Browsing Category

ଦେଶ

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ, ଚରଣଜିତ୍ ସିଂ ଚନ୍ନି, ପ୍ରକାଶ ସିଂ ବାଦଲ ପରାଜିତ

ଚଣ୍ଡୀଗଡ଼- ପଞ୍ଜାବରେ ବହୁ ପୂର୍ବତନ ମୁଖ୍ୟମନ୍ତ୍ରୀ ହାରିଯାଇଛନ୍ତି । ଆମଆଦମୀ ପାର୍ଟି ପଞ୍ଜାବରେ ପ୍ରଚଣ୍ଡ ବିଜୟ ହାସଲ କରିଛି । ଅନେକ ପୂର୍ବତନ ମୁଖ୍ୟମନ୍ତ୍ରୀ ପରାଜୟ ବରଣ କରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ, କ୍ୟାପଟେନ୍‌ ଅମରିନ୍ଦର ସିଂ, ମୁଖ୍ୟମନ୍ତ୍ରୀ ଚରଣ…

ଉତ୍ତରାଖଣ୍ଡରେ ହାରିଲେ ମୁଖ୍ୟମନ୍ତ୍ରୀ, କିନ୍ତୁ ବିଜେପି ଜିତିଲା

ଡେରାଡୁନ: ଗୋଆ ପରେ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ରେଜଲ୍ଟ ସାମ୍ନାକୁ ଆସିଛି। ନିର୍ବାଚନ ଫଳାଫଳ ଅନୁଯାୟୀ ଉତ୍ତରାଖଣ୍ଡରେ ପୁଣି ସରକାର ଗଠନ କରିବା ପାଇଁ ବିଜେପି ଆବଶ୍ୟକ ମ୍ୟାଜିକ ନମ୍ବର ହାସଲ କରି ନେଇଛି। ଦଳ ଏଠାରେ ସରକାର ଗଠନ କରିବାକୁ ଯାଉଥିଲେ ହେଁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ…

ବିଜୟୀ ହେଲେ ଯୋଗୀ ଆଦିତ୍ୟନାଥ, ଉତ୍ତରପ୍ରେଦଶରେ ବିଜେପି ସରକାର ଦ୍ବିତୀୟବାର

ଲକ୍ଷ୍ନୌ: ଜିତିଲେ ଯୋଗୀ। ଉତ୍ତରପ୍ରଦେଶରେ ମୁଖ୍ୟ ବିରୋଧୀ ଦଳ ସମାଜବାଦୀ ପାର୍ଟିଠାରୁ ଏବେ ବହୁ ଆଗରେ ରହିଛି ବିଜେପି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲଢ଼ୁଥିବା ଗୋରାଖପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ ଗଣନା ଶେଷ ହୋଇଛି। ଏଠାରେ ବିପୁଳ ଭୋଟ‌ ପାଇ ବିଜୟୀ…

ଗୋଆରେ ବିଜେପି ଗଢିବ ସରକାର, ୨ ଏମଜିପି ବିଧାୟକ, ୩ ସ୍ବାଧୀନ ବିଧାୟକଙ୍କ ସମର୍ଥନ ଘୋଷଣା

ନୂଆଦିଲ୍ଲୀ : ଗୋଆରେ ବିଜେପି ସରକାର ଗଢିବା ନିଶ୍ଚିତ ହୋଇଯାଇଛି । ୪୦ ସଦସ୍ୟ ବିଶିଷ୍ଟ ଗୋଆ ବିଧାନସଭାରେ ସରକାର ଗଢିବାକୁ ୨୧ଟି ଆସନ ଆବଶ୍ୟକ । ବିଜେପି ୨୦ଟି ଆସନ ଜିଣି ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଛି । ମାତ୍ର ଦଳ ମ୍ୟାଜିକ ନମ୍ବରଠାରୁ ୧ ଆସନ ପଛରେ ରହିଯାଇଛି । ତେବେ ଦଳକୁ ୩ ଜଣ…

୪ ରାଜ୍ୟରେ ବିଜେପି ଆଗୁଆ, ପଞ୍ଜାବରେ AAP

ନୂଆଦିଲ୍ଲୀ: ଆଜି ସକାଳ ଆଠଟାରୁ ଆରମ୍ଭ ହୋଇଯାଇଛି ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ ଗଣତି ପ୍ରକ୍ରିୟା । କେଉଁ ରାଜ୍ୟରେ ରହିବ କାହାର ସତ୍ତା । ଏହା ମଧ୍ୟରେ କିଛି ରାଜ୍ୟରେ ଭୋଟ ବ୍ୟବଧାନ ଆଗ ପଛ ହେବାରେ ଲାଗିଛି । ସନ୍ଧ୍ୟା ୫ଟା ମଧ୍ୟରେ ନିର୍ଣ୍ଣାୟକ ଫଳାଫଳ ନଆସିବା ପର୍ଯ୍ୟନ୍ତ…

