Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଦାୟିତ୍ବଗ୍ରହଣ ପରେ ଯୋଗୀ ମାଗଣା ରାସନ ଯୋଜନାର ଅବଧି ବଢାଇଲେ
ଲକ୍ଷ୍ନୌ: ଶୁକ୍ରବାର ଦ୍ୱିତୀୟ ଥର ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଯୋଗୀ ଆଦିତ୍ୟନାଥ। ଦ୍ୱିତୀୟ ଥର ପାଇଁ ୟୁପିର ମଙ୍ଗ ଧରି ସେ ସୃଷ୍ଟି କରିଛନ୍ତି ରେକର୍ଡ। ତେବେ ୟୁପିରେ ନିଜ ଦ୍ୱିତୀୟ ଇନିଂସ୍ ଆରମ୍ଭ କରିବା ପରେ ଆଜି ଏକ ବଡ ଘୋଷଣା କରିଛନ୍ତି ଯୋଗୀ।!-->…
‘ମମତା ମୋ ଭଉଣୀ ପରି’: ରାଜ୍ୟପାଳ ଜଗଦୀପ ଧନକର
ଜୟପୁର: ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକର ଶୁକ୍ରବାର ରାଜସ୍ଥାନ ବିଧାନସଭାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ନିଜ ଭାଷଣରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀଙ୍କ ସହ ତାଙ୍କର ସମ୍ପର୍କ ବିଷୟରେ କହିଛନ୍ତି। ରାଜ୍ୟପାଳ ଧନକର କହିଛନ୍ତି, ‘ଅନେକ ସମୟରେ!-->…
ଭାରସାମ୍ୟ ହରାଇ ଗଙ୍ଗାନଦୀରେ ବୁଡ଼ିଗଲା ୫ଟି ଟ୍ରକ, ୧୦ ନିଖୋଜ
କଟିହାର: ଗଙ୍ଗା ନଦୀରେ ବୁଡ଼ିଗଲା ମାଲ୍ବାହୀ ଭସା ପୋଲ । ଘଟଣାରେ ପାଖାପାଖି ୧୦ରୁ ଅଧକ ଲୋକ ନିଖୋଜ ହୋଇଛନ୍ତି । ମାତ୍ରାଧିକ ପଥର ଚିପ୍ସ୍ ବୋଝେଇ ହୋଇଥିବା କେତୋଟି ଟ୍ରକ୍କୁ ପାରି କରାଉଥିବା ଗୋଟାଏ ମାଲ୍ବାହୀ ଭସା ପୋଲ ଗୁରୁବାର ବିଳମ୍ବିତ ରାତିରେ ବୁଡ଼ି ଯାଇଛି । ଘଟଣାଟି ହେଉଛି!-->…
ଭାରତ-ଚୀନ ସଂପର୍କ ଏବେ ସ୍ବାଭାବିକ ନାହିଁ : ଜୟଶଙ୍କର
ନୂଆଦିଲ୍ଲୀ : ଚୀନ ସହିତ ଭାରତର ସଂପର୍କ ସ୍ବାଭାବିକ ଅବସ୍ଥାରେ ନାହିଁ ବୋଲି କହିଛନ୍ତି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର । ଶୁକ୍ରବାର ଚୀନ ବୈଦେଶିକ ମନ୍ତ୍ରୀ ଓ୍ବାଙ୍ଗ୍ ଇ’ଙ୍କ ସହ ଆଲୋଚନା ପରେ ସେ କହିଛନ୍ତି ଯେ, ୧୯୯୩-୯୬ରେ ସ୍ବାକ୍ଷରିତ ଶାନ୍ତି ଓ ସଦ୍ଭାବ ଚୁକ୍ତିର!-->…
ସିନେମା ହଲ ଉପରେ ରୁଷର ବୋମା ମାଡ଼, ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ
କିଭ୍: ୟୁକ୍ରେନ ଉପରେ ରୁଷର ହମଲା ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଏବେ ରୁଷ ସେନା ସାଧାରଣ ଲୋକଙ୍କୁ ମଧ୍ୟ ଟାର୍ଗେଟ କରିବାକୁ ପଛାଉ ନାହାନ୍ତି। ଏହିକ୍ରମରେ ୟୁକ୍ରେନର ପୋର୍ଟ ସହର ମାରିୟୁପୋଲରେ ଥିବା ଗୋଟିଏ ସିନେମା ହଲ ଉପରେ ରୁଷ ପକ୍ଷରୁ ଘନଘନ ବୋମା ମାଡ଼ କରାଯାଇଛି। ଏଥିରେ ୩୦୦ରୁ!-->…
