Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
୧୧ ଦେଶକୁ ବିମାନ ସେବା ମନା, ଆଡଭାଇଜରୀ ଜାରି କଲା DGCA
ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ DGCA ଭାରତୀୟ ଏୟାରଲାଇନ୍ସ ପାଇଁ ସୁରକ୍ଷା ଆଡଭାଇଜରୀ ଜାରି କରିଛି । ଏହା ମଧ୍ୟପ୍ରାଚ୍ୟ ଏବଂ ଉପସାଗର ଉପରେ ଆକାଶମାର୍ଗକୁ ନେଇ ବଢୁଥିବା ବିପଦ ନେଇ କଡ଼ା ଚେତାବନୀ ଲାଗୁ କରାଯାଇଛି । ବଢୁଥିବା ବିପଦ ଯୋଗୁଁ DGCA ୧୧ ଟି ଦେଶର!-->…
ମଝି ସମୁଦ୍ରରେ ଫସି ରହିଛନ୍ତି ଓଡ଼ିଆ ପୁଅ, ଉଦ୍ଧାର ପାଇଁ ନିବେଦନ
ନୂଆଦିଲ୍ଲୀ: ମଝି ସମୁଦ୍ରରେ ଫସି ରହିଛନ୍ତି ଓଡ଼ିଆ ପୁଅ । ଏଲପିଜି ଭର୍ତ୍ତି ଗ୍ୟାସ ଜାହାଜ ନେଇ ଫସିଛନ୍ତି ଓଡ଼ିଆ ନାବିକ ଅଶୋକ ଦୀକ୍ଷିତ । ସୁରକ୍ଷିତ ଉଦ୍ଧାର ନେଇ ସେ ଏକେ ଭିଡିଓ ମାଧ୍ୟମରେ ଆକୁଳ ନିବେଦନ କରିଛନ୍ତି । ସେ କାର୍ଯ୍ୟ କରୁଥିବା ଜାହଜଟି ଏବେ ଲାସ୍ ରାଫାନ ଏଲଏନଜି!-->…
୨୦ ପ୍ରତିଶତ ବିଶ୍ୱ ଗ୍ୟାସ୍ ଯୋଗାଣ ବନ୍ଦ କଲା ଇରାନ
ନୂଆଦିଲ୍ଲୀ: ପ୍ରତିଶୋଧ ନେଲା ଇରାନ। ୨୦ ପ୍ରତିଶତ ବିଶ୍ୱ ଗ୍ୟାସ୍ ଯୋଗାଣ ଠପ୍। ଉପସାଗରୀୟ ଦେଶଗୁଡ଼ିକ ଉପରେ ଭୟଙ୍କର ମିସାଇଲ ମାଡ଼ କରୁଛି ଇରାନ । ବିଶ୍ୱର ସବୁଠାରୁ ବଡ଼ ଗ୍ୟାସ୍ ପ୍ଲାଣ୍ଟରେ ନିଆଁ । କାତାର, ସାଉଦି ଏବଂ କୁଏତର ତୈଳ ଓ ଗ୍ୟାସ୍ ଭଣ୍ଡାରକୁ ଟାର୍ଗେଟ୍ କଲା ଇରାନ।!-->…
ଆଇଏଏସ ରବି ମିତ୍ତଲ ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଛତିଶଗଡ଼ କ୍ୟାଡରର ୨୦୧୬ ବ୍ୟାଚର ଆଇଏଏସ ଅଧିକାରୀ ଡକ୍ଟର ରବି ମିତ୍ତଲଙ୍କୁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛନ୍ତି। ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO)ରେ ଉପସଚିବ ଭାବରେ ନିଯୁକ୍ତି ଦିଆଯାଇଛି।ଡକ୍ଟର ରବି ମିତ୍ତଲ ଜଣେ ଅତ୍ୟନ୍ତ!-->…
ଆସାମ ବିଧାନସଭା ନିର୍ବାଚନ ପାଇଁ ବିଜେପିର ୮୮ ଜଣିଆ କମିଟି
ନୂଆଦିଲ୍ଲୀ: ଏପ୍ରିଲ ୯ ତାରିଖରେ ହେବାକୁ ଥିବା ଆସାମ ବିଧାନସଭା ନିର୍ବାଚନ ୨୦୨୬ ପାଇଁ ବିଜେପି ପକ୍ଷରୁ ୮୮ ଜଣ ପ୍ରାର୍ଥୀଙ୍କ ପ୍ରାରମ୍ଭିକ ତାଲିକା ଘୋଷଣା କରିଛି। ପ୍ରାର୍ଥୀ ଘୋଷଣା କଲା କେନ୍ଦ୍ରୀୟ ନିର୍ବାଚନ କମିଟି। ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ଵ ଶର୍ମା ଜାଲୁକବାରିରୁ କ୍ଷେତ୍ରରୁ !-->…
ପ୍ରତି ମାସରେ ଫେସବୁକ୍ ବ୍ୟବହାରକାରୀଙ୍କୁ ମିଳିବ ୨,୭୮,୦୦୦ ଟଙ୍କା !
