Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଭାରତ-ୱେଷ୍ଟଇଣ୍ଡିଜ୍ ଟେଷ୍ଟ ସିରିଜ୍: ପ୍ରଥମ ଟେଷ୍ଟ ଜିତିଲା ଭାରତ
ଅହମ୍ମଦାବାଦ: ଅହମ୍ମଦାବାଦରେ ଖେଳାଯାଇଥିବା ଭାରତ ୱେଷ୍ଟଇଣ୍ଡିଜ୍ ଦୁଇ ଟିକିଆ ମ୍ୟାଚରେ ପ୍ରଥମ ଟେଷ୍ଟ ଜିତିଲା ଭରତ । ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜ୍ କୁ ୧୬୨ରନରେ ଅଲଆଉଟ୍ କରିଛି । ୱେଷ୍ଟଇଣ୍ଡିଜ୍ କୁ ଇସିଂସ ଓ ୧୪୦ ରନରେ ହରାଇଲା ଭାରତୀ ଟିମ୍ । ଦ୍ୱିତୀୟ ଇନିଂସରେ ୱେଷ୍ଟଇଣ୍ଡିଜ୍!-->…
ପଞ୍ଜାବରୁ ରାଜ୍ୟସଭା ଯିବେ ନାହିଁ କେଜ୍ରିୱାଲ!
ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲ ପଞ୍ଜାବରୁ ରାଜ୍ୟସଭା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ଟ୍ରାଇଡେଣ୍ଟ ଗ୍ରୁପର ମାଲିକ ତଥା ବ୍ୟବସାୟୀ ରାଜେନ୍ଦ୍ର ଗୁପ୍ତା ରାଜ୍ୟସଭା ପାଇଁ ଆମ ଆଦମୀ ପାର୍ଟିର ପ୍ରାର୍ଥୀ ହେବେ। ଆମ ଆଦମୀ ପାର୍ଟି ସରକାର ଗୁପ୍ତାଙ୍କୁ ୨୦୨୨ରେ ପଞ୍ଜାବ ଯୋଜନା!-->…
କୋଚିଂ ସେଣ୍ଟରରେ ବିସ୍ଫୋରଣ: ୨ ଛାତ୍ର ମୃତ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଫାରୁଖାବାଦରେ ଏକ ବଡ଼ ବିସ୍ଫୋରଣ ଘଟିଛି। ଏକ କୋଚିଂ ସେଣ୍ଟରରେ କ୍ଲାସ ଚାଲିଥିବା ସମୟରେ ବିସ୍ଫୋରଣ ଘଟି ଦୁଇ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି, ଯେତେବେଳେ ଜଣେ ଛାତ୍ରୀଙ୍କ ସମେତ ଅନ୍ୟ ପାଞ୍ଚ ଜଣ ଗୁରୁତର ଆହତ ହୋଇଛନ୍ତି। ବିସ୍ଫୋରଣର ଶବ୍ଦ ଆଖପାଖ ଅଞ୍ଚଳରେ ଆତଙ୍କ!-->…
ନକ୍ସଲବାଦୀଙ୍କୁ ଅସ୍ତ୍ରଶସ୍ତ୍ର ତ୍ୟାଗ କରିବାକୁ ପଡ଼ିବ: ଶାହ
ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶନିବାର ଛତିଶଗଡ଼ ଗସ୍ତ କରିଥିଲେ। ବସ୍ତରରେ, ସେ ମା' ଦନ୍ତେଶ୍ୱରୀ ମନ୍ଦିର ପରିଦର୍ଶନ କରିଥିଲେ। ତା'ପରେ ସେ ବସ୍ତର ଜିଲ୍ଲାର ମୁଖ୍ୟାଳୟ ଜଗଦଲପୁରରେ ବସ୍ତର ଦଶହରା ଲୋକ ମହୋତ୍ସବ ଏବଂ ସ୍ୱଦେଶୀ ମେଳାକୁ ସମ୍ବୋଧିତ କରିଥିଲେ, ଯେଉଁଠାରେ ସେ!-->…
ସୁପ୍ରିମକୋର୍ଟରେ ଓଡ଼ିଶା ସରକାରଙ୍କ ମାମଲା ପରିଚାଳନା: ପ୍ୟାନେଲରେ ୧୮ ଓଡ଼ିଆ ଆଇନଜୀବୀ
ନୂଆଦିଲ୍ଲୀ: ସର୍ବୋଚ୍ଚ ନ୍ୟାୟାଳୟରେ ଓଡ଼ିଶା ସରକାରଙ୍କ ମାମଲା ପରିଚାଳନା ପାଇଁ ୬୯ ଜଣ ଆଇନଜୀବୀ ପ୍ୟାନେଲଭୁକ୍ତ ହୋଇଛନ୍ତି । ଏଥିରେ ୧୮ ଓଡ଼ିଆ ଆଇନଜୀବୀ ଅଛନ୍ତି । ରାଜ୍ୟରେ ମୋହନ ଚରଣ ମାଝୀ ସରକାର ଗଠନର ୧୬ ମାସ ପରେ ସର୍ବୋଚ୍ଚ ନ୍ୟାୟାଳୟରେ ଓଡ଼ିଶା ସରକାରଙ୍କ ଆଇନଜୀବୀ ପ୍ୟାନେଲ!-->…