୭ ମହଲାରୁ ଡେଇଁ ପଡ଼ିଲେ ଗୋଟିଏ ପରିବାରର ୫ ସଦସ୍ୟ
ବେର୍ନ(ସ୍ୱିଜରଲ୍ୟାଣ୍ଡ): ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ଘଟିଛି। ପୁଲିସ୍ ଅଧିକାରୀ ଘରର କବାଟ ବାଡ଼େଇବାରୁ ଗୋଟିଏ ପରିବାରର ୫ ଜଣ ସଦସ୍ୟ ୭ମ ହମଲାର ବାଲୋକୋନୀରୁ ଡେଇଁ ପଡ଼ିଛନ୍ତି। ଏଥିରେ ୪ ଜଣଙ୍କ ଜୀବନ ଯାଇଥିବା ବେଳେ ଜଣେ ୧୫ ବର୍ଷୀୟ ବାଳକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ!-->…
ୟୁପିରେ ଆରମ୍ଭ ହେଲା ଯୋଗୀଙ୍କ ରେକର୍ଡ ସେକେଣ୍ଡ ଇନିଂସ
ଲକ୍ଷ୍ନୌ: ଦୀର୍ଘ ୩୭ ବର୍ଷର ରେକର୍ଡ ଭାଙ୍ଗି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି ଯୋଗୀ ଆଦିତ୍ୟନାଥ। ଆଜି ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମରେ ଅନୁଷ୍ଠିତ ଭବ୍ୟ କାର୍ଯ୍ୟକ୍ରମରେ ଯୋଗୀ ଆଦିତ୍ୟନାଥ କ୍ରମାଗତ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ!-->…
‘ଦି କାଶ୍ମୀର ଫାଇଲ୍ସ’ ଦେଖିବା ପରେ କାଶ୍ମୀରବାସୀଙ୍କୁ ରୁମ୍ ଦେବାକୁ ମନା କଲେ ହୋଟେଲ ମାଲିକ
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ଦିଲ୍ଲୀରେ ଜଣେ ଜମ୍ମୁ କାଶ୍ମୀର ବାସିନ୍ଦାଙ୍କୁ ରୁମ୍ ଦିଆଯାଉ ନଥିବା ଭାଇରାଲ ଭିଡିଓରେ ଦାବି କରାଯାଉଛି । କେବଳ ସେତିକି ନୁହେଁ ଭିଡ଼ିଓରେ ଏହା ମଧ୍ୟ ଦାବି କରାଯାଉଛି ଯେ, ଦିଲ୍ଲୀରେ ଏହି ହୋଟେଲରେ ଜମ୍ମୁ!-->…
IPL ମ୍ୟାଚ୍ ବେଳେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା
ମୁମ୍ବାଇ: ଆଉ ଦିନକ ପରେ ଆରମ୍ଭ ହେବ ଫଟାଫଟ୍ କ୍ରିକେଟ୍ ଆଇପିଏଲ୍ । ଆଇପିଏଲ୍ ଆରମ୍ଭ ପୂର୍ବରୁ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ଦେଖା ଦେଇଛି । ମୁମ୍ବାଇ ପୋଲିସ ଆଇପିଏଲ୍ ମ୍ୟାଚରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ନେଇ ଆଲର୍ଟ ଜାରି କରିଛି । ଏଟିଏସ୍ ପଚରାଉଚରା କରିବା ବେଳେ ଗିରଫ ଆତତଙ୍କବାଦୀ!-->…
ଆରପାରିରେ ଅଭିନେତା ଅଭିଷେକ ଚାଟାର୍ଜୀ
କୋଲକାତା: ବଙ୍ଗାଳୀ ସିନେମାର ଜଣାଶୁଣା ଅଭିନେତା ଅଭିଷେକ ଟାର୍ଟାଜୀଙ୍କ ଦେହାନ୍ତ ହୋଇଛି । ବିଗତ କିଛିଦିନ ହେଲା ବିଭିନ୍ନ ରୋଗରେ ଆକ୍ରାନ୍ତ ଥିଲେ ଅଭିଷେକ । ଅଭିଷେକ ଚାଟାର୍ଜୀ, ପ୍ରସନ୍ନଜିତ୍ ଚାଟାର୍ଜୀ ଓ ସନ୍ଧ୍ୟା ମୁଖାର୍ଜୀଙ୍କ ସହ ଚଳଚ୍ଚିତ୍ରରେ କାମ କରିବା ଆରମ୍ଭ କରିଥିଲେ ।!-->…