Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଏବେ ଜାତୀୟ ଦଳ ହୋଇପାରିବ ନାହିଁ ଆମ୍ ଆଦମି ପାର୍ଟି! ଭବିଷ୍ୟବାଣୀ କଲେ ପ୍ରଶାନ୍ତ କିଶୋର
ନୂଆଦିଲ୍ଲୀ: ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର ଆମ୍ ଆଦମି ପାର୍ଟି(ଆପ୍)କୁ ନେଇ ଭବିଷ୍ୟବାଣୀ କରିଛନ୍ତି କି ଏହାକୁ ଜାତୀୟ ଦଳ ହେବାକୁ ୧୫ରୁ ୨୦ ବର୍ଷ ଲାଗିବ। କୌଣସି ବି ଦଳକୁ ଜାତୀୟ ଦଳ ହେବା ପାଇଁ ୨୦ କୋଟି ଭୋଟ ଦରକାର, ଆମ୍ ଆଦମି ପାର୍ଟିକୁ ୨୦୧୯ରେ ୨୭ ଲକ୍ଷ ଭୋଟ ହିଁ ମିଳିଥିଲା!-->…
ଯୁଦ୍ଧ ଅବସାନ ନେଇ ଆଶା : ଉତ୍ତର-ୟୁକ୍ରେନରେ ସାମରିକ ଅଭିଯାନ କମାଇବାକୁ ରୁଷର ଘୋଷଣା
ମସ୍କୋ : ରୁଷ-ୟୁକ୍ରେନ ଯୁଦ୍ଧର ନିରାଶା ମଧ୍ୟରେ କିଛିଟା ଆଶାଜନକ ଖବର ମିଳିଛି । ଉତ୍ତର ୟୁକ୍ରେନ ବିଶେଷକରି ରାଜଧାନୀ କିବ ଓ ଚେର୍ନିହିବରେ ସାମରିକ ଅଭିଯାନକୁ ସାମୟିକଭାବେ ହ୍ରାସ କରିବାକୁ ରୁଷ ସଂକେତ ଦେଇଛି । ତୁର୍କୀରେ ଦୁଇ ଦେଶ ମଧ୍ୟରେ ଚାଲିଥିବା ଆଲୋଚନାରେ କିଛିଟା ଅଗ୍ରଗତି!-->…
କେନ୍ଦ୍ରର ତଦନ୍ତକାରୀ ସଂସ୍ଥାକୁ ମମତାଙ୍କ ବିରୋଧ
କୋଲକାତା: ବୀରଭୂମି ହିଂସାର ସିବିଆଇ ତଦନ୍ତ ଚାଲିଛି। ଏତିକି ବେଳେ କେନ୍ଦ୍ରର ତଦନ୍ତକାର ସଂସ୍ଥାଗୁଡିକୁ ବିରୋଧ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ। ଏପରିକି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପି ଉପରେ ପ୍ରବଳ ବର୍ଷିଛନ୍ତି। ବିଜେପି ତଦନ୍ତ ଏଜେନ୍ସିଗୁଡିକର ଦୂରୁପୋଯୋଗ କରୁଥିବା!-->…
ଜାତୀୟ ରାଜପଥରେ ମୁହାଁମୁହିଁ ହେଲେ ୫୦ ଗାଡି
ୱାଶିଂଟନ୍: ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ମୁହାଁମୁହିଁ ହେଲେ ଗୋଟିଏ ପରେ ଗୋଟିଏ ଗାଡି। ପାଖାପାଖି ୫୦ରୁ ୬୦ ଗାଡି ପରସ୍ପର ଧକ୍କା ହୋଇଛନ୍ତି। ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ଆମେିକାର!-->…
୫୦ ବର୍ଷର ସୀମା ବିବାଦ ତୁଟିଲା, ଦୁଇ ରାଜ୍ୟ ମଧ୍ୟରେ ଚୁକ୍ତି ହେଲା
ନୂଆଦିଲ୍ଲୀ: ଭାରତର ଦୁଇ ରାଜ୍ୟ ଆସାମ ଓ ମେଘାଳୟ ମଧ୍ୟରେ ଦୀର୍ଘ ୫୦ ବର୍ଷ ହେଲା ଜାରି ରହିଥିବା ସୀମା ବିବାଦରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ସୀମା ବିବାଦରେ ବିରାମ ଲଗାଇବା ପାଇଁ ଆଜି ଦୁଇ ରାଜ୍ୟ ମୁଖ୍ୟମନ୍ତ୍ରୀ ଗୋଟିଏ ଚୁକ୍ତି କରିଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ!-->…
