Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ସବୁ ବିମାନର ଇନ୍ଧନ ସ୍ବିଚ୍ ଯାଞ୍ଚ ହେବ : ଡିଜିସିଏ
ନୂଆଦିଲ୍ଲୀ : ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (ଏଏଆଇବି)ର ତଦନ୍ତ ରିପୋର୍ଟ ପରେ, ଭାରତର ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଡିଜିସିଏ କହିଛନ୍ତି ଯେ ଦେଶରେ ଚାଲୁଥିବା ସମସ୍ତ ବିମାନଗୁଡ଼ିକର ଯାଞ୍ଚ ବାଧ୍ୟତାମୂଳକ ହେବ। ବିଶେଷକରି ବିମାନର!-->…
ରାଧିକାଙ୍କ ମୃତ୍ୟୁପରେ ଲଭ୍ ଜିହାଦକୁ ନେଇ ପ୍ରିୟ ସାଙ୍ଗଙ୍କ ପ୍ରତିକ୍ରିୟା
ନୂଆଦିଲ୍ଲୀ: ଟେନିସ୍ ଖେଳାଳି ରାଧିକା ଯାଦବଙ୍କୁ ତାଙ୍କ ବାପା ଦୀପକ ଯାଦବ ଗୁରୁଗ୍ରାମରେ ଘର ଭିତରେ ଗୁଳି କରି ହତ୍ୟା କରିଥିଲେ। ଏହି ହତ୍ୟା ଘଟଣା ପରେ ଦୀପକଙ୍କୁ ପୁଲିସ ଗିରଫ କରିଥିଲା। କୋର୍ଟ ଦୀପକଙ୍କୁ ୧୪ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି।ରାଧିକା ଯାଦବଙ୍କ ସବୁଠାରୁ ଭଲ!-->…
RPFର ପ୍ରଥମ ମହିଳା ମହାନିର୍ଦ୍ଦେଶକ ନିଯୁକ୍ତ
ନୂଆଦିଲ୍ଲୀ: ରେଲଓ୍ବେ ସୁରକ୍ଷା ବଳ (RPF)ର ପ୍ରଥମ ମହିଳା ମହାନିର୍ଦ୍ଦେଶକ ହେଲେ ବରିଷ୍ଠ ଆଇପିଏସ ଅଧିକାରୀ ସୋନାଲି ମିଶ୍ରା । କ୍ୟାବିନେଟ ନିଯୁକ୍ତି କମିଟି ତାଙ୍କ ନିଯୁକ୍ତିକୁ ମଞ୍ଜୁରୀ ଦେଇଛି। ୨୦୨୬ ଅକ୍ଟୋବର ୩୧ରେ ନିଜର ଅବସର ପର୍ଯ୍ୟନ୍ତ ସେ ଆରପିଏଫ୍ ଡିଜି ପଦରେ ରହିବେ। ସୋନାଲି!-->…
ଅହମଦାବାଦ ବିମାନ ଦୁର୍ଘଟଣା : ରିପୋର୍ଟକୁ ନେଇ ପାଇଲଟ ସଂଘ କ୍ଷୁବ୍ଧ, କେମିତି ଲିକ୍ ହେଲା ରିପୋର୍ଟ
ନୂଆଦିଲ୍ଲୀ : ବିଶ୍ବକୁ ସ୍ତବ୍ଧ କରି ଦେଇଥିବା ଅହମଦାବାଦ ବିମାନ ଦୁର୍ଘଟଣା (ଜୁନ୍ ୧୨) ର ପ୍ରାରମ୍ଭିକ ତଦନ୍ତ ରିପୋର୍ଟକୁ ଶନିବାର ସାର୍ବଜନୀନ କରାଯାଇଛି। ୧୫ ପୃଷ୍ଠାର ଏହି ରିପୋର୍ଟରେ ବିମାନର ଇନ୍ଧନ ସ୍ବିଚ୍ ବନ୍ଦ ହେବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିଲା ବୋଲି କୁହାଯାଇଛି। ରିପୋର୍ଟରେ!-->…
ଆରପାରିରେ ଲୋକପ୍ରିୟ ଅଭିନେତା କୋଟା ଶ୍ରୀନିବାସ ରାଓ
ଆଉ ନାହାନ୍ତି ଲୋକପ୍ରିୟ ଦକ୍ଷିଣ ଭାରତୀୟ ଅଭିନେତା ତଥା ପୂର୍ବତନ ବିଜେପି ବିଧାୟକ କୋଟା ଶ୍ରୀନିବାସ ରାଓ। ରବିବାର ହାଇଦ୍ରାବାଦର ଜୁବଲୀ ହିଲ୍ସସ୍ଥିତ ତାଙ୍କ ବାସଭବନରେ ୮୩ ବର୍ଷ ବୟସରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ କୋଟା!-->…
ଜୁଲାଇ ୧୫ରେ ମହାକାଶରୁ ଫେରିବେ ଶୁଭାଂଶୁ
ନୂଆଦିଲ୍ଲୀ: ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲାଙ୍କ ୧୪ ଦିନିଆ ମହାକାଶ ମିସନ ଶେଷ ହୋଇଛି । ସେ ଆସନ୍ତା ମଙ୍ଗଳବାରଦିନ ଅର୍ଥାତ୍ ଜୁଲାଇ ୧୫ରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରୁ ଭୂପୃଷ୍ଠ ପ୍ରତ୍ୟାବର୍ତ୍ତନ କରିବେ ।
କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ରବିବାର ଆକ୍ସିଅମ୍-୪!-->!-->!-->…
ମିଆଁମାରରେ ଭାରତୀୟ ସେନାର ସର୍ଜିକାଲ ଷ୍ଟ୍ରାଇକ୍ !
