Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଘାଟିକୁ ଖସିଲା ବସ୍, ୩ ମୃତ ଓ ଅନେକ ଆହତ
ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡର ଡେରାଡୁନ୍ ଜିଲ୍ଲାର କାଳସୀ ଅଞ୍ଚଳର ହିମାଚଳ ପ୍ରଦେଶର ଏକ ଯାତ୍ରବାହୀ ବସଟି ଗଭୀର ଘାଟିରେ ଘସି ପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୩ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ମୃତ୍ୟୁସଂଖ୍ୟା ଆଗକୁ ବଢିପାରେ ବୋଲି!-->…
ଟ୍ରେକିଂ ବେଳେ ଚାଲିଗଲା ଆଇନ ଛାତ୍ରୀଙ୍କ ଜୀବନ, ୩୯୦ ଫୁଟ୍ ଘାଟିରୁ ମିଳିଲା ମୃତଦେହ
ମହାରାଷ୍ଟ୍ର : ମହାରାଷ୍ଟ୍ରର ଲୋନାୱାଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଲୋନାୱାଲାରେ ନବୀ ମୁମ୍ବାଇର ୧୯ ବର୍ଷୀୟ ଲ ଛାତ୍ରୀଙ୍କର ମୃତ୍ୟୁ ଘଟିଛି । ଟ୍ରେକିଂ ସମୟରେ ଏପରି ଘଟଣା ଘଟିଥିବା ଜଣାପଡିଛି । ମୃତକ ଶ୍ରେୟା ପତି ବୋଲି ଚିହ୍ନଟ କରାଯାଇଛି ।
ସୂଚନାନୁଯାୟୀ, ଏହି!-->!-->!-->…
୨୫ ପ୍ରତିଶତରୁ ୧୮ ପ୍ରତିଶତକୁ ଟାରିଫ ହ୍ରାସ କଲେ ଡୋନାଲ୍ଡ ଟ୍ରମ୍ପ
ନୂଆଦିଲ୍ଲୀ: ଟାରିଫ ହ୍ରାସ କଲା ଆମେରିକା । ୨୫ ପ୍ରତିଶତରୁ ୧୮ ପ୍ରତିଶତକୁ ହ୍ରାସ କଲେ ଡୋନାଲ୍ଡ ଟ୍ରମ୍ପ । ଆଗକୁ ପୂରା ୨୫ ପ୍ରତିଶତ ହ୍ରାସ ହେବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥାବାର୍ତ୍ତା ପରେ ଟାରିଫ ହ୍ରାସ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି । ଟ୍ରୁଥ ସୋସିଆଲ!-->…
ଆମେରିକା ସହ କୂଟନୈତିକ ସମ୍ପର୍କ ଯାଞ୍ଚ କଲା ଇରାନ
ଦୁବାଇ: ଆମେରିକା ସହ ତିକ୍ତତା ଦୂର କରିବା ପାଇଁ ବିଭିନ୍ନ କୂଟନୈତିକ ପ୍ରକ୍ରିୟାର ସବିଶେଷ ତଥ୍ୟ ଇରାନ ଯାଞ୍ଚ କରୁଛି ବୋଲି ସୋମବାର ଏହାର ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ଇସ୍ମାଇଲ୍ ବାଘେଇ କହିଛନ୍ତି।
ଇରାନ ନିକଟରେ ଆମେରିକାର ନୌସେନା ଦ୍ୱାରା ସାମରିକ ପଇଁତରା ମଧ୍ୟରେ ଆମେରିକାର!-->!-->!-->…
ସିନ୍ଧୁ ଜଳ ଚୁକ୍ତିକୁ ନେଇ ପାକିସ୍ତାନର ସବୁ ଚାଲ୍ ବିଫଳ
ନୂଆଦିଲ୍ଲୀ: ସିନ୍ଧୁ ଜଳ ଚୁକ୍ତିକୁ ନେଇ ପାକିସ୍ତାନର ଗୋଟିଏ ପରେ ଗୋଟିଏ ଚାଲ୍ ବିଫଳ ହେବାରେ ଲାଗିଛି। ଅନ୍ୟପକ୍ଷରେ ଏହି ପ୍ରସଙ୍ଗରେ ଭାରତ ପୁଣି ଥରେ ନିଜ ସ୍ଥିତି ସ୍ପଷ୍ଟ କରିଦେଇଛି। ସିନ୍ଧୁ ଜଳ ଚୁକ୍ତି ସହ ଜଡିତ ଅନ୍ତର୍ଜାତୀୟ ନ୍ୟାୟିକ ଅଦାଲତର ଆଦେଶକୁ ଭାରତ ସ୍ପଷ୍ଟ ଭାବରେ ଗ୍ରହଣ!-->…