ବିହାର ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉପହାର, ୨ଟି ନୂଆ ଯୋଜନାର କଲେ ଶୁଭାରମ୍ଭ
ବିହାର : ବିହାର ଯୁବକ ଓ ଛାତ୍ରମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡ଼ ଉପହାର ଦେଇଛନ୍ତି । ନୂଆଦିଲ୍ଲୀର ବିଜ୍ଞାନ ଭବନରେ ପ୍ରଧାନମନ୍ତ୍ରୀ ଏହି ଦୁଇ ଯୋଜନାର ଶୁଭାରମ୍ଭ କରିଛନ୍ତି । ନୂଆ ମୁଖ୍ୟମନ୍ତ୍ରୀ ନିଶ୍ଚୟ ସ୍ବଂୟ ସହାୟତା ଭତ୍ତା ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହା!-->…
ଶିଶୁଙ୍କ ଜୀବନ ଯିବା ପରେ ମଧ୍ୟପ୍ରଦେଶରେ କଫ ସିରପ ବିକ୍ରି ବ୍ୟାନ୍ କଲେ ମୁଖ୍ୟମନ୍ତ୍ରୀ
ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶରେ ୯ ଜଣ ଶିଶୁଙ୍କ ଜୀବନ ଯିବା ପରେ କଫ୍ ସିରପକୁ ବ୍ୟାନ କରିଛନ୍ତି ସରକାର । ମୁଖ୍ୟମନ୍ତ୍ରୀ ମୋହନ ଯାଦବ କଡ଼ା କାର୍ଯ୍ୟାନୁଷ୍ଠାନ କରି କଫ୍ ସିରପକୁ ସମଗ୍ର ରାଜ୍ୟରେ ବ୍ୟାନ୍ କରିଛନ୍ତି । ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରି ସୂଚନା!-->…
ବିଶ୍ଵ ମାନଚିତ୍ରରୁ ହଜିଯିବ ପାକିସ୍ତାନର ଚିହ୍ନବର୍ଣ୍ଣ : ସେନାମୁଖ୍ୟ
ନୂଆଦିଲ୍ଲୀ: ଅପରେସନ ସିନ୍ଦୂରରେ ଭାରତଠୁ ପରାଜିତ ହେବା ପରେ ବି ପାକିସ୍ତାନ ନିଜ ହରକତ ଛାଡ଼ିପାରୁନି। ଏବେ ଭାରତ ତରଫରୁ କଡ଼ା ଚେତାବନୀ ଦିଆଯାଇଛି। ଆତଙ୍କବାଦୀଙ୍କୁ ପାଳିପୋଷି ବଡ଼ କରୁଥିବା ପାକିସ୍ତାନକୁ ସେନା ମୁଖ୍ୟ ଉପେନ୍ଦ୍ର ଦ୍ଵିବେଦୀ ଚେତାଇ କହିଛନ୍ତି, ଯଦି ପାକିସ୍ତାନ ନିଜ!-->…
୧୦ରୁ ୧୨ ପାକିସ୍ତାନୀ ଯୁଦ୍ଧ ବିମାନ ନଷ୍ଟ କରିଛି ଭାରତ : ବାୟୁସେନା ମୁଖ୍ୟ
ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ସମୟରେ ଭାରତ ଏହାର ଦକ୍ଷତା ଏବଂ ଶକ୍ତି ପ୍ରଦର୍ଶନ କରିଛି। ଭାରତୀୟ ବାୟୁସେନା(ଆଇଏଏଫ) ଶତ୍ରୁ ରାଷ୍ଟ୍ରର ୩୦୦ କିଲୋମିଟର ଭିତର ଅଞ୍ଚଳରେ ପ୍ରବେଶ କରି ଆକ୍ରମଣ କରିଛି। ଏହି ସମୟରେ ୧୦ରୁ ୧୨ ପାକିସ୍ତାନୀ ଯୁଦ୍ଧ ବିମାନକୁ ଭାରତ ନଷ୍ଟ କରିଛି ବୋଲି!-->…
କଫ୍ ସିରପ୍ ପିଇ ୧୨ପିଲାଙ୍କ ମୃତ୍ୟୁ
ମଧ୍ୟପ୍ରଦେଶ: ଥଣ୍ଡା କାଶ ପାଇଁ ଖାଉଥିବା ଔଷଧ ଜୀବନ ପ୍ରତି ବିପଦପୂର୍ଣ୍ଣ ହୋଇପାରେ । ଏପରି ଜଣାପଡିଛି ମଧ୍ୟପ୍ରଦେଶର ଛିନ୍ଦୱାଡା ଜିଲାରେ । କଫ ସିରପ୍ ଖାଇବା ପରେ ଆଉ ତିନି ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି । ଗତ ୨୦ଦିନରେ ମୃତ୍ୟୁ ସଂଖ୍ୟା ୧୧ରେ ପହଞ୍ଚିଲାଣି । ଯାହାକି ଏକ ଚିନ୍ତାର ବିଷୟ!-->…