ନୂଆଦିଲ୍ଲୀ : ପଡ଼ୋଶୀ ଦେଶ ମିଆଁମାରରେ ଥିବା ଉଲଫା ବିଦ୍ରୋହୀଙ୍କ ଶିବିର ଉପରେ ଭାରତୀୟ ସେନା ଏକ ସର୍ଜିକାଲ ଷ୍ଟ୍ରାଇକ କରିଛି ବୋଲି ନିଜେ ଉଲଫା ଦାବି କରିଛି । ତେବେ ଭାରତୀୟ ସେନା ଏହି ଖବରକୁ ଏପର୍ଯ୍ୟନ୍ତ ନିଶ୍ଚିତ କରିନାହିଁ ।
ସୂଚନା ଅନୁସାନେ ଭାରତର ବିଚ୍ଛିନ୍ନତାବାଦୀ ସଂଗଠନ!-->!-->!-->…
ଏଫଏମ ଛାତ୍ରୀ ଆତ୍ମାହୁତୀ ଘଟଣା: ବିଜେପି ଉପରେ ବର୍ଷିଲା ଟିଏମସି, ‘ଭିନ୍ନ ଦିନ, ଭିନ୍ନ ପୀଡିତା-ସ୍ଥିତି ସମାନ’
ନୂଆଦିଲ୍ଲୀ/ଭୁବନେଶ୍ବର: ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ନିଜକୁ ନିଆଁ ଲଗାଇ ଦେବା ଘଟଣାରେ ଏବେ ବିରୋଧୀ ସରକାରଙ୍କୁ ଘେରିଥିବା ବେଳେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ (ଟିଏମସି) ବିଜେପି ସରକାରଙ୍କ ଉପରେ କଠୋର ଆକ୍ରମଣ ଆରମ୍ଭ କରିଛି । ଏନେଇ ନିଜ ଅଫିସିଆଲ ଏକ୍ସ!-->…
ଭାରତକୁ ଝଟକା ଦେଲା ବ୍ରାଜିଲ
ନୂଆଦିଲ୍ଲୀ: ଭାରତର ସ୍ୱଦେଶୀ ପ୍ରତିରକ୍ଷା କ୍ଷେତ୍ର ପାଇଁ ଏକ ବଡ଼ ଝଟକା ଆସିଛି। ପ୍ରକୃତରେ, ବ୍ରାଜିଲ ଭାରତର ଆକାଶ କ୍ଷେପଣାସ୍ତ୍ର ପ୍ରଣାଳୀ କିଣିବା ପାଇଁ ଆଲୋଚନା ବନ୍ଦ କରିଦେଇଛି। ରିପୋର୍ଟ ଅନୁଯାୟୀ, ବ୍ରାଜିଲ ଏହି ପଦକ୍ଷେପ ପଛରେ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ଷମ ପାରାମିଟରରେ!-->…
୪ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଚାରି ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କରିଛନ୍ତି । ଏଥିରେ ପୂର୍ବତନ କୂଟନୀତିଜ୍ଞ ହର୍ଷ ଶ୍ରୀଙ୍ଗଲା, ବରିଷ୍ଠ ଓକିଲ ଉଜ୍ଜ୍ୱଳ ନିକମ, ଐତିହାସିକ ମୀନାକ୍ଷୀ ଜୈନ ଏବଂ ସମାଜସେବୀ ସଦାନନ୍ଦନ ମାଷ୍ଟର ପ୍ରମୁଖ ରହିଛନ୍ତି |ଉଲ୍ଲେଖ!-->…