ଏୟାର ଇଣ୍ଡିଆ ଡ୍ରିମଲାଇନର ବିମାନରେ ଯାନ୍ତ୍ରିକ ତ୍ରୁଟି : ଉଡ଼ାଣ ବାତିଲ
ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଡ୍ରିମ୍ଲାଇନର ବିମାନରେ ଗୁରୁତର ଯାନ୍ତ୍ରିକ ତ୍ରୁଟି ଏବଂ ଇନ୍ଧନ ନିୟନ୍ତ୍ରଣରେ ଗୁରୁତର ସମସ୍ୟା ଦେଖାଦେବା ପରେ ଏହାକୁ ଲଣ୍ଡନର ହିଥ୍ରୋ ବିମାନବନ୍ଦରରେ ଅଟକାଇ ଦିଆଯାଇଛି। ଆଜି ଲଣ୍ଡନରୁ ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରିବାକୁ ଥିବା ବିମାନ ଏଆଇ ୧୩୨ ର ଇଞ୍ଜିନ!-->…
ଆଜି ବି ଖସିଲା ସୁନା, ରୁପା ଦର…
ନୂଆଦିଲ୍ଲୀ : ଲଗାତାର ୪ ଦିନ ହେଲାଣି ଖସୁଛି ସୁନା ଏବଂ ରୁପା ଦର। ଆଜି ବି ସୁନା ଦରରେ ହ୍ରାସ ହୋଇଛି। ୨୪ କ୍ୟାରେଟ୍ ର ସୁନା ଦର ୯ ହଜାର ୫୦ ଟଙ୍କା ତଳକୁ ଖସିଛି। ବର୍ତ୍ତମାନ୍ ୧୦ ଗ୍ରାମ୍ ପିଛା ୨୪ କ୍ୟାରେଟ୍ ସୁନା ଦର ହ୍ରାସ ପାଇ ୧ ଲକ୍ଷ ୫୧ ହଜାର ୫୩୦ ଟଙ୍କା ରହିଛି। ସେହିପରି ୨୨!-->…
ଜମ୍ମୁ କାଶ୍ମୀର ବାରମୁଲ୍ଲାରେ ଭୂକମ୍ପ
ଶ୍ରୀନଗର: ଜମ୍ମୁ କାଶ୍ମୀରରେ ବଡ ଧରଣର ଭୂକମ୍ପ ଝଟକା ଅନୁଭୂତ ହୋଇଛି। ସୋମବାର ସକାଳ ୫ଟା ୩୫ ସମୟରେ ଜମ୍ମୁ ଏବଂ କାଶ୍ମୀରର ବାରମୁଲ୍ଲା ଜିଲ୍ଲାରେ ୪.୬ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳ ବାରାମୁଲ୍ଲାରେ ଅବସ୍ଥିତ। ଏବଂ ଉପତ୍ୟକାରେ ଏହାର ଅବସ୍ଥିତି ଯୋଗୁଁ!-->…
ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ଯୋଗୀ ସରକାରଙ୍କ କାର୍ଯ୍ୟାନୁଷ୍ଠାନ, ୬୮ ହଜାର କର୍ମଚାରୀଙ୍କୁ ମିଳିବନି ଦରମା
ଲକ୍ଷ୍ନୌ : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ସମ୍ପତ୍ତି ବିବରଣୀ ପ୍ରଦାନ କରିବାରେ ବିଫଳ ଯୋଗୁଁ ରାଜ୍ୟ ସରକାର ୬୮,୨୩୬ ସରକାରୀ କର୍ମଚାରୀଙ୍କ ଦରମା ବନ୍ଦ କରିଦେଇଛନ୍ତି ।
ଉତ୍ତରପ୍ରଦେଶର!-->!-->!-->…
୯୦ ବର୍ଷ ବୟସରେ ଦଲାଇ ଲାମାଙ୍କୁ ଗ୍ରାମୀ ଆୱାର୍ଡ
ନୂଆଦିଲ୍ଲୀ: ଗ୍ରାମୀ ଆୱାର୍ଡ ଜିତିଲେ ଦଲାଇ ଲାମା । ୯୦ ବର୍ଷ ବୟସରେ ମ୍ୟୁଜିକର ସବୁଠୁ ବଡ଼ ଆୱାର୍ଡ ଜିତିଛନ୍ତି ତିଦ୍ଦତୀୟ ଧର୍ମଗୁରୁ ଦଲାଇ ଲାମା । ତାଙ୍କର ଆଲବମ୍ ମେଡିଟେସନ୍- ଦ ରିଫ୍ଲେକ୍ସନ ଅଫ୍ ହିଜ୍ ହଲିନେସ୍ ଦ ଦଲାଇ ଲାମା ପାଇଁ ଏହି ଆୱାର୍ଡ ପାଇଛନ୍ତି । ଏହି ଆଲବମ୍ ସ୍ପୋକେନ୍!-->…