Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ବିମାନରେ ପାୱାର ବ୍ୟାଙ୍କ ନେବା ମନା, ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟର ନିର୍ଦ୍ଦେଶନାମା ଜାରି
ନୂଆଦିଲ୍ଲୀ:ବିମାନରେ ପାୱାର ବ୍ୟାଙ୍କ ନେବା ମନା । ଏହି ନିର୍ଦ୍ଦେଶନାମା ଜାରି କରିଛି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ-DGCA । ବିମାନରେ ଯାତ୍ରା ସମୟରେ ଫୋନ୍ ଓ ଅନ୍ୟାନ୍ୟ ଡିଭାଇସ୍ ଚାର୍ଜିଂ ପାଇଁ ବ୍ୟବହୃତ ପାୱାର ବ୍ୟାଙ୍କ ଓ ପୋର୍ଟେବଲ୍ ଚାର୍ଜର ବ୍ୟବହାର ଉପରେ!-->…
ଦିଲ୍ଲୀ ବିସ୍ଫୋରଣ ଘଟଣା: ଘୋଷ୍ଟ ସିମ୍ କାର୍ଡ, ଏନକ୍ରିପଟେଡ୍ ମୋବାଇଲ୍ ଆପ୍ ମାଧ୍ୟମରେ ପାକ୍ ହ୍ୟାଣ୍ଡଲରଙ୍କୁ ଯୋଗାଯୋଗ…
ନୂଆଦିଲ୍ଲୀ: ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା କାର ବୋମା ବିସ୍ଫୋରଣ ଘଟଣାରେ ଆସିଲା ଚାଞ୍ଚଲ୍ୟକର ତଥ୍ୟ । ତଦନ୍ତ ସମୟରେ ସୁରକ୍ଷା ଏଜେନ୍ସିଗୁଡ଼ିକ ଚକିତ କଲାଭଳି ତଥ୍ୟ ପାଇଛନ୍ତି । ଆତଙ୍କବାଦୀମାନେ ଘୋଷ୍ଟ ସିମ୍ କାର୍ଡ ଏବଂ ଏନକ୍ରିପଟେଡ୍ ମୋବାଇଲ୍ ଆପ୍ ବ୍ୟବହାର କରି ପାକିସ୍ତାନରେ!-->…
ଆହୁରି ବଢିବ ଥଣ୍ଡା; ୭ଦିନ ପାଇଁ ୧୯ ରାଜ୍ୟକୁ ଘନ କୁହୁଡି ଆଲର୍ଟ
ନୂଆଦିଲ୍ଲୀ: ଦିଲ୍ଲୀ ଏବଂ ସମଗ୍ର ଉତ୍ତର ଭାରତରେ ହାଡ଼ଭଙ୍ଗା ଥଣ୍ଡା ଅନୁଭୂତ ହେଉଛି। ଘନ କୁହୁଡ଼ି ଏବଂ ଶୀତଳ ଲହରୀ ଶୀତକୁ ଆହୁରି ତୀବ୍ର କରିଛି। ସର୍ବନିମ୍ନ ଏବଂ ସର୍ବାଧିକ ତାପମାତ୍ରା ଏବେ ହ୍ରାସ ପାଇବାରେ ଲାଗିଛି। ଭାରତ ପାଣିପାଗ ବିଭାଗ ଏହି ସପ୍ତାହରେ ଉତ୍ତର ଭାରତ ପାଇଁ କୁହୁଡ଼ି ଏବଂ!-->…
ଭେନେଜୁଏଲା ରାଷ୍ଟ୍ରପତି ଦମ୍ପତିଙ୍କୁ ଗିରଫ ପରେ ଜାତିସଂଘ ଡାକିଲା ଜରୁରୀ ବୈଠକ
ନ୍ୟୁୟର୍କ : ଭେନେଜୁଏଲା ବିରୁଦ୍ଧରେ ଆମେରିକାର ସାମରିକ ଆକ୍ରମଣ ଓ ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ପତ୍ନୀଙ୍କୁ ଗିରଫ ଘଟଣା ସମଗ୍ର ବିଶ୍ବକୁ ଚିନ୍ତିତ କରିଛି । ଏହାକୁ ଦୃଷ୍ଟିରେ ରଖି ଜାତିସଂଘ ଏକ ଜରୁରୀ ବୈଠକ ଡାକିଛି ।
ସୂଚନା ଅନୁସାରେ ଜାତିସଂଘ ନିରାପତ୍ତା!-->!-->!-->…
ଟ୍ରମ୍ପଙ୍କୁ କମଲା ହାରିସଙ୍କ ଖୋଲା ଚ୍ୟାଲେଞ୍ଜ
ଆମେରିକା : ଟ୍ରମ୍ପଙ୍କୁ କଡ଼ା ସମାଲୋଚନା କଲେ କମଲା ହାରିସ୍ । କେବଳ ତେଲ ଓ ନିଜକୁ ଜଣେ ଶକ୍ତିଶାଳୀ ନେତା ଭାବେ ଦେଖାଇବା ଟ୍ରମ୍ପଙ୍କ ଏକ ଜିଦ୍ ବୋଲି କହିଛନ୍ତି କମଲା । ଏହା ଆମେରିକା ପାଇଁ ବିପଜ୍ଜନକ । ମାଦୁରୋଙ୍କ ବିରୋଧରେ ଟ୍ରମ୍ପଙ୍କ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଛନ୍ତି ।!-->…
