Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଆମେରିକାରେ ହେଲିକପ୍ଟର କ୍ରାସ୍, ସମସ୍ତ ଯାତ୍ରୀ ମୃତ
ଆମେରିକା : ଆମେରିକାର ମିନେସୋଟାର ଟ୍ୱିନ୍ ସିଟିଜ୍ ଅଞ୍ଚଳରେ ବିମାନବନ୍ଦର ନିକଟରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ପରେ ହେଲିକପ୍ଟରରେ ନିଆଁ ଲାଗିଥିବା ଯୋଗୁଁ ସମସ୍ତ ଲୋକ ପ୍ରାଣ ହରାଇଛନ୍ତି । ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରଟି ରବିନସନ୍ ଆର ୬୬ ଭାବରେ ଚିହ୍ନଟ!-->…
ଗୁଜରାଟରେ ପ୍ରବଳ ବର୍ଷା, ବାତିଲ ହେଲା ଅରବିନ୍ଦ କେଜ୍ରିୱାଲଙ୍କ ରାଲି
ଗୁଜରାଟ : ଗୁଜରାଟର ଚୋଟିଲାରେ ଆପ୍ ନେତା ଅରବିନ୍ଦ କେଜରିୱାଲଙ୍କ ରାଲି ବାତିଲ କରାଯାଇଛି । ଗୁଜରାଟରେ ପ୍ରବଳ ବର୍ଷା ଯୋଗୁଁ ଅନେକ ସ୍ଥାନରେ ପାଣି ଜମା ହୋଇଛି ଏବଂ ଟ୍ରାଫିକ ବ୍ୟବସ୍ଥା ମଧ୍ୟ ବହୁତ ପ୍ରଭାବିତ ହୋଇଛି । ତେଣୁ କାର୍ଯ୍ୟକ୍ରମକୁ ବାତିଲ କରିବାକୁ ପଡିଛି ।
ଗୁଜରାଟର!-->!-->!-->…
ତିହାର ଜେଲରେ ସାଂସଦ ରସିଦଙ୍କୁ କିନ୍ନର କଏଦୀଙ୍କ ଆକ୍ରମଣ
ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରର ବାରାମୁଲ୍ଲାର ଲୋକସଭା ସାଂସଦ ଇଞ୍ଜିନିୟର ରସିଦଙ୍କୁ ଦିଲ୍ଲୀର ତିହାର ଜେଲରେ କିନ୍ନର କଏଦୀମାନେ ଆକ୍ରମଣ କରିଛନ୍ତି । ସୂତ୍ର ଅନୁଯାୟୀ, ପ୍ରାୟ ଏକ ସପ୍ତାହ ପୂର୍ବରୁ ଏହି ଘଟଣା ଘଟିଥିଲା ଯେତେବେଳେ ରସିଦ ଏବଂ ଟ୍ରାନ୍ସଜେଣ୍ଡର କଏଦୀଙ୍କ ମଧ୍ୟରେ ଝଗଡ଼ା!-->…
ଟ୍ରମ୍ପଙ୍କ ବୟାନ ଉପରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା; କହିଲେ…. ‘ସବୁବେଳେ ବନ୍ଧୁ ରହିବି’
ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପଙ୍କ ବନ୍ଧୁତା ବୟାନ ପରେ ଏବେ ଏହାକୁ ନେଇ ନିଜର ମତ ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ଆମେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାବନା ଏବଂ ଆମ ସମ୍ପର୍କର ସକାରାତ୍ମକ ମୂଲ୍ୟାଙ୍କନକୁ ହୃଦୟର ସହିତ ପ୍ରଶଂସା କରୁଛୁ ଏବଂ ତାଙ୍କୁ!-->…
ବିବାଦ ଭିତରେ ନରମିଲା ଟ୍ରମ୍ପଙ୍କ ସ୍ୱର, ତୁଟିବ କି ଭାରତ-ଆମେରିକା ବିବାଦ?
ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱର ବଦଳିଛି। ଭାରତ ଉପରେ ଟାରିଫ ଲଗାଇବା ପରେ ସେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଜର ବନ୍ଧୁ ବୋଲି କହୁଛନ୍ତି। ସେ ଭାରତ-ଆମେରିକା ସମ୍ପର୍କର ପ୍ରଶଂସା ମଧ୍ୟ କରୁଛନ୍ତି। ଏହାର ଜବାବରେ ମୋଦୀ ଟ୍ରମ୍ପଙ୍କ!-->…
ଏଥର UNGAରେ ଯୋଗ ଦେବେନି ମୋଦୀ, ଭାରତକୁ ପ୍ରତିନିଧିତ୍ୱ କରିବେ ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କର
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥର ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର ୮୦ ତମ ଅଧିବେଶନର ଉଚ୍ଚସ୍ତରୀୟ ସାଧାରଣ ବିତର୍କରେ ଯୋଗଦେବେ ନାହିଁ। ଶୁକ୍ରବାର ପ୍ରକାଶିତ ସଂଶୋଧିତ ଅସ୍ଥାୟୀ ତାଲିକା ଅନୁଯାୟୀ, ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କର ଭାରତ ପକ୍ଷରୁ ସେପ୍ଟେମ୍ବର ୨୭!-->…
ମୁମ୍ବାଇରେ ଆତଙ୍କୀ ଆକ୍ରମଣ ବିଫଳ, ୪ କ୍ବିଣ୍ଟାଲ ଆରଡିଏକ୍ସ ସହ ଅଭିଯୁକ୍ତ ଗିରଫ
ମୁମ୍ବାଇ: ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣକୁ ନେଇ ଧମକ ଘଟଣା । ଗଣେଶ ଚତୁର୍ଥୀରେ ମୁମ୍ବାଇରେ ବୋମା ବିସ୍ଫୋରଣ ଧମକ ଦେଇଥିବା ଅଭିଯୁକ୍ତକୁ ନୋଏଡା ପୋଲିସ ଗିରଫ କରିଛି । ଅଭିଯୁକ୍ତ ହେଉଛି ୫୧ ବର୍ଷୀୟ ଅଶ୍ୱିନୀ କୁମାର । ସେ ବିହାର ପାଟଳିପୁତ୍ରର ବାସିନ୍ଦା । ଗତ ପାଞ୍ଚ ବର୍ଷ!-->…
ଚାରଧାମ ଯାତ୍ରାର ରେଜିଷ୍ଟ୍ରେସନ୍ ଆରମ୍ଭ, ଜାଣନ୍ତୁ କିପରି କରିବେ ପଞ୍ଜୀକରଣ
ଉତ୍ତରାଖଣ୍ଡ : ପାଗରେ ସୁଧାର ଆସିବା ପରେ ଉତ୍ତରାଖଣ୍ଡ ସରକାର ପୁଣି ଚାରଧାମ ଯାତ୍ରାର ରେଜିଷ୍ଟ୍ରେସନ୍ ଆରମ୍ଭ କରିଛନ୍ତି । ପ୍ରବଳ ବର୍ଷା ଯୋଗୁଁ ବନ୍ଦ ହୋଇଥିବା ଅନଲାଇନ ଏବଂ ଅଫଲାଇନ ପ୍ରକ୍ରିୟା ପୁଣି ଥରେ ଉପଲବ୍ଧ ହୋଇଛି । ଚାମୋଲି, ରୁଦ୍ରପ୍ରୟାଗ ଏବଂ ଉତ୍ତରକାଶୀର ଜିଲ୍ଲା!-->…
ଲାଲକିଲ୍ଲା ପରିସରରୁ ସୁନା, ହୀରା ଖଚିତ ୧ କୋଟିରୁ ଊର୍ଦ୍ଧ୍ବ ଟଙ୍କାର କଳସ ଚୋରି
ନୂଆଦିଲ୍ଲୀ : ଲାଲକିଲ୍ଲା ପରିସରରୁ ଏକ କୋଟି ଟଙ୍କାର କଳସ ଚୋରି ହୋଇଛି । ଲାଲକିଲ୍ଲା ପରିସରରେ ଏକ ଧାର୍ମିକ ଅନୁଷ୍ଠାନ ଚାଲିଥିବା ବେଳେ ସମସ୍ତେ ବ୍ୟସ୍ତ ଥିବା ବେଳେ ଏହି କଳସ ଚୋରି ହୋଇଥିବା ଜଣାପଡିଛି । ପୋଲିସ ଏହି ମାମଲାର ଯାଞ୍ଚ ଆରମ୍ଭ କରିଛି । ତେବେ ମାମଲାରେ ବିଏନଏସ ୨୦୨୩,!-->…
ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି, ଅଧାରୁ କୋଚି ଫେରିଲା ଆବୁଧାବି ଯାଉଥିବା ବିମାନ
କୋଚି : କେରଳର କୋଚି ବିମାନବନ୍ଦରୁ ଉଡ଼ାଣ ଭରିଥିବା ଇଣ୍ଡିଗୋ ବିମାନ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଝି ଆକାଶରୁ ଫେରିଆସିଛି । ବିମାନଟି କୋଚିରୁ ଆବୁଧାବିକୁ ଯାଉଥିଲା । ଉଡ଼ାଣ ଭରିବାର କିଛି ସମୟ ପରେ ତ୍ରୁଟି ଦେଖାଦେବାରୁ ବିମାନକୁ ଫେରାଇ ଆଣିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।!-->…