ମିଳିଲାନି କ୍ଷତିପୂରଣ, ୧୨ ଅଧିକାରୀଙ୍କୁ ବନ୍ଧକ ରଖିଲେ ଚାଷୀ
ଚଣ୍ଡିଗଡ଼: ଫସଲ କ୍ଷତିର ସହାୟତା ଦାବି କରି କିଛି ଚାଷୀ ୧୨ ଜଣ ସରକାରୀ ଅଧିକାରୀଙ୍କୁ ବିଳମ୍ବିତ ରାତି ଯାଏ ବନ୍ଧକ ରଖିଥିବା ଖବର ସାମ୍ନାକୁ ଆସିଛି। ପଞ୍ଜାବର ଲାମ୍ବି ଜିଲ୍ଲା ଅନ୍ତର୍ଗତ ମୁକଟସର ସବ ତହସିଲରେ ଏପରି ଘଟଣା ଘଟିଛି। ବନ୍ଧକ ଥିବା ଅଧିକାରୀଙ୍କ ମଧ୍ୟରେ ନାଏବ ତହସିଲଦାର ଓ!-->…
ବ୍ୟାଘ୍ର ସଂରକ୍ଷଣରେ ଭୟଙ୍କର ନିଆଁ, ଆୟତ୍ତ କରିବା କାମରେ ବାୟୁସେନା
ଜୟପୁର: ହୁହୁ ହୋଇ ଜଳୁଛି ରାଜସ୍ଥାନର ପ୍ରସିଦ୍ଧ ସାରିସ୍କା ବ୍ୟାଘ୍ର ସଂରକ୍ଷଣ। ନିଆଁ ଏତେ ଭୟଙ୍କର ବେଗରେ ବ୍ୟାପୁଛି ଯେ ଏହାକୁ ଆୟତ୍ତ କରିବା ପାଇଁ ବାୟୁସେନାର ଏକାଧିକ ହେଲିକପ୍ଟର ନିୟୋଜିତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ନିଆଁ ୧୦ ବର୍ଗ କିମି ଅଞ୍ଚଳ ବ୍ୟାପିଛି। ଅର୍ଥାତ ୧୮୦୦ ଫୁଟବଲ!-->…
ପଶ୍ଚିମବଙ୍ଗ ବିଧାନସଭାରେ ବିଜେପି-ଟିଏମ୍ସି ପିଟାପିଟି
କୋଲକାତା: ପଶ୍ଚିମବଙ୍ଗ ବିଧାନସଭାରେ ହାଇ ଭୋଲଟେଜ ଡ୍ରାମା। ମୁହାଁମୁହିଁ ହେଲେ ତ୍ରୁଣମୂଳ କଂଗ୍ରେସ ଓ ବିଜେପି। କେହି ଶୁଣିଲେନି ବାଚସ୍ପତି କଥା। ଜଣଙ୍କ ଉପରେ ଜଣେ ଚଢ଼ିଗଲେ। ଏପରିକି ହାତ ମଧ୍ୟ ଉଠାଇଲେ। କଥା କଟାକଟି ଠାରୁ ଆରମ୍ଭ କରି ମାରପିଟ୍ ଯାଏଁ ମଧ୍ୟ ଗଲା କଥା। ବିଧାନସଭାରେ!-->…
ଭାରତ ବନ୍ଦରେ ସାମିଲ ହେଉଥିବା ସରକାରୀ କର୍ମଚାରୀଙ୍କ ଦରମା କାଟ: ହାଇକୋର୍ଟ
ତିରୁବନନ୍ତପୁରମ: ‘ସେଣ୍ଟ୍ରାଲ୍ ଟ୍ରେଡ୍ ୟୁନିୟନ୍’ର ୨ଦିନିଆ ଦେଶବ୍ୟାପୀ ଧର୍ମଘଟର ଆଜି ପ୍ରଥମ ଦିନରେ ଭାରତ ବିଭିନ୍ନ ପ୍ରାନ୍ତରେ ମିଶ୍ରିତ ପ୍ରଭାବ ଅନୁଭୂତ ହୋଇଛି | ତେବେ ଆଜି କେରଳ ହାଇକୋର୍ଟ ସରକାରୀ କର୍ମଚାରୀଙ୍କୁ ଧର୍ମଘଟରେ ଭାଗ ନେବାକୁ ବାରଣ କରିଛନ୍ତି। କେରଳ ରାଜ୍ୟ ସରକାରଙ୍କ!-->…
ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ଭାରତ ନିନ୍ଦା କରିବା ଉଚିତ : ଆମେରିକୀୟ ସାଂସଦ
ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧକୁ ୩୩ଦିନ ବିତିଥିଲେ ବି ଚୁପ ରହିଛି ଭାରତ। ଆମେରିକା ସମେତ ଅନ୍ୟ ଦେଶ ରୁଷ ଉପରେ ଅନେକ କଟକଣା ଲଗାଇଥିବା ବେଳେ ଭାରତ କୌଣସି ପ୍ରତିକ୍ରିୟା ଦେଉନାହିଁ। ରୁଷ-ୟୁକ୍ରେନ ଯୁଦ୍ଧ ପରେ ଆମେରିକା ଆଶା କରିଥିଲା ଯେ ଆନ୍ତର୍ଜାତୀୟ ଫୋରମରେ ଭାରତ ରୁଷକୁ ବିରୋଧ!-->…