ଷ୍ଟେସନ ପରିସରରେ ଅଗ୍ନିକାଣ୍ଡ, ଜଳିଗଲା ୫୦୦ ଦୁଇ ଚକିଆ ଯାନ…
ତ୍ରିସୁର: ତାମିଲନାଡୁର ତ୍ରିସୁର ରେଳ ଷ୍ଟେସନରେ ରବିବାର ଦିନ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଯାହା ଫଳରେ ଷ୍ଟେସନର ପାର୍କିଂରେ ଥିବା ୫୦୦ରୁ ଅଧିକ ଦୁଇଚକିଆ ଯାନ ପୋଡ଼ି ଯାଇଛି।
ତେବେ ଏହି ଘଟଣା ପ୍ଲାଟଫର୍ମ ନମ୍ବର ୨ ନିକଟରେ ସକାଳ ପ୍ରାୟ ୬.୪୫ ସମୟରେ ଘଟିଥିବା ରିପୋର୍ଟରୁ!-->!-->!-->…
ବିଜାପୁରରେ ଏନକାଉଣ୍ଟର, ୧୪ ମାଓବାଦୀ ନିପାତ
ବିଜାପୁର: ଭୁଷୁଡ଼ୁଛି ଲାଲଗଡ଼। ୧୪ ମାଓବାଦୀ ନିପାତ। ଛତିଶଗଡ଼ ବିଜାପୁରରେ ବଡ଼ ଧରଣର ଏନ୍ କାଉଣ୍ଟର ହୋଇଛି। କୋଣ୍ଟା କିସ୍ତରାମ ଜଙ୍ଗଲରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡ଼ିଲେ ୧୪ ମାଓବାଦୀ। ଘଟଣାସ୍ଥଳରୁ ଏକେ ୪୭ ଓ ଇନସାସ୍!-->…
କାରାକାସରେ ସିରିଜ ବିସ୍ଫୋରଣ, ଜରୁରୀକାଳୀନ ପରିସ୍ଥିତି ଘୋଷଣା
ଭେନେଜୁଏଲା: ଭେନେଜୁଏଲାର ରାଜଧାନୀ କାରାକାସରେ ସିରିଜ ବିସ୍ଫୋରଣ ହୋଇଛି । ଅନେକ ସ୍ଥାନରେ ଧୂଆଁ ଏବଂ ନିଆଁ ଲାଗି ରହିଥିବା ଦେଖିବାକୁ ମିଳିଛି । ଆମେରିକା ସହିତ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଏହା ଆମେରିକାର ବିମାନ ଆକ୍ରମଣ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଏସମ୍ପର୍କରେ କିନ୍ତୁ!-->…
ଦେଶର ୧୧ ଏମ୍ସରେ ଖାଲି ପଡ଼ିଛି ୧୬୦୦ ଶିକ୍ଷକ ପଦ, ଡାକ୍ତରୀ ଶିକ୍ଷାଦାନ ପ୍ରଭାବିତ
ନୂଆଦିଲ୍ଲୀ: ଦେଶର ୧୧ଟି ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ)ରେ ୧୬୦୦ ଶିକ୍ଷକ ପଦ ଖାଲି ପଡିଛି। ଏହି ସବୁ ଏମ୍ସରେ ମୋଟ ୪୦୯୯ଟି ଅନୁମୋଦିତ ଶିକ୍ଷକ ପଦ ରହିଛି। ସୂଚନା ଅଧିକାର (ଆରଟିଆଇ) ତଥ୍ୟ ଅନୁଯାୟୀ ୧୧ଟି ଏମ୍ସର ଅନୁମୋଦିତ ଶିକ୍ଷକ ପଦ ମଧ୍ୟରୁ ପ୍ରତିଟି ୧୦ଟିରେ!-->…
ଆଜିଠାରୁ ‘ମାଘ ମେଳା, ସଙ୍ଗମ ସ୍ଥଳରେ ବୁଡ଼ ପକାଇବା ପାଇଁ ପ୍ରୟାଗରାଜରେ ଭକ୍ତଙ୍କ ଭିଡ଼,
ଉତ୍ତରପ୍ରଦେଶ : ପ୍ରୟାଗରାଜର ପବିତ୍ର ତ୍ରିବେଣୀ ସଙ୍ଗମ କୂଳରେ ଆଜିଠାରୁ ବିଶ୍ୱପ୍ରସିଦ୍ଧ ‘ମାଘ ମେଳା ୨୦୨୬’ ଆରମ୍ଭ ହୋଇଛି । ମାଘ ମେଳା ପୂର୍ବରୁ ସ୍ନାନ ପର୍ବ ପୌଷ ପୂର୍ଣ୍ଣିମାର ପର୍ବ ଗଙ୍ଗା, ଯମୁନା ଏବଂ ସରସ୍ବତୀ ନଦୀର ତ୍ରିବେଣୀରେ ଆସ୍ଥାର ବୁଡ଼ ପକାଇବା ପାଇଁ ଭିଡ଼ ଜମିଛି ।!-->…