ନୂଆଦିଲ୍ଲୀ : ଯଦି ଆପଣ ଜଣେ କଣ୍ଟେଣ୍ଟ କ୍ରିଏଟର । ଏବଂ ସୋସିଆଲ ମିଡିଆରେ ଅଧିକ ରୋଜଗାର କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଫେସବୁକ୍ କ୍ରିଏଟର ଫାଷ୍ଟ ଟ୍ରାକ୍ ନାମକ ଏକ ନୂଆ ପ୍ରୋଗ୍ରାମ୍ ଲଞ୍ଚ ହୋଇଛି। ଯାହା କ୍ରିଏଟରମାନଙ୍କୁ ଦ୍ରୁତ ଗତିରେ!-->…
ଏଲପିଜି ଗ୍ୟାସ୍ ବୁକିଂ ନାଁରେ ଠକେଇ, ଗୋଟିଏ କ୍ଲିକ୍ରେ ଆକାଉଣ୍ଟ ଖାଲି
ନୂଆଦିଲ୍ଲୀ: ସାଇବର ଠକେଇ ନାଁରେ ଏକ ବଡ ଠକେଇ ସାମ୍ନାକୁ ଆସିଛି। ଡିଜିଟାଲ ଯୁଗରେ ସାଇବର ଠକେଇ ପଦ୍ଧତି ଏବେ ଆପଣଙ୍କ ରୋଷେଇ ଘରେ ପହଞ୍ଚିଛି। କେରଳ ପୁଲିସ୍ ଏଲପିଜି ଗ୍ୟାସ୍ ବୁକିଂ ନାଁରେ ଏକ ସାଂଘାତିକ ଠକେଇ ସମ୍ପର୍କରେ ଦେଶବ୍ୟାପୀ ସତର୍କତା ଜାରି କରିଛି। ଏହି ଠକେଇ ସେମାନେ ଅତ୍ୟନ୍ତ!-->…
ରାମଲୀଲା ମୈଦାନରେ ଚାଷୀଙ୍କ ରଣହୁଙ୍କାର
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଐତିହାସିକ ରାମଲୀଳା ମୈଦାନରେ ପୁଣିଥରେ ଚାଷୀଙ୍କ ରଣହୁଙ୍କାର ଦେଖିବାକୁ ମିଳିବ। ଆଜି ଏଠାରେ ଅନୁଷ୍ଠିତ ହେବାକୁ ଥିବା ‘କିଷାନ ପଞ୍ଚାୟତ’ ପାଇଁ ଦେଶବ୍ୟାପୀ ବହୁ ସଂଖ୍ୟକ ଚାଷୀ ଏକତ୍ରିତ ହେବାର ଆଶା କରାଯାଉଛି। ଏହି ବିଶାଳ ସମାବେଶକୁ ଦୃଷ୍ଟିରେ ରଖି!-->…
ଏଟିଏମରୁ ଟଙ୍କା କଟିବା ପଡିଲା ମହଙ୍ଗା, ୧୦ ହଜାର ପାଇଁ ବ୍ୟାଙ୍କ ଦେଲା ୩ ଲକ୍ଷ ଟଙ୍କା କ୍ଷତିପୂରଣ
ସୁରଟ : ଏଟିଏମରୁ ଟଙ୍କା କଟିବା ବ୍ୟାଙ୍କକୁ ପଡିଲା ମହଙ୍ଗା । ୧୦ ହଜାର ଟଙ୍କା ଉଠାଇବାକୁ ଯାଇ ଗ୍ରାହକ ପାଇଲେ ୩ ଲକ୍ଷ ଟଙ୍କା । ୨୦୧୭, ଫେବୃୟାରୀ ୧୮ ତାରିଖରେ ସୁରଟର ଜଣେ ଗ୍ରାହକ ୧୦ ହଜାର ଟଙ୍କା ଉଠାଇବାକୁ ଏଟିଏମକୁ ଯାଇଥିଲେ । ହେଲେ ମେସିନରୁ ଟଙ୍କା ବାହାରି!-->…
କାତାର ଗ୍ୟାସ୍ ପ୍ଲାଣ୍ଟ ଉପରେ ଇରାନର ମିସାଇଲ୍ ମାଡ଼
ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟ ଯୁଦ୍ଧ ସମଗ୍ର ବିଶ୍ବକୁ ପ୍ରଭାବିତ କରୁଛି । ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଜାରି ହୋଇଥିବା ଯୁଦ୍ଧର ପ୍ରଭାବ ଭାରତ ଉପରେ ମଧ୍ୟ ପଡୁଛି । ଭାରତ ଶକ୍ତି ଉପରେ ନିର୍ଭର କରୁଥିବା ଉର୍ଜା ଦେଶ ଉପରେ ଆଟାକ ହୋଇଛି । କାତାରରେ ଜଳୁଛି ଗ୍ୟାସ୍ ପ୍ଲାଣ୍ଟ ।!-->…