉଠାଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି। ଆଜି ଲୋକସଭାର ଶୂନ୍ୟକାଳରେ ସେ ଏହି ପ୍ରସଙ୍ଗ ଉଠାଇ ମନରେଗା ବଜେଟ ପରିମାଣ ବୃଦ୍ଧି କରିବାକୁ ଅନୁରୋଧ!-->…
‘ମଲ୍ହାରି….’ ଗୀତରେ ରଣବୀରଙ୍କ ସହ ନାଚିଲେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରର
ଦୁବାଇ: କେନ୍ଦ୍ରୀୟ ମନ୍ତ୍ରୀ ଅନୁରାଗ ଠାକୁର ସୋମବାର ଦିନ ବଲିଉଡ୍ ଅଭିନେତା ରଣବୀର ସିଂହଙ୍କ ଚଳଚ୍ଚିତ୍ର ବାଜିରାଓ ମସ୍ତାନୀ ଚଳଚ୍ଚିତ୍ରର ହିଟ୍ ଗୀତ ‘ମଲ୍ହାରି….’ ର ଲୋକପ୍ରିୟ ଗୀତରେ ନାଚିଥିଲେ। ଏହି ସମୟରେ ରଣବୀର ସିଂହଙ୍କ ବି ମଞ୍ଚରେ ଉପସ୍ଥିତ ଥିଲେ ଓ ଅନୁରାଗ ଠାକୁରଙ୍କ ସହ!-->…