ସୁପର କିଙ୍ଗ୍‌ସ ଶିବିରରେ ଯୋଗ ଦେଲେ ଓଡ଼ିଆ ପୁଅ ଶୁଭ୍ରାଂଶ

ଭୁବନେଶ୍ୱର: ଓଡ଼ିଶା ରଣଜୀ ଦଳ ଅଧିନାୟକ ଶୁଭ୍ରାଂଶୁ ସେନାପତି ବୁଧବାର ଚେନ୍ନାଇ ସୁପର କିଙ୍ଗ୍‌ସ ଶିବିରରେ ଯୋଗ ଦେଇଛନ୍ତି। ସୁପର କିଙ୍ଗ୍‌ସ ପକ୍ଷରୁ ଅଫିସିଆଲ୍‌ ଟ୍ୱିଟର ପୃଷ୍ଠାରେ ଶୁଭ୍ରାଂଶୁଙ୍କ ଆଗମନର ଏକ ଫଟୋ ଛାଡ଼ି ଏବିଷୟ ସୂଚନା ଦିଆଯାଇଛି । ସୁରଟ ଠାରେ ସୁପର କିଙ୍ଗ୍‌ସ ଦଳର ଶିବିର…

ବଂଶଧାରା ମାମଲା: ସତ୍ୟପାଠ ଦାଖଲ ପାଇଁ ଓଡ଼ିଶାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଆନ୍ଧ୍ର ପ୍ରଦେଶର ଆପତ୍ତି ଯୋଗୁ ଆଜି ସୁପ୍ରିମକୋର୍ଟରେ ବଂଶଧାରା ଜଳବିବାଦ ମାମଲାର ଚୂଡ଼ାନ୍ତ ଶୁଣାଣି ଆରମ୍ଭ ହୋଇପାରିନାହିଁ। ଅପରପକ୍ଷେ, ଅତିରିକ୍ତ ନଥି ଦାଖଲ କରିବାରେ ବିଳମ୍ବ ପାଇଁ ଓଡ଼ିଶାକୁ ସୁପ୍ରିମକୋର୍ଟ ଗୋଟିଏ ସପ୍ତାହ ଭିତରେ ସତ୍ୟପାଠ ଦାଖଲ କରିବା ପାଇଁ ନିର୍ଦ୍ଦେଶ…

ଅଖିଳେଶଙ୍କ ଅଭିଯୋଗ ଉପରେ ବାରାଣାସୀ ଏଡିଏମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଭୋଟ ଗଣତି କେନ୍ଦ୍ରକୁ ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ) ପରିବହନ କରାଯାଉଛି ବୋଲି ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଅଭିଯୋଗ କରିବାର ଦିନକ ପରେ ବାରାଣାସୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ନିର୍ବାଚନ ଆୟୋଗ । ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗରେ ଏହି…

ବିନା ପ୍ରମାଣରେ ଜେଲରେ ୧୬ ଦିନ ବିତାଇସାରିଲିଣି; ମୋତେ ମୁକ୍ତ କରାଯାଉ: ବମ୍ବେ ହାଇକୋର୍ଟରେ ଆବେଦନ କଲେ ନଓ୍ଵାବ ମଲିକ

ମୁମ୍ବାଇ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗତ ମାସରେ ଗିରଫ ହୋଇଥିବା ମହାରାଷ୍ଟ୍ର କ୍ୟାବିନେଟ ମନ୍ତ୍ରୀ ନଓ୍ଵାବ ମଲିକ ବୁଧବାର ଦିନ ହେପାଜତରୁ ମୁକ୍ତ ହେବା ପାଇଁ ଏକ ମଧ୍ୟବର୍ତ୍ତୀକାଳୀନ ଆଦେଶ ପାରିତ କରିବାକୁ ନିବେଦନ କରି ବମ୍ବେ ହାଇକୋର୍ଟରେ ଏକ ଯାଚିକା ଆଗତ…

ପୁଣି ହିଜାବ ବିବାଦ: ହ୍ୱାଟ୍‌ସଆପ୍‌ ଗ୍ରୁପ୍‌ରେ ପାକିସ୍ତାନୀ ଷ୍ଟିକରକୁ ନେଇ ଉତ୍ତେଜନା

ଶିବମୋଗା: କିଛି ଦିନର ନୀରବତା ପରେ ପୁଣି ଥରେ ହିଜାବ ବିବାଦ ମୁଣ୍ଡ ଟେକିଛି। କର୍ଣ୍ଣାଟକର ଶିବମୋଗା କଲେଜ ଛାତ୍ରଙ୍କ ଏକ ହ୍ୱାଟ୍‌ସ୍‌ଆପ୍‌ ଗ୍ରୁପରେ ପାକିସ୍ତାନୀ ଷ୍ଟିକର ସେୟାରକୁ ନେଇ ଅପ୍ରୀତିକୀର ପରିସ୍ଥିତି ସୃଷ୍ଟି ହୋଇଛି। ପାକିସ୍ତାନୀ ଷ୍ଟିକରକୁ ବିରୋଧ କରି କଲେଜର କିଛି…